Genesis 10 (IRVO)
1 ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଳାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ। 2 ଗୋମର, ମାଗୋଗ୍, ମାଦୟ, ଯବନ, ତୁବଲ୍, ମେଶକ୍ ଓ ତୀରସ୍, ଏମାନେ ଯେଫତ୍ର ସନ୍ତାନ। 3 ଅସ୍କିନସ୍ ଓ ରୀଫତ୍ ଓ ତୋଗର୍ମା, ଏମାନେ ଗୋମରର ସନ୍ତାନ। 4 ପୁଣି, ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ। 5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ। 6 କୂଶ, ମିସର, ପୂଟ୍ ଓ କିଣାନ, ଏମାନେ ହାମର ସନ୍ତାନ। 7 ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ। ଶିବା ଓ ଦଦାନ, ଏମାନେ ରୟମାର ସନ୍ତାନ। 8 ନିମ୍ରୋଦ୍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା। 9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, “ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ।” 10 ପୁଣି, ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍ ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। 11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍-ପୁରୀ ଓ କେଲହ, 12 ପୁଣି, ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍ ନଗର ସ୍ଥାପନ କଲା; ଏହି ରେଷନ୍ ମହାନଗର। 13 ପୁଣି, ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୂହୀୟ 14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ। 15 ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍ 16 ଓ ଯିବୂଷୀୟ ଓ ଇମୋରୀୟ ଓ ଗିର୍ଗାଶୀୟ 17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ 18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଏଥିଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ। 19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା। 20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ। 21 ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା। 22 ଶେମର ଏହିସବୁ ସନ୍ତାନ, ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୁଦ୍ ଓ ଅରାମ। 23 ଏହି ଅରାମର ସନ୍ତାନ ଊଷ୍ ଓ ହୂଲ ଓ ଗେଥର ଓ ମଶ୍। 24 ପୁଣି, ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର। 25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍। 26 ପୁଣି, ଯକ୍ତନ୍ର ପୁତ୍ର ଅଲ୍ମୋଦଦ ଓ ଶେଲଫ୍ ଓ ହତ୍ସର୍ମାବତ୍ ଓ ଯେରହ 27 ଓ ହଦୋରାମ ଓ ଊଷଲ ଓ ଦିକ୍ଲା 28 ଓ ଓବଲ ଓ ଅବୀମାୟେଲ୍ ଓ ଶିବା 29 ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନ୍ର ସନ୍ତାନ। 30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା। 31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ। 32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।
In Other Versions
Genesis 10 in the ANGEFD
Genesis 10 in the ANTPNG2D
Genesis 10 in the AS21
Genesis 10 in the BAGH
Genesis 10 in the BBPNG
Genesis 10 in the BBT1E
Genesis 10 in the BDS
Genesis 10 in the BEV
Genesis 10 in the BHAD
Genesis 10 in the BIB
Genesis 10 in the BLPT
Genesis 10 in the BNT
Genesis 10 in the BNTABOOT
Genesis 10 in the BNTLV
Genesis 10 in the BOATCB
Genesis 10 in the BOATCB2
Genesis 10 in the BOBCV
Genesis 10 in the BOCNT
Genesis 10 in the BOECS
Genesis 10 in the BOGWICC
Genesis 10 in the BOHCB
Genesis 10 in the BOHCV
Genesis 10 in the BOHLNT
Genesis 10 in the BOHNTLTAL
Genesis 10 in the BOICB
Genesis 10 in the BOILNTAP
Genesis 10 in the BOITCV
Genesis 10 in the BOKCV
Genesis 10 in the BOKCV2
Genesis 10 in the BOKHWOG
Genesis 10 in the BOKSSV
Genesis 10 in the BOLCB
Genesis 10 in the BOLCB2
Genesis 10 in the BOMCV
