2 Corinthians 10 (SNT)
1 ମୁଇ ପାଉଲ୍ ତମ୍କେ ବାବୁଜିଆ କଲିନି, ମୁଇ ତମର୍ ସଙ୍ଗ୍ ରଇଲାବେଲେ, ତମ୍କେ ଲାଗ୍ବାକେ ଡର୍ସି ବଲି କେତେଲକ୍ କଇଲାଇନି । ମାତର୍ ଲେକ୍ବାକେ ସାଆସ୍ ଅଇକରି ବାଦ୍ଲାପାରା ଲେକ୍ଲାନି ବଲି କଇଲାଇନି । ଆମେ କିରିସ୍ଟର୍ ସଙ୍ଗ୍ ଗାଲୁନି, ଜେ କି ବେସି ସୁଆଲ୍ ଆରି ଦରମ୍ । ସେଟା ନେଇକରି ବାବୁଜିଆ କଲିନି । 2 ମୁଇ ତେନେ ଆଇଲାବେଲେ ତମର୍ ଚଲାଚଲ୍ତି ନିକ ଅଇରଅ । ଜେନ୍ତାରି କି ମୁଇ ତମ୍କେ ଲାଗ୍ବାକେ ନ ପଡେ । ମାତର୍ ଜନ୍ ଲକ୍ମନ୍ ଏ ଜଗତର୍ ଲକ୍ ପାରା ନିଜର୍ ମନ୍ କଲା ଇସାବେ ଗାଲାଇନି ବଲି ଆମର୍ ବିସଇନେଇ କଇଲାଇନି, ସେମନ୍କେ ଲାଗ୍ବାକେ ମୁଇ ନ ଡରି । 3 ଆମେ ଏ ଜଗତେ ବଁଚ୍ଲୁନି ଏଟା ସତ୍, ମାତର୍ ଲକ୍ମନର୍ ଗିଆନ୍ ସଙ୍ଗ୍ ଜୁଜିକରି ରଉନାଇ । 4 ଜନ୍ ଆତ୍ ଆତିଆର୍ ସଙ୍ଗ୍ ଆମେ ଜୁଜ୍ଲୁନି, ସେଟା ଲକ୍ମନର୍ଟାନେଅନି ଆସେନାଇ, ମାତର୍ ସେଟା ବେସି ବପୁର୍ ସଙ୍ଗ୍ ରଇବା ପର୍ମେସରର୍ ଟାନେଅନି ଆଇସି । ଏ ବପୁ ସଙ୍ଗ୍ ପର୍ମେସରର୍ ବିରୁଦେ ତାର୍ ସତ୍ରୁମନ୍ ଉଟାଇରଇବା ଡାଁଟର୍ କତି ଜାକ ଆରି ଲକ୍ମନର୍ ମନ୍ ବିତ୍ରେ ଦଦାପେଲା ଅଇବା ଚିନ୍ତା ସବୁ ଆମେ ଆରାଇପାର୍ବୁ । 5 ବଡ୍ପନ୍ ଅଇବା ଲକ୍ମନ୍ ପର୍ମେସରର୍ ବିରୁଦେ ନିଜ୍କେ ଉଟାଇବାଟା ଆରି ଜେତ୍କି ସବୁ ଚିନ୍ତା ପର୍ମେସରର୍ ଗିଆନ୍ ଉପ୍ରେ ଉଟ୍ସି, ସେଟା ସବୁ ଜାକ ଆମେ ବାନ୍ଦିକରି କିରିସ୍ଟକେ ମାନତ୍ ବଲି ସର୍ପାଇବୁ । 6 ତମେ କିରିସ୍ଟର୍ ଆଦେସ୍ ସବୁ ମାନ୍ଲାଟା ଦେକାଇଲା ପଚେ, ତେଇ ରଇବା ଜେତ୍କି ସବୁ ବିସ୍ବାସିମନ୍, ଜନ୍ଲକ୍ମନ୍ କି ତାର୍ ଆଦେସ୍ ମାନ୍ବାକେ ମନ୍ କରତ୍ ନାଇ, ସେମନ୍କେ ଡଣ୍ଡ୍ ଦେବାକେ ଆମେ ଜାଗ୍ରତ୍ ଅଇକରି ରଇବୁ । 7 ତମେ ଲକ୍ମନର୍ ବାଇରର୍ ବିସଇ ଦେକ୍ଲାସ୍ନି । କାଇକେବଇଲେ ତମର୍ ବିତ୍ରେ କେତେଲକ୍ ବୁଲ୍ ଚିନ୍ତାକରି ଆମେସେ କିରିସ୍ଟର୍ ସତ୍ ସେବାକରୁମନ୍ ବଲି ବାବ୍ଲାଇନି । ସେମନ୍ ଆରିତରେକ୍ ନିଜର୍ ବିସଇ ଚିନ୍ତାକରି ଦେକ୍ବାର୍ ଆଚେ । କାଇକେବଇଲେ ସେମନ୍ ଜେନ୍ତାରି ଆଚତ୍ ଆମେ ମିସା ସେନ୍ତାରି କିରିସ୍ଟର୍ ସତ୍ ଦାସ୍ । 