2 Corinthians 12 (SNT)

1 ସେନ୍ତାର୍‌ଆଲେ ମୁଇ ବଡ୍‌ପନ୍‌ ଅଇ କଇଲା ଟାନେ କାଇ ଲାବ୍‌ ନଇଲେ ମିସା ମୁଇ ବଡ୍‌ପନ୍‌ ଅଇ କାତା ଅଇବି । ଏବେ ମୁଇ ଦର୍‌ସନ୍‌ ବିସଇ ଆରି ମାପ୍‌ରୁ ମକେ ଜାନାଇଲା ବିସଇ ତମ୍‌କେ କଇବି । 2 ମୁଇ ଜାନିରଇବା ଗଟେକ୍‌ ବିସ୍‌ବାସି ଆଚେ । ଜାକେ କି ଚଉଦ ବରସର୍‌ ଆଗେ ସର୍‌ଗେ ନେଲାଇ । ସେ ସତ୍‌ରେ ସର୍‌ଗେ ଗାଲା କି ତାକେ ଦର୍‌ସନେ ସେ ସରଗ୍‌ ଦେକାଇଅଇଲା କି ନାଇ ବଲି ମୁଇ ନାଜାନି । ସେଟା ପର୍‌ମେସର୍‌ ସେ ଜାନେ । 3 ମାତର୍‌ ମୁଇ ଜାନିଆଚି, ତାକେ ସର୍‌ଗେ ନେଲାଇ ବଲି । ମୁଇ ଆରି ତରେକ୍‌ କଇଲିନି ସେ ସତଇସେ ତେଇ ଗାଲା କି ଦର୍‌ସନେସେ ସରଗ୍‌ ଦେକାଇ ଅଇରଇଲା, ସେଟା ମୁଇ ନାଜାନି । ସେଟା ପର୍‌ମେସର୍‌ସେ ଜାନେ । 4 ଆରି ସେ ତେଇ ରଇଲାବେଲେ ଲକର୍‌ ବାସାଇ କାତା ନ ଅଇବା ବିସଇ ସୁନ୍‌ଲା । ଜନ୍‌ଟା ମୁନୁସ୍‌ ମନର୍‌ କଇବାର୍‌ ଅଦିକାର୍‌ ନାଇ, ସେଟା ମିସା ସେ ସୁନ୍‌ଲା । 5 ଏ ଲକର୍‌ ବିସଇନେଇ ମୁଇ ବଡ୍‌ପନ୍‌ ଅଇ କାତା ଅଇବି, ମାତର୍‌ ମର୍‌ ନିଜର୍‌ ବିସଇନେଇ ବଡ୍‌ପନ୍‌ ଅଇ କାତା ନ ଅଇ । ମର୍‌ ଦୁର୍‌ବଲ୍‌ ରଇବା ବିସଇଟାନେସେ ମୁଇ ବଡ୍‌ପନ୍‌ ଅଇବି । 6 ମୁଇ ଜଦି ବଡ୍‌ପନ୍‌ ଅଇ କାତା ଅଇବାକେ ମନ୍‍ କଲେ, ସେଟା ବୁଦି ନ ରଇଲା ଲକ୍‌ ବଡ୍‌ପନ୍‌ ଅଇଲାପାରା ନ ଅଏ । ମୁଇ କଇବାଟା ସବୁ ସତ୍‌ । ମାତର୍‌ ମୁଇ ବଡ୍‌ପନ୍‌ ଅଇକରି କାତା ନ ଅଇ । କାଇକେବଇଲେ ଲକ୍‌ମନ୍‌ କେଡେବେଲେ ମିସା ମକେ ମୁଇ ଜେତ୍‌କି ଆଚି, ତାର୍‌ତେଇଅନି ଅଦିକ୍‌ ଗଟେକ୍‌ ବଡ୍‌ ଲକ୍‌ ଇସାବେ ଦେକ୍‌ବାଇ । ମୁଇ କର୍‌ବା କାମ୍‌ ଦେକିକରି ଆରି ମୁଇ କଇବା କାତା ସୁନିକରିସେ ସେମନ୍‌ ମାନ୍‌ବାଇ । 