Genesis 5 (IRVO)

1 ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ଏହି। ଯେଉଁ ଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାଙ୍କୁ ନିର୍ମାଣ କଲେ; 2 ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ; ଆଉ ସେମାନେ ସୃଷ୍ଟ ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ (ମନୁଷ୍ୟ) ନାମ ଦେଲେ। 3 ଆଦମ ଶହେ ତିରିଶ ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ଶେଥ ଦେଲେ। 4 ଶେଥର ଜନ୍ମ ଉତ୍ତାରେ ଆଦମ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ। 5 ଆଦମଙ୍କର ବୟସ ସର୍ବସୁଦ୍ଧା ନଅ ଶହ ତିରିଶ ବର୍ଷ ଥିଲା; ତହୁଁ ସେ ମଲେ। 6 ଶେଥ ଶହେ ପାଞ୍ଚ ବର୍ଷ ବୟସରେ ଈନୋଶକୁ ଜାତ କଲା; 7 ଈନୋଶର ଜନ୍ମ ଉତ୍ତାରେ ଶେଥ ଆଠ ଶହ ସାତ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା। 8 ଶେଥର ବୟସ ସର୍ବସୁଦ୍ଧା ନଅ ଶହ ବାର ବର୍ଷ ଥିଲା; ତହୁଁ ସେ ମଲା। 9 ଈନୋଶ ନବେ ବର୍ଷ ବୟସରେ କୟିନାନକୁ ଜାତ କଲା; 10 ପୁଣି, କୟିନାନର ଜନ୍ମ ଉତ୍ତାରେ ସେ ଆଠ ଶହ ପନ୍ଦର ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; 11 ଈନୋଶର ବୟସ ସର୍ବସୁଦ୍ଧା ନଅ ଶହ ପାଞ୍ଚ ବର୍ଷ ଥିଲା; ତହୁଁ ସେ ମଲା। 12 କୟିନାନ ସତୁରି ବର୍ଷ ବୟସରେ ମହଲଲେଲକୁ ଜାତ କଲା; 13 ମହଲଲେଲ ଜନ୍ମିଲା ଉତ୍ତାରେ ସେ ଆଠ ଶହ ଚାଳିଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟାମାନଙ୍କୁ ଜାତ କଲା; 14 ଆଉ କୟିନାନର ବୟସ ସର୍ବସୁଦ୍ଧା ନଅ ଶହ ଦଶ ବର୍ଷ ଥିଲା; ତହୁଁ ସେ ମଲା। 15 ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦକୁ ଜାତ କଲା; 16 ଯେରଦ ଜନ୍ମିଲା ଉତ୍ତାରେ ସେ ଆଠ ଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; 17 ମହଲଲେଲର ବୟସ ସର୍ବସୁଦ୍ଧା ଆଠ ଶହ ପଞ୍ଚାନବେ ବର୍ଷ ଥିଲା; ତହୁଁ ସେ ମଲା। 