1 Chronicles 2 (IRVO)

1 ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ; 2 ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍‍ ଓ ଆଶେର। 3 ଯିହୁଦାର ପୁତ୍ରଗଣ; ଯଥା ଏର ଓ ଓନନ୍‍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍‍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ। 4 ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ। 5 ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ। 6 ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍‍ ଓ ହେମନ ଓ କଲ୍‍କୋଲ୍‍ ଓ ଦେରା; ସମୁଦାୟ ପାଞ୍ଚ ଜଣ। 7 କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା। 8 ପୁଣି, ଏଥନ୍‍ର ପୁତ୍ର ଅସରୀୟା। 9 ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍‍ ଓ କାଲୁବାୟ, 10 ପୁଣି, ରାମ୍‍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା। 11 ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା; 12 ବୋୟଜ ଓବେଦ୍‍କୁ ଜାତ କଲା, ଓବେଦ୍‍ ଯିଶୀକୁ ଜାତ କଲା। 13 ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍‍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ; 14 ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ; 15 ଷଷ୍ଠ ଓତ୍ସମ୍‍‍କୁ, ସପ୍ତମ ଦାଉଦଙ୍କୁ ଜାତ କଲା; 16 ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର। 17 ପୁଣି, ଅବୀଗଲ ଅମାସାଙ୍କୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା। 18 ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍‍ ଓ ଅର୍ଦୋନ୍‍, ଏମାନେ ଅସୂବାର ପୁତ୍ର। 19 ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା। 20 ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା। 21 ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା। 22 ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା। 23 ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ। 24 ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍‍ହୂରକୁ ଜାତ କଲା। 25 ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍‍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍‍ ଓ ଅହୀୟ। 26 ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା। 27 ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର। 28 ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍‍ ଓ ଅବୀଶୂର। 29 ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ ଓ ସେ ତାହାର ଔରସରେ ଅହବାନ୍‍ ଓ ମୋଲୀଦକୁ ଜାତ କଲା। 30 ପୁଣି, ନାଦବ୍‍ର ପୁତ୍ର ସେଲଦ୍‍ ଓ ଅପ୍ପୟିମ୍‍; ମାତ୍ର ସେଲଦ୍‍ ନିଃସନ୍ତାନ ହୋଇ ମଲା। 31 ଆଉ ଅପ୍ପୟିମ୍‍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍‍। ଶେଶନ୍‍ର ପୁତ୍ର ଅହଲୟ। 32 ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା। 33 ପୁଣି, ଯୋନାଥନର ପୁତ୍ର ପେଲତ୍‍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ। 34 ଶେଶନ୍‍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍‍ର ଜଣେ ମିସରୀୟ ଦାସ ଥିଲା, ତାହାର ନାମ ଯାର୍ହା। 35 ଆଉ ଶେଶନ୍‍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା। 36 ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍‍କୁ ଜାତ କଲା, 37 ସାବଦ୍‍ ଇଫ୍‍ଲଲକୁ ଜାତ କଲା ଓ ଇଫ୍‍ଲଲ ଓବେଦ୍‍କୁ ଜାତ କଲା; 38 ଓବେଦ୍‍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା; 39 ପୁଣି, ଅସରୀୟ ହେଲସ୍‍କୁ ଜାତ କଲା ଓ ହେଲସ୍‍ ଇଲୀୟାସାକୁ ଜାତ କଲା; 40 ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍‍କୁ ଜାତ କଲା; 41 ଶଲ୍ଲୁମ୍‍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା। 42 ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍‍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ। 43 ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍‍, ଶେମା। 44 ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍‍ ଶମ୍ମୟକୁ ଜାତ କଲା। 45 ଆଉ ଶମ୍ମୟର ପୁତ୍ର ମାୟୋନ୍‍; ମାୟୋନ୍‍ ବେଥ୍-ସୁରର ପିତା ଥିଲା। 46 ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା। 47 ଆଉ ଯେହଦୟର ପୁତ୍ର ରେଗମ୍‍ ଓ ଯୋଥମ୍‍ ଓ ଗେଶନ୍‍ ଓ ପେଲଟ୍‍ ଓ ଐଫା ଓ ଶାଫ୍‍। 48 ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା। 49 ଆହୁରି ସେ ମଦ୍‍ମନ୍ନାର ପିତା ଶାଫ୍‍କୁ, ମଗ୍‍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍‍ଷା କାଲେବର କନ୍ୟା ଥିଲା। 50 କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍‍ କିରୀୟଥ୍‍-ଯିୟାରୀମ୍‍ର ପିତା; 51 ସଲ୍ମା ବେଥଲିହିମର ପିତା, ହାରେଫ୍‍ ବେଥ୍-ଗାଦରର ପିତା; 52 ଆଉ କିରୀୟଥ୍‍-ଯିୟାରୀମ୍‍ର ପିତା ଶୋବଲ୍‍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ। 53 ଆଉ କିରୀୟଥ୍‍-ଯିୟାରୀମ୍‍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ। 54 ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍‍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ। 55 ଆଉ ଯାବେଷ୍‍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍‍ଠାରୁ ଉତ୍ପନ୍ନ କେନୀୟ ଲୋକ।

