Psalms 45 (IRVO)
undefined ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍। ପ୍ରେମ ଗୀତ। 1 ମୋହର ହୃଦୟ ଉତ୍ତମ ବିଷୟରେ ଉଚ୍ଛୁଳି ଉଠୁଅଛି;ମୁଁ ରାଜାଙ୍କ ବିଷୟରେ ଆପଣା ରଚିତ କଥା କହେ;ମୋʼ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ। 2 ତୁମ୍ଭେ ମନୁଷ୍ୟ-ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର;ତୁମ୍ଭ ଓଷ୍ଠାଧରରେ ଅନୁଗ୍ରହ ଢଳା ଯାଇଅଛି;ଏହେତୁ ପରମେଶ୍ୱର ତୁମ୍ଭକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି। 3 ହେ ବୀର, ତୁମ୍ଭ କଟିଦେଶରେ ଆପଣା ଖଡ୍ଗ,ଆପଣା ମହିମା ଓ ପ୍ରଭାବ ବାନ୍ଧ। 4 ପୁଣି, ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣାପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ;ତହିଁରେ ତୁମ୍ଭର ଦକ୍ଷିଣ ହସ୍ତ ତୁମ୍ଭକୁ ଭୟାନକ କାର୍ଯ୍ୟ ଶିଖାଇବ। 5 ତୁମ୍ଭର ତୀରସବୁ ତୀକ୍ଷ୍ଣ; ଜନବୃନ୍ଦ ତୁମ୍ଭ ତଳେ ପଡ଼ନ୍ତି;ତାହାସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ। 6 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ;ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ। 7 ତୁମ୍ଭେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ;ଏହେତୁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, ତୁମ୍ଭର ମିତ୍ରଗଣ ଅପେକ୍ଷାତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। 8 ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ, ଅଗୁରୁ ଓ ଦାରୁଚିନିରେ ସୁବାସମୟ;ହସ୍ତୀଦନ୍ତନିର୍ମିତ ଅଟ୍ଟାଳିକାସମୂହରୁ ତାରଯୁକ୍ତବାଦ୍ୟଯନ୍ତ୍ରସବୁ ତୁମ୍ଭକୁ ଆନନ୍ଦିତ କରିଅଛି। 9 ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ ଅଛନ୍ତି;ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ ଉଭା ହୁଅନ୍ତି। 10 ଆଗୋ କନ୍ୟେ, ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର;ତୁମ୍ଭ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର; 11 ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ।କାରଣ ସେ ତୁମ୍ଭର ପ୍ରଭୁ; ତୁମ୍ଭେ ତାହାଙ୍କୁ ପ୍ରଣାମ କର। 12 ପୁଣି, ସୋରର କନ୍ୟା ଭେଟି ନେଇ ସେଠାରେ ଉପସ୍ଥିତ ହେବ;ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତି କରିବେ। 13 ଅନ୍ତଃପୁରରେ ରାଜକୁମାରୀ ସର୍ବତୋଭାବେ ସୁଶୋଭିତା;ତାଙ୍କର ବସ୍ତ୍ର ସୁବର୍ଣ୍ଣସୂତ୍ର ନିର୍ମିତ। 14 ସେ ସୂଚୀଶିଳ୍ପିତ-ବସ୍ତ୍ରରେ ରାଜାଙ୍କ ନିକଟକୁ ଅଣାଯିବେ;ତାଙ୍କର ପଶ୍ଚାଦ୍ବର୍ତ୍ତିନୀ ସହଚରୀ କୁମାରୀଗଣତୁମ୍ଭ ନିକଟକୁ ଅଣାଯିବେ। 15 ସେମାନେ ଆନନ୍ଦ ଓ ଉଲ୍ଲାସରେ ଅଣାଯିବେ;ସେମାନେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ; 16 ତୁମ୍ଭ ପିତୃଗଣ ପରିବର୍ତ୍ତରେ ତୁମ୍ଭ ସନ୍ତାନଗଣ ରହିବେ,ତୁମ୍ଭେ ସେମାନଙ୍କୁ ସମୁଦାୟ ପୃଥିବୀରେ ଅଧିପତି କରିବ। 17 ମୁଁ ସକଳ ପିଢ଼ିରେ ତୁମ୍ଭ ନାମ ସ୍ମରଣ କରାଇବି;ଏହେତୁ ଗୋଷ୍ଠୀସମୂହ ଅନନ୍ତକାଳ ତୁମ୍ଭର ପ୍ରଶଂସା କରିବେ।
In Other Versions
Psalms 45 in the ANGEFD
Psalms 45 in the ANTPNG2D
Psalms 45 in the AS21
Psalms 45 in the BAGH
Psalms 45 in the BBPNG
Psalms 45 in the BBT1E
Psalms 45 in the BDS
Psalms 45 in the BEV
Psalms 45 in the BHAD
Psalms 45 in the BIB
Psalms 45 in the BLPT
Psalms 45 in the BNT
Psalms 45 in the BNTABOOT
Psalms 45 in the BNTLV
Psalms 45 in the BOATCB
Psalms 45 in the BOATCB2
Psalms 45 in the BOBCV
Psalms 45 in the BOCNT
Psalms 45 in the BOECS
Psalms 45 in the BOGWICC
Psalms 45 in the BOHCB
Psalms 45 in the BOHCV
Psalms 45 in the BOHLNT
Psalms 45 in the BOHNTLTAL
Psalms 45 in the BOICB
Psalms 45 in the BOILNTAP
Psalms 45 in the BOITCV
Psalms 45 in the BOKCV
Psalms 45 in the BOKCV2
Psalms 45 in the BOKHWOG
Psalms 45 in the BOKSSV
