Hosea 1 (IRVO)

1 ଯିହୁଦାର ରାଜାଗଣ ଉଷୀୟ, ଯୋଥମ୍‍, ଆହସ୍‌ ଓ ହିଜକୀୟର ରାଜତ୍ୱ ସମୟରେ ଯୋୟାଶ୍‍ର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା। 2 ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ,“ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର;କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରିଅଛି।” 3 ତହିଁରେ ସେ ଯାଇ ଦିବ୍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା। 4 ତହୁଁ ସଦାପ୍ରଭୁ ତାହାଙ୍କୁ କହିଲେ,“ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ;କାରଣ ଅଳ୍ପ ସମୟ ପରେ ଆମ୍ଭେ ଯେହୂର ବଂଶକୁଯିଷ୍ରିୟେଲର ରକ୍ତପାତର ପ୍ରତିଫଳ ଭୋଗ କରାଇବାଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା। 5 ପୁଣି, ସେହି ସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେଇସ୍ରାଏଲର ଧନୁ ଭଗ୍ନ କରିବା।” 6 ଆଉ, ଗୋମର ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା।ଆଉ, ସଦାପ୍ରଭୁ ତାହାକୁ କହିଲେ,“ତୁମ୍ଭେ ତାହାର ନାମ ଲୋ-ରୁହାମା ରଖ;କାରଣ ଆମ୍ଭେ କୌଣସି ପ୍ରକାରେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ। 7 ମାତ୍ର ଆମ୍ଭେ ଯିହୁଦା ବଂଶ ପ୍ରତି ଦୟା କରିବାଓ ଧନୁ, ଖଡ୍ଗ, ଯୁଦ୍ଧ କି ଅଶ୍ୱଗଣ କିଅବାଅଶ୍ୱାରୋହୀଗଣ ଦ୍ୱାରା ସେମାନଙ୍କୁ ଉଦ୍ଧାର ନ କରିସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର କରିବା।” 8 ସେହି ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା। 9 ତହିଁରେ ସଦାପ୍ରଭୁ କହିଲେ,“ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ;କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନାହିଁ।” 10 ତଥାପି ଇସ୍ରାଏଲ-ସନ୍ତାନଗଣର ସଂଖ୍ୟାସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ;ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ,“ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହାଯାଇଥିଲା,ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ,“ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।” 11 ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ;କାରଣ ଯିଷ୍ରିୟେଲର ଦିନ ମହତ୍ ଦିନ ହେବ।

