1 Chronicles 26 (IRVO)
1 ଦ୍ୱାରପାଳମାନଙ୍କ ପାଳି ପାଇଁକୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା। 2 ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ, 3 ପଞ୍ଚମ ଏଲମ୍, ଷଷ୍ଠ ଯିହୋହାନନ୍, ସପ୍ତମ ଇଲୀହୋଐନୟ। 4 ପୁଣି, ଓବେଦ୍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ; 5 ଷଷ୍ଠ ଅମ୍ମୀୟେଲ, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ। 6 ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ। 7 ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ। 8 ଏସମସ୍ତେ ଓବେଦ୍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍-ଇଦୋମ ବଂଶଜାତ ବାଷଠି ଜଣ। 9 ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ। 10 ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ଶିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା; 11 ଦ୍ୱିତୀୟ ହିଲ୍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ। 12 ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। 13 ପୁଣି, ସେମାନେ, ସାନ ବଡ଼, ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ। 14 ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା। 15 ଦକ୍ଷିଣ ଦିଗ ଓବେଦ୍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା। 16 ଊର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ଶୁପ୍ପୀମ୍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା। 17 ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ। 18 ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ। 19 କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା। 20 ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା। 21 ଲାଦନ୍ର ସନ୍ତାନଗଣ; ଲାଦନ୍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା, 22 ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ। 23 ଅମ୍ରାମୀୟମାନଙ୍କ, ଯିଷ୍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ 24 ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା। 25 ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟଓ ତାହାର ପୁତ୍ର ଯିଶାଇୟଓ ତାହାର ପୁତ୍ର ଯୋରାମ୍ଓ ତାହାର ପୁତ୍ର ସିଖ୍ରିଓ ତାହାର ପୁତ୍ର ଶଲୋମୀତ୍। 26 ଦାଉଦ ରାଜା ଓ ପିତୃବଂଶର ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍ ଓ ତାହାର ଭ୍ରାତୃଗଣ ସେହି ସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ। 27 ସେମାନେ ସଦାପ୍ରଭୁଙ୍କ ଗୃହର ପୁନଃନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ। 28 ପୁଣି, ଶାମୁୟେଲ ଦର୍ଶକ ଓ କୀଶ୍ର ପୁତ୍ର ଶାଉଲ ଓ ନେର୍ର ପୁତ୍ର ଅବ୍ନର, ସରୁୟାର ପୁତ୍ର ଯୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା। 29 ଯିଷ୍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ। 30 ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ। 31 ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ। 32 ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ।
In Other Versions
1 Chronicles 26 in the ANGEFD
1 Chronicles 26 in the ANTPNG2D
1 Chronicles 26 in the AS21
1 Chronicles 26 in the BAGH
1 Chronicles 26 in the BBPNG
1 Chronicles 26 in the BBT1E
1 Chronicles 26 in the BDS
1 Chronicles 26 in the BEV
1 Chronicles 26 in the BHAD
1 Chronicles 26 in the BIB
1 Chronicles 26 in the BLPT
1 Chronicles 26 in the BNT
1 Chronicles 26 in the BNTABOOT
1 Chronicles 26 in the BNTLV
1 Chronicles 26 in the BOATCB
1 Chronicles 26 in the BOATCB2
1 Chronicles 26 in the BOBCV
1 Chronicles 26 in the BOCNT
1 Chronicles 26 in the BOECS
1 Chronicles 26 in the BOGWICC
1 Chronicles 26 in the BOHCB
1 Chronicles 26 in the BOHCV
1 Chronicles 26 in the BOHLNT
1 Chronicles 26 in the BOHNTLTAL
1 Chronicles 26 in the BOICB
1 Chronicles 26 in the BOILNTAP
1 Chronicles 26 in the BOITCV
1 Chronicles 26 in the BOKCV
1 Chronicles 26 in the BOKCV2
1 Chronicles 26 in the BOKHWOG
1 Chronicles 26 in the BOKSSV
1 Chronicles 26 in the BOLCB
1 Chronicles 26 in the BOLCB2
1 Chronicles 26 in the BOMCV
1 Chronicles 26 in the BONAV
1 Chronicles 26 in the BONCB
1 Chronicles 26 in the BONLT
