Psalms 50 (IRVO)

undefined ଆସଫର ଗୀତ। 1 ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର କଥା କହିଅଛନ୍ତିଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି। 2 ସୌନ୍ଦର୍ଯ୍ୟର ସିଦ୍ଧି ସ୍ୱରୂପ ସିୟୋନଠାରୁପରମେଶ୍ୱର ପ୍ରକାଶିତ ହୋଇଅଛନ୍ତି। 3 ଆମ୍ଭମାନଙ୍କର ପରମେଶ୍ୱର ଆସିବେ ଓ ନୀରବ ରହିବେ ନାହିଁ;ତାହାଙ୍କ ସମ୍ମୁଖରେ ଅଗ୍ନି ଗ୍ରାସ କରିବଓ ତାହାଙ୍କ ଚତୁର୍ଦ୍ଦିଗ ଅତ୍ୟନ୍ତ ଝଡ଼ମୟ ହେବ। 4 ସେ ଆପଣା ଲୋକଙ୍କୁ ବିଚାର କରିବା ନିମନ୍ତେଉପରିସ୍ଥ ସ୍ୱର୍ଗକୁ ଓ ପୃଥିବୀକୁ ଡାକିବେ; 5 “ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମକରିଅଛନ୍ତି, ଆମର ସେହି ସଦ୍‍ଭକ୍ତଗଣଙ୍କୁ ଆମ୍ଭ ନିକଟରେ ଏକତ୍ର କର।” 6 ପୁଣି, ସ୍ୱର୍ଗ ତାହାଙ୍କର ଧର୍ମ ପ୍ରକାଶ କରିବ;କାରଣ ପରମେଶ୍ୱର ସ୍ୱୟଂ ବିଚାରକର୍ତ୍ତା। [ସେଲା] 7 “ହେ ଆମ୍ଭର ଲୋକମାନେ, ଶୁଣ, ଆମ୍ଭେ କଥା କହିବା;ହେ ଇସ୍ରାଏଲ ଶୁଣ, ଆମ୍ଭେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେବା;ଆମ୍ଭେ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର, 8 ଆମ୍ଭେ ତୁମ୍ଭର ସବୁ ହୋମବଳି ସକାଶୁ ତୁମ୍ଭକୁ ଭର୍ତ୍ସନା କରିବା ନାହିଁ;ଆଉ, ତୁମ୍ଭର ହୋମବଳିସବୁ ନିତ୍ୟ ଆମ୍ଭ ସମ୍ମୁଖରେ ଅଛି। 9 ଆମ୍ଭେ ତୁମ୍ଭ ଗୃହରୁ କୌଣସି ବୃଷକିମ୍ବା ତୁମ୍ଭ ଖୁଆଡ଼ରୁ ଛାଗର ବଳିଦାନ ନେବା ନାହିଁ। 10 କାରଣ ବନସ୍ଥ ପ୍ରତ୍ୟେକ ଜନ୍ତୁଓ ସହସ୍ର ସହସ୍ର ପର୍ବତସ୍ଥ ପଶୁ ଆମ୍ଭର। 11 ଆମ୍ଭେ ପର୍ବତମାନର ସମସ୍ତ ପକ୍ଷୀକୁ ଜାଣୁଓ ବିଲର ପଶୁସବୁ ଆମ୍ଭର। 12 ଆମ୍ଭେ କ୍ଷୁଧିତ ହେଲେ, ତୁମ୍ଭକୁ ଜଣାଇବା ନାହିଁ;କାରଣ ଜଗତ ଓ ତହିଁର ପୂର୍ଣ୍ଣତା ଆମ୍ଭର। 