7 ମୁଇ ପର୍‌ମେସର୍‌ ଟାନେଅନି ବେସି ବଡିଆ ଦର୍‌ସନ୍‌ ପାଇଲିଆଚି ବଲିକରି ବଡ୍‌ପନ୍‌ ନ ଅଇବାକେ ପର୍‌ମେସର୍‌ ମକେ ଦୁକାଇବା ଗଟେକ୍‌ ରଗ୍‌ ଦେଲା । ଏ ରଗ୍‌ ସଇତାନର୍‌ ଦୁତ୍‌ପାରା ମାର୍‌ବାକେ ମର୍‌ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍‌ପନ୍‌ ନ ଅଇ । 8 ଏ ରଗ୍‌ ମର୍‌ଟାନେଅନି ଦାରିଜାଅ ବଲି ମୁଇ ତିନ୍‌ତର୍‌ ମାପ୍‌ରୁକେ ଗୁଆରି କଲି । 9 ମାତର୍‌ ସେ ଏନ୍ତାରି କଇଲା, “ତମ୍‌କେ ଜେତ୍‌କି ସବୁ ଲଡା ଆଚେ, ମର୍‌ ଜିବନ୍‌ ଦୁକାଇଲାଟା, ସେଟା ପୁରାପୁରୁନ୍‌ କର୍‌ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍‌ବଲ୍‌ ରଇସୁ, ସେବେଲେ ମର୍‌ ବପୁ ନିକକରି ଡିସ୍‌ସି ।” ତେବେ ମର୍‌ ଦୁର୍‌ବଲ୍‌ ବିସଇନେଇ ବଡ୍‌ପନ୍‌ ଅଇକରି କଇବାକେ ମକେ ବେସି ସାର୍‌ଦା ଲାଗ୍‌ସି । କାଇକେବଇଲେ ମୁଇ ଦୁର୍‌ବଲ୍‌ ରଇଲାବେଲେ କିରିସ୍‌ଟର୍‌ ବପୁ ମକେ ସାଇଜ କର୍‌ବାଟା ଜାନ୍‌ଲିନି । 10 ସେଟାର୍‌ ପାଇ ମକେ କିରିସ୍‌ଟର୍‌ ଲାଗି ଜେତ୍‌କି ସବୁ ଗଟ୍‌ସି, ମୁଇ ସାର୍‌ଦା ଅଇ ରଇବି । ଜେନ୍ତିକି ମର୍‌ଗାଗଡ୍‌ ଦୁର୍‌ବଲ୍‌ ରଇଲେ ମିସା, ନିନ୍ଦା ପାଇଲେ ମିସା, ଦୁକ୍‌ କସ୍‌ଟ ଅଇରଇଲେ ମିସା, ଆରି ସାଦ୍‌ବାନ୍ଦ୍‌ ଅଇ ଦୁକ୍‌ କସ୍‌ଟ ପାଇଲେ ମିସା । କାଇକେବଇଲେ ଜେଡେବେଲେ ମୁଇ ଦୁର୍‌ବଲ୍‌ ଅଇଆଚି, ସେଡ୍‌କି ବେଲେ ମୁଇ ବପୁ ଅଇଆଚି । 11 ନିଜେ ବଡ୍‌ ଅଇବାକେ ମୁଇ ବକୁଆ ଲକର୍‌ ପାରା ଅଇଲିନି । ମାତର୍‌ ମୁଇ ତମ୍‌କେ ଦସ୍‌ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍‌ମାନ୍‌ ଦେଇତାସ୍‌, ମୁଇ ଏନ୍ତାରି ନ କର୍‌ତି । ମୁଇ କାଇ କାମେ ନାଇ, ବଲି କେତେଲକ୍‌ କଇଲେ ମିସା ତମର୍‌ ସେ ପେରିତ୍‌ମନର୍‌ ଟାନେ ଅନି ଉନା ନଇ । 