Galatians 6 (SNT)
1 ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ । 2 ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା । 3 ଜେ ନିଜର୍ ବିସଇନେଇ ବଡ୍ ବଲି ବାବ୍ସି, ସତଇସେ ଦେକ୍ଲେ ସେ ବଡ୍ ନଏ । ସେ ନିଜେ ନାଡାଇ ଅଇଲାନି । 4 ସବୁ ଲକ୍ ନିଜର୍ ନିଜର୍ ଚଲାଚଲ୍ତି ବିଚାର୍ କରି ଦେକ୍ବାର୍ ଆଚେ । ଜଦି ସେଟା ନିକ ଅଇରଇସି, ତେବେ ସେ ନିଜେ ସାର୍ଦା ଅ । ଆରି ବିନ୍ ଲକର୍ କାମ୍ସଙ୍ଗ୍ ନିଜେ କଲାଟା ସମାନ୍ ନ କର । 5 କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ଜିବନେ ଆଇବା ବଜ୍ ବଇବାକେ ପଡ୍ସି । 6 ଜନ୍ ଲକ୍ମନ୍ ବାକିଅଟାନେ ସିକିଆ ପାଇଲାଇନି, ସେମନର୍ଟାନେ ଜନ୍ଟା ଆଚେ, ସେଟା ତାକର୍ ସିକାଉମନର୍ ସଙ୍ଗ୍ ବାଟା କର୍ବାର୍ ଆଚେ । 7 ପରମେସର୍ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍ଟା ବୁନିରଇସି, ସେ ସମାନ୍ଟା ଆକା କାଟ୍ସି । 8 ଜେ ନିଜର୍ ଗାଗଡର୍ ଗୁନ୍ଚଲନ୍ ଇସାବେ ବୁନ୍ସି, ସେ ଗାଗ୍ଡେଅନି ବାରଇବା ମରନର୍ କେତ୍ କାଟ୍ସି । ମାତର୍ ଜେ ଆତ୍ମାର୍ ଇସାବେ ବୁନ୍ସି, ସେ ଆତ୍ମାଇଅନି ବାରଇଲା ନ ସାର୍ବା ଜିବନ୍ପାରା କେତ୍ କାଟ୍ସି । 9 ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି । 10 ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ । 11 ଦେକା, କେଡେ ବଡ୍ ବଡ୍ ଅଇକର୍ସଙ୍ଗ୍ ମୁଇ ତମ୍କେ ଏ ଚିଟିର୍ ସାରାସାରି କାତା ମର୍ ନିଜର୍ ଆତେ ଲେକ୍ଲିନି । 12 ଜନ୍ ଲକ୍ମନ୍ ବାଇରର୍ ରିତିନିତି ମାନିକରି ଡାକ୍ପୁଟା ପାଇବାକେ ମନ୍ କର୍ବାଇ, ସେମନ୍ ତମ୍କେ ସୁନତ୍ ଅଇବାକେ ବାଦିଅ କଲାଇନି । କିରିସ୍ଟର୍ କୁର୍ସର୍ ଲାଗି ସେମନ୍ ଜେନ୍ତି ସଙ୍ଗର୍ ଜିଉଦିମନର୍ କସ୍ଟ ନ ପାଇବାର୍ ଲାଗି ଏଟା କଲାଇନି । 13 କାଇକେ ବଇଲେ ଜନ୍ ଲକ୍ମନ୍ ସୁନତ୍ ବିଦିକେ ଟିକ୍ ବଲି କଇଲାଇନି, ସେମନ୍ ନିଜେ, ମସାର୍ ସବୁ ନିୟମ୍ ମାନତ୍ ନାଇ । ଜେନ୍ତି କି ତମେ ସୁନତ୍ ଅଇ ସେମନର୍ବାଟେ ମିସ୍ଲାସ୍ । ଏଟା ନେଇକରି ବଡ୍ପନ୍ ଅଇବାଇ । 14 ମାତର୍ ମାପ୍ରୁ ଜିସୁ କିରିସ୍ଟର୍ କୁରୁସ୍ ଚାଡିକରି ଆରି କାଇତେଇ ବଡ୍ପନ୍ ଅଇବାଟା ମର୍ଟାନେଅନି ଦୁରିକେ ରଅ । କାଇକେବଇଲେ ଜଗତ୍ ଜନ୍ ବିସଇର୍ ପାଇ ବେସି ଦାନ୍ଦା ଅଇଲାନି, ସେଟା ମୁକିଅ ବିସଇ ବଲି ମୁଇ ନ ବାବି । ଆରି ଜଗତ୍ ମିସା ମକେ କାଇ ମୁଲିଅ ନ ଅଇଲା ଲକ୍ ପାରା ଦେକ୍ଲାନି । 15 କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ । 16 ଜନ୍ ଲକ୍ମନ୍ ନିଜର୍ ଜିବନେ ଏ କାତା ଦାର୍ବାଇ, ସେମନ୍ ସବୁ ଲକ୍ ଆରି ପରମେସରର୍ ସବୁ ଲକ୍ମନ୍ ଜିବ୍ନେ ସାନ୍ତି ଆରି ଜିବନ୍ ଦୁକାନି ପାଇବାଇ । 17 ସାରାସାରି ଏତ୍କି କଇଲିନି, ଆଜିଅନି ବୁଲ୍ ସିକିଆ ଦେଇକରି ମକେ ଆରି କେ ମିସା କସ୍ଟ ନ ଦେଅ, କାଇକେ ବଇଲେ ମୁଇ ଜିସୁର୍ ଗତିଦାଙ୍ଗ୍ଡା ବଲି ଦେକାଇବାକେ ମର୍ ଗାଗ୍ଡେ ତାର୍ କଣ୍ଡିଆ ଚିନ୍ ଆଚେ । 18 ଏ ବାଇବଇନିମନ୍ ! ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାନି ତମର୍ ସବୁ ଲକର୍ ଲଗେ ରଅ । ଆମେନ୍ !
