2 Corinthians 2 (SNT)

1 ମାତର୍‌ ମୁଇ ଆଗତୁ ଆଇଲା ବେଲେ ଜେନ୍ତିକି ତମ୍‌କେ ଦୁକ୍‌ ଦେଲି, ସେନ୍ତି ଆରିତରେକ୍‌ ଦୁକ୍‌ ଦେବାର୍‌ ଆଲେ ନ ଆସି ବଲି ବାବ୍‌ତେ ରଇଲି । 2 ଜଦି ମୁଇ ତମ୍‌କେ ଦୁକ୍‌ଦେବି, ତେବେ କେ ମକେ ସାର୍‌ଦା କରାଇବାଇ ? ଜନ୍‌ ଲକ୍‌କେ ମୁଇ ଦୁକ୍‌ ଦେଇରଇଲି, ସେ ସମାନ୍‌ ଲକ୍‌ ତମେ ଆକା । 3 ସେଟାର୍‌ପାଇ ମୁଇ ତମ୍‌କେ ଚିଟି ଲେକିରଇଲି । ଜନ୍‌ ଲକ୍‌ମନ୍‌ ମକେ ସାର୍‌ଦା କରାଇବାର୍‌ ଆଚେ, ମୁଇ ଆଇଲେ ସେମନ୍‌ସେ ମକେ ଦୁକ୍‌ ଦେଅତ୍‌ ବଲି ମନ୍‍ କରିନାଇ । ମୁଇ ଜାନି, ମୁଇ ସାର୍‌ଦା ଅଇକରି ରଇଲେ, ତମେ ମିସା ସବୁଲକ୍‌ ସାର୍‌ଦା ଅଇରଇସା । 4 ମୁଇ ମନେ ମନେ ବେସି ଦୁକ୍‌ କସ୍‌ଟ ଅଇକରି ଆରି ମନେ ମନେ କାନ୍ଦି ଆସୁଜରାଇ କରି ଲେକି ରଇଲି, ଜେନ୍ତିକି ତମେ ଦୁକ୍‌ ଅଇରୁଆ ବଲିକରି ମୁଇ ବାବିନାଇ । କାଇକେବଇଲେ ମୁଇ ତମ୍‌କେ ବେସି ଆଲାଦ୍‌ କଲିନି । ଏଟା ଜେନ୍ତିକି ତମେ ଜାନିରୁଆ । 5 ଏବେ ତମର୍‌ ବିତ୍‌ରେ ଜେ ପାପ୍‌ କରି ତମ୍‌କେ ଦୁକ୍‌ ଦେଲା ଆଚେ, ସେ ଅବ୍‌କା ମକେ ଦୁକ୍‌ ଦେଏନାଇ, ମାତର୍‌ ତମ୍‌କେ ସବୁକେ ଦୁକ୍‌ ଦେଲାଆଚେ । ସବୁକେ ନଇଲେ ମିସା, କେତେଲକ୍‌କେ ଦେଇଆଚେ । ତାର୍‌ ପାପ୍‌ କଲାଟା ଅଦିକ୍‌ ବଡ୍‌ ଅଇକରି ଡିସ ବଲି ମୁଇ ମନ୍‍ କରିନାଇ । 6 ତମର୍‌ ବିତ୍‌ରେ ଜବର୍‌ ଲକ୍‌ ତାକେ ଡଣ୍ଡ୍‌ ଦେଲାଇ ଆଚତ୍‌ । ଆରି ସେମନ୍‌ ତାକେ ଦେଇରଇବା ଡଣ୍ଡ୍‌ ତାର୍‌ପାଇ ଅଇଜାଇସି । 7 ଏବେ ତମେ ତାକେ କେମା ଦେଇକରି ସାଆସ୍‌ ଦେବାର୍‌ ଆଚେ । ସେନ୍ତାରି ନ କଲେ, ସେ ବେସି ଦୁକ୍‌ ଅଇକରି ତାର୍‌ ମନ୍‌ ବାଙ୍ଗିଜାଇସି । 8 ସେଟାର୍‌ପାଇ ତାକେ ଆରିତରେକ୍‌ ଆଲାଦ୍‌ କରା ବଲି ମୁଇ ତମ୍‌କେ ବାବୁଜିଆ କଲିନି । 9 କାଇକେବଇଲେ ତମେ ବିସ୍‌ବାସର୍‌ ପରିକାତେଇ ଡାଟ୍‌ଅଇ ରଇଲାସ୍‌ କି ନାଇ, ଆରି ତମେ ମର୍‌ ଆଦେସ୍‌ ମାନ୍‌ଲାସ୍‌ନି କି ନାଇ ବଲି ଜାନ୍‌ବାକେ ମୁଇ ତମ୍‌କେ ଆଗ୍‌ତୁର୍‌ ସେ ଚିଟି ଲେକିରଇଲି । 10 ଜେଡେବେଲେ ମିସା ତମେ ସେ କରିରଇବା କାମର୍‌ ପାଇ ତାକେ କେମା କର୍‌ସା, ତେବେ ମୁଇମିସା ତାକେ କେମା କର୍‌ବି, ଜଦି କାଇଟା ମିସା ମୁଇ କର୍‌ବାର୍‌ ରଇଲା, ତମର୍‌ପାଇ ମୁଇ କିରିସ୍‌ଟର୍‌ ମୁଆଟେ ସେମନ୍‌କେ କେମା ଦେଇସାରାଇ ଆଚି । 11 ଜେନ୍ତିକି ସଇତାନ୍‌, ଆମର୍‌ ଉପ୍‌ରେ ଜିତି ନାପାରେ, କାଇକେବଇଲେ, ସେ କରିରଇବା ସବୁ ଜଜ୍‌ନା ଆମେ ଜାନ୍‌ଲୁନି । 