1 Chronicles 26 in the BONUT2
1 Chronicles 26 in the BOPLNT
1 Chronicles 26 in the BOSCB
1 Chronicles 26 in the BOSNC
1 Chronicles 26 in the BOTLNT
1 Chronicles 26 in the BOVCB
1 Chronicles 26 in the BOYCB
1 Chronicles 26 in the BPBB
1 Chronicles 26 in the BPH
1 Chronicles 26 in the BSB
1 Chronicles 26 in the CCB
1 Chronicles 26 in the CUV
1 Chronicles 26 in the CUVS
1 Chronicles 26 in the DBT
1 Chronicles 26 in the DGDNT
1 Chronicles 26 in the DHNT
1 Chronicles 26 in the DNT
1 Chronicles 26 in the ELBE
1 Chronicles 26 in the EMTV
1 Chronicles 26 in the ESV
1 Chronicles 26 in the FBV
1 Chronicles 26 in the FEB
1 Chronicles 26 in the GGMNT
1 Chronicles 26 in the GNT
1 Chronicles 26 in the HARY
1 Chronicles 26 in the HNT
1 Chronicles 26 in the IRVA
1 Chronicles 26 in the IRVB
1 Chronicles 26 in the IRVG
1 Chronicles 26 in the IRVH
1 Chronicles 26 in the IRVK
1 Chronicles 26 in the IRVM
1 Chronicles 26 in the IRVM2
1 Chronicles 26 in the IRVP
1 Chronicles 26 in the IRVT
1 Chronicles 26 in the IRVT2
1 Chronicles 26 in the IRVU
1 Chronicles 26 in the ISVN
1 Chronicles 26 in the JSNT
1 Chronicles 26 in the KAPI
1 Chronicles 26 in the KBT1ETNIK
1 Chronicles 26 in the KBV
1 Chronicles 26 in the KJV
1 Chronicles 26 in the KNFD
1 Chronicles 26 in the LBA
1 Chronicles 26 in the LBLA
1 Chronicles 26 in the LNT
1 Chronicles 26 in the LSV
1 Chronicles 26 in the MAAL
1 Chronicles 26 in the MBV
1 Chronicles 26 in the MBV2
1 Chronicles 26 in the MHNT
1 Chronicles 26 in the MKNFD
1 Chronicles 26 in the MNG
1 Chronicles 26 in the MNT
1 Chronicles 26 in the MNT2
1 Chronicles 26 in the MRS1T
1 Chronicles 26 in the NAA
1 Chronicles 26 in the NASB
1 Chronicles 26 in the NBLA
1 Chronicles 26 in the NBS
1 Chronicles 26 in the NBVTP
1 Chronicles 26 in the NET2
1 Chronicles 26 in the NIV11
1 Chronicles 26 in the NNT
1 Chronicles 26 in the NNT2
1 Chronicles 26 in the NNT3
1 Chronicles 26 in the PDDPT
1 Chronicles 26 in the PFNT
1 Chronicles 26 in the RMNT
1 Chronicles 26 in the SBIAS
1 Chronicles 26 in the SBIBS
1 Chronicles 26 in the SBIBS2
1 Chronicles 26 in the SBICS
1 Chronicles 26 in the SBIDS
1 Chronicles 26 in the SBIGS
1 Chronicles 26 in the SBIHS
1 Chronicles 26 in the SBIIS
1 Chronicles 26 in the SBIIS2
1 Chronicles 26 in the SBIIS3
1 Chronicles 26 in the SBIKS
1 Chronicles 26 in the SBIKS2
1 Chronicles 26 in the SBIMS
1 Chronicles 26 in the SBIOS
1 Chronicles 26 in the SBIPS
1 Chronicles 26 in the SBISS
1 Chronicles 26 in the SBITS
1 Chronicles 26 in the SBITS2
1 Chronicles 26 in the SBITS3
1 Chronicles 26 in the SBITS4
1 Chronicles 26 in the SBIUS
1 Chronicles 26 in the SBIVS
1 Chronicles 26 in the SBT
1 Chronicles 26 in the SBT1E
1 Chronicles 26 in the SCHL
1 Chronicles 26 in the SNT
1 Chronicles 26 in the SUSU
1 Chronicles 26 in the SUSU2
1 Chronicles 26 in the SYNO
1 Chronicles 26 in the TBIAOTANT
1 Chronicles 26 in the TBT1E
1 Chronicles 26 in the TBT1E2
1 Chronicles 26 in the TFTIP
1 Chronicles 26 in the TFTU
1 Chronicles 26 in the TGNTATF3T
1 Chronicles 26 in the THAI
1 Chronicles 26 in the TNFD
1 Chronicles 26 in the TNT
1 Chronicles 26 in the TNTIK
1 Chronicles 26 in the TNTIL
1 Chronicles 26 in the TNTIN
1 Chronicles 26 in the TNTIP
1 Chronicles 26 in the TNTIZ
1 Chronicles 26 in the TOMA
1 Chronicles 26 in the TTENT
1 Chronicles 26 in the UBG
1 Chronicles 26 in the UGV
1 Chronicles 26 in the UGV2
1 Chronicles 26 in the UGV3
1 Chronicles 26 in the VBL
1 Chronicles 26 in the VDCC
1 Chronicles 26 in the YALU
1 Chronicles 26 in the YAPE
1 Chronicles 26 in the YBVTP
1 Chronicles 26 in the ZBP