Ezekiel 2 (IRVO)
1 ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା।” 2 ସେ କଥା କହିବା ବେଳେ ପରମେଶ୍ୱରଙ୍କ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋʼ ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି। 3 ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି। 4 ସେହି ସନ୍ତାନମାନେ ନିର୍ଲଜ ମୁଖ ଓ କଠିନ ଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।’ 5 ସେମାନେ ବିଦ୍ରୋହୀ ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ। 6 ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି, ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ। 7 ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ। 8 ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର।” 9 ତହିଁରେ ମୁଁ ଅନାନ୍ତେ, ଦେଖ, ଏକ ହସ୍ତ ମୋʼ ପ୍ରତି ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକ ନଳାକାର ପୁସ୍ତକ ଥିଲା; 10 ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ଓ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।
In Other Versions
Ezekiel 2 in the ANGEFD
Ezekiel 2 in the ANTPNG2D
Ezekiel 2 in the AS21
Ezekiel 2 in the BAGH
Ezekiel 2 in the BBPNG
Ezekiel 2 in the BBT1E
Ezekiel 2 in the BDS
Ezekiel 2 in the BEV
Ezekiel 2 in the BHAD
Ezekiel 2 in the BIB
Ezekiel 2 in the BLPT
Ezekiel 2 in the BNT
Ezekiel 2 in the BNTABOOT
Ezekiel 2 in the BNTLV
Ezekiel 2 in the BOATCB
Ezekiel 2 in the BOATCB2
Ezekiel 2 in the BOBCV
Ezekiel 2 in the BOCNT
Ezekiel 2 in the BOECS
Ezekiel 2 in the BOGWICC
Ezekiel 2 in the BOHCB
Ezekiel 2 in the BOHCV
Ezekiel 2 in the BOHLNT
Ezekiel 2 in the BOHNTLTAL
Ezekiel 2 in the BOICB
Ezekiel 2 in the BOILNTAP
Ezekiel 2 in the BOITCV
Ezekiel 2 in the BOKCV
Ezekiel 2 in the BOKCV2
Ezekiel 2 in the BOKHWOG
Ezekiel 2 in the BOKSSV
Ezekiel 2 in the BOLCB
Ezekiel 2 in the BOLCB2
Ezekiel 2 in the BOMCV
Ezekiel 2 in the BONAV
Ezekiel 2 in the BONCB
Ezekiel 2 in the BONLT
Ezekiel 2 in the BONUT2
Ezekiel 2 in the BOPLNT
Ezekiel 2 in the BOSCB
Ezekiel 2 in the BOSNC
Ezekiel 2 in the BOTLNT
Ezekiel 2 in the BOVCB
Ezekiel 2 in the BOYCB
Ezekiel 2 in the BPBB
Ezekiel 2 in the BPH
Ezekiel 2 in the BSB
Ezekiel 2 in the CCB
Ezekiel 2 in the CUV
Ezekiel 2 in the CUVS
Ezekiel 2 in the DBT
Ezekiel 2 in the DGDNT
Ezekiel 2 in the DHNT
Ezekiel 2 in the DNT
Ezekiel 2 in the ELBE
Ezekiel 2 in the EMTV
Ezekiel 2 in the ESV
Ezekiel 2 in the FBV
Ezekiel 2 in the FEB
Ezekiel 2 in the GGMNT
Ezekiel 2 in the GNT
Ezekiel 2 in the HARY
Ezekiel 2 in the HNT
Ezekiel 2 in the IRVA
Ezekiel 2 in the IRVB
Ezekiel 2 in the IRVG
Ezekiel 2 in the IRVH
Ezekiel 2 in the IRVK
Ezekiel 2 in the IRVM
Ezekiel 2 in the IRVM2
Ezekiel 2 in the IRVP
Ezekiel 2 in the IRVT
Ezekiel 2 in the IRVT2
Ezekiel 2 in the IRVU
Ezekiel 2 in the ISVN
Ezekiel 2 in the JSNT
Ezekiel 2 in the KAPI
Ezekiel 2 in the KBT1ETNIK
Ezekiel 2 in the KBV
Ezekiel 2 in the KJV
Ezekiel 2 in the KNFD
Ezekiel 2 in the LBA
Ezekiel 2 in the LBLA
Ezekiel 2 in the LNT
Ezekiel 2 in the LSV
Ezekiel 2 in the MAAL
Ezekiel 2 in the MBV
Ezekiel 2 in the MBV2
Ezekiel 2 in the MHNT
Ezekiel 2 in the MKNFD
Ezekiel 2 in the MNG
Ezekiel 2 in the MNT
Ezekiel 2 in the MNT2
Ezekiel 2 in the MRS1T
Ezekiel 2 in the NAA
Ezekiel 2 in the NASB
Ezekiel 2 in the NBLA
Ezekiel 2 in the NBS
Ezekiel 2 in the NBVTP
Ezekiel 2 in the NET2
Ezekiel 2 in the NIV11
Ezekiel 2 in the NNT
Ezekiel 2 in the NNT2
Ezekiel 2 in the NNT3
Ezekiel 2 in the PDDPT
Ezekiel 2 in the PFNT
Ezekiel 2 in the RMNT
Ezekiel 2 in the SBIAS
Ezekiel 2 in the SBIBS
Ezekiel 2 in the SBIBS2
Ezekiel 2 in the SBICS
Ezekiel 2 in the SBIDS
Ezekiel 2 in the SBIGS
Ezekiel 2 in the SBIHS
Ezekiel 2 in the SBIIS
Ezekiel 2 in the SBIIS2
Ezekiel 2 in the SBIIS3
Ezekiel 2 in the SBIKS
Ezekiel 2 in the SBIKS2
Ezekiel 2 in the SBIMS
Ezekiel 2 in the SBIOS
Ezekiel 2 in the SBIPS
Ezekiel 2 in the SBISS
Ezekiel 2 in the SBITS
Ezekiel 2 in the SBITS2
Ezekiel 2 in the SBITS3
Ezekiel 2 in the SBITS4
Ezekiel 2 in the SBIUS
Ezekiel 2 in the SBIVS
Ezekiel 2 in the SBT
Ezekiel 2 in the SBT1E
Ezekiel 2 in the SCHL
Ezekiel 2 in the SNT
Ezekiel 2 in the SUSU
Ezekiel 2 in the SUSU2
Ezekiel 2 in the SYNO
Ezekiel 2 in the TBIAOTANT
Ezekiel 2 in the TBT1E
Ezekiel 2 in the TBT1E2
Ezekiel 2 in the TFTIP
Ezekiel 2 in the TFTU
Ezekiel 2 in the TGNTATF3T
Ezekiel 2 in the THAI
Ezekiel 2 in the TNFD
Ezekiel 2 in the TNT
Ezekiel 2 in the TNTIK
Ezekiel 2 in the TNTIL
Ezekiel 2 in the TNTIN
Ezekiel 2 in the TNTIP
Ezekiel 2 in the TNTIZ
Ezekiel 2 in the TOMA
Ezekiel 2 in the TTENT
Ezekiel 2 in the UBG
Ezekiel 2 in the UGV
Ezekiel 2 in the UGV2
Ezekiel 2 in the UGV3
Ezekiel 2 in the VBL
Ezekiel 2 in the VDCC
Ezekiel 2 in the YALU
Ezekiel 2 in the YAPE
Ezekiel 2 in the YBVTP
Ezekiel 2 in the ZBP