1 Chronicles 8 (IRVO)
1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ; 2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା। 3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, 4 ଅବୀଶୂୟ, ନାମାନ୍, ଆହୋହ, 5 ଗେରା, ଶଫୂଫନ୍ ଓ ହୂରମ୍। 6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍କୁ ନିଆଯାଇଥିଲେ। 7 ଆଉ ସେ ନାମାନ୍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍କୁ ଜାତ କଲା। 8 ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ। 9 ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍, ସିବୀୟ, ମେଶା ଓ ମଲକମ୍, 10 ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ। 11 ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା। 12 ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍ର ପତ୍ତନକାରୀ ଶେମଦ୍, 13 ବରୀୟ ଓ ଶେମା, ଏମାନେ ଅୟାଲୋନ୍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ। 14 ପୁଣି, ଅହୀୟୋ, ଶାଶକ୍, ଯେରେମୋତ୍, 15 ସବଦୀୟ, ଅରାଦ, ଏଦର, 16 ମୀଖାୟେଲ, ଯିଶ୍ପା, ଯୋହା ବରୀୟର ପୁତ୍ର ଥିଲେ; 17 ଆଉ ସବଦୀୟ, ମଶୁଲ୍ଲମ୍, ହିଷ୍କି, ହେବର, 18 ଯିଷ୍ମରୟ, ଯିଷ୍ଲୀୟ ଓ ଯୋବବ୍ ଇଲ୍ପାଲର ପୁତ୍ର ଥିଲେ। 19 ଆଉ ଶିମୀୟିର ପୁତ୍ରଯାକୀମ୍, ସିଖ୍ରି, ସବ୍ଦି, 20 ଇଲୀଐନୟ, ସିଲ୍ଲଥୟ, ଇଲୀୟେଲ୍, 21 ଅଦାୟା, ବରାୟା ଓ ଶିମ୍ରତ୍; 22 ଆଉ ଶାଶକ୍ର ପୁତ୍ରଯିଶ୍ପନ୍, ଏବର, ଇଲୀୟେଲ୍, 23 ଅବଦୋନ୍, ସିଖ୍ରି, ହାନନ୍, 24 ହନାନୀୟ, ଏଲମ୍, ଅନ୍ତୋଥୀୟ, 25 ଯିଫଦୀୟ ଓ ପନୂୟେଲ; 26 ଆଉ, ଯିରୋହମର ସନ୍ତାନଶମ୍ଶରୟ, ଶହରୀୟ, ଅଥଲୀୟ, 27 ଯାରିଶୀୟ, ଏଲୀୟ ଓ ସିଖ୍ରି; 28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ। 29 ଆଉ ଗିବୀୟୋନ୍ର ପିତା ଯିୟେଲ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା। 30 ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନାଦବ୍, 31 ଗଦୋର, ଅହୀୟୋ ଓ ସଖର; 32 ପୁଣି, ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ। 33 ନେର୍ କୀଶ୍କୁ ଜାତ କଲା,କୀଶ୍ ଶାଉଲଙ୍କୁ ଜାତ କଲା,ଶାଉଲ ଯୋନାଥନ, ମଲ୍କୀଶୂୟ, ଅବୀନାଦବ ଓ ଇଶ୍ବାଲକୁ ଜାତ କଲେ। 34 ପୁଣି, ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲାଓ ମରୀବ୍ବାଲ୍ ମୀଖାକୁ ଜାତ କଲା। 35 ମୀଖାର ପୁତ୍ର ପିଥୋନ୍, ମେଲକ୍, ତରେୟ ଓ ଆହସ୍। 36 ଆଉ, ଆହସ୍ ଯିହୋୟାଦାକୁ ଜାତ କଲା,ପୁଣି, ଯିହୋୟାଦା ଆଲେମତ୍, ଅସ୍ମାବତ୍, ସିମ୍ରିକୁ ଜାତ କଲାଓ ସିମ୍ରି ମୋତ୍ସାକୁ ଜାତ କଲା। 37 ମୋତ୍ସା ବିନୀୟାକୁ ଜାତ କଲା, ତାହାର ପୁତ୍ର ରାଫା, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ; 38 ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର। 39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍ ଓ ତୃତୀୟ ଇଲୀଫେଲଟ୍। 40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍ର ସନ୍ତାନ।
In Other Versions
1 Chronicles 8 in the ANGEFD
1 Chronicles 8 in the ANTPNG2D
1 Chronicles 8 in the AS21
1 Chronicles 8 in the BAGH
1 Chronicles 8 in the BBPNG
1 Chronicles 8 in the BBT1E
1 Chronicles 8 in the BDS
1 Chronicles 8 in the BEV
1 Chronicles 8 in the BHAD
1 Chronicles 8 in the BIB
1 Chronicles 8 in the BLPT
1 Chronicles 8 in the BNT
1 Chronicles 8 in the BNTABOOT
1 Chronicles 8 in the BNTLV
1 Chronicles 8 in the BOATCB
1 Chronicles 8 in the BOATCB2
1 Chronicles 8 in the BOBCV
1 Chronicles 8 in the BOCNT
1 Chronicles 8 in the BOECS
1 Chronicles 8 in the BOGWICC
1 Chronicles 8 in the BOHCB
1 Chronicles 8 in the BOHCV
1 Chronicles 8 in the BOHLNT
1 Chronicles 8 in the BOHNTLTAL
1 Chronicles 8 in the BOICB
1 Chronicles 8 in the BOILNTAP
1 Chronicles 8 in the BOITCV
1 Chronicles 8 in the BOKCV
1 Chronicles 8 in the BOKCV2
1 Chronicles 8 in the BOKHWOG
1 Chronicles 8 in the BOKSSV
1 Chronicles 8 in the BOLCB
1 Chronicles 8 in the BOLCB2
1 Chronicles 8 in the BOMCV
1 Chronicles 8 in the BONAV
1 Chronicles 8 in the BONCB
1 Chronicles 8 in the BONLT
1 Chronicles 8 in the BONUT2
1 Chronicles 8 in the BOPLNT
1 Chronicles 8 in the BOSCB