18 ଯେରଦ ଶହେ ବାଷଠି ବର୍ଷ ବୟସରେ ହନୋକଙ୍କୁ ଜାତ କଲା; 19 ହନୋକଙ୍କର ଜନ୍ମ ଉତ୍ତାରେ ସେ ଆଠ ଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; 20 ଯେରଦର ବୟସ ସର୍ବସୁଦ୍ଧା ନଅ ଶହ ବାଷଠି ବର୍ଷ ଥିଲା; ତହୁଁ ସେ ମଲା। 21 ହନୋକ ପଞ୍ଚଷଠି ବର୍ଷ ବୟସରେ ମଥୂଶେଲହକୁ ଜାତ କଲେ; 22 ମଥୂଶେଲହର ଜନ୍ମ ଉତ୍ତାରେ ହନୋକ ତିନି ଶହ ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ପୁଣି, ସେ ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ; 23 ହନୋକଙ୍କର ବୟସ ସର୍ବସୁଦ୍ଧା ତିନି ଶହ ପଞ୍ଚଷଠି ବର୍ଷ ଥିଲା; 24 ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। 25 ମଥୂଶେଲହ ଶହେ ଶତାଅଶୀ ବର୍ଷ ବୟସରେ ଲେମକକୁ ଜାତ କଲା; 26 ଲେମକର ଜନ୍ମ ଉତ୍ତାରେ ମଥୂଶେଲହ ସାତ ଶହ ବୟାଅଶୀ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା; 27 ମଥୂଶେଲହର ବୟସ ସର୍ବସୁଦ୍ଧା ନଅ ଶହ ଊଣସ୍ତରି ବର୍ଷ ଥିଲା; ତହୁଁ ସେ ମଲା। 28 ଲେମକ ଶହେ ବୟାଅଶୀ ବର୍ଷ ବୟସରେ ଏକ ପୁତ୍ର ଜାତ କରି ତାହାର ନାମ ନୋହ (ସାନ୍ତ୍ୱନା) ଦେଲେ, 29 ଯେହେତୁ ସେ କହିଲେ, “ସଦାପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭମାନଙ୍କର ଶ୍ରମ ଓ ହସ୍ତର କ୍ଳେଶ ବିଷୟରେ ଏ ଆମ୍ଭମାନଙ୍କର ସାନ୍ତ୍ୱନା ଜନ୍ମାଇବ।” 30 ନୋହଙ୍କର ଜନ୍ମ ଉତ୍ତାରେ ଲେମକ ପାଞ୍ଚ ଶହ ପଞ୍ଚାନବେ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ; 31 ତାଙ୍କର ବୟସ ସର୍ବସୁଦ୍ଧା ସାତ ଶହ ସତସ୍ତରି ବର୍ଷ ଥିଲା; ତହୁଁ ସେ ମଲେ। 32 ଆଉ ନୋହଙ୍କୁ ପାଞ୍ଚ ଶହ ବର୍ଷ ବୟସ ହେଲା; ଆଉ ନୋହ, ଶେମ ଓ ହାମ ଓ ଯେଫତ୍‍କୁ ଜାତ କଲେ।

