1 Corinthians 7 (SNT)

1 ଏବେ ତମେ ଲେକ୍‌ଲାଟାନେ ଜନ୍‌ ସବୁ ବିସଇ ଆଚେ, ସେ ସବୁର୍‌ ଉତର୍‌ ମୁଇ ଦେବି । ତମେ ପାଚାରିରଇଲାସ୍‌ ବିସ୍‌ବାସିମନ୍‌ ବିବା ନ ଅଇବାଟା ନିକ କି ? 2 ଉଁ ସେଟା ସତ୍‌, ମାତର୍‌ ବେସି ଲକ୍‌ ବେବିଚାର୍‌ କାମେ ଚଲାଚଲ୍‌ତି କଲାଇନି । ମୁଇ କଇଲିନି ଗଟେକ୍‌ ଗଟେକ୍‌ ମୁନୁସ୍‌କେ ତାର୍‌ ନିଜର୍‌ ମାଇଜି ଆରି ଗଟେକ୍‌ ଗଟେକ୍‌ ମାଇଜିକେ ତାର୍‌ ନିଜର୍‌ ମୁନୁସ୍‌ ରଇବାର୍‌ ଆଚେ । 3 ଗଟେକ୍‌ ମନସ୍‌ ବିବା ଅଇଲାର୍‌ ଲାଗି, ତାର୍‌ ମାଇଜିକେ କରିରଇବା ସବୁ ଦାଇତ୍‌ କର୍‌ବାର୍‌ ଆଚେ । ସେନ୍ତାରିସେ ମାଇଜି ମିସା ତାର୍‌ ମୁନୁସ୍‌କେ କର୍‌ବାର୍‌ ଆଚେ । 4 ମାଇଜିକେ ତାର୍‌ ନିଜର୍‌ ଗାଗଡର୍‍ ଅଦିକାର୍‌ ନାଇ, ମାତର୍‌ ମୁନୁସର୍‌ ଆଚେ । ସେନ୍ତାରିସେ ମୁନୁସ୍‌କେ ତାର୍‌ ନିଜର୍‌ ଗାଗଡର୍ ଅଦିକାର୍‌ ନାଇ, ମାତର୍‌ ମାଇଜିର୍‌ ଆଚେ । 5 ଦୁଇ ମାଇଜି ମୁନୁସ୍‌ ବେଗ୍‌ଲିକରି ନ ରଅତ୍‌ । ମାତର୍‌ ବେଗ୍‌ଲିକରି ରଇବାର୍‌ ଆଲେ, ଦୁଇ ଲକ୍‌ ରାଜି ଉଆ । ଜେନ୍ତାରି କି ସେ ବେଗ୍‌ଲି ରଇବା ବେଲାଇ, ପାର୍‌ତନା କରିଅଇସି । ମାତର୍‌ ତାର୍‌ପଚେ ଆରିତରେକ୍‌ ଆସି ମିସାଆ । ଏନ୍ତାରିକଲେ ସଇତାନର୍‌ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍‌କେ ମୁର୍‌ଚିକରି ରଇବା ବପୁ ଉନା ଆଚେ । 6 ଏ ବିସଇ ମୁଇ ତମ୍‌କେ ଜେତ୍‌କି କଇଲି ଆଚି, ସେଟା ଆଦେସ୍‌ ଦେଲା ପାରା କଇନାଇ, ମାତର୍‌ ତମର୍‌ ଦୁର୍‌ବଲ୍‌ ଜାନିକରି ଉପଦେସ୍‌ ଦେଲା ପାରା କଇଲିନି । 7 ତମେ ସବୁଲକ୍‌ ମର୍‌ପାରା ବିବା ନ ଉଆ ବଲି ମୁଇ ମନ୍‍ କଲିନି । ମାତର୍‌ ଗଟେକ୍‌ ଗଟେକ୍‌ ଲକ୍‌କେ ପର୍‌ମେସରର୍‌ ଟାନେଅନି ମୁଲିଅ ରଇବା ଦାନ୍‌ ମିଲିଆଚେ । ଗଟେକ୍‌ ଲକ୍‌କେ ଗଟେକ୍‌ ରକାମ୍‌ଟା ଆରି ବିନ୍‌ ଲକ୍‌କେ ବିନ୍‌ ରକାମ୍‌ ଦାନ୍‌ ଦେଲାଆଚେ । 8 ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍‌କେ କଇଲିନି, ତମେ ମର୍‌ ପାରା ଏକ୍‌ଲା ରଇଲେ ତମର୍‌ପାଇ ନିକ ଅଇସି । 9 ମାତର୍‌ ତମେ ଜଦି ମନର୍‌ ଲାଲ୍‌ସା ମୁର୍‍ଚିକରି ରଇ ନାପାର୍‌ଲାସ୍‌ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍‌ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ । 