Ecclesiastes 1 (IRVO)

1 ଦାଉଦଙ୍କର ପୁତ୍ର, ଯିରୂଶାଲମସ୍ଥ ରାଜା, ଉପଦେଶକଙ୍କର ବାକ୍ୟମାଳା। 2 ଉପଦେଶକ କହୁଅଛନ୍ତି,“ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର।” 3 ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମରେ ପରିଶ୍ରାନ୍ତ ହୁଏ,ତାହାର ସେହିସବୁରୁ କି ଲାଭ? 4 ଏକ ପିଢ଼ି ଯାଏ ଓ ଅନ୍ୟ ପିଢ଼ି ଆସେ;କିନ୍ତୁ ପୃଥିବୀ ସଦାକାଳ ଥାଏ। 5 ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ,ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ। 6 ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ;ଆପଣା ପଥରେ ସର୍ବଦା ଘୂରେଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ। 7 ନଦୀସବୁ ସମୁଦ୍ରକୁ ବହିଯାଆନ୍ତି,ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ;ନଦୀସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି। 8 ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ; ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ;ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। 9 ଯାହା ହୋଇଅଛି, ତାହା ହିଁ ହେବଓ ଯାହା କରାଯାଇଅଛି, ତାହା ହିଁ କରାଯିବ;ପୁଣି, ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। 10 ଯାହା ବିଷୟରେ ମନୁଷ୍ୟମାନେ କହନ୍ତି,ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି?ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା। 11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ;କିଅବା ଭବିଷ୍ୟତରେ ଯେଉଁମାନେ ଉତ୍ପନ୍ନ ହେବେ,ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ। 12 ମୁଁ ଉପଦେଶକ, ଯିରୂଶାଲମରେ ଇସ୍ରାଏଲ ଉପରେ ରାଜା ଥିଲି। 13 ପୁଣି, ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି; ଏତଦ୍ଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ-ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ। 14 ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର। 15 ଯାହା ବଙ୍କା, ତାହା ସଳଖ କରାଯାଇ ନ ପାରେ ପୁଣି,ଯାହା ଅଭାବ, ତାହା ଗଣିତ ହୋଇ ନ ପାରେ। 16 ମୁଁ ଆପଣା ହୃଦୟରେ ଭାବି କହିଲି, “ଦେଖ, ଯିରୂଶାଲମରେ ମୋʼ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନପ୍ରାପ୍ତ ହୋଇଅଛି; ଆହୁରି, ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହା ଅନୁଭବୀ ହୋଇଅଛି।” 17 ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ପାଗଳାମି ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି; ଏହା ହିଁ ବାୟୁର ପଶ୍ଚାଦ୍ଧାବନ ବୋଲି ଜାଣିଲି। 18 କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ;ପୁଣି, ଯେ ବିଦ୍ୟା ବୃଦ୍ଧି କରେ, ସେ ଦୁଃଖ ବୃଦ୍ଧି କରେ।

