Psalms 135 (IRVO)

1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର;ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର। 2 ସଦାପ୍ରଭୁଙ୍କ ଗୃହରେ,ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ 3 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ;ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; କାରଣ ତାହା ମନୋହର। 4 ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି। 5 କାରଣ ମୁଁ ଜାଣେ, ସଦାପ୍ରଭୁ ମହାନଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବତାଗଣ ଅପେକ୍ଷା ଶ୍ରେଷ୍ଠ। 6 ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି। 7 ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି;ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି;ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି। 8 ସେ ମିସରର ପ୍ରଥମଜାତ ମନୁଷ୍ୟଓ ପଶୁ ଉଭୟକୁ ସଂହାର କଲେ। 9 ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ। 10 ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ,ପରାକ୍ରାନ୍ତ ରାଜାମାନଙ୍କୁ, 11 ଇମୋରୀୟମାନଙ୍କ ରାଜା ସୀହୋନକୁଓ ବାଶନର ରାଜା ଓଗ୍‍କୁ,ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ। 12 ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ,ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ। 13 ହେ ସଦାପ୍ରଭୋ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ;ହେ ସଦାପ୍ରଭୋ, ତୁମ୍ଭ ସ୍ମରଣ ପୁରୁଷ-ପରମ୍ପରାରେ ଥାଏ। 14 ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ। 15 ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା,ମନୁଷ୍ୟର ହସ୍ତକୃତ କର୍ମ ଅଟେ। 16 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ,ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ; 17 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ;କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ। 18 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ। 19 ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର; 20 ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। 21 ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ।ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

In Other Versions

Psalms 135 in the ANGEFD

Psalms 135 in the ANTPNG2D

Psalms 135 in the AS21

Psalms 135 in the BAGH

Psalms 135 in the BBPNG

Psalms 135 in the BBT1E

Psalms 135 in the BDS

Psalms 135 in the BEV

Psalms 135 in the BHAD

Psalms 135 in the BIB

Psalms 135 in the BLPT

Psalms 135 in the BNT

Psalms 135 in the BNTABOOT

Psalms 135 in the BNTLV

Psalms 135 in the BOATCB

Psalms 135 in the BOATCB2

Psalms 135 in the BOBCV

Psalms 135 in the BOCNT

Psalms 135 in the BOECS

Psalms 135 in the BOGWICC

Psalms 135 in the BOHCB

Psalms 135 in the BOHCV

Psalms 135 in the BOHLNT

Psalms 135 in the BOHNTLTAL

Psalms 135 in the BOICB

Psalms 135 in the BOILNTAP

Psalms 135 in the BOITCV

Psalms 135 in the BOKCV

Psalms 135 in the BOKCV2

Psalms 135 in the BOKHWOG

Psalms 135 in the BOKSSV

Psalms 135 in the BOLCB

Psalms 135 in the BOLCB2

Psalms 135 in the BOMCV

Psalms 135 in the BONAV

Psalms 135 in the BONCB

Psalms 135 in the BONLT

Psalms 135 in the BONUT2

Psalms 135 in the BOPLNT

Psalms 135 in the BOSCB

Psalms 135 in the BOSNC

Psalms 135 in the BOTLNT

Psalms 135 in the BOVCB

Psalms 135 in the BOYCB

Psalms 135 in the BPBB

Psalms 135 in the BPH

Psalms 135 in the BSB

Psalms 135 in the CCB

Psalms 135 in the CUV

Psalms 135 in the CUVS

Psalms 135 in the DBT

Psalms 135 in the DGDNT

Psalms 135 in the DHNT

Psalms 135 in the DNT

Psalms 135 in the ELBE

Psalms 135 in the EMTV

Psalms 135 in the ESV

Psalms 135 in the FBV

Psalms 135 in the FEB

Psalms 135 in the GGMNT

Psalms 135 in the GNT

Psalms 135 in the HARY

Psalms 135 in the HNT

Psalms 135 in the IRVA

Psalms 135 in the IRVB

Psalms 135 in the IRVG

Psalms 135 in the IRVH

Psalms 135 in the IRVK

Psalms 135 in the IRVM

Psalms 135 in the IRVM2

Psalms 135 in the IRVP

Psalms 135 in the IRVT

Psalms 135 in the IRVT2

Psalms 135 in the IRVU

Psalms 135 in the ISVN

Psalms 135 in the JSNT

Psalms 135 in the KAPI

Psalms 135 in the KBT1ETNIK

Psalms 135 in the KBV

Psalms 135 in the KJV

Psalms 135 in the KNFD

Psalms 135 in the LBA

Psalms 135 in the LBLA

Psalms 135 in the LNT

Psalms 135 in the LSV

Psalms 135 in the MAAL

Psalms 135 in the MBV

Psalms 135 in the MBV2

Psalms 135 in the MHNT

Psalms 135 in the MKNFD

Psalms 135 in the MNG

Psalms 135 in the MNT

Psalms 135 in the MNT2

Psalms 135 in the MRS1T

Psalms 135 in the NAA

Psalms 135 in the NASB

Psalms 135 in the NBLA

Psalms 135 in the NBS

Psalms 135 in the NBVTP

Psalms 135 in the NET2

Psalms 135 in the NIV11

Psalms 135 in the NNT

Psalms 135 in the NNT2

Psalms 135 in the NNT3

Psalms 135 in the PDDPT

Psalms 135 in the PFNT

Psalms 135 in the RMNT

Psalms 135 in the SBIAS

Psalms 135 in the SBIBS

Psalms 135 in the SBIBS2

Psalms 135 in the SBICS

Psalms 135 in the SBIDS

Psalms 135 in the SBIGS

Psalms 135 in the SBIHS

Psalms 135 in the SBIIS

Psalms 135 in the SBIIS2

Psalms 135 in the SBIIS3

Psalms 135 in the SBIKS

Psalms 135 in the SBIKS2

Psalms 135 in the SBIMS

Psalms 135 in the SBIOS

Psalms 135 in the SBIPS

Psalms 135 in the SBISS

Psalms 135 in the SBITS

Psalms 135 in the SBITS2

Psalms 135 in the SBITS3

Psalms 135 in the SBITS4

Psalms 135 in the SBIUS

Psalms 135 in the SBIVS

Psalms 135 in the SBT

Psalms 135 in the SBT1E

Psalms 135 in the SCHL

Psalms 135 in the SNT

Psalms 135 in the SUSU

Psalms 135 in the SUSU2

Psalms 135 in the SYNO

Psalms 135 in the TBIAOTANT

Psalms 135 in the TBT1E

Psalms 135 in the TBT1E2

Psalms 135 in the TFTIP

Psalms 135 in the TFTU

Psalms 135 in the TGNTATF3T

Psalms 135 in the THAI

Psalms 135 in the TNFD

Psalms 135 in the TNT

Psalms 135 in the TNTIK

Psalms 135 in the TNTIL

Psalms 135 in the TNTIN

Psalms 135 in the TNTIP

Psalms 135 in the TNTIZ

Psalms 135 in the TOMA

Psalms 135 in the TTENT

Psalms 135 in the UBG

Psalms 135 in the UGV

Psalms 135 in the UGV2

Psalms 135 in the UGV3

Psalms 135 in the VBL

Psalms 135 in the VDCC

Psalms 135 in the YALU

Psalms 135 in the YAPE

Psalms 135 in the YBVTP

Psalms 135 in the ZBP