12 ଜେଡେବେଲେ ମୁଇ ତମର୍‌ଟାନେ ରଇଲି, ସେ ବେଲେ ମୁଇ ମୁର୍‌ଚିକରି ରଇବା କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ ତମେ ଦେକିରଇଲାସ୍‌ । ସେଟା ଦେକି ମୁଇ ଗଟେକ୍‌ ପେରିତ୍‌ ବଲି ତମେ ଜାନ୍‌ଲାସ୍‌ । 13 ବିନ୍‌ ମଣ୍ଡଲିମନ୍‌କେ ମୁଇ ଜାଇଟା କରିରଇଲି, ସେ ସମାନ୍‌ ବିସଇସେ ତମର୍‌ପାଇ ମିସା କଲି । ଏତ୍‌କି ସେ ଜେ ତମ୍‌କେ ବୁତି ମାଙ୍ଗି ତମର୍‌ ଉପ୍‌ରେ ବଜ୍‌ ଚାପାଇନାଇ । ଜଦି ସେଟା ମର୍‌ ବୁଲ୍‌ ଅଇଲା ଆଚେ ବଇଲେ ମକେ କେମା କରିଦିଆସ୍‌ । 14 ଦେକା, ଏଟା ସଙ୍ଗ୍‍ ତିନ୍‌ ତର୍‌ ଅଇଲାବେ ମୁଇ ତମର୍‌ଲଗେ ବୁଲି ଆଇବି ବଲି ଜାଗିଆଚି । ଆଗର୍‌ ପାରା ଏବେ ମିସା ତମର୍‌ଟାନେ ଅନି କାଇଟା ନ ମାଙ୍ଗି । ତମେ ଦେବାଟା ମୁଇ ମନ୍‌ କରିନାଇ, ତମର୍‌ ଆଲାଦ୍‌ ମନ୍‌ କଲିନି । ଏନ୍ତାରି ନଏଁ ଜେ ପିଲାମନ୍‌ ଆୟା ବାବାର୍‌ପାଇ ସଙ୍ଗଇବାଇ, ମାତର୍‌ ଆୟାବାବା ପିଲାମନର୍‌ ପାଇ ସଙ୍ଗଇବାର୍‌ ଆଚେ । 15 ସତଇସେ ମର୍‌ ଜେତ୍‌କି ସବୁ ଆଚେ, ସେଟା ସବୁଜାକ ତମ୍‌କେ ଦେବାକେ ମୁଇ ସାର୍‌ଦା ଅଇବି । ଜେନ୍ତାରି କି ତମ୍‌କେ ସାଇଜ କର୍‌ବାକେ ମର୍‌ ଗାଗଡ୍‌ ମିସା ସର୍‌ପି ଅଇଦେବି । ତମର୍‌ ପାଇ ରଇବା ମର୍‌ ଆଲାଦ୍‌ ଅଦିକ୍‌ ଅଦିକ୍‌ ଅଇ ଆଇଲାନି, ମାତର୍‌ ମର୍‌ ପାଇ ରଇବା ତମର୍‌ ଆଲାଦ୍‌ ଉନା ଅଇ ଆଇଲାନି । 16 ମୁଇ ତମର୍‌ଟାନେଅନି ବୁତି ମାଙ୍ଗିନାଇ, ସେଟା ସତ୍‌ ବଲି ତମେ କଇଲାସ୍‌ନି, ମାତର୍‌ ତମର୍‌ ବିତ୍‌ରେ କେତେ ଲକ୍‌ କଇଲାଇନି, ଜେ ମୁଇ ଚାଲାକି ଆରି ମର୍‌ ଲାଗି ତମେ ନାଡାଇଅଇଲାସ୍‌ । 17 ମୁଇ ତମ୍‌କେ କେନ୍ତି ନାଡାଇଲି ? ମୁଇ ତମର୍‌ ଲଗେ ଜନ୍‌ ଲକ୍‌ମନ୍‌କେ ପାଟାଇ ରଇଲି, ସେମନର୍‌ ଦେଇ ନାଡାଇଲି କି ? 