Ecclesiastes 12 (IRVO)
1 ଆଉ, ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର; ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମ୍ଭେ କହିବ, ଏହିସବୁରେ ମୋହର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି। 2 ସେହି ସମୟରେ ସୂର୍ଯ୍ୟ, ଦୀପ୍ତି, ଚନ୍ଦ୍ର ଓ ତାରାଗଣ ଅନ୍ଧକାରମୟ ହେବେ, ପୁଣି ବୃଷ୍ଟି ଉତ୍ତାରେ ପୁନର୍ବାର ମେଘ ହେବ; 3 ସେହି ଦିନ ଗୃହ ରକ୍ଷକମାନେ ଥରହର ହେବେ ଓ ବଳବାନ ଲୋକେ ଆପେ ନତ ହେବେ ଓ ପେଷିକାମାନେ ଅଳ୍ପ ହେବାରୁ କର୍ମରୁ ନିବୃତ୍ତ ହେବେ, ପୁଣି ଝରକାରେ ଦୃଷ୍ଟିକାରିଣୀମାନେ ଅନ୍ଧକାରଗ୍ରସ୍ତା ହେବେ; 4 ଓ ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ, ସେହି ସମୟରେ ପେଷଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକ ଜାଗି ଉଠିବ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ; 5 ଆହୁରି, ସେମାନେ ଉଚ୍ଚସ୍ଥାନ ବିଷୟରେ ଭୀତ ହେବେ ଓ ପଥରେ ତ୍ରାସ ହେବ; ଆଉ, ବାଦାମ ବୃକ୍ଷ ପୁଷ୍ପିତ ହେବ ଓ ଫଡ଼ିଙ୍ଗ ଆପଣା ଭାରରେ ଭାରଗ୍ରସ୍ତ ହେବ ଓ କାମନା ନିସ୍ତେଜ ହେବ; କାରଣ ମନୁଷ୍ୟ ଆପଣା ଚିର ନିବାସକୁ ଯାଏ ଓ ଶୋକକାରୀମାନେ ପଥରେ ଭ୍ରମଣ କରନ୍ତି; 6 ସେହି ସମୟରେ ରୂପାର ତାର ହୁଗୁଳା ହେବ, ସୁବର୍ଣ୍ଣ ପାତ୍ର ଭଗ୍ନ ହେବ, ମାଟିର ପାତ୍ର ଜଳସ୍ରୋତ ନିକଟରେ ଚୂର୍ଣ୍ଣ ହେବ ଓ କୂପରେ ଚକ୍ର ଭଗ୍ନ ହେବ; 7 ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। 8 ଉପଦେଶକ କହନ୍ତି, ଅସାରର ଅସାର, ସବୁ ହିଁ ଅସାର। 9 ଆହୁରି, ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ଦେଲେ; ପୁଣି, ସେ ବିବେଚନା ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ କ୍ରମ ଅନୁସାରେ ସଜାଡ଼ି ରଖିଲେ। 10 ଉପଦେଶକ ମନୋହର ବାକ୍ୟ ଓ ଯାହା ସରଳ ଭାବରେ ଲେଖାଗଲା, ସେହି ସତ୍ୟ ବାକ୍ୟ ପାଇବାକୁ ଅନ୍ଵେଷଣ କଲେ। 11 ଜ୍ଞାନବାନର ବାକ୍ୟସବୁ ଅଙ୍କୁଶ ସ୍ୱରୂପ ଓ ସଭାପତିଗଣର ବାକ୍ୟ ଦୃଢ଼ବଦ୍ଧ ଲୌହ କଣ୍ଟକ ସ୍ୱରୂପ, ତାହାସବୁ ଏକ ପାଳକ ଦ୍ୱାରା ଦତ୍ତ ହୋଇଅଛି। 12 ଆହୁରି, ହେ ମୋହର ପୁତ୍ର, ତୁମ୍ଭେ ଉପଦେଶ ଗ୍ରହଣ କର; ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ; ପୁଣି, ବହୁ ଅଭ୍ୟାସ ଶରୀରର କ୍ଳାନ୍ତିଜନକ। 13 ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। 14 ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ।
In Other Versions
Ecclesiastes 12 in the ANGEFD
Ecclesiastes 12 in the ANTPNG2D
Ecclesiastes 12 in the AS21
Ecclesiastes 12 in the BAGH
Ecclesiastes 12 in the BBPNG
Ecclesiastes 12 in the BBT1E
Ecclesiastes 12 in the BDS
Ecclesiastes 12 in the BEV
Ecclesiastes 12 in the BHAD
Ecclesiastes 12 in the BIB
Ecclesiastes 12 in the BLPT
Ecclesiastes 12 in the BNT
Ecclesiastes 12 in the BNTABOOT
