1 Timothy 2 (SNT)

1 ପର୍‌ତୁମ୍‌ ବିସଇ ତମ୍‌କେ ଡାଟ୍‌ସଙ୍ଗ୍‍ କଇଲିନି, ସେଟା ଅଇଲାନି ସବୁର୍‌ଟାନେଅନି ମୁକିଅ ବିସଇ । ସବୁ ଲକ୍‌ମନର୍‌ପାଇ ପର୍‌ମେସର୍‌କେ ଗୁଆରି କରା । ସେମନର୍‌ପାଇ ପାର୍‌ତନା କରି ମଜାଇ ଉଆ ଆରି ସେମନର୍‌ ପାଇ ତାକେ ଦନିଅବାଦ୍‌ ଦିଆସ୍‌ । 2 ରାଜା ମନ୍‌କେ ଆରି ଅଦିକାରେ ରଇକରି ସାସନ୍‌ କର୍‌ବା ଲକ୍‌ମନର୍‌ପାଇ ପାର୍‌ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍‍ ରଇପାର୍‌ସା । ଆରି ଆମେ କାକେ ନ ଡର୍‌ତେ ପର୍‌ମେସର୍‌କେ ପାର୍‌ତନା କରି ତାର୍‌ ମନ୍‍ କଲା ଇସାବେ ଚଲାଚଲ୍‌ତି କରିପାର୍‌ବୁ । 3 ଲକ୍‌ମନର୍‌ ପାଇ ଏନ୍ତାରି ପାର୍‌ତନା କର୍‌ବାର୍‌ ଦର୍‌କାର୍‌ ଆକା । କାଇକେବଇଲେ ଏ ରକାମର୍‌ ପାର୍‌ତନା ଆମର୍‌ ଉଦାର୍‌କାରିଆ ପର୍‌ମେସର୍‌କେ ସାର୍‌ଦା କରାଇସି । 4 ସବୁଲକ୍‌ ଜେନ୍ତାର୍‌ କି ରକିଆ ପାଅତ୍‌ ଆରି ସତ୍‌ ବିସଇ ଜାନତ୍‌ ବଲି ପର୍‌ମେସର୍‌ ମନ୍‍ କଲାନି । 5 କାଇକେବଇଲେ ଗଟେକ୍‌ ସେ ପର୍‌ମେସର୍‌ ଆଚେ । ଆରି ଗଟେକ୍‌ସେ ଲକ୍‌ ଆଚେ, ଜେ କି ପର୍‌ମେସର ଆରି ଲକ୍‌ମନର୍‌ ବିତ୍‌ରେ ସାନ୍ତି ଆନିପାର୍‌ସି । ସେ ଲକ୍‌ ଅଇଲାନି ଜିସୁ କିରିସ୍‌ଟ । 6 ସବୁଲକ୍‌କେ ମୁକ୍‌ଲାଇବାକେ ସେ ନିଜେ ସର୍‌ପି ଅଇଲା । ସମାନ୍‌ ବେଲାଇ ପର୍‌ମେସର୍‌ ତାକେସେ ବାଚ୍‌ଲା । ସେ ସବୁକେ ରକିଆ କର୍‌ବି ବଲି ମନ୍‍ କଲାଟା ଏନ୍ତାରି ଜାନାଇଲା । 7 ତେବର୍‌ପାଇ ପର୍‌ମେସର୍‌ ତାର୍‌ ସୁବ୍‌ କବର୍‌ ଜାନାଇବାକେ ଆରି ତାର୍‌ ପେରିତ୍‌ ଅଇବାକେ ମକେ ବାଚ୍‌ଲା । ମୁଇ ମିଚ୍‌ କଇନାଇ, ସତ୍‌ସେ କଇଲିନି । ଜିଉଦି ନ ଅଇଲା ଲକ୍‌ମନ୍‌କେ ମିସା ସୁବ୍‌ କବରର୍‌ ସତ୍‌ ବିସଇ ଜାନାଇବାକେ ମକେ ବାଚିରଇଲା । 