2 Corinthians 6 (SNT)

1 ତେବେ ପର୍‌ମେସରର୍‌ ଏ କାମେ, ଆମେ କାମ୍‌କରୁମନ୍‌ ଅଇଲୁଆଚୁ ଜେ, ତମ୍‌କେ ଆମେ ବାବୁଜିଆ କଲୁନି । ତମେ ତାର୍‌ ଜିବନ୍‌ ଦୁକାଇଲାଟା ମିଲାଇ ଆଚାସ୍‌ । ସେଟା ଚୁଚାଇ ନ ଅ । 2 ପର୍‌ମେସର୍‌ କଇବାଟା ସୁନା ।“ ତମ୍‌କେ ଦୟା ଦେକାଇବା ବେଲା ସମାନ୍‌ ଅଇଲାକେ,ମୁଇ ତମେ ଗୁଆରି କଲାଟା ସୁନ୍‌ଲି ।ଜନ୍‌ ଦିନେ ମୁଇ ମୁକ୍‌ଲାଇବା ଦିନ୍‌ ବଲି ଟିକ୍‌ କଲି,ସେ ଦିନେ ମୁଇ ତମ୍‌କେ ସାଇଜ କଲି ।”ସୁନା ! ପର୍‌ମେସର୍‌ ତମ୍‌କେ ତାର୍‌ ଆଲାଦ୍‌ ଦେକାଇବି ବଲି, ଟିକ୍‌ କଲା ଦିନ୍‌ ଆଜିସେ । ତମର୍‌ ପାପର୍‌ ଡଣ୍ଡେ ଅନି ସେ ତମ୍‌କେ ରକିଆ କର୍‌ବା ଦିନ୍‌ ଆଜି ସେ । 3 ଜେନ୍ତିକି ଆମର୍‌ ସେବା କାମେ ଲକ୍‌ମନ୍‌ ଆମ୍‌କେ ଦସ୍‌ ନ ଦାରତ୍‌ ବଲି ଆମେ ମନ୍‍ କରୁନାଇ । ସେଟାର୍‌ପାଇ କିରିସ୍‌ଟର୍‌ ପଚେ ଜିବା ଲକ୍‌ମନ୍‌କେ ଆମ୍‌କେ ଆଗ୍‌ଟୁ ନାଇ । 4 ତାର୍‌ ବାଦୁଲେ ଆମେ ଜାଇଟା କଲେ ମିସା ପର୍‌ମେସରର୍‌ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍‌ଟର୍‌ ଲାଗି ଉଡାସୁନ୍‌ବା ଟାନେ, ଦୁକ୍‌ କସ୍‌ଟ ଟାନେ, ଆମେ ସାଆସ୍‌ ଅଇ ମୁର୍‌ଚିକରି ଆଚୁ । 5 ଆମେ କର୍‌ଡା ମାଡ୍‌ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍‌ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍‌ କାମ୍‌ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍‌ ଦିନ୍‌ ଦାରି ନ କାଇ ନ ପିଇ କରି ରଇଆଚୁ । 6 ଆମର୍‌ ସୁକଲ୍‌ କାମେ, ଆମର୍‌ ଗିଆନେ, ଆମର୍‌ ମୁର୍‌ଚି ରଇବାଟାନେ, ଆମର୍‌ ଦୟା ଦେକାଇବାଟାନେ, ସୁକଲ୍‌ଆତ୍‌ମାଟାନେ, ଆମର୍‌ ସତ୍‌ ଆଲାଦ୍‌ଟାନେ, ଆମେ ପର୍‌ମେସରର୍‌ ସେବା କାରିଆ ବଲିକରି ଜାନାଇ ଅଇଲୁନି । 7 ଆମେ ସିକାଇବା ବାକିଅ ସତ୍‌ ବାକିଅ । ଆରି ଆମର୍‌ ସଙ୍ଗ୍‍ ପର୍‌ମେସରର୍‌ ବପୁ ଆଚେ । ପର୍‌ମେସର୍‌ ଦେକ୍‌ବା ଇସାବେ, ଆମର୍‌ ଦରମ୍‌ ବଲାଇ ଅଇବାଟା ଗଟେକ୍‌ ଆତ୍‌ଆତିଆର୍‌ ପାରା । ଆମର୍‌ ସତ୍‌ରୁମନର୍‌ ବିରୁଦେ ଜୁଜ୍‌ବାକେ ଆରି ନିଜ୍‌କେ ରକିଆ ପାଇବାକେ, ସେଟା ବାଇଲୁନି । 8 କେବେ କେବେ ଆମ୍‌କେ ସନ୍‌ମାନ୍‌ ମିଲ୍‌ଲାନି । ମାତର୍‌ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍‌ ବଲାଇଅଇଲୁନି । ମାତର୍‌ କେବେ କେବେ ଆମେ ନିନ୍ଦା ପାଇଲୁନି । 