10 ମାତର୍‌ ବିବା ଅଇବା ବିସ୍‌ବାସିମନ୍‌କେ ମୁଇ ଆଦେସ୍‌ ଦେଲିନି, ମୁଇ ଦେଇ ନାଇ ମାତର୍‌ ମାପ୍‌ରୁ ଦେଲାନି । ଜଦି ତମେ ଗଟେକ୍‌ ବିବାଇ ମାଇଜି, ସେନ୍ତାର୍‌ ଆଲେ ମୁନୁସ୍‌କେ ଚାଡି ବିନେ ନ ରୁଆ । 11 ଜଦି ତାକେ ଚାଡ୍‌ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍‌ ତର୍‌ ନିଜର୍‌ ମୁନୁସ୍‌ ସଙ୍ଗ୍‌ ମିସା । ଜଦି ତମେ ବିବାଇ ମୁନୁସ୍‌, ନିଜର୍‌ ମାଇଜିକେ ନ ଚାଡା । 12 ଏବେ ମୁଇ ବିସ୍‌ବାସିମନ୍‌ ଜେ କି ବିସ୍‌ବାସ୍‌ ନ କଲାଟାମନ୍‌କେ ବିବା ଅଇଆଚତ୍‌, ସେମନ୍‌କେ କଇଲିନି, ମୁଇ କଇନାଇ ମାପ୍‌ରୁ କଇଲାନି, । ଜଦି ଗଟେକ୍‌ ବିସ୍‌ବାସି, ବିସ୍‌ବାସ୍‌ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍‌ ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି ବଇଲେ, ସେ ବାଇ ତାକେ ନ ଚାଡ । 13 ଆରି ଜନ୍‌ ବିସ୍‌ବାସି ମାଇଜି ବିସ୍‌ବାସ୍‌ ନ କଲା ମୁନୁସ୍‌କେ ବିବାଅଇରଇସି, ଆରି ସେ ତାର୍‌ସଙ୍ଗ୍‌ ମିସି ରଇବାକେ ମନ୍‌ କର୍‌ସି, ତେବେ ସେ ନିଜର୍‌ ମୁନୁସ୍‌କେ ନ ଚାଡ । 14 କାଇକେବଇଲେ ଜଦି ତମେ ଗଟେକ୍‌ ବିସ୍‌ବାସି ମାଇଜି, ବିସ୍‌ବାସ୍‌ ନ କର୍‌ବା ମୁନୁସ୍‌କେ ବିବା ଅଇଆଚାସ୍‌, ତର୍‌ ମୁନୁସ୍‌ ତର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ତାକେ ପର୍‌ମେସର୍‌ ତାର୍‌ ନିଜର୍‌ ସୁକଲ୍‌ ଲକ୍‌ କଲାଆଚେ । ସେନ୍ତାରିସେ ବିସ୍‌ବାସ୍‌ ନ କରିରଇବା ମାଇଜିକେ, ପର୍‌ମେସର୍‌ ଡାକ୍‌ଲା ଆଚେ । କାଇକେବଇଲେ ସେ ବିସ୍‌ବାସ୍‌ କର୍‌ବା ମନସ୍‌ ସଙ୍ଗ୍‌ ମିସ୍‌ଲା ଆଚେ । ଏନ୍ତାରି ନ ରଇଲେ ତମର୍‌ ପିଲାମନ୍‌ ବିସ୍‌ବାସ୍‌ ନ କର୍‌ବା ଲକର୍‌ ପିଲାମନର୍‌ପାରା ଅଇତାଇ । ମାତର୍‌ ଏବେ ସେମନ୍‌କେ ମିସା ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ କଲାଆଚେ । 15 ସେ ଜାଇଟା ମିସା ଅ, ଜଦି ଗଟେକ୍‌ ବିସ୍‌ବାସ୍‌ ନ କଲା ଲକ୍‌ ତାର୍‌ ବିସ୍‌ବାସି ମାଇଜି କି ମୁନୁସର୍‌ ଟାନେଅନି ବିନେ ଅଇବାକେ ମନ୍‌ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍‌ଟକେ ବିସ୍‌ବାସ୍‌ କର୍‌ବା ମାଇଜି କି ମୁନୁସ୍‌ ବିବା ବନ୍ଦ୍‌ନେ ଅନି ମୁକ୍‌ଲି ଆଚେ । ପର୍‌ମେସର୍‌ ତମ୍‌କେ ସାନ୍ତିସଙ୍ଗ୍‍ ମିସି ବିଡି ଜିଇବାକାଇବାକେ ଡାକ୍‌ଲା ଆଚେ । 