1 Chronicles 8 in the BOSNC
1 Chronicles 8 in the BOTLNT
1 Chronicles 8 in the BOVCB
1 Chronicles 8 in the BOYCB
1 Chronicles 8 in the BPBB
1 Chronicles 8 in the BPH
1 Chronicles 8 in the BSB
1 Chronicles 8 in the CCB
1 Chronicles 8 in the CUV
1 Chronicles 8 in the CUVS
1 Chronicles 8 in the DBT
1 Chronicles 8 in the DGDNT
1 Chronicles 8 in the DHNT
1 Chronicles 8 in the DNT
1 Chronicles 8 in the ELBE
1 Chronicles 8 in the EMTV
1 Chronicles 8 in the ESV
1 Chronicles 8 in the FBV
1 Chronicles 8 in the FEB
1 Chronicles 8 in the GGMNT
1 Chronicles 8 in the GNT
1 Chronicles 8 in the HARY
1 Chronicles 8 in the HNT
1 Chronicles 8 in the IRVA
1 Chronicles 8 in the IRVB
1 Chronicles 8 in the IRVG
1 Chronicles 8 in the IRVH
1 Chronicles 8 in the IRVK
1 Chronicles 8 in the IRVM
1 Chronicles 8 in the IRVM2
1 Chronicles 8 in the IRVP
1 Chronicles 8 in the IRVT
1 Chronicles 8 in the IRVT2
1 Chronicles 8 in the IRVU
1 Chronicles 8 in the ISVN
1 Chronicles 8 in the JSNT
1 Chronicles 8 in the KAPI
1 Chronicles 8 in the KBT1ETNIK
1 Chronicles 8 in the KBV
1 Chronicles 8 in the KJV
1 Chronicles 8 in the KNFD
1 Chronicles 8 in the LBA
1 Chronicles 8 in the LBLA
1 Chronicles 8 in the LNT
1 Chronicles 8 in the LSV
1 Chronicles 8 in the MAAL
1 Chronicles 8 in the MBV
1 Chronicles 8 in the MBV2
1 Chronicles 8 in the MHNT
1 Chronicles 8 in the MKNFD
1 Chronicles 8 in the MNG
1 Chronicles 8 in the MNT
1 Chronicles 8 in the MNT2
1 Chronicles 8 in the MRS1T
1 Chronicles 8 in the NAA
1 Chronicles 8 in the NASB
1 Chronicles 8 in the NBLA
1 Chronicles 8 in the NBS
1 Chronicles 8 in the NBVTP
1 Chronicles 8 in the NET2
1 Chronicles 8 in the NIV11
1 Chronicles 8 in the NNT
1 Chronicles 8 in the NNT2
1 Chronicles 8 in the NNT3
1 Chronicles 8 in the PDDPT
1 Chronicles 8 in the PFNT
1 Chronicles 8 in the RMNT
1 Chronicles 8 in the SBIAS
1 Chronicles 8 in the SBIBS
1 Chronicles 8 in the SBIBS2
1 Chronicles 8 in the SBICS
1 Chronicles 8 in the SBIDS
1 Chronicles 8 in the SBIGS
1 Chronicles 8 in the SBIHS
1 Chronicles 8 in the SBIIS
1 Chronicles 8 in the SBIIS2
1 Chronicles 8 in the SBIIS3
1 Chronicles 8 in the SBIKS
1 Chronicles 8 in the SBIKS2
1 Chronicles 8 in the SBIMS
1 Chronicles 8 in the SBIOS
1 Chronicles 8 in the SBIPS
1 Chronicles 8 in the SBISS
1 Chronicles 8 in the SBITS
1 Chronicles 8 in the SBITS2
1 Chronicles 8 in the SBITS3
1 Chronicles 8 in the SBITS4
1 Chronicles 8 in the SBIUS
1 Chronicles 8 in the SBIVS
1 Chronicles 8 in the SBT
1 Chronicles 8 in the SBT1E
1 Chronicles 8 in the SCHL
1 Chronicles 8 in the SNT
1 Chronicles 8 in the SUSU
1 Chronicles 8 in the SUSU2
1 Chronicles 8 in the SYNO
1 Chronicles 8 in the TBIAOTANT
1 Chronicles 8 in the TBT1E
1 Chronicles 8 in the TBT1E2
1 Chronicles 8 in the TFTIP
1 Chronicles 8 in the TFTU
1 Chronicles 8 in the TGNTATF3T
1 Chronicles 8 in the THAI
1 Chronicles 8 in the TNFD
1 Chronicles 8 in the TNT
1 Chronicles 8 in the TNTIK
1 Chronicles 8 in the TNTIL
1 Chronicles 8 in the TNTIN
1 Chronicles 8 in the TNTIP
1 Chronicles 8 in the TNTIZ
1 Chronicles 8 in the TOMA
1 Chronicles 8 in the TTENT
1 Chronicles 8 in the UBG
1 Chronicles 8 in the UGV
1 Chronicles 8 in the UGV2
1 Chronicles 8 in the UGV3
1 Chronicles 8 in the VBL
1 Chronicles 8 in the VDCC
1 Chronicles 8 in the YALU
1 Chronicles 8 in the YAPE
1 Chronicles 8 in the YBVTP
1 Chronicles 8 in the ZBP