2 Chronicles 16 (IRVO)
1 ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକୁ ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କ ରାଜତ୍ଵର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ। 2 ତହିଁରେ ଆସା ସଦାପ୍ରଭୁଙ୍କର ଗୃହ ଓ ରାଜଗୃହର ଭଣ୍ଡାରରୁ ରୂପା ଓ ସୁନା ଆଣି ଦମ୍ମେଶକ ନିବାସୀ ଅରାମୀୟ ରାଜା ବିନ୍ହଦଦ୍ ନିକଟକୁ ପଠାଇ ଏହି କଥା କହିଲେ, 3 “ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ଯେପରି ନିୟମ ଥିଲା, ସେହିପରି ତୁମ୍ଭ ମୋʼ ମଧ୍ୟରେ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଇଅଛି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗିଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ।” 4 ଏଥିରେ ବିନ୍ହଦଦ୍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲ ନଗର ବିରୁଦ୍ଧରେ ପଠାଇଲା; ତହୁଁ ସେମାନେ ଇୟୋନ୍ ଓ ଦାନ୍ ଓ ଆବେଲ୍-ମୟିମ୍ ଓ ନପ୍ତାଲିରେ ସମସ୍ତ ଭଣ୍ଡାର ନଗର ପରାସ୍ତ କଲେ। 5 ତହିଁରେ ବାଶା ଏହି କଥା ଶୁଣି ରାମା ନଗର ଦୃଢ଼କରଣରୁ କ୍ଷାନ୍ତ ହୋଇ ଆପଣା କାର୍ଯ୍ୟ ସ୍ଥଗିତ ରଖିଲା। 6 ତେବେ ଆସା ରାଜା ସମଗ୍ର ଯିହୁଦାର ଲୋକଙ୍କୁ ନେଲେ; ପୁଣି ବାଶା ଯେଉଁ ପ୍ରସ୍ତର ଓ କାଷ୍ଠରେ ରାମା ନଗର ନିର୍ମାଣ କରିଥିଲା, ତାହାସବୁ ସେମାନେ ବହି ନେଇଗଲେ; ଆଉ ତଦ୍ଦ୍ୱାରା ସେ ଗେବା ଓ ମିସ୍ପା ନଗର ଦୃଢ଼ କଲେ। 7 ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ। 8 କୂଶୀୟ ଓ ଲୂବୀୟମାନେ ଅପାର ଅପାର ରଥ ଓ ଅଶ୍ୱାରୂଢ଼ ସହିତ କି ଏକ ମହାସୈନ୍ୟ ନ ଥିଲେ? ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ। 9 କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ। ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ; ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।” 10 ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଅତ୍ୟାଚାର କଲେ। 11 ଦେଖ, ଏହି ଆସାଙ୍କର ଆଦ୍ୟନ୍ତ କ୍ରିୟାର ବୃତ୍ତାନ୍ତ ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖାଅଛି। 12 ଆସା ଆପଣା ରାଜତ୍ଵର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ୱେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ୱେଷଣ କଲେ। 13 ଆଉ ଆସା ଆପଣା ରାଜତ୍ଵର ଏକଚାଳିଶ ବର୍ଷରେ ପ୍ରାଣତ୍ୟାଗ କରି ଆପଣା ପିତୃଗଣ ସହିତ କବରପ୍ରାପ୍ତ ହେଲେ। 14 ଆଉ ସେ ଦାଉଦ-ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ, ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧି ଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ।
In Other Versions
2 Chronicles 16 in the ANGEFD
2 Chronicles 16 in the ANTPNG2D
2 Chronicles 16 in the AS21
2 Chronicles 16 in the BAGH
2 Chronicles 16 in the BBPNG
2 Chronicles 16 in the BBT1E
2 Chronicles 16 in the BDS
2 Chronicles 16 in the BEV
2 Chronicles 16 in the BHAD
2 Chronicles 16 in the BIB
2 Chronicles 16 in the BLPT
2 Chronicles 16 in the BNT
2 Chronicles 16 in the BNTABOOT
2 Chronicles 16 in the BNTLV
2 Chronicles 16 in the BOATCB
2 Chronicles 16 in the BOATCB2
2 Chronicles 16 in the BOBCV
2 Chronicles 16 in the BOCNT
2 Chronicles 16 in the BOECS
2 Chronicles 16 in the BOGWICC
2 Chronicles 16 in the BOHCB
2 Chronicles 16 in the BOHCV
2 Chronicles 16 in the BOHLNT
2 Chronicles 16 in the BOHNTLTAL
2 Chronicles 16 in the BOICB
2 Chronicles 16 in the BOILNTAP
2 Chronicles 16 in the BOITCV
2 Chronicles 16 in the BOKCV
2 Chronicles 16 in the BOKCV2
2 Chronicles 16 in the BOKHWOG
2 Chronicles 16 in the BOKSSV
2 Chronicles 16 in the BOLCB
2 Chronicles 16 in the BOLCB2
2 Chronicles 16 in the BOMCV
2 Chronicles 16 in the BONAV
2 Chronicles 16 in the BONCB
2 Chronicles 16 in the BONLT
2 Chronicles 16 in the BONUT2
2 Chronicles 16 in the BOPLNT
2 Chronicles 16 in the BOSCB
2 Chronicles 16 in the BOSNC
2 Chronicles 16 in the BOTLNT
2 Chronicles 16 in the BOVCB
2 Chronicles 16 in the BOYCB
2 Chronicles 16 in the BPBB