Psalms 45 in the BOLCB
Psalms 45 in the BOLCB2
Psalms 45 in the BOMCV
Psalms 45 in the BONAV
Psalms 45 in the BONCB
Psalms 45 in the BONLT
Psalms 45 in the BONUT2
Psalms 45 in the BOPLNT
Psalms 45 in the BOSCB
Psalms 45 in the BOSNC
Psalms 45 in the BOTLNT
Psalms 45 in the BOVCB
Psalms 45 in the BOYCB
Psalms 45 in the BPBB
Psalms 45 in the BPH
Psalms 45 in the BSB
Psalms 45 in the CCB
Psalms 45 in the CUV
Psalms 45 in the CUVS
Psalms 45 in the DBT
Psalms 45 in the DGDNT
Psalms 45 in the DHNT
Psalms 45 in the DNT
Psalms 45 in the ELBE
Psalms 45 in the EMTV
Psalms 45 in the ESV
Psalms 45 in the FBV
Psalms 45 in the FEB
Psalms 45 in the GGMNT
Psalms 45 in the GNT
Psalms 45 in the HARY
Psalms 45 in the HNT
Psalms 45 in the IRVA
Psalms 45 in the IRVB
Psalms 45 in the IRVG
Psalms 45 in the IRVH
Psalms 45 in the IRVK
Psalms 45 in the IRVM
Psalms 45 in the IRVM2
Psalms 45 in the IRVP
Psalms 45 in the IRVT
Psalms 45 in the IRVT2
Psalms 45 in the IRVU
Psalms 45 in the ISVN
Psalms 45 in the JSNT
Psalms 45 in the KAPI
Psalms 45 in the KBT1ETNIK
Psalms 45 in the KBV
Psalms 45 in the KJV
Psalms 45 in the KNFD
Psalms 45 in the LBA
Psalms 45 in the LBLA
Psalms 45 in the LNT
Psalms 45 in the LSV
Psalms 45 in the MAAL
Psalms 45 in the MBV
Psalms 45 in the MBV2
Psalms 45 in the MHNT
Psalms 45 in the MKNFD
Psalms 45 in the MNG
Psalms 45 in the MNT
Psalms 45 in the MNT2
Psalms 45 in the MRS1T
Psalms 45 in the NAA
Psalms 45 in the NASB
Psalms 45 in the NBLA
Psalms 45 in the NBS
Psalms 45 in the NBVTP
Psalms 45 in the NET2
Psalms 45 in the NIV11
Psalms 45 in the NNT
Psalms 45 in the NNT2
Psalms 45 in the NNT3
Psalms 45 in the PDDPT
Psalms 45 in the PFNT
Psalms 45 in the RMNT
Psalms 45 in the SBIAS
Psalms 45 in the SBIBS
Psalms 45 in the SBIBS2
Psalms 45 in the SBICS
Psalms 45 in the SBIDS
Psalms 45 in the SBIGS
Psalms 45 in the SBIHS
Psalms 45 in the SBIIS
Psalms 45 in the SBIIS2
Psalms 45 in the SBIIS3
Psalms 45 in the SBIKS
Psalms 45 in the SBIKS2
Psalms 45 in the SBIMS
Psalms 45 in the SBIOS
Psalms 45 in the SBIPS
Psalms 45 in the SBISS
Psalms 45 in the SBITS
Psalms 45 in the SBITS2
Psalms 45 in the SBITS3
Psalms 45 in the SBITS4
Psalms 45 in the SBIUS
Psalms 45 in the SBIVS
Psalms 45 in the SBT
Psalms 45 in the SBT1E
Psalms 45 in the SCHL
Psalms 45 in the SNT
Psalms 45 in the SUSU
Psalms 45 in the SUSU2
Psalms 45 in the SYNO
Psalms 45 in the TBIAOTANT
Psalms 45 in the TBT1E
Psalms 45 in the TBT1E2
Psalms 45 in the TFTIP
Psalms 45 in the TFTU
Psalms 45 in the TGNTATF3T
Psalms 45 in the THAI
Psalms 45 in the TNFD
Psalms 45 in the TNT
Psalms 45 in the TNTIK
Psalms 45 in the TNTIL
Psalms 45 in the TNTIN
Psalms 45 in the TNTIP
Psalms 45 in the TNTIZ
Psalms 45 in the TOMA
Psalms 45 in the TTENT
Psalms 45 in the UBG
Psalms 45 in the UGV
Psalms 45 in the UGV2
Psalms 45 in the UGV3
Psalms 45 in the VBL
Psalms 45 in the VDCC
Psalms 45 in the YALU
Psalms 45 in the YAPE
Psalms 45 in the YBVTP
Psalms 45 in the ZBP