Ecclesiastes 5 (IRVO)
1 ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ; କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ; ଯେଣୁ ସେମାନେ ମନ୍ଦ କର୍ମ କରନ୍ତି ବୋଲି ଜାଣନ୍ତି ନାହିଁ। 2 ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହିଁ ଓ ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ; କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ; ଏହେତୁ ତୁମ୍ଭେ କଥା କହିବା ପୁର୍ବରୁ ଭଲ ଭାବରେ ଚିନ୍ତା କର। 3 କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ; ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରବ ହୁଏ। 4 ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ, ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ; କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ; ତୁମ୍ଭେ ଯାହା ମାନତ କର, ତାହା ପରିଶୋଧ କର। 5 ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭର ମାନତ ନ କରିବାର ଭଲ। 6 ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ; କିଅବା ଏହା ଭୁଲବଶତଃ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ; କାହିଁକି ପରମେଶ୍ୱର ତୁମ୍ଭ ରବରେ କ୍ରୁଦ୍ଧ ହୋଇ ତୁମ୍ଭ ହସ୍ତର କାର୍ଯ୍ୟ ବିନାଶ କରିବେ? 7 କାରଣ ସ୍ୱପ୍ନ ଓ ଅସାରତାର ବାହୁଲ୍ୟ ଓ ବହୁ ବାକ୍ୟ ଦ୍ୱାରା ଏହିପରି ଘଟେ; ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ଭୟ କର। 8 ଯେବେ ତୁମ୍ଭେ କୌଣସି ପ୍ରଦେଶରେ ଦରିଦ୍ର ପ୍ରତି ଉପଦ୍ରବ, ଅତ୍ୟାଚାରପୂର୍ବକ ବିଚାର ଓ ନ୍ୟାୟ ଅନ୍ୟଥା ହେବାର ଦେଖ, ତେବେ ସେ ବିଷୟରେ ଚମତ୍କୃତ ହୁଅ ନାହିଁ; କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି; ପୁଣି, ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି। 9 ଆହୁରି, ପୃଥିବୀର ଫଳ ସମସ୍ତଙ୍କ ନିମନ୍ତେ; କ୍ଷେତ୍ର ଦ୍ୱାରା ରାଜା ଆପେ ସେବିତ ହୁଅନ୍ତି। 10 ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ; କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ; ଏହା ହିଁ ଅସାର। 11 ସମ୍ପତ୍ତି ବୃଦ୍ଧି ପାଇଲେ, ତହିଁର ଭୋକ୍ତାମାନେ ବୃଦ୍ଧି ପାଆନ୍ତି; ଏଣୁ ଆପଣା ଚକ୍ଷୁରେ ଦେଖିବା ଛଡ଼ା ତହିଁର ଅଧିକାରୀର କି ଲାଭ? 12 ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ; ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ। 13 ଧନ ଅଧିକାରୀ ଦ୍ୱାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ, ଏହି ଏକ ବ୍ୟାଧି ସ୍ୱରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି; 14 ଆଉ, ଦୁର୍ଘଟଣା ଦ୍ୱାରା ସେହି ସବୁ ଧନ କ୍ଷୟ ପାଏ; ପୁଣି, ସେ ପୁତ୍ର ଜାତ କଲେ, ତାହା ହସ୍ତରେ କିଛି ନ ଥାଏ। 15 ସେ ଆପଣା ମାତୃଗର୍ଭରୁ ଯେପରି ଆସିଲା, ସେପରି ଉଲଙ୍ଗ ହୋଇ ଆସିବା ପରି ଫେରିଯିବ, ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ବହି ନେଇ ପାରିବ, ଏପରି କିଛି ସଙ୍ଗେ ନେବ ନାହିଁ। 16 ପୁଣି, ସେ ଯେପରି ଆସିଲା, ସର୍ବତୋଭାବେ ଯେ ସେପରି ଯିବ, ଏହା ହିଁ ବ୍ୟାଧି ସ୍ୱରୂପ ଅନିଷ୍ଟ; ଏଣୁ ବାୟୁ ନିମନ୍ତେ ସେ ପରିଶ୍ରମ କଲେ, ତାହାର କି ଲାଭ? 17 ଆହୁରି, ସେ ଯାବଜ୍ଜୀବନ ଅନ୍ଧକାରରେ ଆହାର କରେ, ପୁଣି ସେ ଅତିଶୟ ବିରକ୍ତ ହୁଏ, ଆଉ ତାହାକୁ ପୀଡ଼ା ଓ କୋପ ଘଟେ। 