8 ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି । 9 ଏ ଚିଟି ଲେକିକରି ମୁଇ ତମ୍କେ ଡରାଇବାକେ ମନ୍ କରିନାଇ । 10 ମାତର୍ ତମ୍କେ ଲେକ୍ଲାବେଲେ ଦମ୍କାଇ କରି ଲେକ୍ଲିନି ବଲି କେତେଲକ୍ କଇଲାଇନି । ମାତର୍ ତମର୍ ସଙ୍ଗ୍ ରଇଲାବେଲେ ମୁଇ ଦୁର୍ବଲ୍ ଅଇକରି ମର୍ କଇଲା ପଦ୍ କାଇ ମୁଲିଅ ନାଇ ପାରା ରଇଲା । 11 ଜନ୍ ଲକ୍ମନ୍ ଏନ୍ତାରି କାତା ଅଇବାଇ, ଚିଟିଟାନେ ଆମେ ଜନ୍ ବିସଇ ଲେକିଆଚୁ, ତେଇ ଆଇଲେ, ସମାନ୍ ବିସଇସେ କର୍ବୁ ବଲି ସେମନ୍ ଜାନ୍ବାର୍ ଆଚେ । 12 ଜନ୍ଲକ୍ମନ୍ ଆମେ ନିଜେ ବଡ୍ଲକ୍ ବଲି ବାବିଅଇଲାଇନି, ସେମନର୍ ସଙ୍ଗ୍ ସମାନ୍ ଅଇବାକେ ଆମେ ମନ୍ କରୁନାଇ । ସେମନ୍ ସବୁର୍ଟାନେ ଅନି ଆମେ ଆକା ଜାନିଆଚୁ ବଲି ବୁଲ୍ ଚିନ୍ତା କଲାଇନି । ସେମନ୍ ସତଇସେ ବକୁଆ । ନିଜ୍କେ ନାପ୍ବାକେ, ନାପି ଅଇବାଟା ନିଜେ ତିଆର୍ କଲାଇନି । ନିଜ୍କେ ବିଚାର୍ କର୍ବାକେ ପରିକା ନିଜେ ତିଆର୍ କଲାଇନି । 13 ମାତର୍ ଆମେ, ଆମର୍ କାମ୍ ବିସଇନେଇ ଅଦିକ୍ ବଡ୍ପନ୍ ଅଉନାଇ । ଆମେ ଜେତ୍କି ବଡ୍ପନ୍ ଅଇବାର୍ ଆଚେ ସେତ୍କି ବଡ୍ପନ୍ ଅଇବୁ । ପର୍ମେସର୍ ଆମ୍କେ ଜେତ୍କି କାମ୍ ଦେଲାଆଚେ, ସେତ୍କି କାମେ, ଆମେ ବଡ୍ପନ୍ ଅଇବୁ । ଆରି ତମର୍ ବିତ୍ରେ ଆମେ କର୍ବା କାମ୍ ମିସା ତେଇ ମିସ୍ଲା ଆଚେ । 14 ପର୍ମେସର୍ ଆମ୍କେ ଦେଇରଇବା କାମେ ତମେ ମିସ୍ଲାର୍ପାଇ କିରିସ୍ଟର୍ ସୁବ୍କବର୍ ନେଇକରି ଆଇଲାବେଲେ, ପର୍ମେସର୍ ଆମ୍କେ ଦେଲା କାମେଅନି ବାଇରେ ଜାଏ ନାଇ । 15 ତେବର୍ପାଇ ବିନ୍ ଲକର୍ କାମ୍ କଲାଟା ନେଇକରି ଆମେ ନିଜେ ଡାକ୍ପୁଟା ଅଉନାଇ । ସେ କାମ୍ କର୍ବାକେ ପର୍ମେସର୍ ଆମ୍କେ ଦେଏ ନାଇ । ମାତର୍ ତମର୍ ବିସ୍ବାସ୍ ଡାଟ୍ ଅ ବଲି ଆମେ ମନ୍ କଲୁନି । ଜେନ୍ତିକି ତମର୍ ଜାଗାଇ ଆମେ କର୍ବା କାମ୍ ଅଦିକ୍ ଅଦିକ୍ ଅଇସି । କାଇକେବଇଲେ ପର୍ମେସର୍ ଆମ୍କେ ଦେଇରଇବା କାମେଅନି ଅଦିକ୍ କର୍ବାକେ ଆମେ ମନ୍ କରୁନାଇ । 