16 ଅଇପାରେ, ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମାଇଜି, ତର୍‌ ବିସ୍‌ବାସ୍‌ ନ କଲା ମୁନୁସ୍‌କେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇପାରୁସ୍‌ । ସେନ୍ତାରିସେ ତୁଇ ଗଟେକ୍‌ ବିସ୍‌ବାସି ବିବାଅଇଲା ମୁନୁସ୍‌, ତର୍‌ ବିସ୍‌ବାସ୍‌ ନ କଲା ମାଇଜିକେ କିରିସ୍‌ଟର୍‌ ଟାନେ ବିସ୍‌ବାସ୍‌ କରାଇ ପାରୁସ୍‌ । 17 ମାପ୍‌ରୁ ଜାକେ ଜେନ୍ତି ଜିବନ୍‌ ଦୁକାଇ ଆଚେ, ପର୍‌ମେସର୍‌ ଜାକେ ଜନ୍‌ ଇସାବେ ଡାକ୍‌ଲା ଆଚେ, ସେ ସେନ୍ତାର୍‌ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍‌ଲିଟାନେ ଏ ରକାମ୍‌ ଆଦେସ୍‌ ଦେଲିନି । 18 ଜଦି ତମେ ଗଟେକ୍‌ ସୁନତ୍‌ ଅଇଲା ଜିଉଦି ଲକ୍‌ ଆରି ପର୍‌ମେସର୍‌ ତମ୍‌କେ ଡାକ୍‌ଲାଆଚେ, ସେନ୍ତାର୍‌ ଆଲେ ତମେ ତମର୍‌ ଗାଗ୍‌ଡେଅନି ସୁନତ୍‌ ଚିନ୍‌ ଲିବାଇବାକେ ଚେସ୍‌ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍‌ ଜାକେ କି ପର୍‌ମେସର୍‌ ଡାକ୍‌ଲା ଆଚେ, ତମେ ସୁନତ୍‌ ଅଇବାକେ ଚେସ୍‌ଟା କରାନାଇ । 19 ଲକ୍‌ମନ୍‌ ସୁନତ୍‌ ଅଇବାଟା କି ସୁନତ୍‌ ନ ଅଇବାଟା କାଇଟା ନାଇ, ପର୍‌ମେସରର୍‌ ଆଦେସ୍‌ ମାନ୍‌ବାଟାସେ ମୁକିଅ । 20 ମାପ୍‌ରୁ ତମ୍‌କେ ଜନ୍‌ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ । 21 ପର୍‌ମେସର୍‌ ତମ୍‌କେ ଡାକ୍‌ଲାବେଲେ ତମେ କାଇ ଗତିଦାଙ୍ଗ୍‌ଡା ରଇଲାସ୍‌ କି ? ସେ ବିସଇନେଇ ମନ୍‌ଦୁକ୍‌ କରାନାଇ । ଜଦି ତର୍‌ ସାଉକାର୍‌ ତକେ ମୁକ୍‌ଲାଇଲାନି, ତେବେ ଉଟିଜା । 22 ମାପ୍‌ରୁ ଡାକ୍‌ଲାବେଲେ ଜେ ଗତିଦାଙ୍ଗ୍‌ଡା ରଇଲା ସେ ଏବେ ମୁକ୍‌ଲି ରଇଲା ଲକ୍‌ । କାଇକେବଇଲେ ମାପ୍‌ରୁ ତାକେ ମୁକ୍‌ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍‌ଲିକରି ଆଚେ, ସେ କିରିସ୍‌ଟର୍‌ ଗତିଦାଙ୍ଗ୍‌ଡା । 23 ତମ୍‌କେ ଅଦିକ୍‌ ଦାମ୍‌ ଦେଇ ଗେନାଅଇଆଚେ । ଲକ୍‌ମନର୍‌ ଗତିଦାଙ୍ଗ୍‌ଡା ଉଆ ନାଇ । 24 ଏ ବାଇବଇନିମନ୍‌, ତମ୍‌କେ ପର୍‌ମେସର୍‌ ଡାକ୍‌ଲାବେଲେ ଜନ୍‌ ଇସାବେ ରଇଲାସ୍‌, ସେ ଇସାବେ ପର୍‌ମେସର୍‌ ସଙ୍ଗ୍‌ ମିସିକରି ରଇବାର୍‌ ଆଚେ । 