2 Corinthians 13 (SNT)

1 ଏଟାସଙ୍ଗ୍‍ ତିନ୍‌ତର୍‌ ଅଇଲାବେ ତମର୍‌ ଲଗେ ମୁଇ ଆଇଲିନି । ସାସ୍‌ତର୍‌ କଇଲାପାରା "ମଣ୍ଡଲିର୍‌ ବାଇମନର୍‌ ବିରୁଦେ ନିନ୍ଦା କାତା ଉଟ୍‌ଲେ, ସେଟା ତିନ୍‌ ଲକ୍‌ ନଇଲେ ଦୁଇଲକର୍‌ ସାକିର୍‌ ମୁଆଟେ ସବୁଜାକ ରାଜିନାମା କରାଇବାର୍‌ ଆଚେ । 2 ଆଗେ ପାପ୍‌କରି ରଇବା ଲକ୍‌ମନ୍‌କେ, ଆରି ଏବେ ପାପ୍‌ କଲା ଲକ୍‌ମନ୍‌କେ ମୁଇ ତମର୍‌ ଲଗେ ଦୁଇପାଲି ଆଇଲା ବେଲେ କଇରଇଲି । ମୁଇ ତେଇ ନ ଆଇବା ଆଗ୍‌ତୁ କଇଲିନି, ମୁଇ ଆରିତରେକ୍‌ ଆଇଲାବେଲେ କେ ଜଦି ତାକର୍‌ ପାପେ ଅନି ନ ବାଉଡତ୍‌, । ସେମନ୍‌କେ ଦୟା ନ ଦେକାଇ । 3 ମୁଇ କଇବାଟା ଏ ସବୁ କିରିସ୍‌ଟର୍‌ ଆଦେସେ ଅନି ଆଚେବଲି ଜାନ୍‌ବାକେ ଚିନ୍‌ ମାଙ୍ଗ୍‌ଲାସ୍‌ନି । ମୁଇ ତମ୍‌କେ ଡଣ୍ଡ୍‌ ଦେଲାବେଲେ ସେ ଚିନ୍‌ ବିସଇ ଜାନ୍‌ସା । କିରିସ୍‌ଟ ତମର୍‌ ବିତ୍‌ରେ କାଇ କାମ୍‌ କଲେ ମିସା ବପୁର୍‌ ସଙ୍ଗ୍‍ କର୍‌ସି, ଦୁର୍‌ବଲ୍‌ ଅଇକରି ନାଇ । 4 କାଇକେବଇଲେ କୁର୍‌ସେ ଚଗାଇଲାବେଲେ ସେ ଦୁର୍‌ବଲ୍‌ ପାରା ଡିସ୍‌ଲେ ମିସା ପର୍‌ମେସରର୍‌ ବପୁସଙ୍ଗ୍‌ ସେ ବଁଚିଆଚେ । ସେନ୍ତାରିସେ କିରିସ୍‌ଟର୍‍ତେଇ ମିସି ରଇଲାର୍‌ପାଇ ଆମେ ମିସା ଦୁର୍‌ବଲ୍‌ ପାରା ଡିସ୍‌ଲୁନି । ମାତର୍‌ ପର୍‌ମେସରର୍‌ ବପୁ ସଙ୍ଗ୍‌ ଜିଇ ରଇବୁ ଆରି ତମର୍‌ ବିତ୍‌ରେ କର୍‌ବା ଜନ୍‌ କାମେ ମିସା ତାର୍‌ ବପୁ ରଇସି । 5 ତମେ ନିଜେ ନିଜେ ବିସ୍‌ବାସେ ଆଚାସ୍‌ କି ନାଇ, ବିଚାର୍‌ କରି ଦେକା । ଜିସୁକିରିସ୍‌ଟ ତମର୍‌ ବିତ୍‌ରେ ବାସା ଅଇଆଚେ ବଲି ନାଜାନାସ୍‌ କି ? ତମେ ବିସ୍‌ବାସ୍‌ କରାସ୍‌ ନାଇକେ, କିରିସ୍‌ଟ ତମର୍‌ଟାନେ ବାସା ଅଏନାଇ । 6 ମାତର୍‌ ମୁଇ ଆସା କଲିନିଜେ, ଆମେ ସବୁଲକ୍‌ କିରିସ୍‌ଟର୍‌ ପେରିତ୍‌ ଅଇଆଚୁ । 