Ecclesiastes 12 in the BNTLV
Ecclesiastes 12 in the BOATCB
Ecclesiastes 12 in the BOATCB2
Ecclesiastes 12 in the BOBCV
Ecclesiastes 12 in the BOCNT
Ecclesiastes 12 in the BOECS
Ecclesiastes 12 in the BOGWICC
Ecclesiastes 12 in the BOHCB
Ecclesiastes 12 in the BOHCV
Ecclesiastes 12 in the BOHLNT
Ecclesiastes 12 in the BOHNTLTAL
Ecclesiastes 12 in the BOICB
Ecclesiastes 12 in the BOILNTAP
Ecclesiastes 12 in the BOITCV
Ecclesiastes 12 in the BOKCV
Ecclesiastes 12 in the BOKCV2
Ecclesiastes 12 in the BOKHWOG
Ecclesiastes 12 in the BOKSSV
Ecclesiastes 12 in the BOLCB
Ecclesiastes 12 in the BOLCB2
Ecclesiastes 12 in the BOMCV
Ecclesiastes 12 in the BONAV
Ecclesiastes 12 in the BONCB
Ecclesiastes 12 in the BONLT
Ecclesiastes 12 in the BONUT2
Ecclesiastes 12 in the BOPLNT
Ecclesiastes 12 in the BOSCB
Ecclesiastes 12 in the BOSNC
Ecclesiastes 12 in the BOTLNT
Ecclesiastes 12 in the BOVCB
Ecclesiastes 12 in the BOYCB
Ecclesiastes 12 in the BPBB
Ecclesiastes 12 in the BPH
Ecclesiastes 12 in the BSB
Ecclesiastes 12 in the CCB
Ecclesiastes 12 in the CUV
Ecclesiastes 12 in the CUVS
Ecclesiastes 12 in the DBT
Ecclesiastes 12 in the DGDNT
Ecclesiastes 12 in the DHNT
Ecclesiastes 12 in the DNT
Ecclesiastes 12 in the ELBE
Ecclesiastes 12 in the EMTV
Ecclesiastes 12 in the ESV
Ecclesiastes 12 in the FBV
Ecclesiastes 12 in the FEB
Ecclesiastes 12 in the GGMNT
Ecclesiastes 12 in the GNT
Ecclesiastes 12 in the HARY
Ecclesiastes 12 in the HNT
Ecclesiastes 12 in the IRVA
Ecclesiastes 12 in the IRVB
Ecclesiastes 12 in the IRVG
Ecclesiastes 12 in the IRVH
Ecclesiastes 12 in the IRVK
Ecclesiastes 12 in the IRVM
Ecclesiastes 12 in the IRVM2
Ecclesiastes 12 in the IRVP
Ecclesiastes 12 in the IRVT
Ecclesiastes 12 in the IRVT2
Ecclesiastes 12 in the IRVU
Ecclesiastes 12 in the ISVN
Ecclesiastes 12 in the JSNT
Ecclesiastes 12 in the KAPI
Ecclesiastes 12 in the KBT1ETNIK
Ecclesiastes 12 in the KBV
Ecclesiastes 12 in the KJV
Ecclesiastes 12 in the KNFD
Ecclesiastes 12 in the LBA
Ecclesiastes 12 in the LBLA
Ecclesiastes 12 in the LNT
Ecclesiastes 12 in the LSV
Ecclesiastes 12 in the MAAL
Ecclesiastes 12 in the MBV
Ecclesiastes 12 in the MBV2