In Other Versions

Ecclesiastes 1 in the ANGEFD

Ecclesiastes 1 in the ANTPNG2D

Ecclesiastes 1 in the AS21

Ecclesiastes 1 in the BAGH

Ecclesiastes 1 in the BBPNG

Ecclesiastes 1 in the BBT1E

Ecclesiastes 1 in the BDS

Ecclesiastes 1 in the BEV

Ecclesiastes 1 in the BHAD

Ecclesiastes 1 in the BIB

Ecclesiastes 1 in the BLPT

Ecclesiastes 1 in the BNT

Ecclesiastes 1 in the BNTABOOT

Ecclesiastes 1 in the BNTLV

Ecclesiastes 1 in the BOATCB

Ecclesiastes 1 in the BOATCB2

Ecclesiastes 1 in the BOBCV

Ecclesiastes 1 in the BOCNT

Ecclesiastes 1 in the BOECS

Ecclesiastes 1 in the BOGWICC

Ecclesiastes 1 in the BOHCB

Ecclesiastes 1 in the BOHCV

Ecclesiastes 1 in the BOHLNT

Ecclesiastes 1 in the BOHNTLTAL

Ecclesiastes 1 in the BOICB

Ecclesiastes 1 in the BOILNTAP

Ecclesiastes 1 in the BOITCV

Ecclesiastes 1 in the BOKCV

Ecclesiastes 1 in the BOKCV2

Ecclesiastes 1 in the BOKHWOG

Ecclesiastes 1 in the BOKSSV

Ecclesiastes 1 in the BOLCB

Ecclesiastes 1 in the BOLCB2

Ecclesiastes 1 in the BOMCV

Ecclesiastes 1 in the BONAV

Ecclesiastes 1 in the BONCB

Ecclesiastes 1 in the BONLT

Ecclesiastes 1 in the BONUT2

Ecclesiastes 1 in the BOPLNT

Ecclesiastes 1 in the BOSCB

Ecclesiastes 1 in the BOSNC

Ecclesiastes 1 in the BOTLNT

Ecclesiastes 1 in the BOVCB

Ecclesiastes 1 in the BOYCB

Ecclesiastes 1 in the BPBB

Ecclesiastes 1 in the BPH

Ecclesiastes 1 in the BSB

Ecclesiastes 1 in the CCB

Ecclesiastes 1 in the CUV

Ecclesiastes 1 in the CUVS

Ecclesiastes 1 in the DBT

Ecclesiastes 1 in the DGDNT

Ecclesiastes 1 in the DHNT

Ecclesiastes 1 in the DNT

Ecclesiastes 1 in the ELBE

Ecclesiastes 1 in the EMTV

Ecclesiastes 1 in the ESV

Ecclesiastes 1 in the FBV

Ecclesiastes 1 in the FEB

Ecclesiastes 1 in the GGMNT

Ecclesiastes 1 in the GNT

Ecclesiastes 1 in the HARY

Ecclesiastes 1 in the HNT

Ecclesiastes 1 in the IRVA

Ecclesiastes 1 in the IRVB

Ecclesiastes 1 in the IRVG

Ecclesiastes 1 in the IRVH

Ecclesiastes 1 in the IRVK

Ecclesiastes 1 in the IRVM

Ecclesiastes 1 in the IRVM2

Ecclesiastes 1 in the IRVP

Ecclesiastes 1 in the IRVT

Ecclesiastes 1 in the IRVT2

Ecclesiastes 1 in the IRVU

Ecclesiastes 1 in the ISVN

Ecclesiastes 1 in the JSNT

Ecclesiastes 1 in the KAPI

Ecclesiastes 1 in the KBT1ETNIK

Ecclesiastes 1 in the KBV

Ecclesiastes 1 in the KJV

Ecclesiastes 1 in the KNFD

Ecclesiastes 1 in the LBA

Ecclesiastes 1 in the LBLA

Ecclesiastes 1 in the LNT

Ecclesiastes 1 in the LSV

Ecclesiastes 1 in the MAAL

Ecclesiastes 1 in the MBV

Ecclesiastes 1 in the MBV2

Ecclesiastes 1 in the MHNT

Ecclesiastes 1 in the MKNFD

Ecclesiastes 1 in the MNG

Ecclesiastes 1 in the MNT

Ecclesiastes 1 in the MNT2

Ecclesiastes 1 in the MRS1T

Ecclesiastes 1 in the NAA

Ecclesiastes 1 in the NASB

Ecclesiastes 1 in the NBLA

Ecclesiastes 1 in the NBS

Ecclesiastes 1 in the NBVTP

Ecclesiastes 1 in the NET2

Ecclesiastes 1 in the NIV11

Ecclesiastes 1 in the NNT

Ecclesiastes 1 in the NNT2

Ecclesiastes 1 in the NNT3

Ecclesiastes 1 in the PDDPT

Ecclesiastes 1 in the PFNT

Ecclesiastes 1 in the RMNT

Ecclesiastes 1 in the SBIAS

Ecclesiastes 1 in the SBIBS

Ecclesiastes 1 in the SBIBS2

Ecclesiastes 1 in the SBICS

Ecclesiastes 1 in the SBIDS

Ecclesiastes 1 in the SBIGS

Ecclesiastes 1 in the SBIHS

Ecclesiastes 1 in the SBIIS

Ecclesiastes 1 in the SBIIS2

Ecclesiastes 1 in the SBIIS3

Ecclesiastes 1 in the SBIKS

Ecclesiastes 1 in the SBIKS2

Ecclesiastes 1 in the SBIMS

Ecclesiastes 1 in the SBIOS

Ecclesiastes 1 in the SBIPS

Ecclesiastes 1 in the SBISS

Ecclesiastes 1 in the SBITS

Ecclesiastes 1 in the SBITS2

Ecclesiastes 1 in the SBITS3

Ecclesiastes 1 in the SBITS4

Ecclesiastes 1 in the SBIUS

Ecclesiastes 1 in the SBIVS

Ecclesiastes 1 in the SBT

Ecclesiastes 1 in the SBT1E

Ecclesiastes 1 in the SCHL

Ecclesiastes 1 in the SNT

Ecclesiastes 1 in the SUSU

Ecclesiastes 1 in the SUSU2

Ecclesiastes 1 in the SYNO

Ecclesiastes 1 in the TBIAOTANT

Ecclesiastes 1 in the TBT1E

Ecclesiastes 1 in the TBT1E2

Ecclesiastes 1 in the TFTIP

Ecclesiastes 1 in the TFTU

Ecclesiastes 1 in the TGNTATF3T

Ecclesiastes 1 in the THAI

Ecclesiastes 1 in the TNFD

Ecclesiastes 1 in the TNT

Ecclesiastes 1 in the TNTIK

Ecclesiastes 1 in the TNTIL

Ecclesiastes 1 in the TNTIN

Ecclesiastes 1 in the TNTIP

Ecclesiastes 1 in the TNTIZ

Ecclesiastes 1 in the TOMA

Ecclesiastes 1 in the TTENT

Ecclesiastes 1 in the UBG

Ecclesiastes 1 in the UGV

Ecclesiastes 1 in the UGV2

Ecclesiastes 1 in the UGV3

Ecclesiastes 1 in the VBL

Ecclesiastes 1 in the VDCC

Ecclesiastes 1 in the YALU

Ecclesiastes 1 in the YAPE

Ecclesiastes 1 in the YBVTP

Ecclesiastes 1 in the ZBP