2 Chronicles 16 in the BPH
2 Chronicles 16 in the BSB
2 Chronicles 16 in the CCB
2 Chronicles 16 in the CUV
2 Chronicles 16 in the CUVS
2 Chronicles 16 in the DBT
2 Chronicles 16 in the DGDNT
2 Chronicles 16 in the DHNT
2 Chronicles 16 in the DNT
2 Chronicles 16 in the ELBE
2 Chronicles 16 in the EMTV
2 Chronicles 16 in the ESV
2 Chronicles 16 in the FBV
2 Chronicles 16 in the FEB
2 Chronicles 16 in the GGMNT
2 Chronicles 16 in the GNT
2 Chronicles 16 in the HARY
2 Chronicles 16 in the HNT
2 Chronicles 16 in the IRVA
2 Chronicles 16 in the IRVB
2 Chronicles 16 in the IRVG
2 Chronicles 16 in the IRVH
2 Chronicles 16 in the IRVK
2 Chronicles 16 in the IRVM
2 Chronicles 16 in the IRVM2
2 Chronicles 16 in the IRVP
2 Chronicles 16 in the IRVT
2 Chronicles 16 in the IRVT2
2 Chronicles 16 in the IRVU
2 Chronicles 16 in the ISVN
2 Chronicles 16 in the JSNT
2 Chronicles 16 in the KAPI
2 Chronicles 16 in the KBT1ETNIK
2 Chronicles 16 in the KBV
2 Chronicles 16 in the KJV
2 Chronicles 16 in the KNFD
2 Chronicles 16 in the LBA
2 Chronicles 16 in the LBLA
2 Chronicles 16 in the LNT
2 Chronicles 16 in the LSV
2 Chronicles 16 in the MAAL
2 Chronicles 16 in the MBV
2 Chronicles 16 in the MBV2
2 Chronicles 16 in the MHNT
2 Chronicles 16 in the MKNFD
2 Chronicles 16 in the MNG
2 Chronicles 16 in the MNT
2 Chronicles 16 in the MNT2
2 Chronicles 16 in the MRS1T
2 Chronicles 16 in the NAA
2 Chronicles 16 in the NASB
2 Chronicles 16 in the NBLA
2 Chronicles 16 in the NBS
2 Chronicles 16 in the NBVTP
2 Chronicles 16 in the NET2
2 Chronicles 16 in the NIV11
2 Chronicles 16 in the NNT
2 Chronicles 16 in the NNT2
2 Chronicles 16 in the NNT3
2 Chronicles 16 in the PDDPT
2 Chronicles 16 in the PFNT
2 Chronicles 16 in the RMNT
2 Chronicles 16 in the SBIAS
2 Chronicles 16 in the SBIBS
2 Chronicles 16 in the SBIBS2
2 Chronicles 16 in the SBICS
2 Chronicles 16 in the SBIDS
2 Chronicles 16 in the SBIGS
2 Chronicles 16 in the SBIHS
2 Chronicles 16 in the SBIIS
2 Chronicles 16 in the SBIIS2
2 Chronicles 16 in the SBIIS3
2 Chronicles 16 in the SBIKS
2 Chronicles 16 in the SBIKS2
2 Chronicles 16 in the SBIMS
2 Chronicles 16 in the SBIOS
2 Chronicles 16 in the SBIPS
2 Chronicles 16 in the SBISS
2 Chronicles 16 in the SBITS
2 Chronicles 16 in the SBITS2
2 Chronicles 16 in the SBITS3
2 Chronicles 16 in the SBITS4
2 Chronicles 16 in the SBIUS
2 Chronicles 16 in the SBIVS
2 Chronicles 16 in the SBT
2 Chronicles 16 in the SBT1E
2 Chronicles 16 in the SCHL
2 Chronicles 16 in the SNT
2 Chronicles 16 in the SUSU
2 Chronicles 16 in the SUSU2
2 Chronicles 16 in the SYNO
2 Chronicles 16 in the TBIAOTANT
2 Chronicles 16 in the TBT1E
2 Chronicles 16 in the TBT1E2
2 Chronicles 16 in the TFTIP
2 Chronicles 16 in the TFTU
2 Chronicles 16 in the TGNTATF3T
2 Chronicles 16 in the THAI
2 Chronicles 16 in the TNFD
2 Chronicles 16 in the TNT
2 Chronicles 16 in the TNTIK
2 Chronicles 16 in the TNTIL
2 Chronicles 16 in the TNTIN
2 Chronicles 16 in the TNTIP
2 Chronicles 16 in the TNTIZ
2 Chronicles 16 in the TOMA
2 Chronicles 16 in the TTENT
2 Chronicles 16 in the UBG
2 Chronicles 16 in the UGV
2 Chronicles 16 in the UGV2
2 Chronicles 16 in the UGV3
2 Chronicles 16 in the VBL
2 Chronicles 16 in the VDCC
2 Chronicles 16 in the YALU
2 Chronicles 16 in the YAPE
2 Chronicles 16 in the YBVTP
2 Chronicles 16 in the ZBP