9 ଆମେ ମିଚୁଆ ବଲାଇଅଇଲୁନି । ମାତର୍‌ ସତ୍‌ କାତା କଇଲୁନି । ନାଜାନ୍‌ତେ ରଇଲେ ମିସା ସବୁଲକ୍‌ ଜାନି ଆଚତ୍‌ । ମଲା ସମାନ୍‌ ରଇଲୁ, ମାତର୍‌ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍‌ ପାଇଲୁ ମିସା ମରୁନାଇ । 10 ବେସି ଦୁକେ ରଇଲେ ମିସା ସାର୍‌ଦା ସଙ୍ଗ୍‍ ଆଚୁ । ଆମେ ଅର୍‌କିତ୍‌ ପାରା ଅଇରଇଲେ ମିସା, ବିନ୍‌ ଲକ୍‌ମନ୍‌କେ ସାଉକାର୍‌ କରାଇଆଚୁ । ଆମେ କାଇଟା ନ ରଇବା ଲକର୍‌ ପାରା ଆଚୁ, ମାତର୍‌ ସବୁଜାକ ଆମର୍‌ଟା । 11 ଏ କରନ୍ତିଏ ରଇବା ଆମର୍‌ ମଇତର୍‌ମନ୍‌, କାଇ କପଟ୍‌ ନ କରି, ଆମର୍‌ ମନେ ଜାଇଟା ରଇଲା, ସେଟା ସବୁ ତମର୍‌ ମୁଆଟେ କଇଲୁଆଚୁ । ଆମେ ତମ୍‌କେ ବେସି ଆଲାଦ୍‌ କଲୁନି । 12 ତମର୍‌ପାଇ ବଲିକରି ଆମର୍‌ ଆଲାଦ୍‌ ଉନା ଅଏ ନାଇ । ମାତର୍‌ ଆମର୍‌ ପାଇ ରଇବା ତମର୍‌ ଆଲାଦ୍‌ ଉନା ଅଇଆଚେ । 13 ନିଜର୍‌ ପିଲାମନ୍‌କେ କଇଲା ପାରା ତମ୍‌କେ କଇଲିନି, ଆମେ ଜେନ୍ତାରି କି ତମ୍‌କେ ଆଲାଦ୍‌ କଲୁନି, ସେନ୍ତାରିସେ ତମେ ଆମ୍‌କେ ଆଲାଦ୍‌ କରା । 14 ତମେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ମିସିକରି କାମ୍‌ କରାନାଇ । ସେ କାମ୍‌ କେବେମିସା ନ ଅଏ । କାଇକେବଇଲେ ସତ୍‌ ଆରି ମିଚ୍‌ ମିସାଇ ନ ଅଏ । ଉଜଲ୍‌ ଆରି ଆନ୍ଦାର୍‌ ନ ମିସତ୍‌ । 15 କିରିସ୍‌ଟ ଆରି ସଇତାନ୍‌ କାଇ ବିସଇଟାନେ ମିସା ରାଜି ନ ଅଅତ୍‌ । ଗଟେକ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ ଆରି ଗଟେକ୍‌ ବିସ୍‌ବାସ୍‌ ନ କର୍‌ବା ଲକ୍‌, ଗଟେକ୍‌ ଟାନେ ମିସିକରି ନ ରଅତ୍‌ । 16 ପର୍‌ମେସରର୍‌ ମନ୍ଦିରେ ପୁତ୍‌ଲା ପୁଜା କର୍‌ବାର୍‌ ନ ଅଏ । ଆମେ ପର୍‌ମେସରର୍‌ ମନ୍ଦିର୍‌ ପାରା । କାଇକେବଇଲେ ଜିବନ୍‌ ରଇବା ପର୍‌ମେସର୍‌ ଆମର୍‌ ବିତ୍‌ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ“ ଜନ୍‌ ଲକ୍‌ମନ୍‌ ମର୍‌ ଲକ୍‌,ମୁଇ ସେମନର୍‌ ସଙ୍ଗ୍‍ ରଇବି ।ତାକର୍‌ ବିତ୍‌ରେ ଚାଲାବୁଲା କର୍‌ବି । ମୁଇ ସେମନର୍‌ ପର୍‌ମେସର୍‌ ଅଇବି ।ଆରି ସେମନ୍‌ ମର୍‌ ଲକ୍‌ ଅଇବାଇ ।” 17 ତେବେ ମାପ୍‌ରୁ କଇଲାନି,“ ଜନ୍‌ ଲକ୍‌ମନ୍‌ ମର୍‌ ସଙ୍ଗ୍‍ ଆସତ୍‌ ନାଇ,ସେ ମାନ୍ଦାଇ ଅନି ଚାଡି କରି ବେଗ୍‌ଲି ଉଟିଆସା ।ସୁକଲ୍‌ ନ ରଇବା କାଇଟା ମିସା ଚିଆନାଇ ।ସେନ୍ତାର୍‌ଆଲେ ମୁଇ ତମ୍‌କେ ଡାକିନେବି ।” 18 ମୁଇ ତମର୍‌ ବାବା ଅଇବି ଆରି,ତମେ ମର୍‌ ପିଲାଜିଲା ଅଇସା ।ଏଟା ସବୁର୍‌ଟାନେ ଅନି ବପୁ ରଇବାମାପ୍‌ରୁ କଇଲାନି ।