Genesis 10 in the BONAV
Genesis 10 in the BONCB
Genesis 10 in the BONLT
Genesis 10 in the BONUT2
Genesis 10 in the BOPLNT
Genesis 10 in the BOSCB
Genesis 10 in the BOSNC
Genesis 10 in the BOTLNT
Genesis 10 in the BOVCB
Genesis 10 in the BOYCB
Genesis 10 in the BPBB
Genesis 10 in the BPH
Genesis 10 in the BSB
Genesis 10 in the CCB
Genesis 10 in the CUV
Genesis 10 in the CUVS
Genesis 10 in the DBT
Genesis 10 in the DGDNT
Genesis 10 in the DHNT
Genesis 10 in the DNT
Genesis 10 in the ELBE
Genesis 10 in the EMTV
Genesis 10 in the ESV
Genesis 10 in the FBV
Genesis 10 in the FEB
Genesis 10 in the GGMNT
Genesis 10 in the GNT
Genesis 10 in the HARY
Genesis 10 in the HNT
Genesis 10 in the IRVA
Genesis 10 in the IRVB
Genesis 10 in the IRVG
Genesis 10 in the IRVH
Genesis 10 in the IRVK
Genesis 10 in the IRVM
Genesis 10 in the IRVM2
Genesis 10 in the IRVP
Genesis 10 in the IRVT
Genesis 10 in the IRVT2
Genesis 10 in the IRVU
Genesis 10 in the ISVN
Genesis 10 in the JSNT
Genesis 10 in the KAPI
Genesis 10 in the KBT1ETNIK
Genesis 10 in the KBV
Genesis 10 in the KJV
Genesis 10 in the KNFD
Genesis 10 in the LBA
Genesis 10 in the LBLA
Genesis 10 in the LNT
Genesis 10 in the LSV
Genesis 10 in the MAAL
Genesis 10 in the MBV
Genesis 10 in the MBV2
Genesis 10 in the MHNT
Genesis 10 in the MKNFD
Genesis 10 in the MNG
Genesis 10 in the MNT
Genesis 10 in the MNT2
Genesis 10 in the MRS1T
Genesis 10 in the NAA
Genesis 10 in the NASB
Genesis 10 in the NBLA
Genesis 10 in the NBS
Genesis 10 in the NBVTP
Genesis 10 in the NET2
Genesis 10 in the NIV11
Genesis 10 in the NNT
Genesis 10 in the NNT2
Genesis 10 in the NNT3
Genesis 10 in the PDDPT
Genesis 10 in the PFNT
Genesis 10 in the RMNT
Genesis 10 in the SBIAS
Genesis 10 in the SBIBS
Genesis 10 in the SBIBS2
Genesis 10 in the SBICS
Genesis 10 in the SBIDS
Genesis 10 in the SBIGS
Genesis 10 in the SBIHS
Genesis 10 in the SBIIS
Genesis 10 in the SBIIS2
Genesis 10 in the SBIIS3
Genesis 10 in the SBIKS
Genesis 10 in the SBIKS2
Genesis 10 in the SBIMS
Genesis 10 in the SBIOS
Genesis 10 in the SBIPS
Genesis 10 in the SBISS
Genesis 10 in the SBITS
Genesis 10 in the SBITS2
Genesis 10 in the SBITS3
Genesis 10 in the SBITS4
Genesis 10 in the SBIUS
Genesis 10 in the SBIVS
Genesis 10 in the SBT
Genesis 10 in the SBT1E
Genesis 10 in the SCHL
Genesis 10 in the SNT
Genesis 10 in the SUSU
Genesis 10 in the SUSU2
Genesis 10 in the SYNO
Genesis 10 in the TBIAOTANT
Genesis 10 in the TBT1E
Genesis 10 in the TBT1E2
Genesis 10 in the TFTIP
Genesis 10 in the TFTU
Genesis 10 in the TGNTATF3T
Genesis 10 in the THAI
Genesis 10 in the TNFD
Genesis 10 in the TNT
Genesis 10 in the TNTIK
Genesis 10 in the TNTIL
Genesis 10 in the TNTIN
Genesis 10 in the TNTIP
Genesis 10 in the TNTIZ
Genesis 10 in the TOMA
Genesis 10 in the TTENT
Genesis 10 in the UBG
Genesis 10 in the UGV
Genesis 10 in the UGV2
Genesis 10 in the UGV3
Genesis 10 in the VBL
Genesis 10 in the VDCC
Genesis 10 in the YALU
Genesis 10 in the YAPE
Genesis 10 in the YBVTP
Genesis 10 in the ZBP