8 ମୁଇ ମୁନୁସ୍‌ ପିଲାମନ୍‌କେ କଇଲିନି, ସେମନ୍‌ ଜେଡେବେଲେ ପାର୍‌ତନା କର୍‌ବାକେ ରୁଣ୍ଡ୍‌ବାଇ, ସୁକଲ୍‌ ଚଲାଚଲ୍‌ତି ଅଇକରି ତାକର୍‌ ଆତ୍‌ ଟେକି ପାର୍‌ତନା କରତ୍‌ । ଜଦି ଏବେ ମିସା ସେମନ୍‌ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍‌ବାର୍‌ ଆଚେ । 9 ସେନ୍ତାରିସେ ମାଇଜିମନ୍‌ ମିସା ଜାଗ୍‌ରତ୍‌ ରଇକରି ସୁଆଲ୍‌ସୁତର୍‌ ଉଆ । ମୁଣ୍ଡର୍‌ ଚେଣ୍ଡିତେଇ ଚିକ୍‌ଚାକ୍‌ ନ କରି, ସୁନା କି ମୁକ୍‌ତା କି ଅଦିକ୍‌ ଦାମ୍‌ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍‍ ମର୍‌ଜିତା ସଙ୍ଗ୍‌ ନିଜ୍‌କେ ମାନ୍‌ଲାପାରା ତିଆର୍‌ ଉଆ । 10 ତାର୍‌ ବାଦୁଲେ ବିନ୍‌ଲକ୍‌ମନ୍‌କେ ଦୟା ଦେକାଅତ୍‌ । ପର୍‌ମେସର୍‌କେ ଜୁଆର୍‌ କଲୁନି ବଲି କଇବା ମାଇଜିମନର୍‌ପାଇ ସେଟା ନିକ ଚଲାଚଲ୍‌ତି ଅଇସି । 11 ମାଇଜିମନ୍‌ ଚିମ୍‌ରାଇଅଇ ରଇ ସୁଆଲ୍‌ସୁତର୍‌ ଅଇକରି ବସତ୍‌ । 12 ମୁଇ ମାଇଜିମନ୍‌କେ ସିକାଇବା ଅଦିକାର୍‌ କି ମୁନୁସର୍‌ ଉପ୍‌ରେ ସାସନ୍‌ କର୍‌ବା ଅଦିକାର୍‌ ଦେଇନାଇ । ତାର୍‌ ବାଦୁଲେ ସେମନ୍‌ ଚିମ୍‌ରାଇଅଇ ରଅତ୍‌ । 13 କାଇକେ ବଇଲେ ପର୍‌ମେସର୍‌ ପର୍‌ତମେ ଆଦମ୍‌କେ ତିଆର୍‌ କଲା । ତାର୍‌ ପଚେ ଅବାକେ । 14 ପର୍‌ତମେ ଆଦମ୍‌ ସଇତାନର୍‌ଟାନେ ନାଡାଇ ଅଏନାଇ, ମାତର୍‌ ମାଇଜି ନାଡାଇ ଅଇ ପର୍‌ମେସରର୍‌ ଆଦେସ୍‌ ନ ମାନିକରି ପାପି ଅଇଲା । 15 ମାତର୍‌ ମାଇଜିମନ୍‌ ପିଲାଟକିମନ୍‌କେ ଜନମ୍‌ ଦେଇକରି ଉଦାର୍‌ ପାଇବାଇ । ସେମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କରି ସୁଆଲ୍‌ ସୁକଲ୍‌ ସଙ୍ଗ୍‍ ଚଲାଚଲ୍‌ତି କରତ୍‌ ।