25 ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍‌ଡାଦାଙ୍ଗ୍‌ଡି ବିସଇନେଇ ଲେକ୍‌ବି । ସେ ବିସଇନେଇ ମାପ୍‌ରୁର୍‌ ଲଗେଅନି କାଇ ଆଦେସ୍‌ ପାଇନାଇ । ମାତର୍‌ ପର୍‌ମେସର୍‌ ମକେ ଦୟା କରି ଗଟେକ୍‌ ସତ୍‌ଦରମ୍‌ ଲକ୍‌ ଇସାବେ ନିଜର୍‌ ମନର୍‌ କାତା କଇଲିନି । 26 ଏବର୍‌ ଦୁକ୍‌ କସ୍‌ଟର୍‌ ବେଲା ଏତାଇଲେ, ମୁଇ ବାବ୍‌ଲିନି ଗଟେକ୍‌ ଲକ୍‌ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍‌କାର୍‌ । 27 ତମେ କାଇ ମାଇଜି ସଙ୍ଗ୍‌ ବାନ୍ଦିଅଇ ଆଚାସ୍‌ କି ? ସେନ୍ତାର୍‌ଆଲେ ମୁକଲ୍‌ବାକେ ଚେସ୍‌ଟା କରାନାଇ । ତମେ କାଇ ବିବା ଉଆସ୍‌ ନାଇ କି ? ସେନ୍ତାର୍‌ଆଲେ ମାଇଜି କଜ୍‌ବାକେ ଚେସ୍‌ଟା କରାନାଇ । 28 ଜଦି ତମେ ବିବାଅଇ ଆଚାସ୍‌, ବଇଲେ ତମେ ପାପ୍‌ କରାସ୍‌ ନାଇ । ଜଦି ଗଟେକ୍‍ ଦାଙ୍ଗ୍‌ଡି ବିବାଅଇସି, ସେ ମିସା ପାପ୍‌ କରେନାଇ । ମାତର୍‌ ବିବାଅଇଲା ଲକ୍‌ମନ୍‌ ଦୁକ୍‌ କସ୍‌ଟ ମୁର୍‍ଚିକରି ରଇବାକେ ପଡ୍‌ସି । ଏନ୍ତାରି ଦୁକ୍‌ କସ୍‌ଟର୍‌ ବେଲାଇ ସିତିଅନି ରକିଆ ପାଆ, ବଲିକରି ମୁଇ ମନ୍‍ କଲିନି । 29 ମାତର୍‌ ଏ ବାଇମନ୍‌ ମୁଇ ତମ୍‌କେ କଇଲିନି, ଏବେ ଆମ୍‌କେ ଅଲପ୍‌ ଦିନ୍‌ ଆଚେ । ଏଟାର୍‌ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍‌ ପାରା ରଅ । 30 ସେନ୍ତାରିସେ ଜନ୍‌ ଲକ୍‌ମନ୍‌ କାନ୍ଦାବୁବା ଅଇରଇଲାସ୍‌ନି, ସେମନ୍‌ କାନ୍ଦାବୁବା ନ ଅଇ ରଇଲା ଲକର୍‌ ପାରା ରୁଆ । ଆରି ଜନ୍‌ ଲକ୍‌ମନ୍‌ ସାର୍‌ଦା ଅଇରଇଲାଇନି, ସେମନ୍‌ ସାର୍‌ଦା ନ ଅଇଲା ଲକର୍‌ ପାରା ଅଇ ରଅତ୍‌ । ଜନ୍‌ ଲକ୍‌ମନ୍‌ ଗେନ୍‌ବାଇ, ସେଟା ନିଜର୍‌ଟା ନଏଁ ବଇଲାପାରା ରଅତ୍‌ । 31 ଜନ୍‌ ଲକ୍‌ମନ୍‌ ଜଗତର୍‌ ଜିନିସ୍‌ ନେଇ ବେବାର୍‌ପାନି କଲାଇନି, ସେମନ୍‌ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍‌ ପାରା ରଅତ୍‌ । କାଇକେବଇଲେ ଜନ୍‌ ଜଗତେ ଆମେ ଆଚୁ, ସେ ଜଗତର୍‌ ସବୁ ଜିନିସ୍‌ ବୁଡିଜାଇସି । 32 ମାତର୍‌ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍‌ମନ୍‌ ସବୁବେଲେ ମାପ୍‌ରୁର୍‌ ସେବା କାମ୍‌ କର୍‌ବାକେ ମନ୍‌ କର । କାଇକେବଇଲେ ମାପ୍‌ରୁକେ ସାର୍‌ଦା କରାଇବାଟା ତାର୍‌ ମୁକିଅ କାମ୍‌ । 33 ମାତର୍‌ ଜେ ବିବାଅଇଆଚେ, ସେ ଏ ଜଗତର୍‌ ସବୁ ବିସଇନେଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ମାଇଜିକେ ସାର୍‌ଦାସଙ୍ଗ୍‌ ରକ୍‌ବାକେ ମନ୍‍ କର୍‌ସି । 