7 ତମେ କାଇ କରାପ୍‌ କାମ୍‌ ନ କରା ବଲି, ଆମେ ପର୍‌ମେସର୍‌କେ ଗୁଆରି କଲୁନି । ଇତି ପୁରାପୁରୁନ୍‌ ଟିକ୍ କରିଆଚୁ ବଲି ଆମେ ଦେକାଇବାକେ ଜାଉନାଇ, ମାତର୍‌ ସେଟା ନାପାରି ରଇଲେ ମିସା, ତମେ ଜେନ୍ତିକି ସତ୍‌କାମ୍‌ କର୍‌ସା, ଏଟାର୍‌ପାଇ ଆମେ ପାର୍‌ତନା କଲୁନି । 8 ସତ୍‌ ବିସଇର୍‌ ବିରୁଦେ ଆମେ କାଇଟା ନ କରୁ, ମାତର୍‌ ତାର୍‌ ପାଇ ଟିଆ ଅଇବୁ । 9 ଜଦି ଲକ୍‌ମନ୍‌ ଆମ୍‌କେ ଦୁର୍‌ବଲ୍‌ ଆଚତ୍‌ ବଲି କଇଲେ ମିସା, ଆମେ ସାର୍‌ଦାସଙ୍ଗ୍‌ ଆଚୁ । ତମେ ଆକା ବିସ୍‌ବାସେ ଡାଁଟ୍‌ ରଇବାର୍‌ଆଚେ । ଆରି ତମର୍‌ ଚଲାଚଲ୍‌ତି ସିଦ୍‌ ଅଇଜାଅ ବଲି ଆମେ ଗୁଆରି କଲୁନି । 10 ମୁଇ ନ ଆଇତେ ଏ ସବୁଜାକ ତମ୍‌କେ କାଇକେ ଲେକ୍‌ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍‌ରୁ ମକେ ଦେଇରଇବା ଅଦିକାର୍‌ ସଙ୍ଗ୍‌ ତମ୍‌କେ ଡଣ୍ଡ୍‌ ଦେବାକେ ନ ପଡେ । ଜନ୍‌ ଅଦିକାର୍‌ ତମର୍‌ ବିସ୍‌ବାସ୍‌ ବଡାଇବାକେ ଦେଲାଆଚେ, ମାତର୍‌ ସେଟା ଉନା କର୍‌ବାକେ ନାଇ । 11 ଏବେ ଏ ମର୍‌ ବାଇବଇନିମନ୍‌ ମୁଇ ରଇଲିନି । ତମର୍‌ ଚଲାଚଲ୍‌ତି ସିଦ୍‌ କର୍‌ବାକେ ଜବର୍‌ ଚେସ୍‌ଟା କରା । ମର୍‌ ଆଦେସ୍‌ ସବୁ ମାନିକରି ରୁଆ । ସବୁଲକ୍‍ ଗଟେକ୍‌ ମନ୍‌ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍‌ ଆରି ସାନ୍ତିର୍‌ ପର୍‌ମେସର୍‌ ତମର୍‌ ସଙ୍ଗ୍‍ ରଇସି । 12 ତମେ ରୁଣ୍ଡ୍‌ଲା ବେଲେ ନିଜର୍‌ ନିଜର୍‌ ବିତ୍‌ରେ କିରିସ୍‌ଟର୍‌ ଆଲାଦେ ଜୁଆର୍‌ବେଟ୍‌ ଉଆ । ଇତି ରଇବା ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି । 13 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାଇଲାଟା, ପର୍‌ମେସରର୍‌ ଆଲାଦ୍‌ ଆରି ସୁକଲ୍‌ ଆତ୍‌ମାର୍‍ ମିସିକରି ରଇବାଟା, ତମର୍‌ ସବୁ ଲକର୍‌ ସଙ୍ଗ୍‍ ରଅ । ଜୁଆର୍‌ ।