18 ମୁଇ ତିତସ୍‌କେ ତମର୍‌ ଲଗେ ଜିବାକେ ବାବୁଜିଆ କଲି । ଆରି ତାର୍‌ସଙ୍ଗ୍‍ ଜିବାକେ ଗଟେକ୍‌ ବିସ୍‌ବାସି ବାଇକେ ମିସା ପାଟାଇରଇଲି । ତିତସ୍‌କାଇ ତମର୍‌ ଲଗେ ଅନି କାଇଟା ଲାବ୍‌ କଲା ଆଚେ କି ? ତିତସ୍‌ ତମ୍‌କେ ନାଡାଇଲା ବଲି ତମେ କଇନାପାରାସ୍‌ । କାଇକେବଇଲେ, ସେ ଆରି ମୁଇ, ଆମେ ସୁକଲ୍‌ କାମର୍‌ ପାଇସେ ଏଟା କଲୁନି । 19 ଆମେ ତମର୍‌ ବିରୁଦେ କାଇ ଦସ୍‌ କରୁନାଇ ବଲି ତମ୍‌କେ ଦେକାଇ ଅଇବାକେ ଚେସ୍‌ଟା କଲୁନି ବଲି ତମେ ବାବ୍‌ସା ମିସା । ମାତର୍‌ ସେନ୍ତାରି ନାଇ । ଆମେ କିରିସ୍‌ଟର୍‌ ଲକ୍‌ ଇସାବେ ପର୍‌ମେସରର୍‌ ମୁଆଟେ କାତା ଅଇଲୁନି । ଆଲାଦର୍‌ ମଇତର୍‌ମନ୍‌ ! ତମର୍‌ ଟାନେ ଆମେ ଜେତ୍‌କି ବିସଇ କଲୁଆଚୁ, ସେଟା ତମର୍‌ ବଲ୍‌ ପାଇ । 20 ମୁଇ ବେସି ଚିନ୍ତାଇ ଆଚି, ମୁଇ ତମର୍‌ ଟାନେ ଆଇଲାବେଲେ, ମନ୍‍ ନ କର୍‌ବା ଚଲାଚଲ୍‌ତି ତମର୍‌ ବିତ୍‌ରେ ଦେକ୍‌ବି ମିସା । ସେନ୍ତାରି ଅଇଲେ, ମୁଇ ତମ୍‌କେ ଦମ୍‌କାଇବାକେ ପଡ୍‌ସି ଆରି ସେଟା ତମେ ମନ୍‍ ନ କରାସ୍‌ । ତେଇ କେତେଟା ଜୁଜିଆଲ୍‌ମନ୍‌, ଇଁସ୍‌ଲିଆମନ୍‌, ଦାପ୍‌ରେ ରିସା ଅଉମନ୍‌, ନିଜର୍‌ ବିସଇ ଦେକାଇ ଅଉମନ୍‌, ତାର୍‌ ବାଇମନ୍‌କେ ନିନ୍ଦା କରୁମନ୍‌, ତିପ୍‌ଲିଆମନ୍‌, ବଡ୍‌ପନିଆମନ୍‌, ଆରି ବିସ୍‌ବାସିମନ୍‌ ଗଟେକ୍‌ ମନ୍‌ ନ ଅଇଲାଟା ଦେକ୍‌ବି । 21 ମୁଇ ଚିନ୍ତାଇ ଆଚି ଜେ, ମୁଇ ଆରିତରେକ୍‌ ଆଇଲାବେଲେ, ତମର୍‌ ମୁଆଟେ ମକେ ପର୍‌ମେସର୍‌ ଲାଜ୍‌ କରାଇସି । ଆରି ମୁଇ ବେସି ଦୁକ୍‌ ଅଇବି । କାଇକେବଇଲେ, ଆଗେ ଜେତ୍‌କି ଲକ୍‌ ପାପ୍‌ କରି ଆଚତ୍‌ ବଲି ମୁଇ ଜାନିଆଚି । ସେମନ୍‌ ଏବ୍‌କେ ଜାକ ତାକର୍‌ କାରାପ୍‌ ଚଲାଚଲ୍‌ତିର୍‌ ଲାଗି ମାନି ଅଅତ୍‌ ନାଇ । ଜନ୍‌ଟାକି ନିଜର୍‌ କାରାପ୍‌ ମନ୍‍ କଲା ଇସାବେ ବଁଚ୍‌ବାଟା ଆରି ବେସିଆ କାମ୍‌ କର୍‌ବାଟା ।