In Other Versions

1 Chronicles 2 in the ANGEFD

1 Chronicles 2 in the ANTPNG2D

1 Chronicles 2 in the AS21

1 Chronicles 2 in the BAGH

1 Chronicles 2 in the BBPNG

1 Chronicles 2 in the BBT1E

1 Chronicles 2 in the BDS

1 Chronicles 2 in the BEV

1 Chronicles 2 in the BHAD

1 Chronicles 2 in the BIB

1 Chronicles 2 in the BLPT

1 Chronicles 2 in the BNT

1 Chronicles 2 in the BNTABOOT

1 Chronicles 2 in the BNTLV

1 Chronicles 2 in the BOATCB

1 Chronicles 2 in the BOATCB2

1 Chronicles 2 in the BOBCV

1 Chronicles 2 in the BOCNT

1 Chronicles 2 in the BOECS

1 Chronicles 2 in the BOGWICC

1 Chronicles 2 in the BOHCB

1 Chronicles 2 in the BOHCV

1 Chronicles 2 in the BOHLNT

1 Chronicles 2 in the BOHNTLTAL

1 Chronicles 2 in the BOICB

1 Chronicles 2 in the BOILNTAP

1 Chronicles 2 in the BOITCV

1 Chronicles 2 in the BOKCV

1 Chronicles 2 in the BOKCV2

1 Chronicles 2 in the BOKHWOG

1 Chronicles 2 in the BOKSSV

1 Chronicles 2 in the BOLCB

1 Chronicles 2 in the BOLCB2

1 Chronicles 2 in the BOMCV

1 Chronicles 2 in the BONAV

1 Chronicles 2 in the BONCB

1 Chronicles 2 in the BONLT

1 Chronicles 2 in the BONUT2

1 Chronicles 2 in the BOPLNT

1 Chronicles 2 in the BOSCB

1 Chronicles 2 in the BOSNC

1 Chronicles 2 in the BOTLNT

1 Chronicles 2 in the BOVCB

1 Chronicles 2 in the BOYCB

1 Chronicles 2 in the BPBB

1 Chronicles 2 in the BPH

1 Chronicles 2 in the BSB

1 Chronicles 2 in the CCB

1 Chronicles 2 in the CUV

1 Chronicles 2 in the CUVS

1 Chronicles 2 in the DBT

1 Chronicles 2 in the DGDNT

1 Chronicles 2 in the DHNT

1 Chronicles 2 in the DNT

1 Chronicles 2 in the ELBE

1 Chronicles 2 in the EMTV

1 Chronicles 2 in the ESV

1 Chronicles 2 in the FBV

1 Chronicles 2 in the FEB

1 Chronicles 2 in the GGMNT

1 Chronicles 2 in the GNT

1 Chronicles 2 in the HARY

1 Chronicles 2 in the HNT

1 Chronicles 2 in the IRVA

1 Chronicles 2 in the IRVB

1 Chronicles 2 in the IRVG

1 Chronicles 2 in the IRVH

1 Chronicles 2 in the IRVK

1 Chronicles 2 in the IRVM

1 Chronicles 2 in the IRVM2

1 Chronicles 2 in the IRVP

1 Chronicles 2 in the IRVT

1 Chronicles 2 in the IRVT2

1 Chronicles 2 in the IRVU

1 Chronicles 2 in the ISVN

1 Chronicles 2 in the JSNT

1 Chronicles 2 in the KAPI

1 Chronicles 2 in the KBT1ETNIK

1 Chronicles 2 in the KBV

1 Chronicles 2 in the KJV