13 ଆମ୍ଭେ କʼଣ ବୃଷମାଂସ ଭୋଜନ କରିବା,ଅବା ଛାଗରକ୍ତ ପାନ କରିବା? 14 ତୁମ୍ଭେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦରୂପ ବଳି ଉତ୍ସର୍ଗ କରଓ ସର୍ବୋପରିସ୍ଥଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କର; 15 ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ;ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।” 16 ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି,“ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ,ତୁମ୍ଭର କି ଅଧିକାର? 17 କାରଣ ତୁମ୍ଭେ ଶିକ୍ଷା ଘୃଣା କରୁଅଛଓ ଆମ୍ଭ ବାକ୍ୟ ଆପଣା ପଛେ ପକାଇ ଦେଉଅଛ। 18 ଚୋରକୁ ଦେଖିଲେ, ତୁମ୍ଭେ ତାହା ସଙ୍ଗେ ସମ୍ମତ ହୋଇଅଛଓ ବ୍ୟଭିଚାରୀମାନଙ୍କର ସହଭାଗୀ ହୋଇଅଛ। 19 ତୁମ୍ଭେ ମନ୍ଦ ବିଷୟରେ ଆପଣା ମୁଖ ବଢ଼ାଉଅଛଓ ତୁମ୍ଭର ଜିହ୍ୱା ପ୍ରବଞ୍ଚନା କଳ୍ପନା କରେ। 20 ତୁମ୍ଭେ ଆପଣା ଭାଇ ବିରୁଦ୍ଧରେ ବସି କଥା କହୁଅଛ;ତୁମ୍ଭେ ଆପଣା ମାତୃପୁତ୍ରର ନିନ୍ଦା କରୁଅଛ। 21 ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ ହୋଇ ରହିଅଛୁ;ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ;ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା।” 22 “ହେ ପରମେଶ୍ୱରଙ୍କୁ ପାସୋରିବା ଲୋକମାନେ, ତୁମ୍ଭେମାନେ ଏହା ବିବେଚନା କର,ନୋହିଲେ ଆମ୍ଭେ ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରିବା,ପୁଣି, ଉଦ୍ଧାର କରିବାକୁ କେହି ନ ଥିବ। 23 ଯେଉଁ ଜନ ଧନ୍ୟବାଦରୂପ ବଳି ଉତ୍ସର୍ଗ କରେ, ସେ ଆମ୍ଭକୁ ଗୌରବ ଦିଏ;ଯେଉଁ ଜନ ଆପଣା ଗତି ସରଳ କରେ,ତାହାକୁ ଆମ୍ଭେ ପରମେଶ୍ୱରଙ୍କ ପରିତ୍ରାଣ ଦେଖାଇବା।”