In Other Versions

2 Corinthians 6 in the ANGEFD

2 Corinthians 6 in the ANTPNG2D

2 Corinthians 6 in the AS21

2 Corinthians 6 in the BAGH

2 Corinthians 6 in the BBPNG

2 Corinthians 6 in the BBT1E

2 Corinthians 6 in the BDS

2 Corinthians 6 in the BEV

2 Corinthians 6 in the BHAD

2 Corinthians 6 in the BIB

2 Corinthians 6 in the BLPT

2 Corinthians 6 in the BNT

2 Corinthians 6 in the BNTABOOT

2 Corinthians 6 in the BNTLV

2 Corinthians 6 in the BOATCB

2 Corinthians 6 in the BOATCB2

2 Corinthians 6 in the BOBCV

2 Corinthians 6 in the BOCNT

2 Corinthians 6 in the BOECS

2 Corinthians 6 in the BOGWICC

2 Corinthians 6 in the BOHCB

2 Corinthians 6 in the BOHCV

2 Corinthians 6 in the BOHLNT

2 Corinthians 6 in the BOHNTLTAL

2 Corinthians 6 in the BOICB

2 Corinthians 6 in the BOILNTAP

2 Corinthians 6 in the BOITCV

2 Corinthians 6 in the BOKCV

2 Corinthians 6 in the BOKCV2

2 Corinthians 6 in the BOKHWOG

2 Corinthians 6 in the BOKSSV

2 Corinthians 6 in the BOLCB

2 Corinthians 6 in the BOLCB2

2 Corinthians 6 in the BOMCV

2 Corinthians 6 in the BONAV

2 Corinthians 6 in the BONCB

2 Corinthians 6 in the BONLT

2 Corinthians 6 in the BONUT2

2 Corinthians 6 in the BOPLNT

2 Corinthians 6 in the BOSCB

2 Corinthians 6 in the BOSNC

2 Corinthians 6 in the BOTLNT

2 Corinthians 6 in the BOVCB

2 Corinthians 6 in the BOYCB

2 Corinthians 6 in the BPBB

2 Corinthians 6 in the BPH

2 Corinthians 6 in the BSB

2 Corinthians 6 in the CCB

2 Corinthians 6 in the CUV

2 Corinthians 6 in the CUVS

2 Corinthians 6 in the DBT

2 Corinthians 6 in the DGDNT

2 Corinthians 6 in the DHNT

2 Corinthians 6 in the DNT

2 Corinthians 6 in the ELBE

2 Corinthians 6 in the EMTV

2 Corinthians 6 in the ESV

2 Corinthians 6 in the FBV

2 Corinthians 6 in the FEB

2 Corinthians 6 in the GGMNT

2 Corinthians 6 in the GNT

2 Corinthians 6 in the HARY

2 Corinthians 6 in the HNT

2 Corinthians 6 in the IRVA

2 Corinthians 6 in the IRVB

2 Corinthians 6 in the IRVG

2 Corinthians 6 in the IRVH

2 Corinthians 6 in the IRVK

2 Corinthians 6 in the IRVM

2 Corinthians 6 in the IRVM2

2 Corinthians 6 in the IRVO

2 Corinthians 6 in the IRVP

2 Corinthians 6 in the IRVT

2 Corinthians 6 in the IRVT2

2 Corinthians 6 in the IRVU

2 Corinthians 6 in the ISVN

2 Corinthians 6 in the JSNT

2 Corinthians 6 in the KAPI

2 Corinthians 6 in the KBT1ETNIK

2 Corinthians 6 in the KBV

