Zechariah 3 (IRVO)
1 ଏଉତ୍ତାରେ ସଦାପ୍ରଭୁ ଯିହୋଶୂୟ ମହାଯାଜକ ଦୂତ ସମ୍ମୁଖରେ ଠିଆ ହୋଇଥିବା, ଓ ତାଙ୍କୁ ନିନ୍ଦା କରିବା ପାଇଁ ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ। 2 ପୁଣି, ସଦାପ୍ରଭୁ ଶୟତାନକୁ କହିଲେ, “ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ହଁ, ଯେ ଯିରୂଶାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ! ଏ କି ଅଗ୍ନିରୁ କଢ଼ା ଖଣ୍ଡେ ପୋଡ଼ା କାଠଖଣ୍ଡ ନୁହେଁ?” 3 ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ। 4 ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, “ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ।” ପୁଣି, ତାଙ୍କୁ ସେ କହିଲେ, “ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରିଅଛୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା।” 5 ସେତେବେଳେ ମୁଁ କହିଲି, “ଲୋକମାନେ ଏହାର ମସ୍ତକରେ ନିର୍ମଳ ପଗଡ଼ି ଦିଅନ୍ତୁ!” ତହିଁରେ ସେମାନେ ତାଙ୍କ ମସ୍ତକରେ ନିର୍ମଳ ପଗଡ଼ି ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ; ପୁଣି, ନିକଟରେ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ। 6 ପୁଣି, ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଦୃଢ଼ ରୂପେ କହିଲେ, 7 “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି:ଯଦି ତୁମ୍ଭେ ଆମ୍ଭ ପଥରେ ଚାଲିବ ଓ ତୁମ୍ଭେ ଆମ୍ଭର ଆଜ୍ଞା ରକ୍ଷା କରିବ,ତେବେ ତୁମ୍ଭେ ମଧ୍ୟ ଆମ୍ଭ ଗୃହର ବିଚାର କରିବ ଓ ଆମ୍ଭ ପ୍ରାଙ୍ଗଣର ରକ୍ଷକ ହେବ,ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ପ୍ରବେଶର ଓ ପ୍ରସ୍ଥାନର ଅଧିକାର ଦେବା। 8 ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ!କାରଣ ସେମାନେ ଚିହ୍ନସ୍ୱରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା। 9 କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ! ଏକ ପ୍ରସ୍ତରର ଉପରେ ସାତ ପାର୍ଶ୍ୱ ଅଛି;ତହିଁର ମୁଦ୍ରାରେ ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତିଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା। 10 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ତଳେ ବିଶ୍ରାମ ନେବା ପାଇଁ ନିମନ୍ତ୍ରଣ କରିବ।”
In Other Versions
Zechariah 3 in the ANGEFD
Zechariah 3 in the ANTPNG2D
Zechariah 3 in the AS21
Zechariah 3 in the BAGH
Zechariah 3 in the BBPNG
Zechariah 3 in the BBT1E
Zechariah 3 in the BDS
Zechariah 3 in the BEV
Zechariah 3 in the BHAD
Zechariah 3 in the BIB
Zechariah 3 in the BLPT
Zechariah 3 in the BNT
Zechariah 3 in the BNTABOOT
Zechariah 3 in the BNTLV
Zechariah 3 in the BOATCB
Zechariah 3 in the BOATCB2
Zechariah 3 in the BOBCV
Zechariah 3 in the BOCNT
Zechariah 3 in the BOECS
Zechariah 3 in the BOGWICC
Zechariah 3 in the BOHCB
Zechariah 3 in the BOHCV
Zechariah 3 in the BOHLNT
Zechariah 3 in the BOHNTLTAL
Zechariah 3 in the BOICB
Zechariah 3 in the BOILNTAP
Zechariah 3 in the BOITCV
Zechariah 3 in the BOKCV
Zechariah 3 in the BOKCV2
Zechariah 3 in the BOKHWOG
Zechariah 3 in the BOKSSV
Zechariah 3 in the BOLCB
Zechariah 3 in the BOLCB2
Zechariah 3 in the BOMCV
Zechariah 3 in the BONAV
Zechariah 3 in the BONCB
Zechariah 3 in the BONLT
Zechariah 3 in the BONUT2
Zechariah 3 in the BOPLNT
Zechariah 3 in the BOSCB
Zechariah 3 in the BOSNC
Zechariah 3 in the BOTLNT
Zechariah 3 in the BOVCB
Zechariah 3 in the BOYCB
Zechariah 3 in the BPBB