In Other Versions

Genesis 5 in the ANGEFD

Genesis 5 in the ANTPNG2D

Genesis 5 in the AS21

Genesis 5 in the BAGH

Genesis 5 in the BBPNG

Genesis 5 in the BBT1E

Genesis 5 in the BDS

Genesis 5 in the BEV

Genesis 5 in the BHAD

Genesis 5 in the BIB

Genesis 5 in the BLPT

Genesis 5 in the BNT

Genesis 5 in the BNTABOOT

Genesis 5 in the BNTLV

Genesis 5 in the BOATCB

Genesis 5 in the BOATCB2

Genesis 5 in the BOBCV

Genesis 5 in the BOCNT

Genesis 5 in the BOECS

Genesis 5 in the BOGWICC

Genesis 5 in the BOHCB

Genesis 5 in the BOHCV

Genesis 5 in the BOHLNT

Genesis 5 in the BOHNTLTAL

Genesis 5 in the BOICB

Genesis 5 in the BOILNTAP

Genesis 5 in the BOITCV

Genesis 5 in the BOKCV

Genesis 5 in the BOKCV2

Genesis 5 in the BOKHWOG

Genesis 5 in the BOKSSV

Genesis 5 in the BOLCB

Genesis 5 in the BOLCB2

Genesis 5 in the BOMCV

Genesis 5 in the BONAV

Genesis 5 in the BONCB

Genesis 5 in the BONLT

Genesis 5 in the BONUT2

Genesis 5 in the BOPLNT

Genesis 5 in the BOSCB

Genesis 5 in the BOSNC

Genesis 5 in the BOTLNT

Genesis 5 in the BOVCB

Genesis 5 in the BOYCB

Genesis 5 in the BPBB

Genesis 5 in the BPH

Genesis 5 in the BSB

Genesis 5 in the CCB

Genesis 5 in the CUV

Genesis 5 in the CUVS

Genesis 5 in the DBT

Genesis 5 in the DGDNT

Genesis 5 in the DHNT

Genesis 5 in the DNT

Genesis 5 in the ELBE

Genesis 5 in the EMTV

Genesis 5 in the ESV

Genesis 5 in the FBV

Genesis 5 in the FEB

Genesis 5 in the GGMNT

Genesis 5 in the GNT

Genesis 5 in the HARY

Genesis 5 in the HNT

Genesis 5 in the IRVA

Genesis 5 in the IRVB

Genesis 5 in the IRVG

Genesis 5 in the IRVH

Genesis 5 in the IRVK

Genesis 5 in the IRVM

Genesis 5 in the IRVM2

Genesis 5 in the IRVP

Genesis 5 in the IRVT

Genesis 5 in the IRVT2

Genesis 5 in the IRVU

Genesis 5 in the ISVN

Genesis 5 in the JSNT

Genesis 5 in the KAPI

Genesis 5 in the KBT1ETNIK

Genesis 5 in the KBV

Genesis 5 in the KJV

Genesis 5 in the KNFD

Genesis 5 in the LBA

Genesis 5 in the LBLA

Genesis 5 in the LNT

Genesis 5 in the LSV

Genesis 5 in the MAAL

Genesis 5 in the MBV

Genesis 5 in the MBV2

Genesis 5 in the MHNT

Genesis 5 in the MKNFD

Genesis 5 in the MNG

Genesis 5 in the MNT

Genesis 5 in the MNT2

Genesis 5 in the MRS1T

Genesis 5 in the NAA

Genesis 5 in the NASB

Genesis 5 in the NBLA

Genesis 5 in the NBS

Genesis 5 in the NBVTP

Genesis 5 in the NET2

Genesis 5 in the NIV11

Genesis 5 in the NNT

Genesis 5 in the NNT2

Genesis 5 in the NNT3

Genesis 5 in the PDDPT

Genesis 5 in the PFNT

Genesis 5 in the RMNT

Genesis 5 in the SBIAS

Genesis 5 in the SBIBS

Genesis 5 in the SBIBS2

Genesis 5 in the SBICS

Genesis 5 in the SBIDS

Genesis 5 in the SBIGS

Genesis 5 in the SBIHS

Genesis 5 in the SBIIS

Genesis 5 in the SBIIS2

Genesis 5 in the SBIIS3

Genesis 5 in the SBIKS

Genesis 5 in the SBIKS2

Genesis 5 in the SBIMS

Genesis 5 in the SBIOS

Genesis 5 in the SBIPS

Genesis 5 in the SBISS

Genesis 5 in the SBITS

Genesis 5 in the SBITS2

Genesis 5 in the SBITS3

Genesis 5 in the SBITS4

Genesis 5 in the SBIUS

Genesis 5 in the SBIVS

Genesis 5 in the SBT

Genesis 5 in the SBT1E

Genesis 5 in the SCHL

Genesis 5 in the SNT

Genesis 5 in the SUSU

Genesis 5 in the SUSU2

Genesis 5 in the SYNO

Genesis 5 in the TBIAOTANT

Genesis 5 in the TBT1E

Genesis 5 in the TBT1E2

Genesis 5 in the TFTIP

Genesis 5 in the TFTU

Genesis 5 in the TGNTATF3T

Genesis 5 in the THAI

Genesis 5 in the TNFD

Genesis 5 in the TNT

Genesis 5 in the TNTIK

Genesis 5 in the TNTIL

Genesis 5 in the TNTIN

Genesis 5 in the TNTIP

Genesis 5 in the TNTIZ

Genesis 5 in the TOMA

Genesis 5 in the TTENT

Genesis 5 in the UBG

Genesis 5 in the UGV

Genesis 5 in the UGV2

Genesis 5 in the UGV3

Genesis 5 in the VBL

Genesis 5 in the VDCC

Genesis 5 in the YALU

Genesis 5 in the YAPE

Genesis 5 in the YBVTP

Genesis 5 in the ZBP