Ecclesiastes 12 in the MHNT
Ecclesiastes 12 in the MKNFD
Ecclesiastes 12 in the MNG
Ecclesiastes 12 in the MNT
Ecclesiastes 12 in the MNT2
Ecclesiastes 12 in the MRS1T
Ecclesiastes 12 in the NAA
Ecclesiastes 12 in the NASB
Ecclesiastes 12 in the NBLA
Ecclesiastes 12 in the NBS
Ecclesiastes 12 in the NBVTP
Ecclesiastes 12 in the NET2
Ecclesiastes 12 in the NIV11
Ecclesiastes 12 in the NNT
Ecclesiastes 12 in the NNT2
Ecclesiastes 12 in the NNT3
Ecclesiastes 12 in the PDDPT
Ecclesiastes 12 in the PFNT
Ecclesiastes 12 in the RMNT
Ecclesiastes 12 in the SBIAS
Ecclesiastes 12 in the SBIBS
Ecclesiastes 12 in the SBIBS2
Ecclesiastes 12 in the SBICS
Ecclesiastes 12 in the SBIDS
Ecclesiastes 12 in the SBIGS
Ecclesiastes 12 in the SBIHS
Ecclesiastes 12 in the SBIIS
Ecclesiastes 12 in the SBIIS2
Ecclesiastes 12 in the SBIIS3
Ecclesiastes 12 in the SBIKS
Ecclesiastes 12 in the SBIKS2
Ecclesiastes 12 in the SBIMS
Ecclesiastes 12 in the SBIOS
Ecclesiastes 12 in the SBIPS
Ecclesiastes 12 in the SBISS
Ecclesiastes 12 in the SBITS
Ecclesiastes 12 in the SBITS2
Ecclesiastes 12 in the SBITS3
Ecclesiastes 12 in the SBITS4
Ecclesiastes 12 in the SBIUS
Ecclesiastes 12 in the SBIVS
Ecclesiastes 12 in the SBT
Ecclesiastes 12 in the SBT1E
Ecclesiastes 12 in the SCHL
Ecclesiastes 12 in the SNT
Ecclesiastes 12 in the SUSU
Ecclesiastes 12 in the SUSU2
Ecclesiastes 12 in the SYNO
Ecclesiastes 12 in the TBIAOTANT
Ecclesiastes 12 in the TBT1E
Ecclesiastes 12 in the TBT1E2
Ecclesiastes 12 in the TFTIP
Ecclesiastes 12 in the TFTU
Ecclesiastes 12 in the TGNTATF3T
Ecclesiastes 12 in the THAI
Ecclesiastes 12 in the TNFD
Ecclesiastes 12 in the TNT
Ecclesiastes 12 in the TNTIK
Ecclesiastes 12 in the TNTIL
Ecclesiastes 12 in the TNTIN
Ecclesiastes 12 in the TNTIP
Ecclesiastes 12 in the TNTIZ
Ecclesiastes 12 in the TOMA
Ecclesiastes 12 in the TTENT
Ecclesiastes 12 in the UBG
Ecclesiastes 12 in the UGV
Ecclesiastes 12 in the UGV2
Ecclesiastes 12 in the UGV3
Ecclesiastes 12 in the VBL
Ecclesiastes 12 in the VDCC
Ecclesiastes 12 in the YALU
Ecclesiastes 12 in the YAPE
Ecclesiastes 12 in the YBVTP
Ecclesiastes 12 in the ZBP