Micah 2 (IRVO)

1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତିଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର!ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି,କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ। 2 ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତିଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି;ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି,ଏବଂ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି। 3 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି;ଦେଖ, ଆମ୍ଭେ ଏହି ଗୋଷ୍ଠୀ ବିରୁଦ୍ଧରେ ଅମଙ୍ଗଳ କଳ୍ପନା କରୁଅଛୁ,ତହିଁରୁ ତୁମ୍ଭେମାନେ ଆପଣା ଆପଣା ବେକ କାଢ଼ି ନେବାକୁକିଅବା ଗର୍ବ କରି ଚାଲି ପାରିବ ନାହିଁ;କାରଣ ତାହା ଦୁଃସମୟ ଅଟେ। 4 ସେହି ଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ,ଆଉ କହିବେ, “ଆମ୍ଭମାନଙ୍କର ସର୍ବନାଶ ହେଲା;ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରିଅଛନ୍ତି;ସେ କିପରି ଆମ୍ଭଠାରୁ ତାହା ଦୂର କରିଅଛନ୍ତି।ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦେଇଅଛନ୍ତି।” 5 ଏଥିପାଇଁ ଗୁଲିବାଣ୍ଟ ଦ୍ୱାରା ପରିମାପକ ରଜ୍ଜୁ ପକାଇବା ପାଇଁସଦାପ୍ରଭୁଙ୍କ ସମାଜରେ ତୁମ୍ଭର କେହି ନ ଥିବେ। 6 ତୁମ୍ଭେମାନେ ବାକ୍ୟ ପ୍ରଚାର ନ କର,“ସେମାନେ ଏପରି ପ୍ରଚାର କରନ୍ତି।ଯଦି ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ ନାହିଁ”ତେବେ ଅପମାନ ଘୁଞ୍ଚିବ ନାହିଁ। 7 ହେ ଯାକୁବର ବଂଶ,ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି?ଏହିସବୁ କି ତାହାଙ୍କର କର୍ମ?ଏହା କୁହାଯିବ? ଯେଉଁ ଜନ ସରଳ ଆଚରଣ କରେ,ଆମ୍ଭର ବାକ୍ୟସକଳ କି ତାହାର ମଙ୍ଗଳ ନ କରେ? 8 ମାତ୍ର ଅଳ୍ପ କାଳ ହେଲା, ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି;ଯୁଦ୍ଧରୁ ବିମୁଖ ଲୋକମାନଙ୍କ ତୁଲ୍ୟ ନିଶ୍ଚିନ୍ତପଥିକମାନଙ୍କ ଗାତ୍ରୀୟ ବସ୍ତ୍ରରୁ ତୁମ୍ଭେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଅଛ। 9 ଆମ୍ଭ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମ୍ଭେମାନେ ଦୂର କରି ଦେଉଅଛ;ସେମାନଙ୍କର ସନ୍ତାନଗଣଠାରୁ ତୁମ୍ଭେମାନେ ଆମ୍ଭର (ଦତ୍ତ) ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ। 10 ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର;କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ-ସ୍ଥାନ ନୁହେଁ;ଯେହେତୁ ଅଶୁଚିତା ବିନାଶ,ଅର୍ଥାତ୍‍, ଭୟାନକ ବିନାଶ କରୁଅଛି। 11 ଯଦି କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ,ଆମ୍ଭେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟଦ୍‍ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବା,ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟଦ୍‍ବକ୍ତା ହେବ। 12 ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା;ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା;ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା;ନିଜ ଚରାଣି ସ୍ଥାନ ମଧ୍ୟରେ ଯେପରି ମେଷପଲ,ସେହିପରି ମନୁଷ୍ୟର ବାହୁଲ୍ୟ ସକାଶୁ ସେମାନେ ମହାଶବ୍ଦ କରିବେ। 13 ଭଗ୍ନକାରୀ ସେମାନଙ୍କର ଅଗ୍ରଗାମୀ ହୋଇଅଛନ୍ତି;ସେମାନେ ବେଢ଼ା ଭାଙ୍ଗି ଦ୍ୱାର ପର୍ଯ୍ୟନ୍ତ ଯାଇଅଛନ୍ତି ଓ ସେହି ଦ୍ୱାର ଦେଇ ବାହାରି ଯାଇଅଛନ୍ତି;ପୁଣି, ସେମାନଙ୍କର ରାଜା ସେମାନଙ୍କର ଆଗେ ଆଗେ ଯାଇଅଛନ୍ତିଓ ସଦାପ୍ରଭୁ ସେମାନଙ୍କର ଅଗ୍ରଗାମୀ ଅଛନ୍ତି।