34 ସେନ୍ତିସେ ତାର୍‌ ମନ୍‌ ଦୁଇବାଟେ ଜିକ୍‌ଟାନ୍‌ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍‌ଡି ମାପ୍‌ରୁର୍‌ କାମର୍‍ ବିସଇ ଚିନ୍ତା କର୍‌ସି । କାଇକେବଇଲେ ସେ ତାର୍‌ ଗାଗଡ୍‌ ଆରି ଆତ୍‌ମା ପର୍‌ମେସର୍‌କେ ସର୍‌ପି ଦେବାକେ ମନ୍‍ କର୍‌ସି । ମାତର୍‌ ବିବା ଅଇଲା ମାଇଜି ଏ ଜଗତର୍‌ ସବୁଦିନର୍‌ ବିସଇ ଚିନ୍ତା କର୍‌ସି । କାଇକେ ବଇଲେ ତାର୍‍ ମୁନୁସ୍‌କେ ସାର୍‌ଦା କର୍‌ବାକେ ସେ ବାବ୍‌ତେ ରଇସି । 35 ଏ କାତା ମୁଇ ତମ୍‌କେ ନିଜର୍‌ ମଙ୍ଗଲର୍‌ ପାଇ କଇଲିନି । ତମ୍‌କେ ଆଦେସ୍‌ ମାନ୍‌ବାକେ ଦେଇ ନାଇ ମାତର୍‌ ତମେ ଜେନ୍ତିକି ସତ୍‌ ବାବେ ଚଲାଚଲ୍‌ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍‌ ବାବେ ମାପ୍‌ରୁକେ ସର୍‌ପି ଅଇବାକେ କଇଲିନି । 36 କନିଆ ମାଙ୍ଗ୍‌ନି ଅଇଲାପଚେ ଜଦି ଜନ୍‌ ମନସ୍‌ ତାର୍‌ ମାଙ୍ଗ୍‌ଲା ମାଇଜି ସଙ୍ଗ୍‌ ଟିକ୍‌ସଙ୍ଗ୍‍ ଚଲାଚଲ୍‌ତି କରି ନାପାର୍‌ଲାନି ଆରି ତାର୍‌ ଲାଲ୍‌ସା ସେ କନିଆ ଉପ୍‌ରେ ବଡିଗାଲାନି, । ତାର୍‌ ଇସାବେ ବିବା ଅଇବାର୍‌ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍‌ପାଇ କାଇ ପାପ୍‌ ନାଇ । 37 ମାତର୍‌ ସେ ଜଦି କାର୍‌ ବାଦିଅ ନ ଅଇ ତାର୍‌ ମନ୍‌ ଡାଟ୍‌ କରି ଟିକ୍‌କଲେ, ଆରି ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ ଦାରି ରକିପାର୍‌ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ । 38 ତେବେ ଜାକେ ଡିଣ୍ଡା ଟକିର୍‍ ମାଙ୍ଗ୍‌ନି ଅଇଲା ଆଚେ, ସେ ଟିକ୍‌ କାମ୍‌ କଲାନି, ମାତର୍‌ ଜେ ବିବା ନ ଅଏ, ସେ ତାର୍‍ ତେଇଅନି ଅଦିକ୍‍ ନିମାନ୍‌ କାମ୍‌ କଲାନି । 39 ମୁନୁସ୍‌ ଜିବନ୍‌ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍‌ ମରିଜାଇସି, ତେବେ ମାଇଜି ମାପ୍‌ରୁକେ ବିସ୍‌ବାସ୍‌ କର୍‌ବା ଲକ୍‌କେ, କାକେ ମିସା ବିବା ଅଇପାର୍‌ସି । 40 ମୁଇ ବାବ୍‌ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍‌ ସୁକ୍‌ ମିଲ୍‌ସି । ଆରି ଏଟା ପରମେସରର୍‌ ସୁକଲ୍‌ ଆତ୍‌ମାର୍‌ ମନ୍‍ କଲାଟା ବଲି ମୁଇ ବାବ୍‌ଲିନି ।

