Job 10 (IRVO)
1 ମୋʼ ପ୍ରାଣ ମୋʼ ଜୀବନ ବିଷୟରେ କ୍ଳାନ୍ତ ହୋଇଅଛି,ମୁଁ ଆପଣା ଦୁଃଖ ସ୍ୱଚ୍ଛନ୍ଦରେ କହିବି;ମୁଁ ଆପଣା ପ୍ରାଣର ତିକ୍ତତାରେ କହିବି। 2 ମୁଁ ପରମେଶ୍ୱରଙ୍କୁ କହିବି, ମୋତେ ଦୋଷୀ କର ନାହିଁ;କାହିଁକି ମୋʼ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ। 3 ତୁମ୍ଭେ ଯେ ଉପଦ୍ରବ କରିବ,ତୁମ୍ଭେ ଯେ ଆପଣା ହସ୍ତର କର୍ମ ତୁଚ୍ଛ କରିବଓ ଦୁଷ୍ଟର ମନ୍ତ୍ରଣାରେ ପ୍ରସନ୍ନ ହେବ, ଏହା କʼଣ ତୁମ୍ଭ ପ୍ରତି ଭଲ? 4 ତୁମ୍ଭର କʼଣ ଚର୍ମର ଚକ୍ଷୁ ଅଛି?ଅବା ମନୁଷ୍ୟ ଯେପରି ଦେଖେ, ତୁମ୍ଭେ କʼଣ ସେପରି ଦେଖୁଅଛ? 5 ତୁମ୍ଭର ଆୟୁ କʼଣ ମନୁଷ୍ୟର ଆୟୁ ତୁଲ୍ୟ,ଅବା ତୁମ୍ଭର ବର୍ଷସମୂହ କʼଣ ମନୁଷ୍ୟର ଦିନସମୂହ ତୁଲ୍ୟ 6 ଯେ, ତୁମ୍ଭେ ମୋହର ଅଧର୍ମ ଅନୁସନ୍ଧାନ କରୁଅଛଓ ମୋହର ପାପ ଅନ୍ଵେଷଣ କରୁଅଛ? 7 ତୁମ୍ଭେ ତ ଜାଣ, ମୁଁ ଦୁଷ୍ଟ ନୁହେଁଓ ତୁମ୍ଭ ହସ୍ତରୁ ଉଦ୍ଧାର କରିବାକୁ କେହି ସମର୍ଥ ନୁହେଁ। 8 ତୁମ୍ଭର ହସ୍ତ ମୋତେ ଗଢ଼ିଅଛି ଓ ସର୍ବାଙ୍ଗ ସୁସଂଯୁକ୍ତ କରି ମୋତେ ନିର୍ମାଣ କରିଅଛି;ତଥାପି ତୁମ୍ଭେ ମୋତେ ସଂହାର କରୁଅଛ। 9 ମୁଁ ବିନୟ କରୁଅଛି, ସ୍ମରଣ କର, ତୁମ୍ଭେ ମୋତେ ମୃତ୍ତିକା ତୁଲ୍ୟ ଗଢ଼ିଅଛଓ ତୁମ୍ଭେ କʼଣ ମୋତେ ପୁନର୍ବାର ଧୂଳି କରିବ? 10 ତୁମ୍ଭେ କʼଣ ଦୁଗ୍ଧ ନ୍ୟାୟ ମୋତେ ଢାଳି ନାହଁଓ ଛେନା ତୁଲ୍ୟ ମୋତେ ଶକ୍ତ କରି ନାହଁ? 11 ତୁମ୍ଭେ ମୋତେ ଚର୍ମ ଓ ମାଂସରେ ବସ୍ତ୍ରାନ୍ୱିତ କରିଅଛ,ପୁଣି ଅସ୍ଥି ଓ ଶିରାରେ ମୋତେ ଏକତ୍ର ବୁଣିଅଛ। 12 ତୁମ୍ଭେ ମୋତେ ଜୀବନ ଓ ଅନୁଗ୍ରହ ଦାନ କରିଅଛଓ ତୁମ୍ଭର ତତ୍ତ୍ୱାବଧାରଣ ମୋର ଆତ୍ମାକୁ ରକ୍ଷା କରିଅଛି। 13 ତଥାପି ତୁମ୍ଭେ ଏହିସବୁ ବିଷୟ ଆପଣା ମନରେ ଗୁପ୍ତ କରି ରଖିଅଛ;ମୁଁ ଜାଣେ, ଏହା ହିଁ ତୁମ୍ଭର ବିଚାର; 14 ମୁଁ ପାପ କଲେ, ତୁମ୍ଭେ ମୋତେ ଲକ୍ଷ୍ୟ କରୁଅଛଓ ତୁମ୍ଭେ ମୋର ଅଧର୍ମରୁ ମୋତେ ମୁକ୍ତ କରିବ ନାହିଁ। 15 ମୁଁ ଦୁଷ୍ଟ ହେଲେ, ମୋର ସନ୍ତାପ ହେବ,ପୁଣି ମୁଁ ଧାର୍ମିକ ହେଲେ ହେଁ ଅବମାନନାରେ ପୂର୍ଣ୍ଣ ହେବାରୁଓ ଆପଣା କ୍ଳେଶ ପ୍ରତି ଅନାଇବାରୁ ଆପଣା ମସ୍ତକ ଟେକି ପାରୁ ନାହିଁ। 16 ମାତ୍ର ମୋର ମସ୍ତକ ଆପେ ଟେକି ହେଲେ, ତୁମ୍ଭେ ସିଂହ ପରି ମୋତେ ମୃଗୟା କରୁଅଛଓ ତୁମ୍ଭେ ପୁନର୍ବାର ମୋʼ ପ୍ରତି ଆପଣାକୁ ଅଦ୍ଭୁତ ଦେଖାଉଅଛ। 17 ତୁମ୍ଭେ ମୋʼ ବିରୁଦ୍ଧରେ ନୂଆ ନୂଆ ସାକ୍ଷୀ ଆଣୁଅଛଓ ତୁମ୍ଭେ ମୋʼ ଉପରେ ଆପଣା କ୍ରୋଧ ବୃଦ୍ଧି କରୁଅଛ;ନୂତନ ନୂତନ ସୈନ୍ୟଦଳ ମୋହର ପ୍ରତିକୂଳ। 18 ତେବେ ତୁମ୍ଭେ କାହିଁକି ମୋତେ ଗର୍ଭରୁ ବାହାର କରି ଆଣିଅଛ?ମୁଁ ପ୍ରାଣତ୍ୟାଗ କରିଥାʼନ୍ତି ଓ କୌଣସି ଚକ୍ଷୁ ମୋତେ ଦେଖି ନ ଥାʼନ୍ତା, 19 ମୁଁ ଅଜାତର ତୁଲ୍ୟ ହୋଇଥାʼନ୍ତି;ମୁଁ ଗର୍ଭରୁ କବରକୁ ଘେନା ଯାଇଥାʼନ୍ତି। 