In Other Versions

2 Corinthians 12 in the ANGEFD

2 Corinthians 12 in the ANTPNG2D

2 Corinthians 12 in the AS21

2 Corinthians 12 in the BAGH

2 Corinthians 12 in the BBPNG

2 Corinthians 12 in the BBT1E

2 Corinthians 12 in the BDS

2 Corinthians 12 in the BEV

2 Corinthians 12 in the BHAD

2 Corinthians 12 in the BIB

2 Corinthians 12 in the BLPT

2 Corinthians 12 in the BNT

2 Corinthians 12 in the BNTABOOT

2 Corinthians 12 in the BNTLV

2 Corinthians 12 in the BOATCB

2 Corinthians 12 in the BOATCB2

2 Corinthians 12 in the BOBCV

2 Corinthians 12 in the BOCNT

2 Corinthians 12 in the BOECS

2 Corinthians 12 in the BOGWICC

2 Corinthians 12 in the BOHCB

2 Corinthians 12 in the BOHCV

2 Corinthians 12 in the BOHLNT

2 Corinthians 12 in the BOHNTLTAL

2 Corinthians 12 in the BOICB

2 Corinthians 12 in the BOILNTAP

2 Corinthians 12 in the BOITCV

2 Corinthians 12 in the BOKCV

2 Corinthians 12 in the BOKCV2

2 Corinthians 12 in the BOKHWOG

2 Corinthians 12 in the BOKSSV

2 Corinthians 12 in the BOLCB

2 Corinthians 12 in the BOLCB2

2 Corinthians 12 in the BOMCV

2 Corinthians 12 in the BONAV

2 Corinthians 12 in the BONCB

2 Corinthians 12 in the BONLT

2 Corinthians 12 in the BONUT2

2 Corinthians 12 in the BOPLNT

2 Corinthians 12 in the BOSCB

2 Corinthians 12 in the BOSNC

2 Corinthians 12 in the BOTLNT

2 Corinthians 12 in the BOVCB

2 Corinthians 12 in the BOYCB

2 Corinthians 12 in the BPBB

2 Corinthians 12 in the BPH

2 Corinthians 12 in the BSB

2 Corinthians 12 in the CCB

2 Corinthians 12 in the CUV

2 Corinthians 12 in the CUVS

2 Corinthians 12 in the DBT

2 Corinthians 12 in the DGDNT

2 Corinthians 12 in the DHNT

2 Corinthians 12 in the DNT

2 Corinthians 12 in the ELBE

2 Corinthians 12 in the EMTV

2 Corinthians 12 in the ESV

2 Corinthians 12 in the FBV

2 Corinthians 12 in the FEB

2 Corinthians 12 in the GGMNT

2 Corinthians 12 in the GNT

2 Corinthians 12 in the HARY

2 Corinthians 12 in the HNT

2 Corinthians 12 in the IRVA

2 Corinthians 12 in the IRVB

2 Corinthians 12 in the IRVG

2 Corinthians 12 in the IRVH

2 Corinthians 12 in the IRVK

2 Corinthians 12 in the IRVM

2 Corinthians 12 in the IRVM2

2 Corinthians 12 in the IRVO

2 Corinthians 12 in the IRVP

2 Corinthians 12 in the IRVT

2 Corinthians 12 in the IRVT2

2 Corinthians 12 in the IRVU

2 Corinthians 12 in the ISVN

2 Corinthians 12 in the JSNT

2 Corinthians 12 in the KAPI

2 Corinthians 12 in the KBT1ETNIK

2 Corinthians 12 in the KBV