18 ଦେଖ, ଭୋଜନ ଓ ପାନ କରିବାର ଓ ପରମେଶ୍ୱରଙ୍କ ଦତ୍ତ ପରମାୟୁ ମଧ୍ୟରେ ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମ କରେ, ସେହି ସମସ୍ତ ପରିଶ୍ରମରେ ସୁଖଭୋଗ କରିବାର, ଏହା ହିଁ ତାହା ପକ୍ଷରେ ଉତ୍ତମ ଓ ମନୋହର ବୋଲି ମୁଁ ଦେଖିଅଛି; କାରଣ ଏହା ହିଁ ତାହାର ଅଂଶ। 19 ଆହୁରି, ପରମେଶ୍ୱର କୌଣସି ବ୍ୟକ୍ତିଙ୍କୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ, ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ, ଏହା ହିଁ ପରମେଶ୍ୱରଙ୍କ ଦାନ। 20 ଯେହେତୁ ସେ ଆପଣା ପରମାୟୁର ଦିନସବୁ ଅଧିକ ସ୍ମରଣ କରିବ ନାହିଁ; କାରଣ ପରମେଶ୍ୱର ତାହାର ହୃଦୟରେ ଆନନ୍ଦ ଜନ୍ମାଇ ତାହାକୁ ଉତ୍ତର ଦିଅନ୍ତି।
In Other Versions
Ecclesiastes 5 in the ANGEFD
Ecclesiastes 5 in the ANTPNG2D
Ecclesiastes 5 in the AS21
Ecclesiastes 5 in the BAGH
Ecclesiastes 5 in the BBPNG
Ecclesiastes 5 in the BBT1E
Ecclesiastes 5 in the BDS
Ecclesiastes 5 in the BEV
Ecclesiastes 5 in the BHAD
Ecclesiastes 5 in the BIB
Ecclesiastes 5 in the BLPT
Ecclesiastes 5 in the BNT
Ecclesiastes 5 in the BNTABOOT
Ecclesiastes 5 in the BNTLV
Ecclesiastes 5 in the BOATCB
Ecclesiastes 5 in the BOATCB2
Ecclesiastes 5 in the BOBCV
Ecclesiastes 5 in the BOCNT
Ecclesiastes 5 in the BOECS
Ecclesiastes 5 in the BOGWICC
Ecclesiastes 5 in the BOHCB
Ecclesiastes 5 in the BOHCV
Ecclesiastes 5 in the BOHLNT
Ecclesiastes 5 in the BOHNTLTAL
Ecclesiastes 5 in the BOICB
Ecclesiastes 5 in the BOILNTAP
Ecclesiastes 5 in the BOITCV
Ecclesiastes 5 in the BOKCV
Ecclesiastes 5 in the BOKCV2
Ecclesiastes 5 in the BOKHWOG
Ecclesiastes 5 in the BOKSSV
Ecclesiastes 5 in the BOLCB
Ecclesiastes 5 in the BOLCB2
Ecclesiastes 5 in the BOMCV
Ecclesiastes 5 in the BONAV
Ecclesiastes 5 in the BONCB
Ecclesiastes 5 in the BONLT
Ecclesiastes 5 in the BONUT2
Ecclesiastes 5 in the BOPLNT
Ecclesiastes 5 in the BOSCB
Ecclesiastes 5 in the BOSNC
Ecclesiastes 5 in the BOTLNT
Ecclesiastes 5 in the BOVCB
Ecclesiastes 5 in the BOYCB
Ecclesiastes 5 in the BPBB
Ecclesiastes 5 in the BPH
Ecclesiastes 5 in the BSB
Ecclesiastes 5 in the CCB
Ecclesiastes 5 in the CUV
Ecclesiastes 5 in the CUVS
Ecclesiastes 5 in the DBT
Ecclesiastes 5 in the DGDNT
Ecclesiastes 5 in the DHNT
Ecclesiastes 5 in the DNT
Ecclesiastes 5 in the ELBE
Ecclesiastes 5 in the EMTV
Ecclesiastes 5 in the ESV
Ecclesiastes 5 in the FBV
Ecclesiastes 5 in the FEB
Ecclesiastes 5 in the GGMNT
Ecclesiastes 5 in the GNT
Ecclesiastes 5 in the HARY
Ecclesiastes 5 in the HNT
Ecclesiastes 5 in the IRVA
Ecclesiastes 5 in the IRVB
Ecclesiastes 5 in the IRVG
Ecclesiastes 5 in the IRVH
Ecclesiastes 5 in the IRVK
Ecclesiastes 5 in the IRVM
Ecclesiastes 5 in the IRVM2
Ecclesiastes 5 in the IRVP
Ecclesiastes 5 in the IRVT