20 ମୋହର ଦିନ କʼଣ ଅଳ୍ପ ନୁହେଁ? ତେବେ କ୍ଷାନ୍ତ ହୁଅ, 21 ମୋତେ ଛାଡ଼ିଦିଅ, ତହିଁରେ ମୁଁ ଯେଉଁ ସ୍ଥାନରୁ ଫେରି ଆସିବି ନାହିଁ,ଏପରି ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୂପ ଦେଶକୁ ଯିବା ପୂର୍ବେ ମୁଁ କ୍ଷଣକାଳ ସାନ୍ତ୍ୱନା ପାଇବି; 22 ସେ ଦେଶ ଅନ୍ଧକାର ତୁଲ୍ୟ ନିବିଡ଼ ଅନ୍ଧକାରମୟ;ସେ ଦେଶ ମୃତ୍ୟୁୁଚ୍ଛାୟାମୟ, ସୁଧାରାବିହୀନଓ ସେଠାରେ ଦୀପ୍ତି ଅନ୍ଧକାରର ସମାନ।”
In Other Versions
Job 10 in the ANGEFD
Job 10 in the ANTPNG2D
Job 10 in the AS21
Job 10 in the BAGH
Job 10 in the BBPNG
Job 10 in the BBT1E
Job 10 in the BDS
Job 10 in the BEV
Job 10 in the BHAD
Job 10 in the BIB
Job 10 in the BLPT
Job 10 in the BNT
Job 10 in the BNTABOOT
Job 10 in the BNTLV
Job 10 in the BOATCB
Job 10 in the BOATCB2
Job 10 in the BOBCV
Job 10 in the BOCNT
Job 10 in the BOECS
Job 10 in the BOGWICC
Job 10 in the BOHCB
Job 10 in the BOHCV
Job 10 in the BOHLNT
Job 10 in the BOHNTLTAL
Job 10 in the BOICB
Job 10 in the BOILNTAP
Job 10 in the BOITCV
Job 10 in the BOKCV
Job 10 in the BOKCV2
Job 10 in the BOKHWOG
Job 10 in the BOKSSV
Job 10 in the BOLCB
Job 10 in the BOLCB2
Job 10 in the BOMCV
Job 10 in the BONAV
Job 10 in the BONCB
Job 10 in the BONLT
Job 10 in the BONUT2
Job 10 in the BOPLNT
Job 10 in the BOSCB
Job 10 in the BOSNC
Job 10 in the BOTLNT
Job 10 in the BOVCB
Job 10 in the BOYCB
Job 10 in the BPBB
Job 10 in the BPH
Job 10 in the BSB
Job 10 in the CCB
Job 10 in the CUV
Job 10 in the CUVS
Job 10 in the DBT
Job 10 in the DGDNT
Job 10 in the DHNT
Job 10 in the DNT
Job 10 in the ELBE
Job 10 in the EMTV
Job 10 in the ESV
Job 10 in the FBV
Job 10 in the FEB
Job 10 in the GGMNT
Job 10 in the GNT
Job 10 in the HARY
Job 10 in the HNT
Job 10 in the IRVA
Job 10 in the IRVB
Job 10 in the IRVG
Job 10 in the IRVH
Job 10 in the IRVK
Job 10 in the IRVM
Job 10 in the IRVM2
Job 10 in the IRVP