Zechariah 3 in the BPH
Zechariah 3 in the BSB
Zechariah 3 in the CCB
Zechariah 3 in the CUV
Zechariah 3 in the CUVS
Zechariah 3 in the DBT
Zechariah 3 in the DGDNT
Zechariah 3 in the DHNT
Zechariah 3 in the DNT
Zechariah 3 in the ELBE
Zechariah 3 in the EMTV
Zechariah 3 in the ESV
Zechariah 3 in the FBV
Zechariah 3 in the FEB
Zechariah 3 in the GGMNT
Zechariah 3 in the GNT
Zechariah 3 in the HARY
Zechariah 3 in the HNT
Zechariah 3 in the IRVA
Zechariah 3 in the IRVB
Zechariah 3 in the IRVG
Zechariah 3 in the IRVH
Zechariah 3 in the IRVK
Zechariah 3 in the IRVM
Zechariah 3 in the IRVM2
Zechariah 3 in the IRVP
Zechariah 3 in the IRVT
Zechariah 3 in the IRVT2
Zechariah 3 in the IRVU
Zechariah 3 in the ISVN
Zechariah 3 in the JSNT
Zechariah 3 in the KAPI
Zechariah 3 in the KBT1ETNIK
Zechariah 3 in the KBV
Zechariah 3 in the KJV
Zechariah 3 in the KNFD
Zechariah 3 in the LBA
Zechariah 3 in the LBLA
Zechariah 3 in the LNT
Zechariah 3 in the LSV
Zechariah 3 in the MAAL
Zechariah 3 in the MBV
Zechariah 3 in the MBV2
Zechariah 3 in the MHNT
Zechariah 3 in the MKNFD
Zechariah 3 in the MNG
Zechariah 3 in the MNT
Zechariah 3 in the MNT2
Zechariah 3 in the MRS1T
Zechariah 3 in the NAA
Zechariah 3 in the NASB
Zechariah 3 in the NBLA
Zechariah 3 in the NBS
Zechariah 3 in the NBVTP
Zechariah 3 in the NET2
Zechariah 3 in the NIV11
Zechariah 3 in the NNT
Zechariah 3 in the NNT2
Zechariah 3 in the NNT3
Zechariah 3 in the PDDPT
Zechariah 3 in the PFNT
Zechariah 3 in the RMNT
Zechariah 3 in the SBIAS
Zechariah 3 in the SBIBS
Zechariah 3 in the SBIBS2
Zechariah 3 in the SBICS
Zechariah 3 in the SBIDS
Zechariah 3 in the SBIGS
Zechariah 3 in the SBIHS
Zechariah 3 in the SBIIS
Zechariah 3 in the SBIIS2
Zechariah 3 in the SBIIS3
Zechariah 3 in the SBIKS
Zechariah 3 in the SBIKS2
Zechariah 3 in the SBIMS
Zechariah 3 in the SBIOS
Zechariah 3 in the SBIPS
Zechariah 3 in the SBISS
Zechariah 3 in the SBITS
Zechariah 3 in the SBITS2
Zechariah 3 in the SBITS3
Zechariah 3 in the SBITS4
Zechariah 3 in the SBIUS
Zechariah 3 in the SBIVS
Zechariah 3 in the SBT
Zechariah 3 in the SBT1E
Zechariah 3 in the SCHL
Zechariah 3 in the SNT
Zechariah 3 in the SUSU
Zechariah 3 in the SUSU2
Zechariah 3 in the SYNO
Zechariah 3 in the TBIAOTANT
Zechariah 3 in the TBT1E
Zechariah 3 in the TBT1E2
Zechariah 3 in the TFTIP
Zechariah 3 in the TFTU
Zechariah 3 in the TGNTATF3T
Zechariah 3 in the THAI
Zechariah 3 in the TNFD
Zechariah 3 in the TNT
Zechariah 3 in the TNTIK
Zechariah 3 in the TNTIL
Zechariah 3 in the TNTIN
Zechariah 3 in the TNTIP
Zechariah 3 in the TNTIZ
Zechariah 3 in the TOMA
Zechariah 3 in the TTENT
Zechariah 3 in the UBG
Zechariah 3 in the UGV
Zechariah 3 in the UGV2
Zechariah 3 in the UGV3
Zechariah 3 in the VBL
Zechariah 3 in the VDCC
Zechariah 3 in the YALU
Zechariah 3 in the YAPE
Zechariah 3 in the YBVTP
Zechariah 3 in the ZBP