Ecclesiastes 5 in the IRVT2
Ecclesiastes 5 in the IRVU
Ecclesiastes 5 in the ISVN
Ecclesiastes 5 in the JSNT
Ecclesiastes 5 in the KAPI
Ecclesiastes 5 in the KBT1ETNIK
Ecclesiastes 5 in the KBV
Ecclesiastes 5 in the KJV
Ecclesiastes 5 in the KNFD
Ecclesiastes 5 in the LBA
Ecclesiastes 5 in the LBLA
Ecclesiastes 5 in the LNT
Ecclesiastes 5 in the LSV
Ecclesiastes 5 in the MAAL
Ecclesiastes 5 in the MBV
Ecclesiastes 5 in the MBV2
Ecclesiastes 5 in the MHNT
Ecclesiastes 5 in the MKNFD
Ecclesiastes 5 in the MNG
Ecclesiastes 5 in the MNT
Ecclesiastes 5 in the MNT2
Ecclesiastes 5 in the MRS1T
Ecclesiastes 5 in the NAA
Ecclesiastes 5 in the NASB
Ecclesiastes 5 in the NBLA
Ecclesiastes 5 in the NBS
Ecclesiastes 5 in the NBVTP
Ecclesiastes 5 in the NET2
Ecclesiastes 5 in the NIV11
Ecclesiastes 5 in the NNT
Ecclesiastes 5 in the NNT2
Ecclesiastes 5 in the NNT3
Ecclesiastes 5 in the PDDPT
Ecclesiastes 5 in the PFNT
Ecclesiastes 5 in the RMNT
Ecclesiastes 5 in the SBIAS
Ecclesiastes 5 in the SBIBS
Ecclesiastes 5 in the SBIBS2
Ecclesiastes 5 in the SBICS
Ecclesiastes 5 in the SBIDS
Ecclesiastes 5 in the SBIGS
Ecclesiastes 5 in the SBIHS
Ecclesiastes 5 in the SBIIS
Ecclesiastes 5 in the SBIIS2
Ecclesiastes 5 in the SBIIS3
Ecclesiastes 5 in the SBIKS
Ecclesiastes 5 in the SBIKS2
Ecclesiastes 5 in the SBIMS
Ecclesiastes 5 in the SBIOS
Ecclesiastes 5 in the SBIPS
Ecclesiastes 5 in the SBISS
Ecclesiastes 5 in the SBITS
Ecclesiastes 5 in the SBITS2
Ecclesiastes 5 in the SBITS3
Ecclesiastes 5 in the SBITS4
Ecclesiastes 5 in the SBIUS
Ecclesiastes 5 in the SBIVS
Ecclesiastes 5 in the SBT
Ecclesiastes 5 in the SBT1E
Ecclesiastes 5 in the SCHL
Ecclesiastes 5 in the SNT
Ecclesiastes 5 in the SUSU
Ecclesiastes 5 in the SUSU2
Ecclesiastes 5 in the SYNO
Ecclesiastes 5 in the TBIAOTANT
Ecclesiastes 5 in the TBT1E
Ecclesiastes 5 in the TBT1E2
Ecclesiastes 5 in the TFTIP
Ecclesiastes 5 in the TFTU
Ecclesiastes 5 in the TGNTATF3T
Ecclesiastes 5 in the THAI
Ecclesiastes 5 in the TNFD
Ecclesiastes 5 in the TNT
Ecclesiastes 5 in the TNTIK
Ecclesiastes 5 in the TNTIL
Ecclesiastes 5 in the TNTIN
Ecclesiastes 5 in the TNTIP
Ecclesiastes 5 in the TNTIZ
Ecclesiastes 5 in the TOMA
Ecclesiastes 5 in the TTENT
Ecclesiastes 5 in the UBG
Ecclesiastes 5 in the UGV
Ecclesiastes 5 in the UGV2
Ecclesiastes 5 in the UGV3
Ecclesiastes 5 in the VBL
Ecclesiastes 5 in the VDCC
Ecclesiastes 5 in the YALU
Ecclesiastes 5 in the YAPE
Ecclesiastes 5 in the YBVTP
Ecclesiastes 5 in the ZBP