In Other Versions

Psalms 50 in the ANGEFD

Psalms 50 in the ANTPNG2D

Psalms 50 in the AS21

Psalms 50 in the BAGH

Psalms 50 in the BBPNG

Psalms 50 in the BBT1E

Psalms 50 in the BDS

Psalms 50 in the BEV

Psalms 50 in the BHAD

Psalms 50 in the BIB

Psalms 50 in the BLPT

Psalms 50 in the BNT

Psalms 50 in the BNTABOOT

Psalms 50 in the BNTLV

Psalms 50 in the BOATCB

Psalms 50 in the BOATCB2

Psalms 50 in the BOBCV

Psalms 50 in the BOCNT

Psalms 50 in the BOECS

Psalms 50 in the BOGWICC

Psalms 50 in the BOHCB

Psalms 50 in the BOHCV

Psalms 50 in the BOHLNT

Psalms 50 in the BOHNTLTAL

Psalms 50 in the BOICB

Psalms 50 in the BOILNTAP

Psalms 50 in the BOITCV

Psalms 50 in the BOKCV

Psalms 50 in the BOKCV2

Psalms 50 in the BOKHWOG

Psalms 50 in the BOKSSV

Psalms 50 in the BOLCB

Psalms 50 in the BOLCB2

Psalms 50 in the BOMCV

Psalms 50 in the BONAV

Psalms 50 in the BONCB

Psalms 50 in the BONLT

Psalms 50 in the BONUT2

Psalms 50 in the BOPLNT

Psalms 50 in the BOSCB

Psalms 50 in the BOSNC

Psalms 50 in the BOTLNT

Psalms 50 in the BOVCB

Psalms 50 in the BOYCB

Psalms 50 in the BPBB

Psalms 50 in the BPH

Psalms 50 in the BSB

Psalms 50 in the CCB

Psalms 50 in the CUV

Psalms 50 in the CUVS

Psalms 50 in the DBT

Psalms 50 in the DGDNT

Psalms 50 in the DHNT

Psalms 50 in the DNT

Psalms 50 in the ELBE

Psalms 50 in the EMTV

Psalms 50 in the ESV

Psalms 50 in the FBV

Psalms 50 in the FEB

Psalms 50 in the GGMNT

Psalms 50 in the GNT

Psalms 50 in the HARY

Psalms 50 in the HNT

Psalms 50 in the IRVA

Psalms 50 in the IRVB

Psalms 50 in the IRVG

Psalms 50 in the IRVH

Psalms 50 in the IRVK

Psalms 50 in the IRVM

Psalms 50 in the IRVM2

Psalms 50 in the IRVP

Psalms 50 in the IRVT

Psalms 50 in the IRVT2

Psalms 50 in the IRVU

Psalms 50 in the ISVN

Psalms 50 in the JSNT

Psalms 50 in the KAPI

Psalms 50 in the KBT1ETNIK

Psalms 50 in the KBV

Psalms 50 in the KJV

Psalms 50 in the KNFD

Psalms 50 in the LBA

Psalms 50 in the LBLA

Psalms 50 in the LNT

Psalms 50 in the LSV

Psalms 50 in the MAAL

Psalms 50 in the MBV

Psalms 50 in the MBV2

Psalms 50 in the MHNT

Psalms 50 in the MKNFD

Psalms 50 in the MNG

Psalms 50 in the MNT

Psalms 50 in the MNT2

Psalms 50 in the MRS1T

Psalms 50 in the NAA

Psalms 50 in the NASB

Psalms 50 in the NBLA

Psalms 50 in the NBS

Psalms 50 in the NBVTP

Psalms 50 in the NET2

Psalms 50 in the NIV11

Psalms 50 in the NNT

Psalms 50 in the NNT2

Psalms 50 in the NNT3

Psalms 50 in the PDDPT

Psalms 50 in the PFNT

Psalms 50 in the RMNT

Psalms 50 in the SBIAS

Psalms 50 in the SBIBS

Psalms 50 in the SBIBS2

Psalms 50 in the SBICS

Psalms 50 in the SBIDS

Psalms 50 in the SBIGS

Psalms 50 in the SBIHS

Psalms 50 in the SBIIS

Psalms 50 in the SBIIS2

Psalms 50 in the SBIIS3

Psalms 50 in the SBIKS

Psalms 50 in the SBIKS2

Psalms 50 in the SBIMS

Psalms 50 in the SBIOS

Psalms 50 in the SBIPS

Psalms 50 in the SBISS

Psalms 50 in the SBITS

Psalms 50 in the SBITS2

Psalms 50 in the SBITS3

Psalms 50 in the SBITS4

Psalms 50 in the SBIUS

Psalms 50 in the SBIVS

Psalms 50 in the SBT

Psalms 50 in the SBT1E

Psalms 50 in the SCHL

Psalms 50 in the SNT

Psalms 50 in the SUSU

Psalms 50 in the SUSU2

Psalms 50 in the SYNO

Psalms 50 in the TBIAOTANT

Psalms 50 in the TBT1E

Psalms 50 in the TBT1E2

Psalms 50 in the TFTIP

Psalms 50 in the TFTU

Psalms 50 in the TGNTATF3T

Psalms 50 in the THAI

Psalms 50 in the TNFD

Psalms 50 in the TNT

Psalms 50 in the TNTIK

Psalms 50 in the TNTIL

Psalms 50 in the TNTIN

Psalms 50 in the TNTIP

Psalms 50 in the TNTIZ

Psalms 50 in the TOMA

Psalms 50 in the TTENT

Psalms 50 in the UBG

Psalms 50 in the UGV

Psalms 50 in the UGV2

Psalms 50 in the UGV3

Psalms 50 in the VBL

Psalms 50 in the VDCC

Psalms 50 in the YALU

Psalms 50 in the YAPE

Psalms 50 in the YBVTP

Psalms 50 in the ZBP