1 Chronicles 2 in the KNFD

1 Chronicles 2 in the LBA

1 Chronicles 2 in the LBLA

1 Chronicles 2 in the LNT

1 Chronicles 2 in the LSV

1 Chronicles 2 in the MAAL

1 Chronicles 2 in the MBV

1 Chronicles 2 in the MBV2

1 Chronicles 2 in the MHNT

1 Chronicles 2 in the MKNFD

1 Chronicles 2 in the MNG

1 Chronicles 2 in the MNT

1 Chronicles 2 in the MNT2

1 Chronicles 2 in the MRS1T

1 Chronicles 2 in the NAA

1 Chronicles 2 in the NASB

1 Chronicles 2 in the NBLA

1 Chronicles 2 in the NBS

1 Chronicles 2 in the NBVTP

1 Chronicles 2 in the NET2

1 Chronicles 2 in the NIV11

1 Chronicles 2 in the NNT

1 Chronicles 2 in the NNT2

1 Chronicles 2 in the NNT3

1 Chronicles 2 in the PDDPT

1 Chronicles 2 in the PFNT

1 Chronicles 2 in the RMNT

1 Chronicles 2 in the SBIAS

1 Chronicles 2 in the SBIBS

1 Chronicles 2 in the SBIBS2

1 Chronicles 2 in the SBICS

1 Chronicles 2 in the SBIDS

1 Chronicles 2 in the SBIGS

1 Chronicles 2 in the SBIHS

1 Chronicles 2 in the SBIIS

1 Chronicles 2 in the SBIIS2

1 Chronicles 2 in the SBIIS3

1 Chronicles 2 in the SBIKS

1 Chronicles 2 in the SBIKS2

1 Chronicles 2 in the SBIMS

1 Chronicles 2 in the SBIOS

1 Chronicles 2 in the SBIPS

1 Chronicles 2 in the SBISS

1 Chronicles 2 in the SBITS

1 Chronicles 2 in the SBITS2

1 Chronicles 2 in the SBITS3

1 Chronicles 2 in the SBITS4

1 Chronicles 2 in the SBIUS

1 Chronicles 2 in the SBIVS

1 Chronicles 2 in the SBT

1 Chronicles 2 in the SBT1E

1 Chronicles 2 in the SCHL

1 Chronicles 2 in the SNT

1 Chronicles 2 in the SUSU

1 Chronicles 2 in the SUSU2

1 Chronicles 2 in the SYNO

1 Chronicles 2 in the TBIAOTANT

1 Chronicles 2 in the TBT1E

1 Chronicles 2 in the TBT1E2

1 Chronicles 2 in the TFTIP

1 Chronicles 2 in the TFTU

1 Chronicles 2 in the TGNTATF3T

1 Chronicles 2 in the THAI

1 Chronicles 2 in the TNFD

1 Chronicles 2 in the TNT

1 Chronicles 2 in the TNTIK

1 Chronicles 2 in the TNTIL

1 Chronicles 2 in the TNTIN

1 Chronicles 2 in the TNTIP

1 Chronicles 2 in the TNTIZ

1 Chronicles 2 in the TOMA

1 Chronicles 2 in the TTENT

1 Chronicles 2 in the UBG

1 Chronicles 2 in the UGV

1 Chronicles 2 in the UGV2

1 Chronicles 2 in the UGV3

1 Chronicles 2 in the VBL

1 Chronicles 2 in the VDCC

1 Chronicles 2 in the YALU

1 Chronicles 2 in the YAPE

1 Chronicles 2 in the YBVTP

1 Chronicles 2 in the ZBP