16 ସେନ୍ତାର୍ଆଲେ ଆମେ ଜାଇକରି କିରିସ୍ଟର୍ ସୁବ୍କବର୍ ତମର୍ ଜାଗାଇ ଅନି ତେନ୍କର୍ ଜାଗା ମନ୍କେ ଜାନାଇବୁ । କାଇକେବଇଲେ ଆମ୍କେ ଦେଇରଇବା କାମେସେ ଆମେ ବଡ୍ପନ୍ ଅଇବୁ ବଲି ମନ୍ କଲୁନି । ବିନ୍ ଲକ୍ କରିରଇବା କାମ୍ଟାନେ ବଡ୍ପନ୍ ନ ଅଉଁ । 17 ସାସ୍ତର୍ କଇଲାପାରା “ଜେ ବଡ୍ପନ୍ ଅଇବାକେ ମନ୍ କଲାନି, ସେ ମାପ୍ରୁ କଲା କାମେସେ ବଡ୍ପନ୍ ଅଇବାର୍ ଆଚେ ।” 18 କାଇକେ ବଇଲେ ଗଟେକ୍ ଲକ୍ ନିଜେ ବଲ୍ ବଲାଇଅଇଲେ, ମାପ୍ରୁ ତାକେ ଅଦିକାର୍ ନ ଦେଏ । ମାତର୍ ମାପ୍ରୁ ଦେକ୍ବା ଇସାବେ ଜେ ନିକ, ସେ ତାର୍ ନିଜର୍ ଲକ୍ ଅଇସି ।
In Other Versions
2 Corinthians 10 in the ANGEFD
2 Corinthians 10 in the ANTPNG2D
2 Corinthians 10 in the BNTABOOT
2 Corinthians 10 in the BOATCB
2 Corinthians 10 in the BOATCB2
2 Corinthians 10 in the BOGWICC
2 Corinthians 10 in the BOHLNT
2 Corinthians 10 in the BOHNTLTAL
2 Corinthians 10 in the BOILNTAP
2 Corinthians 10 in the BOITCV
2 Corinthians 10 in the BOKCV2
2 Corinthians 10 in the BOKHWOG
2 Corinthians 10 in the BOKSSV
2 Corinthians 10 in the BOLCB2
2 Corinthians 10 in the BONUT2
2 Corinthians 10 in the BOPLNT
2 Corinthians 10 in the BOTLNT
2 Corinthians 10 in the KBT1ETNIK
2 Corinthians 10 in the SBIBS2
2 Corinthians 10 in the SBIIS2
2 Corinthians 10 in the SBIIS3
2 Corinthians 10 in the SBIKS2
2 Corinthians 10 in the SBITS2
2 Corinthians 10 in the SBITS3
2 Corinthians 10 in the SBITS4
2 Corinthians 10 in the TBIAOTANT
2 Corinthians 10 in the TBT1E2