Job 17 (IRVO)

1 ମୋହର ପ୍ରାଣ କ୍ଷୟ ପାଉଅଛି ଓ ମୋହର ଦିନ ଅବସାନ ହେଉଅଛି,ମୋʼ ନିମନ୍ତେ କବର ପ୍ରସ୍ତୁତ ଅଛି। 2 ନିଶ୍ଚୟ ପରିହାସକମାନେ ମୋʼ ନିକଟରେ ଅଛନ୍ତିଓ ସେମାନଙ୍କ ବିରୋଧ ମୋʼ ଚକ୍ଷୁଗୋଚରରେ ଅଛି। 3 ହେ ପରମେଶ୍ୱର ବିନୟ କରୁଅଛି, ପ୍ରତିନିଧି ଦିଅ, ଆପଣା ନିକଟରେ ଆପେ ମୋʼ ପାଇଁ ଲଗା ହୁଏ;ଆଉ କିଏ ମୋʼ ହାତରେ ହାତ ଦେବ? 4 କାରଣ ତୁମ୍ଭେ ସେମାନଙ୍କ ଅନ୍ତଃକରଣକୁ ବୁଦ୍ଧିରୁ ଗୁପ୍ତ କରିଅଛ;ଏହେତୁ ତୁମ୍ଭେ ସେମାନଙ୍କୁ ଉନ୍ନତ କରିବ ନାହିଁ। 5 ଯେ ଆପଣା ମିତ୍ରଗଣକୁ ଲୁଟ ରୂପେ ସମର୍ପଣ କରେ,ତାହାର ସନ୍ତାନଗଣର ଚକ୍ଷୁ ନିସ୍ତେଜ ହେବ। 6 ମଧ୍ୟ ସେ ମୋତେ ଲୋକମାନଙ୍କର ହାସ୍ୟାସ୍ପଦ କରିଅଛନ୍ତି;ମୁଁ ପ୍ରକାଶରେ ଘୃଣାପାତ୍ର ହୋଇଅଛି। 7 ଦୁଃଖ ସକାଶୁ ମଧ୍ୟ ମୋର ଚକ୍ଷୁ କ୍ଷୀଣ ହୋଇଅଛିଓ ମୋହର ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି। 8 ସରଳ ଲୋକେ ଏଥିରେ ଚମତ୍କୃତ ହେବେଓ ନିର୍ଦ୍ଦୋଷ ଲୋକ ଅଧାର୍ମିକ ବିରୁଦ୍ଧରେ ଆପଣାକୁ ଉତ୍ତେଜିତ କରିବ। 9 ତଥାପି ଧାର୍ମିକ ଆପଣା ମାର୍ଗ ଦୃଢ଼ କରି ଧରିବଓ ଶୁଚିହସ୍ତ ଲୋକ ଆହୁରି ଆହୁରି ବଳବାନ ହେବ। 10 ମାତ୍ର ତୁମ୍ଭେ ସମସ୍ତେ ଏବେ ଫେରି ଆସ;ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନବାନ ଲୋକ ପାଇବି ନାହିଁ। 11 ମୋହର ବଞ୍ଚିବାର ଦିନସବୁ ଅତୀତ ହେଲା, ମୋହର ଅଭିପ୍ରାୟ,ଅର୍ଥାତ୍‍, ମୋର ମନର ସଂକଳ୍ପସବୁ ନିଷ୍ଫଳ ହେଲା। 12 ସେମାନେ ରାତ୍ରିକୁ ଦିନ କରନ୍ତି;ସେମାନେ ଆଲୁଅକୁ ଅନ୍ଧକାରର ସନ୍ନିକଟ ବୋଲି କହନ୍ତି। 13 ଯଦି ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ;ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି; 14 ଯଦି ମୁଁ କ୍ଷୟକୁ କହିଅଛି, ‘ତୁମ୍ଭେ ମୋହର ପିତା;’କୀଟକୁ କହିଅଛି, ‘ତୁମ୍ଭେ ମୋହର ମାତା’ ଓ ‘ଭଗିନୀ;’ 15 ତେବେ ମୋହର ଭରସା କାହିଁ?ଓ ମୋହର ଭରସା କିଏ ଦେଖିବ? 16 ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇ ଯିବ,ତହିଁରେ ଏକାବେଳେ ମାଟିରେ ବିଶ୍ରାମ ହେବ।”

