1 Chronicles 10 (IRVO)
1 ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। 2 ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ, ଅବୀନାଦବକୁ ଓ ମଲ୍କୀଶୂୟକୁ ବଧ କଲେ। 3 ଏହିରୂପେ ଶାଉଲଙ୍କ ସଙ୍ଗେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଆହତ ହେଲେ। 4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ; କେଜାଣି ଏହି ଅସୁନ୍ନତମାନେ ଆସି ମୋତେ କୌତୁକ କରିବେ।” ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। 5 ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କର ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ମଲା। 6 ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ସମସ୍ତ ପରିଜନ ଏକାସଙ୍ଗେ ମଲେ। 7 ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିସ୍ଥ ସମସ୍ତ ଇସ୍ରାଏଲ ଲୋକ ଆପଣାମାନଙ୍କ ନଗରସବୁ ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ। 8 ଏଥିଉତ୍ତାରେ ପରଦିନ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ପୁତ୍ରମାନଙ୍କୁ ଗିଲ୍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ। 9 ତହୁଁ ସେମାନେ ତାଙ୍କର ସଜ୍ଜା ଫିଟାଇ ତାଙ୍କର ମସ୍ତକ ଓ ସଜ୍ଜା ନେଇ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। 10 ପୁଣି, ସେମାନେ ତାଙ୍କର ସଜ୍ଜା ଆପଣାମାନଙ୍କ ଦେବ ମନ୍ଦିରରେ ରଖିଲେ ଓ ତାଙ୍କର ମସ୍ତକକୁ ଦାଗୋନ୍ ମନ୍ଦିରରେ ଟାଙ୍ଗି ଦେଲେ। 11 ଏଉତ୍ତାରେ ଯାବେଶ-ଗିଲୀୟଦୀୟ ସମସ୍ତେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ ସକଳ କର୍ମର ସମ୍ବାଦ ପାଆନ୍ତେ, 12 ସମସ୍ତ ବିକ୍ରମଶାଳୀ ଲୋକ ଉଠି ଶାଉଲଙ୍କର ଶରୀର ଓ ତାଙ୍କର ପୁତ୍ରମାନଙ୍କ ଶରୀର ଯାବେଶକୁ ନେଇ ଆସିଲେ ଓ ଯାବେଶସ୍ଥ ଅଲୋନ ବୃକ୍ଷ ମୂଳେ ସେମାନଙ୍କର ଅସ୍ଥି ପୋତି ସାତ ଦିନ ଉପବାସ କଲେ। 13 ଏହିରୂପେ ଶାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ଅବିଶ୍ଵସ୍ତତା ସକାଶୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ; ମଧ୍ୟ ସେ ଭୂତୁଡ଼ିଆଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ। 14 ଏହେତୁ ସେ ତାଙ୍କୁ ବଧ କଲେ ଓ ଯିଶୀର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ।
In Other Versions
1 Chronicles 10 in the ANGEFD
1 Chronicles 10 in the ANTPNG2D
1 Chronicles 10 in the AS21
1 Chronicles 10 in the BAGH
1 Chronicles 10 in the BBPNG
1 Chronicles 10 in the BBT1E
1 Chronicles 10 in the BDS
1 Chronicles 10 in the BEV
1 Chronicles 10 in the BHAD
1 Chronicles 10 in the BIB
1 Chronicles 10 in the BLPT
1 Chronicles 10 in the BNT
1 Chronicles 10 in the BNTABOOT
1 Chronicles 10 in the BNTLV
1 Chronicles 10 in the BOATCB
1 Chronicles 10 in the BOATCB2
1 Chronicles 10 in the BOBCV
1 Chronicles 10 in the BOCNT
1 Chronicles 10 in the BOECS
1 Chronicles 10 in the BOGWICC
1 Chronicles 10 in the BOHCB
1 Chronicles 10 in the BOHCV
1 Chronicles 10 in the BOHLNT
1 Chronicles 10 in the BOHNTLTAL
1 Chronicles 10 in the BOICB
1 Chronicles 10 in the BOILNTAP
1 Chronicles 10 in the BOITCV
1 Chronicles 10 in the BOKCV
1 Chronicles 10 in the BOKCV2
1 Chronicles 10 in the BOKHWOG
1 Chronicles 10 in the BOKSSV
1 Chronicles 10 in the BOLCB
1 Chronicles 10 in the BOLCB2
1 Chronicles 10 in the BOMCV
1 Chronicles 10 in the BONAV
1 Chronicles 10 in the BONCB
1 Chronicles 10 in the BONLT
1 Chronicles 10 in the BONUT2
1 Chronicles 10 in the BOPLNT
1 Chronicles 10 in the BOSCB
1 Chronicles 10 in the BOSNC
1 Chronicles 10 in the BOTLNT
1 Chronicles 10 in the BOVCB
1 Chronicles 10 in the BOYCB
1 Chronicles 10 in the BPBB
1 Chronicles 10 in the BPH
1 Chronicles 10 in the BSB
1 Chronicles 10 in the CCB
1 Chronicles 10 in the CUV
1 Chronicles 10 in the CUVS