In Other Versions
Galatians 6 in the ANGEFD
Galatians 6 in the ANTPNG2D
Galatians 6 in the AS21
Galatians 6 in the BAGH
Galatians 6 in the BBPNG
Galatians 6 in the BBT1E
Galatians 6 in the BDS
Galatians 6 in the BEV
Galatians 6 in the BHAD
Galatians 6 in the BIB
Galatians 6 in the BLPT
Galatians 6 in the BNT
Galatians 6 in the BNTABOOT
Galatians 6 in the BNTLV
Galatians 6 in the BOATCB
Galatians 6 in the BOATCB2
Galatians 6 in the BOBCV
Galatians 6 in the BOCNT
Galatians 6 in the BOECS
Galatians 6 in the BOGWICC
Galatians 6 in the BOHCB
Galatians 6 in the BOHCV
Galatians 6 in the BOHLNT
Galatians 6 in the BOHNTLTAL
Galatians 6 in the BOICB
Galatians 6 in the BOILNTAP
Galatians 6 in the BOITCV
Galatians 6 in the BOKCV
Galatians 6 in the BOKCV2
Galatians 6 in the BOKHWOG
Galatians 6 in the BOKSSV
Galatians 6 in the BOLCB
Galatians 6 in the BOLCB2
Galatians 6 in the BOMCV
Galatians 6 in the BONAV
Galatians 6 in the BONCB
Galatians 6 in the BONLT
Galatians 6 in the BONUT2
Galatians 6 in the BOPLNT
Galatians 6 in the BOSCB
Galatians 6 in the BOSNC
Galatians 6 in the BOTLNT
Galatians 6 in the BOVCB
Galatians 6 in the BOYCB
Galatians 6 in the BPBB
Galatians 6 in the BPH
Galatians 6 in the BSB
Galatians 6 in the CCB
Galatians 6 in the CUV
Galatians 6 in the CUVS
Galatians 6 in the DBT
Galatians 6 in the DGDNT
Galatians 6 in the DHNT
Galatians 6 in the DNT
Galatians 6 in the ELBE
Galatians 6 in the EMTV
Galatians 6 in the ESV
Galatians 6 in the FBV
Galatians 6 in the FEB
Galatians 6 in the GGMNT
Galatians 6 in the GNT
Galatians 6 in the HARY
Galatians 6 in the HNT
Galatians 6 in the IRVA
Galatians 6 in the IRVB
Galatians 6 in the IRVG
Galatians 6 in the IRVH
Galatians 6 in the IRVK
Galatians 6 in the IRVM
Galatians 6 in the IRVM2
Galatians 6 in the IRVO
Galatians 6 in the IRVP
Galatians 6 in the IRVT
Galatians 6 in the IRVT2
Galatians 6 in the IRVU
Galatians 6 in the ISVN
Galatians 6 in the JSNT
Galatians 6 in the KAPI
Galatians 6 in the KBT1ETNIK