In Other Versions

Hosea 1 in the ANGEFD

Hosea 1 in the ANTPNG2D

Hosea 1 in the AS21

Hosea 1 in the BAGH

Hosea 1 in the BBPNG

Hosea 1 in the BBT1E

Hosea 1 in the BDS

Hosea 1 in the BEV

Hosea 1 in the BHAD

Hosea 1 in the BIB

Hosea 1 in the BLPT

Hosea 1 in the BNT

Hosea 1 in the BNTABOOT

Hosea 1 in the BNTLV

Hosea 1 in the BOATCB

Hosea 1 in the BOATCB2

Hosea 1 in the BOBCV

Hosea 1 in the BOCNT

Hosea 1 in the BOECS

Hosea 1 in the BOGWICC

Hosea 1 in the BOHCB

Hosea 1 in the BOHCV

Hosea 1 in the BOHLNT

Hosea 1 in the BOHNTLTAL

Hosea 1 in the BOICB

Hosea 1 in the BOILNTAP

Hosea 1 in the BOITCV

Hosea 1 in the BOKCV

Hosea 1 in the BOKCV2

Hosea 1 in the BOKHWOG

Hosea 1 in the BOKSSV

Hosea 1 in the BOLCB

Hosea 1 in the BOLCB2

Hosea 1 in the BOMCV

Hosea 1 in the BONAV

Hosea 1 in the BONCB

Hosea 1 in the BONLT

Hosea 1 in the BONUT2

Hosea 1 in the BOPLNT

Hosea 1 in the BOSCB

Hosea 1 in the BOSNC

Hosea 1 in the BOTLNT

Hosea 1 in the BOVCB

Hosea 1 in the BOYCB

Hosea 1 in the BPBB

Hosea 1 in the BPH

Hosea 1 in the BSB

Hosea 1 in the CCB

Hosea 1 in the CUV

Hosea 1 in the CUVS

Hosea 1 in the DBT

Hosea 1 in the DGDNT

Hosea 1 in the DHNT

Hosea 1 in the DNT

Hosea 1 in the ELBE

Hosea 1 in the EMTV

Hosea 1 in the ESV

Hosea 1 in the FBV

Hosea 1 in the FEB

Hosea 1 in the GGMNT

Hosea 1 in the GNT

Hosea 1 in the HARY

Hosea 1 in the HNT

Hosea 1 in the IRVA

Hosea 1 in the IRVB

Hosea 1 in the IRVG

Hosea 1 in the IRVH

Hosea 1 in the IRVK

Hosea 1 in the IRVM

Hosea 1 in the IRVM2

Hosea 1 in the IRVP

Hosea 1 in the IRVT

Hosea 1 in the IRVT2

Hosea 1 in the IRVU

Hosea 1 in the ISVN

Hosea 1 in the JSNT

Hosea 1 in the KAPI

Hosea 1 in the KBT1ETNIK

Hosea 1 in the KBV

Hosea 1 in the KJV

Hosea 1 in the KNFD

Hosea 1 in the LBA

Hosea 1 in the LBLA

Hosea 1 in the LNT

Hosea 1 in the LSV

Hosea 1 in the MAAL

Hosea 1 in the MBV

Hosea 1 in the MBV2

Hosea 1 in the MHNT

Hosea 1 in the MKNFD

Hosea 1 in the MNG

Hosea 1 in the MNT

Hosea 1 in the MNT2

Hosea 1 in the MRS1T

Hosea 1 in the NAA

Hosea 1 in the NASB

Hosea 1 in the NBLA

Hosea 1 in the NBS

Hosea 1 in the NBVTP

Hosea 1 in the NET2

Hosea 1 in the NIV11

Hosea 1 in the NNT

Hosea 1 in the NNT2

Hosea 1 in the NNT3

Hosea 1 in the PDDPT

Hosea 1 in the PFNT

Hosea 1 in the RMNT

Hosea 1 in the SBIAS

Hosea 1 in the SBIBS

Hosea 1 in the SBIBS2

Hosea 1 in the SBICS

Hosea 1 in the SBIDS

Hosea 1 in the SBIGS

Hosea 1 in the SBIHS

Hosea 1 in the SBIIS

Hosea 1 in the SBIIS2

Hosea 1 in the SBIIS3

Hosea 1 in the SBIKS

Hosea 1 in the SBIKS2

Hosea 1 in the SBIMS

Hosea 1 in the SBIOS

Hosea 1 in the SBIPS

Hosea 1 in the SBISS

Hosea 1 in the SBITS

Hosea 1 in the SBITS2

Hosea 1 in the SBITS3

Hosea 1 in the SBITS4

Hosea 1 in the SBIUS

Hosea 1 in the SBIVS

Hosea 1 in the SBT

Hosea 1 in the SBT1E

Hosea 1 in the SCHL

Hosea 1 in the SNT

Hosea 1 in the SUSU

Hosea 1 in the SUSU2

Hosea 1 in the SYNO

Hosea 1 in the TBIAOTANT

Hosea 1 in the TBT1E

Hosea 1 in the TBT1E2

Hosea 1 in the TFTIP

Hosea 1 in the TFTU

Hosea 1 in the TGNTATF3T

Hosea 1 in the THAI

Hosea 1 in the TNFD

Hosea 1 in the TNT

Hosea 1 in the TNTIK

Hosea 1 in the TNTIL

Hosea 1 in the TNTIN

Hosea 1 in the TNTIP

Hosea 1 in the TNTIZ

Hosea 1 in the TOMA

Hosea 1 in the TTENT

Hosea 1 in the UBG

Hosea 1 in the UGV

Hosea 1 in the UGV2

Hosea 1 in the UGV3

Hosea 1 in the VBL

Hosea 1 in the VDCC

Hosea 1 in the YALU

Hosea 1 in the YAPE

Hosea 1 in the YBVTP

Hosea 1 in the ZBP