In Other Versions

Micah 2 in the ANGEFD

Micah 2 in the ANTPNG2D

Micah 2 in the AS21

Micah 2 in the BAGH

Micah 2 in the BBPNG

Micah 2 in the BBT1E

Micah 2 in the BDS

Micah 2 in the BEV

Micah 2 in the BHAD

Micah 2 in the BIB

Micah 2 in the BLPT

Micah 2 in the BNT

Micah 2 in the BNTABOOT

Micah 2 in the BNTLV

Micah 2 in the BOATCB

Micah 2 in the BOATCB2

Micah 2 in the BOBCV

Micah 2 in the BOCNT

Micah 2 in the BOECS

Micah 2 in the BOGWICC

Micah 2 in the BOHCB

Micah 2 in the BOHCV

Micah 2 in the BOHLNT

Micah 2 in the BOHNTLTAL

Micah 2 in the BOICB

Micah 2 in the BOILNTAP

Micah 2 in the BOITCV

Micah 2 in the BOKCV

Micah 2 in the BOKCV2

Micah 2 in the BOKHWOG

Micah 2 in the BOKSSV

Micah 2 in the BOLCB

Micah 2 in the BOLCB2

Micah 2 in the BOMCV

Micah 2 in the BONAV

Micah 2 in the BONCB

Micah 2 in the BONLT

Micah 2 in the BONUT2

Micah 2 in the BOPLNT

Micah 2 in the BOSCB

Micah 2 in the BOSNC

Micah 2 in the BOTLNT

Micah 2 in the BOVCB

Micah 2 in the BOYCB

Micah 2 in the BPBB

Micah 2 in the BPH

Micah 2 in the BSB

Micah 2 in the CCB

Micah 2 in the CUV

Micah 2 in the CUVS

Micah 2 in the DBT

Micah 2 in the DGDNT

Micah 2 in the DHNT

Micah 2 in the DNT

Micah 2 in the ELBE

Micah 2 in the EMTV

Micah 2 in the ESV

Micah 2 in the FBV

Micah 2 in the FEB

Micah 2 in the GGMNT

Micah 2 in the GNT

Micah 2 in the HARY

Micah 2 in the HNT

Micah 2 in the IRVA

Micah 2 in the IRVB

Micah 2 in the IRVG

Micah 2 in the IRVH

Micah 2 in the IRVK

Micah 2 in the IRVM

Micah 2 in the IRVM2

Micah 2 in the IRVP

Micah 2 in the IRVT

Micah 2 in the IRVT2

Micah 2 in the IRVU

Micah 2 in the ISVN

Micah 2 in the JSNT

Micah 2 in the KAPI

Micah 2 in the KBT1ETNIK

Micah 2 in the KBV

Micah 2 in the KJV

Micah 2 in the KNFD

Micah 2 in the LBA

Micah 2 in the LBLA

Micah 2 in the LNT

Micah 2 in the LSV

Micah 2 in the MAAL

Micah 2 in the MBV

Micah 2 in the MBV2

Micah 2 in the MHNT

Micah 2 in the MKNFD

Micah 2 in the MNG

Micah 2 in the MNT

Micah 2 in the MNT2

Micah 2 in the MRS1T

Micah 2 in the NAA

Micah 2 in the NASB

Micah 2 in the NBLA

Micah 2 in the NBS

Micah 2 in the NBVTP

Micah 2 in the NET2

Micah 2 in the NIV11

Micah 2 in the NNT

Micah 2 in the NNT2

Micah 2 in the NNT3

Micah 2 in the PDDPT

Micah 2 in the PFNT

Micah 2 in the RMNT

Micah 2 in the SBIAS

Micah 2 in the SBIBS

Micah 2 in the SBIBS2

Micah 2 in the SBICS

Micah 2 in the SBIDS

Micah 2 in the SBIGS

Micah 2 in the SBIHS

Micah 2 in the SBIIS

Micah 2 in the SBIIS2

Micah 2 in the SBIIS3

Micah 2 in the SBIKS

Micah 2 in the SBIKS2

Micah 2 in the SBIMS

Micah 2 in the SBIOS

Micah 2 in the SBIPS

Micah 2 in the SBISS

Micah 2 in the SBITS

Micah 2 in the SBITS2

Micah 2 in the SBITS3

Micah 2 in the SBITS4

Micah 2 in the SBIUS

Micah 2 in the SBIVS

Micah 2 in the SBT

Micah 2 in the SBT1E

Micah 2 in the SCHL

Micah 2 in the SNT

Micah 2 in the SUSU

Micah 2 in the SUSU2

Micah 2 in the SYNO

Micah 2 in the TBIAOTANT

Micah 2 in the TBT1E

Micah 2 in the TBT1E2

Micah 2 in the TFTIP

Micah 2 in the TFTU

Micah 2 in the TGNTATF3T

Micah 2 in the THAI

Micah 2 in the TNFD

Micah 2 in the TNT

Micah 2 in the TNTIK

Micah 2 in the TNTIL

Micah 2 in the TNTIN

Micah 2 in the TNTIP

Micah 2 in the TNTIZ

Micah 2 in the TOMA

Micah 2 in the TTENT

Micah 2 in the UBG

Micah 2 in the UGV

Micah 2 in the UGV2

Micah 2 in the UGV3

Micah 2 in the VBL

Micah 2 in the VDCC

Micah 2 in the YALU

Micah 2 in the YAPE

Micah 2 in the YBVTP

Micah 2 in the ZBP