In Other Versions

Job 17 in the ANGEFD

Job 17 in the ANTPNG2D

Job 17 in the AS21

Job 17 in the BAGH

Job 17 in the BBPNG

Job 17 in the BBT1E

Job 17 in the BDS

Job 17 in the BEV

Job 17 in the BHAD

Job 17 in the BIB

Job 17 in the BLPT

Job 17 in the BNT

Job 17 in the BNTABOOT

Job 17 in the BNTLV

Job 17 in the BOATCB

Job 17 in the BOATCB2

Job 17 in the BOBCV

Job 17 in the BOCNT

Job 17 in the BOECS

Job 17 in the BOGWICC

Job 17 in the BOHCB

Job 17 in the BOHCV

Job 17 in the BOHLNT

Job 17 in the BOHNTLTAL

Job 17 in the BOICB

Job 17 in the BOILNTAP

Job 17 in the BOITCV

Job 17 in the BOKCV

Job 17 in the BOKCV2

Job 17 in the BOKHWOG

Job 17 in the BOKSSV

Job 17 in the BOLCB

Job 17 in the BOLCB2

Job 17 in the BOMCV

Job 17 in the BONAV

Job 17 in the BONCB

Job 17 in the BONLT

Job 17 in the BONUT2

Job 17 in the BOPLNT

Job 17 in the BOSCB

Job 17 in the BOSNC

Job 17 in the BOTLNT

Job 17 in the BOVCB

Job 17 in the BOYCB

Job 17 in the BPBB

Job 17 in the BPH

Job 17 in the BSB

Job 17 in the CCB

Job 17 in the CUV

Job 17 in the CUVS

Job 17 in the DBT

Job 17 in the DGDNT

Job 17 in the DHNT

Job 17 in the DNT

Job 17 in the ELBE

Job 17 in the EMTV

Job 17 in the ESV

Job 17 in the FBV

Job 17 in the FEB

Job 17 in the GGMNT

Job 17 in the GNT

Job 17 in the HARY

Job 17 in the HNT

Job 17 in the IRVA

Job 17 in the IRVB

Job 17 in the IRVG

Job 17 in the IRVH

Job 17 in the IRVK

Job 17 in the IRVM

Job 17 in the IRVM2

Job 17 in the IRVP

Job 17 in the IRVT

Job 17 in the IRVT2

Job 17 in the IRVU

Job 17 in the ISVN

Job 17 in the JSNT

Job 17 in the KAPI

Job 17 in the KBT1ETNIK

Job 17 in the KBV

Job 17 in the KJV

Job 17 in the KNFD

Job 17 in the LBA

Job 17 in the LBLA

Job 17 in the LNT

Job 17 in the LSV

Job 17 in the MAAL

Job 17 in the MBV

Job 17 in the MBV2

Job 17 in the MHNT

Job 17 in the MKNFD

Job 17 in the MNG

Job 17 in the MNT

Job 17 in the MNT2

Job 17 in the MRS1T

Job 17 in the NAA

Job 17 in the NASB

Job 17 in the NBLA

Job 17 in the NBS

Job 17 in the NBVTP

Job 17 in the NET2

Job 17 in the NIV11

Job 17 in the NNT

Job 17 in the NNT2

Job 17 in the NNT3

Job 17 in the PDDPT

Job 17 in the PFNT

Job 17 in the RMNT

Job 17 in the SBIAS

Job 17 in the SBIBS

Job 17 in the SBIBS2

Job 17 in the SBICS

Job 17 in the SBIDS

Job 17 in the SBIGS

Job 17 in the SBIHS

Job 17 in the SBIIS

Job 17 in the SBIIS2

Job 17 in the SBIIS3

Job 17 in the SBIKS

Job 17 in the SBIKS2

Job 17 in the SBIMS

Job 17 in the SBIOS

Job 17 in the SBIPS

Job 17 in the SBISS

Job 17 in the SBITS

Job 17 in the SBITS2

Job 17 in the SBITS3

Job 17 in the SBITS4

Job 17 in the SBIUS

Job 17 in the SBIVS

Job 17 in the SBT

Job 17 in the SBT1E

Job 17 in the SCHL

Job 17 in the SNT

Job 17 in the SUSU

Job 17 in the SUSU2

Job 17 in the SYNO

Job 17 in the TBIAOTANT

Job 17 in the TBT1E

Job 17 in the TBT1E2

Job 17 in the TFTIP

Job 17 in the TFTU

Job 17 in the TGNTATF3T

Job 17 in the THAI

Job 17 in the TNFD

Job 17 in the TNT

Job 17 in the TNTIK

Job 17 in the TNTIL

Job 17 in the TNTIN

Job 17 in the TNTIP

Job 17 in the TNTIZ

Job 17 in the TOMA

Job 17 in the TTENT

Job 17 in the UBG

Job 17 in the UGV

Job 17 in the UGV2

Job 17 in the UGV3

Job 17 in the VBL

Job 17 in the VDCC

Job 17 in the YALU

Job 17 in the YAPE

Job 17 in the YBVTP

Job 17 in the ZBP