In Other Versions

1 Timothy 2 in the ANGEFD

1 Timothy 2 in the ANTPNG2D

1 Timothy 2 in the AS21

1 Timothy 2 in the BAGH

1 Timothy 2 in the BBPNG

1 Timothy 2 in the BBT1E

1 Timothy 2 in the BDS

1 Timothy 2 in the BEV

1 Timothy 2 in the BHAD

1 Timothy 2 in the BIB

1 Timothy 2 in the BLPT

1 Timothy 2 in the BNT

1 Timothy 2 in the BNTABOOT

1 Timothy 2 in the BNTLV

1 Timothy 2 in the BOATCB

1 Timothy 2 in the BOATCB2

1 Timothy 2 in the BOBCV

1 Timothy 2 in the BOCNT

1 Timothy 2 in the BOECS

1 Timothy 2 in the BOGWICC

1 Timothy 2 in the BOHCB

1 Timothy 2 in the BOHCV

1 Timothy 2 in the BOHLNT

1 Timothy 2 in the BOHNTLTAL

1 Timothy 2 in the BOICB

1 Timothy 2 in the BOILNTAP

1 Timothy 2 in the BOITCV

1 Timothy 2 in the BOKCV

1 Timothy 2 in the BOKCV2

1 Timothy 2 in the BOKHWOG

1 Timothy 2 in the BOKSSV

1 Timothy 2 in the BOLCB

1 Timothy 2 in the BOLCB2

1 Timothy 2 in the BOMCV

1 Timothy 2 in the BONAV

1 Timothy 2 in the BONCB

1 Timothy 2 in the BONLT

1 Timothy 2 in the BONUT2

1 Timothy 2 in the BOPLNT

1 Timothy 2 in the BOSCB

1 Timothy 2 in the BOSNC

1 Timothy 2 in the BOTLNT

1 Timothy 2 in the BOVCB

1 Timothy 2 in the BOYCB

1 Timothy 2 in the BPBB

1 Timothy 2 in the BPH

1 Timothy 2 in the BSB

1 Timothy 2 in the CCB

1 Timothy 2 in the CUV

1 Timothy 2 in the CUVS

1 Timothy 2 in the DBT

1 Timothy 2 in the DGDNT

1 Timothy 2 in the DHNT

1 Timothy 2 in the DNT

1 Timothy 2 in the ELBE

1 Timothy 2 in the EMTV

1 Timothy 2 in the ESV

1 Timothy 2 in the FBV

1 Timothy 2 in the FEB

1 Timothy 2 in the GGMNT

1 Timothy 2 in the GNT

1 Timothy 2 in the HARY

1 Timothy 2 in the HNT

1 Timothy 2 in the IRVA

1 Timothy 2 in the IRVB

1 Timothy 2 in the IRVG

1 Timothy 2 in the IRVH

1 Timothy 2 in the IRVK

1 Timothy 2 in the IRVM

1 Timothy 2 in the IRVM2

1 Timothy 2 in the IRVO

1 Timothy 2 in the IRVP

1 Timothy 2 in the IRVT

1 Timothy 2 in the IRVT2

1 Timothy 2 in the IRVU

1 Timothy 2 in the ISVN

1 Timothy 2 in the JSNT

1 Timothy 2 in the KAPI

1 Timothy 2 in the KBT1ETNIK

1 Timothy 2 in the KBV

1 Timothy 2 in the KJV

1 Timothy 2 in the KNFD

1 Timothy 2 in the LBA

1 Timothy 2 in the LBLA

1 Timothy 2 in the LNT

1 Timothy 2 in the LSV

1 Timothy 2 in the MAAL

1 Timothy 2 in the MBV

1 Timothy 2 in the MBV2

1 Timothy 2 in the MHNT

1 Timothy 2 in the MKNFD

1 Timothy 2 in the MNG

1 Timothy 2 in the MNT

1 Timothy 2 in the MNT2

1 Timothy 2 in the MRS1T

1 Timothy 2 in the NAA

1 Timothy 2 in the NASB

1 Timothy 2 in the NBLA

1 Timothy 2 in the NBS

1 Timothy 2 in the NBVTP

1 Timothy 2 in the NET2

1 Timothy 2 in the NIV11

1 Timothy 2 in the NNT

1 Timothy 2 in the NNT2

1 Timothy 2 in the NNT3

1 Timothy 2 in the PDDPT

1 Timothy 2 in the PFNT

1 Timothy 2 in the RMNT

1 Timothy 2 in the SBIAS

1 Timothy 2 in the SBIBS

1 Timothy 2 in the SBIBS2

1 Timothy 2 in the SBICS

1 Timothy 2 in the SBIDS

1 Timothy 2 in the SBIGS

1 Timothy 2 in the SBIHS

1 Timothy 2 in the SBIIS

1 Timothy 2 in the SBIIS2

1 Timothy 2 in the SBIIS3

1 Timothy 2 in the SBIKS

1 Timothy 2 in the SBIKS2

1 Timothy 2 in the SBIMS

1 Timothy 2 in the SBIOS

1 Timothy 2 in the SBIPS

1 Timothy 2 in the SBISS

1 Timothy 2 in the SBITS

1 Timothy 2 in the SBITS2

1 Timothy 2 in the SBITS3

1 Timothy 2 in the SBITS4

1 Timothy 2 in the SBIUS

1 Timothy 2 in the SBIVS

1 Timothy 2 in the SBT

1 Timothy 2 in the SBT1E

1 Timothy 2 in the SCHL

1 Timothy 2 in the SUSU

1 Timothy 2 in the SUSU2

1 Timothy 2 in the SYNO

1 Timothy 2 in the TBIAOTANT

1 Timothy 2 in the TBT1E

1 Timothy 2 in the TBT1E2

1 Timothy 2 in the TFTIP

1 Timothy 2 in the TFTU

1 Timothy 2 in the TGNTATF3T

1 Timothy 2 in the THAI

1 Timothy 2 in the TNFD

1 Timothy 2 in the TNT

1 Timothy 2 in the TNTIK

1 Timothy 2 in the TNTIL

1 Timothy 2 in the TNTIN

1 Timothy 2 in the TNTIP

1 Timothy 2 in the TNTIZ

1 Timothy 2 in the TOMA

1 Timothy 2 in the TTENT

1 Timothy 2 in the UBG

1 Timothy 2 in the UGV

1 Timothy 2 in the UGV2

1 Timothy 2 in the UGV3

1 Timothy 2 in the VBL

1 Timothy 2 in the VDCC

1 Timothy 2 in the YALU

1 Timothy 2 in the YAPE

1 Timothy 2 in the YBVTP

1 Timothy 2 in the ZBP