Psalms 73 (IRVO)
undefined ଆସଫର ଗୀତ। 1 ପରମେଶ୍ୱର ଇସ୍ରାଏଲ ପ୍ରତି,ନିର୍ମଳାନ୍ତଃକରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି। 2 ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା;ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା। 3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖିଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି। 4 ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ;ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ। 5 ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ;କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ। 6 ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ୱରୂପ ହୁଏ;ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ। 7 ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ;ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି। 8 ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି;ସେମାନେ ଦମ୍ଭ କଥା କହନ୍ତି। 9 ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତିଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ। 10 ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି;ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ୱାରା ନିଗିଡ଼ାଯାଏ। 11 ଆଉ, ସେମାନେ କହନ୍ତି, “ପରମେଶ୍ୱର କିପରି ଜାଣିବେ?ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି?” 12 ଦେଖ, ଏମାନେ ଦୁଷ୍ଟ ଲୋକ;ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି। 13 ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛିଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି; 14 କାରଣ ମୁଁ ଦିନସାରା ଆଘାତଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି। 15 “ଏରୂପ କହିବି” ବୋଲି ଯଦି ମୁଁ କହିଥାʼନ୍ତିତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ୱାସଘାତକତା କରିଥାʼନ୍ତି। 16 ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେମୋʼ ପ୍ରତି ତାହା ଅତି କଷ୍ଟକର ହେଲା; 17 ଶେଷରେ ମୁଁ ପରମେଶ୍ୱରଙ୍କ ଧର୍ମଧାମକୁ ଗଲିଓ ସେମାନଙ୍କର ଶେଷ ଫଳ ବିବେଚନା କଲି। 18 ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ;ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ। 19 ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି!ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି। 20 ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ୱପ୍ନ,ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକୁ ତୁଚ୍ଛଜ୍ଞାନ କରିବ। 21 ମୋହର ହୃଦୟ ଦୁଃଖିତ ହୋଇଥିଲାଓ ମୋହର ମର୍ମ ବିଦ୍ଧ ହୋଇଥିଲା। 22 ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ,ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି। 23 ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି;ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ। 24 ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ। 25 ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି?ଓ ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ। 26 ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି;ମାତ୍ର ପରମେଶ୍ୱର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି। 27 କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ;ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ। 28 ମାତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ;ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ୱରୂପ କରିଅଛି।
In Other Versions
Psalms 73 in the ANGEFD
Psalms 73 in the ANTPNG2D
Psalms 73 in the AS21
Psalms 73 in the BAGH
Psalms 73 in the BBPNG
Psalms 73 in the BBT1E
Psalms 73 in the BDS
Psalms 73 in the BEV
Psalms 73 in the BHAD
Psalms 73 in the BIB
Psalms 73 in the BLPT
Psalms 73 in the BNT
Psalms 73 in the BNTABOOT
Psalms 73 in the BNTLV
Psalms 73 in the BOATCB