2 Corinthians 12 in the KJV

2 Corinthians 12 in the KNFD

2 Corinthians 12 in the LBA

2 Corinthians 12 in the LBLA

2 Corinthians 12 in the LNT

2 Corinthians 12 in the LSV

2 Corinthians 12 in the MAAL

2 Corinthians 12 in the MBV

2 Corinthians 12 in the MBV2

2 Corinthians 12 in the MHNT

2 Corinthians 12 in the MKNFD

2 Corinthians 12 in the MNG

2 Corinthians 12 in the MNT

2 Corinthians 12 in the MNT2

2 Corinthians 12 in the MRS1T

2 Corinthians 12 in the NAA

2 Corinthians 12 in the NASB

2 Corinthians 12 in the NBLA

2 Corinthians 12 in the NBS

2 Corinthians 12 in the NBVTP

2 Corinthians 12 in the NET2

2 Corinthians 12 in the NIV11

2 Corinthians 12 in the NNT

2 Corinthians 12 in the NNT2

2 Corinthians 12 in the NNT3

2 Corinthians 12 in the PDDPT

2 Corinthians 12 in the PFNT

2 Corinthians 12 in the RMNT

2 Corinthians 12 in the SBIAS

2 Corinthians 12 in the SBIBS

2 Corinthians 12 in the SBIBS2

2 Corinthians 12 in the SBICS

2 Corinthians 12 in the SBIDS

2 Corinthians 12 in the SBIGS

2 Corinthians 12 in the SBIHS

2 Corinthians 12 in the SBIIS

2 Corinthians 12 in the SBIIS2

2 Corinthians 12 in the SBIIS3

2 Corinthians 12 in the SBIKS

2 Corinthians 12 in the SBIKS2

2 Corinthians 12 in the SBIMS

2 Corinthians 12 in the SBIOS

2 Corinthians 12 in the SBIPS

2 Corinthians 12 in the SBISS

2 Corinthians 12 in the SBITS

2 Corinthians 12 in the SBITS2

2 Corinthians 12 in the SBITS3

2 Corinthians 12 in the SBITS4

2 Corinthians 12 in the SBIUS

2 Corinthians 12 in the SBIVS

2 Corinthians 12 in the SBT

2 Corinthians 12 in the SBT1E

2 Corinthians 12 in the SCHL

2 Corinthians 12 in the SUSU

2 Corinthians 12 in the SUSU2

2 Corinthians 12 in the SYNO

2 Corinthians 12 in the TBIAOTANT

2 Corinthians 12 in the TBT1E

2 Corinthians 12 in the TBT1E2

2 Corinthians 12 in the TFTIP

2 Corinthians 12 in the TFTU

2 Corinthians 12 in the TGNTATF3T

2 Corinthians 12 in the THAI

2 Corinthians 12 in the TNFD

2 Corinthians 12 in the TNT

2 Corinthians 12 in the TNTIK

2 Corinthians 12 in the TNTIL

2 Corinthians 12 in the TNTIN

2 Corinthians 12 in the TNTIP

2 Corinthians 12 in the TNTIZ

2 Corinthians 12 in the TOMA

2 Corinthians 12 in the TTENT

2 Corinthians 12 in the UBG

2 Corinthians 12 in the UGV

2 Corinthians 12 in the UGV2

2 Corinthians 12 in the UGV3

2 Corinthians 12 in the VBL

2 Corinthians 12 in the VDCC

2 Corinthians 12 in the YALU

2 Corinthians 12 in the YAPE

2 Corinthians 12 in the YBVTP

2 Corinthians 12 in the ZBP