In Other Versions

1 Corinthians 7 in the ANGEFD

1 Corinthians 7 in the ANTPNG2D

1 Corinthians 7 in the AS21

1 Corinthians 7 in the BAGH

1 Corinthians 7 in the BBPNG

1 Corinthians 7 in the BBT1E

1 Corinthians 7 in the BDS

1 Corinthians 7 in the BEV

1 Corinthians 7 in the BHAD

1 Corinthians 7 in the BIB

1 Corinthians 7 in the BLPT

1 Corinthians 7 in the BNT

1 Corinthians 7 in the BNTABOOT

1 Corinthians 7 in the BNTLV

1 Corinthians 7 in the BOATCB

1 Corinthians 7 in the BOATCB2

1 Corinthians 7 in the BOBCV

1 Corinthians 7 in the BOCNT

1 Corinthians 7 in the BOECS

1 Corinthians 7 in the BOGWICC

1 Corinthians 7 in the BOHCB

1 Corinthians 7 in the BOHCV

1 Corinthians 7 in the BOHLNT

1 Corinthians 7 in the BOHNTLTAL

1 Corinthians 7 in the BOICB

1 Corinthians 7 in the BOILNTAP

1 Corinthians 7 in the BOITCV

1 Corinthians 7 in the BOKCV

1 Corinthians 7 in the BOKCV2

1 Corinthians 7 in the BOKHWOG

1 Corinthians 7 in the BOKSSV

1 Corinthians 7 in the BOLCB

1 Corinthians 7 in the BOLCB2

1 Corinthians 7 in the BOMCV

1 Corinthians 7 in the BONAV

1 Corinthians 7 in the BONCB

1 Corinthians 7 in the BONLT

1 Corinthians 7 in the BONUT2

1 Corinthians 7 in the BOPLNT

1 Corinthians 7 in the BOSCB

1 Corinthians 7 in the BOSNC

1 Corinthians 7 in the BOTLNT

1 Corinthians 7 in the BOVCB

1 Corinthians 7 in the BOYCB

1 Corinthians 7 in the BPBB

1 Corinthians 7 in the BPH

1 Corinthians 7 in the BSB

1 Corinthians 7 in the CCB

1 Corinthians 7 in the CUV

1 Corinthians 7 in the CUVS

1 Corinthians 7 in the DBT

1 Corinthians 7 in the DGDNT

1 Corinthians 7 in the DHNT

1 Corinthians 7 in the DNT

1 Corinthians 7 in the ELBE

1 Corinthians 7 in the EMTV

1 Corinthians 7 in the ESV

1 Corinthians 7 in the FBV

1 Corinthians 7 in the FEB

1 Corinthians 7 in the GGMNT

1 Corinthians 7 in the GNT

1 Corinthians 7 in the HARY

1 Corinthians 7 in the HNT

1 Corinthians 7 in the IRVA

1 Corinthians 7 in the IRVB

1 Corinthians 7 in the IRVG

1 Corinthians 7 in the IRVH

1 Corinthians 7 in the IRVK

1 Corinthians 7 in the IRVM

1 Corinthians 7 in the IRVM2

1 Corinthians 7 in the IRVO

1 Corinthians 7 in the IRVP

1 Corinthians 7 in the IRVT

1 Corinthians 7 in the IRVT2

1 Corinthians 7 in the IRVU

1 Corinthians 7 in the ISVN

1 Corinthians 7 in the JSNT

1 Corinthians 7 in the KAPI

1 Corinthians 7 in the KBT1ETNIK

1 Corinthians 7 in the KBV