Galatians 6 in the KBV
Galatians 6 in the KJV
Galatians 6 in the KNFD
Galatians 6 in the LBA
Galatians 6 in the LBLA
Galatians 6 in the LNT
Galatians 6 in the LSV
Galatians 6 in the MAAL
Galatians 6 in the MBV
Galatians 6 in the MBV2
Galatians 6 in the MHNT
Galatians 6 in the MKNFD
Galatians 6 in the MNG
Galatians 6 in the MNT
Galatians 6 in the MNT2
Galatians 6 in the MRS1T
Galatians 6 in the NAA
Galatians 6 in the NASB
Galatians 6 in the NBLA
Galatians 6 in the NBS
Galatians 6 in the NBVTP
Galatians 6 in the NET2
Galatians 6 in the NIV11
Galatians 6 in the NNT
Galatians 6 in the NNT2
Galatians 6 in the NNT3
Galatians 6 in the PDDPT
Galatians 6 in the PFNT
Galatians 6 in the RMNT
Galatians 6 in the SBIAS
Galatians 6 in the SBIBS
Galatians 6 in the SBIBS2
Galatians 6 in the SBICS
Galatians 6 in the SBIDS
Galatians 6 in the SBIGS
Galatians 6 in the SBIHS
Galatians 6 in the SBIIS
Galatians 6 in the SBIIS2
Galatians 6 in the SBIIS3
Galatians 6 in the SBIKS
Galatians 6 in the SBIKS2
Galatians 6 in the SBIMS
Galatians 6 in the SBIOS
Galatians 6 in the SBIPS
Galatians 6 in the SBISS
Galatians 6 in the SBITS
Galatians 6 in the SBITS2
Galatians 6 in the SBITS3
Galatians 6 in the SBITS4
Galatians 6 in the SBIUS
Galatians 6 in the SBIVS
Galatians 6 in the SBT
Galatians 6 in the SBT1E
Galatians 6 in the SCHL
Galatians 6 in the SUSU
Galatians 6 in the SUSU2
Galatians 6 in the SYNO
Galatians 6 in the TBIAOTANT
Galatians 6 in the TBT1E
Galatians 6 in the TBT1E2
Galatians 6 in the TFTIP
Galatians 6 in the TFTU
Galatians 6 in the TGNTATF3T
Galatians 6 in the THAI
Galatians 6 in the TNFD
Galatians 6 in the TNT
Galatians 6 in the TNTIK
Galatians 6 in the TNTIL
Galatians 6 in the TNTIN
Galatians 6 in the TNTIP
Galatians 6 in the TNTIZ
Galatians 6 in the TOMA
Galatians 6 in the TTENT
Galatians 6 in the UBG
Galatians 6 in the UGV
Galatians 6 in the UGV2
Galatians 6 in the UGV3
Galatians 6 in the VBL
Galatians 6 in the VDCC
Galatians 6 in the YALU
Galatians 6 in the YAPE
Galatians 6 in the YBVTP
Galatians 6 in the ZBP