1 Chronicles 10 in the DBT
1 Chronicles 10 in the DGDNT
1 Chronicles 10 in the DHNT
1 Chronicles 10 in the DNT
1 Chronicles 10 in the ELBE
1 Chronicles 10 in the EMTV
1 Chronicles 10 in the ESV
1 Chronicles 10 in the FBV
1 Chronicles 10 in the FEB
1 Chronicles 10 in the GGMNT
1 Chronicles 10 in the GNT
1 Chronicles 10 in the HARY
1 Chronicles 10 in the HNT
1 Chronicles 10 in the IRVA
1 Chronicles 10 in the IRVB
1 Chronicles 10 in the IRVG
1 Chronicles 10 in the IRVH
1 Chronicles 10 in the IRVK
1 Chronicles 10 in the IRVM
1 Chronicles 10 in the IRVM2
1 Chronicles 10 in the IRVP
1 Chronicles 10 in the IRVT
1 Chronicles 10 in the IRVT2
1 Chronicles 10 in the IRVU
1 Chronicles 10 in the ISVN
1 Chronicles 10 in the JSNT
1 Chronicles 10 in the KAPI
1 Chronicles 10 in the KBT1ETNIK
1 Chronicles 10 in the KBV
1 Chronicles 10 in the KJV
1 Chronicles 10 in the KNFD
1 Chronicles 10 in the LBA
1 Chronicles 10 in the LBLA
1 Chronicles 10 in the LNT
1 Chronicles 10 in the LSV
1 Chronicles 10 in the MAAL
1 Chronicles 10 in the MBV
1 Chronicles 10 in the MBV2
1 Chronicles 10 in the MHNT
1 Chronicles 10 in the MKNFD
1 Chronicles 10 in the MNG
1 Chronicles 10 in the MNT
1 Chronicles 10 in the MNT2
1 Chronicles 10 in the MRS1T
1 Chronicles 10 in the NAA
1 Chronicles 10 in the NASB
1 Chronicles 10 in the NBLA
1 Chronicles 10 in the NBS
1 Chronicles 10 in the NBVTP
1 Chronicles 10 in the NET2
1 Chronicles 10 in the NIV11
1 Chronicles 10 in the NNT
1 Chronicles 10 in the NNT2
1 Chronicles 10 in the NNT3
1 Chronicles 10 in the PDDPT
1 Chronicles 10 in the PFNT
1 Chronicles 10 in the RMNT
1 Chronicles 10 in the SBIAS
1 Chronicles 10 in the SBIBS
1 Chronicles 10 in the SBIBS2
1 Chronicles 10 in the SBICS
1 Chronicles 10 in the SBIDS
1 Chronicles 10 in the SBIGS
1 Chronicles 10 in the SBIHS
1 Chronicles 10 in the SBIIS
1 Chronicles 10 in the SBIIS2
1 Chronicles 10 in the SBIIS3
1 Chronicles 10 in the SBIKS
1 Chronicles 10 in the SBIKS2
1 Chronicles 10 in the SBIMS
1 Chronicles 10 in the SBIOS
1 Chronicles 10 in the SBIPS
1 Chronicles 10 in the SBISS
1 Chronicles 10 in the SBITS
1 Chronicles 10 in the SBITS2
1 Chronicles 10 in the SBITS3
1 Chronicles 10 in the SBITS4
1 Chronicles 10 in the SBIUS
1 Chronicles 10 in the SBIVS
1 Chronicles 10 in the SBT
1 Chronicles 10 in the SBT1E
1 Chronicles 10 in the SCHL
1 Chronicles 10 in the SNT
1 Chronicles 10 in the SUSU
1 Chronicles 10 in the SUSU2
1 Chronicles 10 in the SYNO
1 Chronicles 10 in the TBIAOTANT
1 Chronicles 10 in the TBT1E
1 Chronicles 10 in the TBT1E2
1 Chronicles 10 in the TFTIP
1 Chronicles 10 in the TFTU
1 Chronicles 10 in the TGNTATF3T
1 Chronicles 10 in the THAI
1 Chronicles 10 in the TNFD
1 Chronicles 10 in the TNT
1 Chronicles 10 in the TNTIK
1 Chronicles 10 in the TNTIL
1 Chronicles 10 in the TNTIN
1 Chronicles 10 in the TNTIP
1 Chronicles 10 in the TNTIZ
1 Chronicles 10 in the TOMA
1 Chronicles 10 in the TTENT
1 Chronicles 10 in the UBG
1 Chronicles 10 in the UGV
1 Chronicles 10 in the UGV2
1 Chronicles 10 in the UGV3
1 Chronicles 10 in the VBL
1 Chronicles 10 in the VDCC
1 Chronicles 10 in the YALU
1 Chronicles 10 in the YAPE
1 Chronicles 10 in the YBVTP
1 Chronicles 10 in the ZBP