Job 10 in the IRVT
Job 10 in the IRVT2
Job 10 in the IRVU
Job 10 in the ISVN
Job 10 in the JSNT
Job 10 in the KAPI
Job 10 in the KBT1ETNIK
Job 10 in the KBV
Job 10 in the KJV
Job 10 in the KNFD
Job 10 in the LBA
Job 10 in the LBLA
Job 10 in the LNT
Job 10 in the LSV
Job 10 in the MAAL
Job 10 in the MBV
Job 10 in the MBV2
Job 10 in the MHNT
Job 10 in the MKNFD
Job 10 in the MNG
Job 10 in the MNT
Job 10 in the MNT2
Job 10 in the MRS1T
Job 10 in the NAA
Job 10 in the NASB
Job 10 in the NBLA
Job 10 in the NBS
Job 10 in the NBVTP
Job 10 in the NET2
Job 10 in the NIV11
Job 10 in the NNT
Job 10 in the NNT2
Job 10 in the NNT3
Job 10 in the PDDPT
Job 10 in the PFNT
Job 10 in the RMNT
Job 10 in the SBIAS
Job 10 in the SBIBS
Job 10 in the SBIBS2
Job 10 in the SBICS
Job 10 in the SBIDS
Job 10 in the SBIGS
Job 10 in the SBIHS
Job 10 in the SBIIS
Job 10 in the SBIIS2
Job 10 in the SBIIS3
Job 10 in the SBIKS
Job 10 in the SBIKS2
Job 10 in the SBIMS
Job 10 in the SBIOS
Job 10 in the SBIPS
Job 10 in the SBISS
Job 10 in the SBITS
Job 10 in the SBITS2
Job 10 in the SBITS3
Job 10 in the SBITS4
Job 10 in the SBIUS
Job 10 in the SBIVS
Job 10 in the SBT
Job 10 in the SBT1E
Job 10 in the SCHL
Job 10 in the SNT
Job 10 in the SUSU
Job 10 in the SUSU2
Job 10 in the SYNO
Job 10 in the TBIAOTANT
Job 10 in the TBT1E
Job 10 in the TBT1E2
Job 10 in the TFTIP
Job 10 in the TFTU
Job 10 in the TGNTATF3T
Job 10 in the THAI
Job 10 in the TNFD
Job 10 in the TNT
Job 10 in the TNTIK
Job 10 in the TNTIL
Job 10 in the TNTIN
Job 10 in the TNTIP
Job 10 in the TNTIZ
Job 10 in the TOMA
Job 10 in the TTENT
Job 10 in the UBG
Job 10 in the UGV
Job 10 in the UGV2
Job 10 in the UGV3
Job 10 in the VBL
Job 10 in the VDCC
Job 10 in the YALU
Job 10 in the YAPE
Job 10 in the YBVTP
Job 10 in the ZBP