Psalms 73 in the BOATCB2
Psalms 73 in the BOBCV
Psalms 73 in the BOCNT
Psalms 73 in the BOECS
Psalms 73 in the BOGWICC
Psalms 73 in the BOHCB
Psalms 73 in the BOHCV
Psalms 73 in the BOHLNT
Psalms 73 in the BOHNTLTAL
Psalms 73 in the BOICB
Psalms 73 in the BOILNTAP
Psalms 73 in the BOITCV
Psalms 73 in the BOKCV
Psalms 73 in the BOKCV2
Psalms 73 in the BOKHWOG
Psalms 73 in the BOKSSV
Psalms 73 in the BOLCB
Psalms 73 in the BOLCB2
Psalms 73 in the BOMCV
Psalms 73 in the BONAV
Psalms 73 in the BONCB
Psalms 73 in the BONLT
Psalms 73 in the BONUT2
Psalms 73 in the BOPLNT
Psalms 73 in the BOSCB
Psalms 73 in the BOSNC
Psalms 73 in the BOTLNT
Psalms 73 in the BOVCB
Psalms 73 in the BOYCB
Psalms 73 in the BPBB
Psalms 73 in the BPH
Psalms 73 in the BSB
Psalms 73 in the CCB
Psalms 73 in the CUV
Psalms 73 in the CUVS
Psalms 73 in the DBT
Psalms 73 in the DGDNT
Psalms 73 in the DHNT
Psalms 73 in the DNT
Psalms 73 in the ELBE
Psalms 73 in the EMTV
Psalms 73 in the ESV
Psalms 73 in the FBV
Psalms 73 in the FEB
Psalms 73 in the GGMNT
Psalms 73 in the GNT
Psalms 73 in the HARY
Psalms 73 in the HNT
Psalms 73 in the IRVA
Psalms 73 in the IRVB
Psalms 73 in the IRVG
Psalms 73 in the IRVH
Psalms 73 in the IRVK
Psalms 73 in the IRVM
Psalms 73 in the IRVM2
Psalms 73 in the IRVP
Psalms 73 in the IRVT
Psalms 73 in the IRVT2
Psalms 73 in the IRVU
Psalms 73 in the ISVN
Psalms 73 in the JSNT
Psalms 73 in the KAPI
Psalms 73 in the KBT1ETNIK
Psalms 73 in the KBV
Psalms 73 in the KJV
Psalms 73 in the KNFD
Psalms 73 in the LBA
Psalms 73 in the LBLA
Psalms 73 in the LNT
Psalms 73 in the LSV
Psalms 73 in the MAAL
Psalms 73 in the MBV
Psalms 73 in the MBV2
Psalms 73 in the MHNT
Psalms 73 in the MKNFD
Psalms 73 in the MNG
Psalms 73 in the MNT
Psalms 73 in the MNT2
Psalms 73 in the MRS1T
Psalms 73 in the NAA
Psalms 73 in the NASB
Psalms 73 in the NBLA
Psalms 73 in the NBS
Psalms 73 in the NBVTP
Psalms 73 in the NET2
Psalms 73 in the NIV11
Psalms 73 in the NNT
Psalms 73 in the NNT2
Psalms 73 in the NNT3
Psalms 73 in the PDDPT
Psalms 73 in the PFNT
Psalms 73 in the RMNT
Psalms 73 in the SBIAS
Psalms 73 in the SBIBS
Psalms 73 in the SBIBS2
Psalms 73 in the SBICS
Psalms 73 in the SBIDS
Psalms 73 in the SBIGS
Psalms 73 in the SBIHS
Psalms 73 in the SBIIS
Psalms 73 in the SBIIS2
Psalms 73 in the SBIIS3
Psalms 73 in the SBIKS
Psalms 73 in the SBIKS2
Psalms 73 in the SBIMS
Psalms 73 in the SBIOS
Psalms 73 in the SBIPS
Psalms 73 in the SBISS
Psalms 73 in the SBITS
Psalms 73 in the SBITS2
Psalms 73 in the SBITS3
Psalms 73 in the SBITS4
Psalms 73 in the SBIUS
Psalms 73 in the SBIVS
Psalms 73 in the SBT
Psalms 73 in the SBT1E
Psalms 73 in the SCHL
Psalms 73 in the SNT
Psalms 73 in the SUSU
Psalms 73 in the SUSU2
Psalms 73 in the SYNO
Psalms 73 in the TBIAOTANT
Psalms 73 in the TBT1E
Psalms 73 in the TBT1E2
Psalms 73 in the TFTIP
Psalms 73 in the TFTU
Psalms 73 in the TGNTATF3T
Psalms 73 in the THAI
Psalms 73 in the TNFD
Psalms 73 in the TNT
Psalms 73 in the TNTIK
Psalms 73 in the TNTIL
Psalms 73 in the TNTIN
Psalms 73 in the TNTIP
Psalms 73 in the TNTIZ
Psalms 73 in the TOMA
Psalms 73 in the TTENT
Psalms 73 in the UBG
Psalms 73 in the UGV
Psalms 73 in the UGV2
Psalms 73 in the UGV3
Psalms 73 in the VBL
Psalms 73 in the VDCC
Psalms 73 in the YALU
Psalms 73 in the YAPE
Psalms 73 in the YBVTP
Psalms 73 in the ZBP