2 Corinthians 6 in the KJV

2 Corinthians 6 in the KNFD

2 Corinthians 6 in the LBA

2 Corinthians 6 in the LBLA

2 Corinthians 6 in the LNT

2 Corinthians 6 in the LSV

2 Corinthians 6 in the MAAL

2 Corinthians 6 in the MBV

2 Corinthians 6 in the MBV2

2 Corinthians 6 in the MHNT

2 Corinthians 6 in the MKNFD

2 Corinthians 6 in the MNG

2 Corinthians 6 in the MNT

2 Corinthians 6 in the MNT2

2 Corinthians 6 in the MRS1T

2 Corinthians 6 in the NAA

2 Corinthians 6 in the NASB

2 Corinthians 6 in the NBLA

2 Corinthians 6 in the NBS

2 Corinthians 6 in the NBVTP

2 Corinthians 6 in the NET2

2 Corinthians 6 in the NIV11

2 Corinthians 6 in the NNT

2 Corinthians 6 in the NNT2

2 Corinthians 6 in the NNT3

2 Corinthians 6 in the PDDPT

2 Corinthians 6 in the PFNT

2 Corinthians 6 in the RMNT

2 Corinthians 6 in the SBIAS

2 Corinthians 6 in the SBIBS

2 Corinthians 6 in the SBIBS2

2 Corinthians 6 in the SBICS

2 Corinthians 6 in the SBIDS

2 Corinthians 6 in the SBIGS

2 Corinthians 6 in the SBIHS

2 Corinthians 6 in the SBIIS

2 Corinthians 6 in the SBIIS2

2 Corinthians 6 in the SBIIS3

2 Corinthians 6 in the SBIKS

2 Corinthians 6 in the SBIKS2

2 Corinthians 6 in the SBIMS

2 Corinthians 6 in the SBIOS

2 Corinthians 6 in the SBIPS

2 Corinthians 6 in the SBISS

2 Corinthians 6 in the SBITS

2 Corinthians 6 in the SBITS2

2 Corinthians 6 in the SBITS3

2 Corinthians 6 in the SBITS4

2 Corinthians 6 in the SBIUS

2 Corinthians 6 in the SBIVS

2 Corinthians 6 in the SBT

2 Corinthians 6 in the SBT1E

2 Corinthians 6 in the SCHL

2 Corinthians 6 in the SUSU

2 Corinthians 6 in the SUSU2

2 Corinthians 6 in the SYNO

2 Corinthians 6 in the TBIAOTANT

2 Corinthians 6 in the TBT1E

2 Corinthians 6 in the TBT1E2

2 Corinthians 6 in the TFTIP

2 Corinthians 6 in the TFTU

2 Corinthians 6 in the TGNTATF3T

2 Corinthians 6 in the THAI

2 Corinthians 6 in the TNFD

2 Corinthians 6 in the TNT

2 Corinthians 6 in the TNTIK

2 Corinthians 6 in the TNTIL

2 Corinthians 6 in the TNTIN

2 Corinthians 6 in the TNTIP

2 Corinthians 6 in the TNTIZ

2 Corinthians 6 in the TOMA

2 Corinthians 6 in the TTENT

2 Corinthians 6 in the UBG

2 Corinthians 6 in the UGV

2 Corinthians 6 in the UGV2

2 Corinthians 6 in the UGV3

2 Corinthians 6 in the VBL

2 Corinthians 6 in the VDCC

2 Corinthians 6 in the YALU

2 Corinthians 6 in the YAPE

2 Corinthians 6 in the YBVTP

2 Corinthians 6 in the ZBP