In Other Versions

2 Corinthians 13 in the ANGEFD

2 Corinthians 13 in the ANTPNG2D

2 Corinthians 13 in the AS21

2 Corinthians 13 in the BAGH

2 Corinthians 13 in the BBPNG

2 Corinthians 13 in the BBT1E

2 Corinthians 13 in the BDS

2 Corinthians 13 in the BEV

2 Corinthians 13 in the BHAD

2 Corinthians 13 in the BIB

2 Corinthians 13 in the BLPT

2 Corinthians 13 in the BNT

2 Corinthians 13 in the BNTABOOT

2 Corinthians 13 in the BNTLV

2 Corinthians 13 in the BOATCB

2 Corinthians 13 in the BOATCB2

2 Corinthians 13 in the BOBCV

2 Corinthians 13 in the BOCNT

2 Corinthians 13 in the BOECS

2 Corinthians 13 in the BOGWICC

2 Corinthians 13 in the BOHCB

2 Corinthians 13 in the BOHCV

2 Corinthians 13 in the BOHLNT

2 Corinthians 13 in the BOHNTLTAL

2 Corinthians 13 in the BOICB

2 Corinthians 13 in the BOILNTAP

2 Corinthians 13 in the BOITCV

2 Corinthians 13 in the BOKCV

2 Corinthians 13 in the BOKCV2

2 Corinthians 13 in the BOKHWOG

2 Corinthians 13 in the BOKSSV

2 Corinthians 13 in the BOLCB

2 Corinthians 13 in the BOLCB2

2 Corinthians 13 in the BOMCV

2 Corinthians 13 in the BONAV

2 Corinthians 13 in the BONCB

2 Corinthians 13 in the BONLT

2 Corinthians 13 in the BONUT2

2 Corinthians 13 in the BOPLNT

2 Corinthians 13 in the BOSCB

2 Corinthians 13 in the BOSNC

2 Corinthians 13 in the BOTLNT

2 Corinthians 13 in the BOVCB

2 Corinthians 13 in the BOYCB

2 Corinthians 13 in the BPBB

2 Corinthians 13 in the BPH

2 Corinthians 13 in the BSB

2 Corinthians 13 in the CCB

2 Corinthians 13 in the CUV

2 Corinthians 13 in the CUVS

2 Corinthians 13 in the DBT

2 Corinthians 13 in the DGDNT

2 Corinthians 13 in the DHNT

2 Corinthians 13 in the DNT

2 Corinthians 13 in the ELBE

2 Corinthians 13 in the EMTV

2 Corinthians 13 in the ESV

2 Corinthians 13 in the FBV

2 Corinthians 13 in the FEB

2 Corinthians 13 in the GGMNT

2 Corinthians 13 in the GNT

2 Corinthians 13 in the HARY

2 Corinthians 13 in the HNT

2 Corinthians 13 in the IRVA

2 Corinthians 13 in the IRVB

2 Corinthians 13 in the IRVG

2 Corinthians 13 in the IRVH

2 Corinthians 13 in the IRVK

2 Corinthians 13 in the IRVM

2 Corinthians 13 in the IRVM2

2 Corinthians 13 in the IRVO

2 Corinthians 13 in the IRVP

2 Corinthians 13 in the IRVT

2 Corinthians 13 in the IRVT2

2 Corinthians 13 in the IRVU

2 Corinthians 13 in the ISVN

2 Corinthians 13 in the JSNT

2 Corinthians 13 in the KAPI

2 Corinthians 13 in the KBT1ETNIK

2 Corinthians 13 in the KBV

2 Corinthians 13 in the KJV

2 Corinthians 13 in the KNFD

2 Corinthians 13 in the LBA

2 Corinthians 13 in the LBLA

2 Corinthians 13 in the LNT

2 Corinthians 13 in the LSV

2 Corinthians 13 in the MAAL

2 Corinthians 13 in the MBV

2 Corinthians 13 in the MBV2

2 Corinthians 13 in the MHNT

2 Corinthians 13 in the MKNFD

2 Corinthians 13 in the MNG

2 Corinthians 13 in the MNT

2 Corinthians 13 in the MNT2

2 Corinthians 13 in the MRS1T

2 Corinthians 13 in the NAA

2 Corinthians 13 in the NASB

2 Corinthians 13 in the NBLA

2 Corinthians 13 in the NBS

2 Corinthians 13 in the NBVTP

2 Corinthians 13 in the NET2

2 Corinthians 13 in the NIV11

2 Corinthians 13 in the NNT

2 Corinthians 13 in the NNT2

2 Corinthians 13 in the NNT3

2 Corinthians 13 in the PDDPT

2 Corinthians 13 in the PFNT

2 Corinthians 13 in the RMNT

2 Corinthians 13 in the SBIAS

2 Corinthians 13 in the SBIBS

2 Corinthians 13 in the SBIBS2

2 Corinthians 13 in the SBICS

2 Corinthians 13 in the SBIDS

2 Corinthians 13 in the SBIGS

2 Corinthians 13 in the SBIHS

2 Corinthians 13 in the SBIIS

2 Corinthians 13 in the SBIIS2

2 Corinthians 13 in the SBIIS3

2 Corinthians 13 in the SBIKS

2 Corinthians 13 in the SBIKS2

2 Corinthians 13 in the SBIMS

2 Corinthians 13 in the SBIOS

2 Corinthians 13 in the SBIPS

2 Corinthians 13 in the SBISS

2 Corinthians 13 in the SBITS

2 Corinthians 13 in the SBITS2

2 Corinthians 13 in the SBITS3

2 Corinthians 13 in the SBITS4

2 Corinthians 13 in the SBIUS

2 Corinthians 13 in the SBIVS

2 Corinthians 13 in the SBT

2 Corinthians 13 in the SBT1E

2 Corinthians 13 in the SCHL

2 Corinthians 13 in the SUSU

2 Corinthians 13 in the SUSU2

2 Corinthians 13 in the SYNO

2 Corinthians 13 in the TBIAOTANT

2 Corinthians 13 in the TBT1E

2 Corinthians 13 in the TBT1E2

2 Corinthians 13 in the TFTIP

2 Corinthians 13 in the TFTU

2 Corinthians 13 in the TGNTATF3T

2 Corinthians 13 in the THAI

2 Corinthians 13 in the TNFD

2 Corinthians 13 in the TNT

2 Corinthians 13 in the TNTIK

2 Corinthians 13 in the TNTIL

2 Corinthians 13 in the TNTIN

2 Corinthians 13 in the TNTIP

2 Corinthians 13 in the TNTIZ

2 Corinthians 13 in the TOMA

2 Corinthians 13 in the TTENT

2 Corinthians 13 in the UBG

2 Corinthians 13 in the UGV

2 Corinthians 13 in the UGV2

2 Corinthians 13 in the UGV3

2 Corinthians 13 in the VBL

2 Corinthians 13 in the VDCC

2 Corinthians 13 in the YALU

2 Corinthians 13 in the YAPE

2 Corinthians 13 in the YBVTP

2 Corinthians 13 in the ZBP