Jonah 2 (IRVO)

1 ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। 2 ଆଉ, ସେ କହିଲେ,“ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି,ତହିଁରେ ସେ ମୋତେ ଉତ୍ତର ଦେଲେ,ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି,ତୁମ୍ଭେ ମୋର ରବ ଶୁଣିଲ। 3 କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ,ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା;ତୁମ୍ଭର ଢେଉ ଓ ତରଙ୍ଗସବୁମୋʼ ଉପର ଦେଇ ଗଲା। 4 ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି;ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି। 5 ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା;ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା;ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା। 6 ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି;ମୋʼ ପଶ୍ଚାତ୍‍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା;ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ। 7 ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି;ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା। 8 ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି,ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି। 9 ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି;ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି;ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।” 10 ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।

In Other Versions

Jonah 2 in the ANGEFD

Jonah 2 in the ANTPNG2D

Jonah 2 in the AS21

Jonah 2 in the BAGH

Jonah 2 in the BBPNG

Jonah 2 in the BBT1E

Jonah 2 in the BDS

Jonah 2 in the BEV

Jonah 2 in the BHAD

Jonah 2 in the BIB

Jonah 2 in the BLPT

Jonah 2 in the BNT

Jonah 2 in the BNTABOOT

Jonah 2 in the BNTLV

Jonah 2 in the BOATCB

Jonah 2 in the BOATCB2

Jonah 2 in the BOBCV

Jonah 2 in the BOCNT

Jonah 2 in the BOECS

Jonah 2 in the BOGWICC

Jonah 2 in the BOHCB

Jonah 2 in the BOHCV

Jonah 2 in the BOHLNT

Jonah 2 in the BOHNTLTAL

Jonah 2 in the BOICB

Jonah 2 in the BOILNTAP

Jonah 2 in the BOITCV

Jonah 2 in the BOKCV

Jonah 2 in the BOKCV2

Jonah 2 in the BOKHWOG

Jonah 2 in the BOKSSV

Jonah 2 in the BOLCB

Jonah 2 in the BOLCB2

Jonah 2 in the BOMCV

Jonah 2 in the BONAV

Jonah 2 in the BONCB

Jonah 2 in the BONLT

Jonah 2 in the BONUT2

Jonah 2 in the BOPLNT

Jonah 2 in the BOSCB

Jonah 2 in the BOSNC

Jonah 2 in the BOTLNT

Jonah 2 in the BOVCB

Jonah 2 in the BOYCB

Jonah 2 in the BPBB

Jonah 2 in the BPH

Jonah 2 in the BSB

Jonah 2 in the CCB

Jonah 2 in the CUV

Jonah 2 in the CUVS

Jonah 2 in the DBT

Jonah 2 in the DGDNT

Jonah 2 in the DHNT

Jonah 2 in the DNT

Jonah 2 in the ELBE

Jonah 2 in the EMTV

Jonah 2 in the ESV

Jonah 2 in the FBV

Jonah 2 in the FEB

Jonah 2 in the GGMNT

Jonah 2 in the GNT

Jonah 2 in the HARY

Jonah 2 in the HNT

Jonah 2 in the IRVA

Jonah 2 in the IRVB

Jonah 2 in the IRVG

Jonah 2 in the IRVH

Jonah 2 in the IRVK

Jonah 2 in the IRVM

Jonah 2 in the IRVM2

Jonah 2 in the IRVP

Jonah 2 in the IRVT

Jonah 2 in the IRVT2

Jonah 2 in the IRVU

Jonah 2 in the ISVN

Jonah 2 in the JSNT

Jonah 2 in the KAPI

Jonah 2 in the KBT1ETNIK

Jonah 2 in the KBV

Jonah 2 in the KJV

Jonah 2 in the KNFD

Jonah 2 in the LBA

Jonah 2 in the LBLA

Jonah 2 in the LNT

Jonah 2 in the LSV

Jonah 2 in the MAAL

Jonah 2 in the MBV

Jonah 2 in the MBV2

Jonah 2 in the MHNT

Jonah 2 in the MKNFD

Jonah 2 in the MNG

Jonah 2 in the MNT

Jonah 2 in the MNT2

Jonah 2 in the MRS1T

Jonah 2 in the NAA

Jonah 2 in the NASB

Jonah 2 in the NBLA

Jonah 2 in the NBS

Jonah 2 in the NBVTP

Jonah 2 in the NET2

Jonah 2 in the NIV11

Jonah 2 in the NNT

Jonah 2 in the NNT2

Jonah 2 in the NNT3

Jonah 2 in the PDDPT

Jonah 2 in the PFNT

Jonah 2 in the RMNT

Jonah 2 in the SBIAS

Jonah 2 in the SBIBS

Jonah 2 in the SBIBS2

Jonah 2 in the SBICS

Jonah 2 in the SBIDS

Jonah 2 in the SBIGS

Jonah 2 in the SBIHS

Jonah 2 in the SBIIS

Jonah 2 in the SBIIS2

Jonah 2 in the SBIIS3

Jonah 2 in the SBIKS

Jonah 2 in the SBIKS2

Jonah 2 in the SBIMS

Jonah 2 in the SBIOS

Jonah 2 in the SBIPS

Jonah 2 in the SBISS

Jonah 2 in the SBITS

Jonah 2 in the SBITS2

Jonah 2 in the SBITS3

Jonah 2 in the SBITS4

Jonah 2 in the SBIUS

Jonah 2 in the SBIVS

Jonah 2 in the SBT

Jonah 2 in the SBT1E

Jonah 2 in the SCHL

Jonah 2 in the SNT

Jonah 2 in the SUSU

Jonah 2 in the SUSU2

Jonah 2 in the SYNO

Jonah 2 in the TBIAOTANT

Jonah 2 in the TBT1E

Jonah 2 in the TBT1E2

Jonah 2 in the TFTIP

Jonah 2 in the TFTU

Jonah 2 in the TGNTATF3T

Jonah 2 in the THAI

Jonah 2 in the TNFD

Jonah 2 in the TNT

Jonah 2 in the TNTIK

Jonah 2 in the TNTIL

Jonah 2 in the TNTIN

Jonah 2 in the TNTIP

Jonah 2 in the TNTIZ

Jonah 2 in the TOMA

Jonah 2 in the TTENT

Jonah 2 in the UBG

Jonah 2 in the UGV

Jonah 2 in the UGV2

Jonah 2 in the UGV3

Jonah 2 in the VBL

Jonah 2 in the VDCC

Jonah 2 in the YALU

Jonah 2 in the YAPE

Jonah 2 in the YBVTP

Jonah 2 in the ZBP