1 Corinthians 7 in the KJV

1 Corinthians 7 in the KNFD

1 Corinthians 7 in the LBA

1 Corinthians 7 in the LBLA

1 Corinthians 7 in the LNT

1 Corinthians 7 in the LSV

1 Corinthians 7 in the MAAL

1 Corinthians 7 in the MBV

1 Corinthians 7 in the MBV2

1 Corinthians 7 in the MHNT

1 Corinthians 7 in the MKNFD

1 Corinthians 7 in the MNG

1 Corinthians 7 in the MNT

1 Corinthians 7 in the MNT2

1 Corinthians 7 in the MRS1T

1 Corinthians 7 in the NAA

1 Corinthians 7 in the NASB

1 Corinthians 7 in the NBLA

1 Corinthians 7 in the NBS

1 Corinthians 7 in the NBVTP

1 Corinthians 7 in the NET2

1 Corinthians 7 in the NIV11

1 Corinthians 7 in the NNT

1 Corinthians 7 in the NNT2

1 Corinthians 7 in the NNT3

1 Corinthians 7 in the PDDPT

1 Corinthians 7 in the PFNT

1 Corinthians 7 in the RMNT

1 Corinthians 7 in the SBIAS

1 Corinthians 7 in the SBIBS

1 Corinthians 7 in the SBIBS2

1 Corinthians 7 in the SBICS

1 Corinthians 7 in the SBIDS

1 Corinthians 7 in the SBIGS

1 Corinthians 7 in the SBIHS

1 Corinthians 7 in the SBIIS

1 Corinthians 7 in the SBIIS2

1 Corinthians 7 in the SBIIS3

1 Corinthians 7 in the SBIKS

1 Corinthians 7 in the SBIKS2

1 Corinthians 7 in the SBIMS

1 Corinthians 7 in the SBIOS

1 Corinthians 7 in the SBIPS

1 Corinthians 7 in the SBISS

1 Corinthians 7 in the SBITS

1 Corinthians 7 in the SBITS2

1 Corinthians 7 in the SBITS3

1 Corinthians 7 in the SBITS4

1 Corinthians 7 in the SBIUS

1 Corinthians 7 in the SBIVS

1 Corinthians 7 in the SBT

1 Corinthians 7 in the SBT1E

1 Corinthians 7 in the SCHL

1 Corinthians 7 in the SUSU

1 Corinthians 7 in the SUSU2

1 Corinthians 7 in the SYNO

1 Corinthians 7 in the TBIAOTANT

1 Corinthians 7 in the TBT1E

1 Corinthians 7 in the TBT1E2

1 Corinthians 7 in the TFTIP

1 Corinthians 7 in the TFTU

1 Corinthians 7 in the TGNTATF3T

1 Corinthians 7 in the THAI

1 Corinthians 7 in the TNFD

1 Corinthians 7 in the TNT

1 Corinthians 7 in the TNTIK

1 Corinthians 7 in the TNTIL

1 Corinthians 7 in the TNTIN

1 Corinthians 7 in the TNTIP

1 Corinthians 7 in the TNTIZ

1 Corinthians 7 in the TOMA

1 Corinthians 7 in the TTENT

1 Corinthians 7 in the UBG

1 Corinthians 7 in the UGV

1 Corinthians 7 in the UGV2

1 Corinthians 7 in the UGV3

1 Corinthians 7 in the VBL

1 Corinthians 7 in the VDCC

1 Corinthians 7 in the YALU

1 Corinthians 7 in the YAPE

1 Corinthians 7 in the YBVTP

1 Corinthians 7 in the ZBP