12 କିସ୍‌ଟର୍‌ ସୁବ୍‍କବର୍‍ ଜାନାଇବାକେ ମୁଇ ଜେଡେବେଲେ ଆଇଲି, ତର୍‌ଆୟାଇ ସେବା କାମର୍‌ପାଇ ମାପ୍‌ରୁର୍‌ ବାଟ୍‌ ମେଲାଅଇଆଚେ ବଲି ମୁ ଜାନି ପାର୍‌ଲି । 13 ମାତର୍‌ ଆମର୍‌ ବାଇ ତିତସ୍‌କେ ବେଟ୍‌ ନ ଅଇଲି ଜେ ମର୍‌ ମନେ ମନେ ବେସି ଚିନ୍ତା ରଇଗାଲା । ତେବର୍‌ ପାଇ ମୁଇ ତେଇର୍‌ ଲକ୍‌ମନ୍‌କେ ଗାଲିନିବେ ବଲି ତେଇଅନି ମାକିଦନିଆଇ ଉଟିଗାଲି । 14 ମାତର୍‌ ପର୍‌ମେସର୍‌ ଦନିଅବାଦ୍‌ ପାଅ । କିରିସ୍‌ଟତେଇ ମିସିରଇଲାର୍‌ପାଇ ତାର୍‌ ଜିତ୍‌ଲା ଦଲର୍‌ ଦାଡିତେଇ ବନ୍ଦି ଲକର୍‌ ଇସାବେ ପର୍‌ମେସର୍‌ ଆମ୍‌କେ ସବୁବେଲେ ଡାକିନେଲାନି । ସବୁଲକ୍‌କେ କିରିସ୍‌ଟର୍‌ ବିସଇ ଜାନାଇବାକେ ସେ ଆମର୍‌ ଦେଇକରି କାମ୍‌ କଲାନି । ଜନ୍‌ଟା କି ଦୁପ୍‌ ପାରା ସବୁ ଜାଗାଇ ବାସ୍‌ନା ମାର୍‌ସି । 15 କାଇକେବଇଲେ ଆମେ କିରିସ୍‌ଟ ପର୍‌ମେସର୍‌କେ ପଡାଇ ଦେଇତେରଇବା ଦୁପ୍‌ ପାରା ଆଚୁ । ଆମେ ଜାନାଇତେରଇବା ସୁବ୍‍କବର୍‌ ଗଟେକ୍‌ ସୁନ୍ଦର୍‌ ବାସ୍‌ନା ପାରା ସବୁଲକ୍‌କେ ଗାଲାନି । ଗଟେକ୍‌ ବାଟର୍‌ ଲକ୍‌ମନ୍‌ ଆଜିଗାଲାଇନି, ଆରି ଗଟେକ୍‌ ବାଟର୍‌ ଲକ୍‌ମନ୍‌ ରକିଆ ପାଇଲାଇନି । 16 ଜନ୍‌ ବାଟର୍‌ ଲକ୍‌ମନ୍‌ ଆଜିଗାଲାଇନି, ସେମନର୍‌ପାଇ ସେଟା ଗନ୍ଦ୍‌ । ଆରି ସେଟା ମର୍‌ବା ବାଟେ ଡାକିନେଇସି । ମାତର୍‌ ଜନ୍‌ ବାଟର୍‌ ଲକ୍‌ ରକିଆ ପାଇଲାଇନି, ସେଟା ସେମନ୍‌କେ ସୁନ୍ଦର୍‌ ବାସ୍‌ନା । ଆରି ସେଟା ନ ସାର୍‌ବା ଜିବନ୍‌ତେଇ ଡାକିନେଇସି । ଏ ଆବଡ୍‌ କାମ୍‌ କେ ମିସା କରି ନାପାରତ୍‌ । 17 କେତେକ୍‌ ଲକ୍‌ମନ୍‌ ପର୍‌ମେସରର୍‌ ବାକିଅ ବେବାର୍‌ କର୍‌ତେରଇବା ଜିନିସ୍‌ ପାରା ବାଇବାଇ, ମାତର୍‌ ଆମେ ସେନ୍ତାର୍‌ ନାଇ । କାଇକେବଇଲେ ପର୍‌ମେସର୍‌ ଆମ୍‌କେ ପାଟାଇଆଚେ । କିରିସ୍‌ଟର୍‌ ଗତିଦାଙ୍ଗ୍‌ଡା ଇସାବେ, ଆମେ ତାର୍‌ ମୁଆଟେ ସତ୍‌ ବାକିଅ ଜାନାଇବୁ ।

In Other Versions

2 Corinthians 2 in the ANGEFD

2 Corinthians 2 in the ANTPNG2D

2 Corinthians 2 in the AS21

2 Corinthians 2 in the BAGH

2 Corinthians 2 in the BBPNG

2 Corinthians 2 in the BBT1E

2 Corinthians 2 in the BDS

2 Corinthians 2 in the BEV

2 Corinthians 2 in the BHAD

2 Corinthians 2 in the BIB

2 Corinthians 2 in the BLPT

2 Corinthians 2 in the BNT

2 Corinthians 2 in the BNTABOOT

2 Corinthians 2 in the BNTLV

2 Corinthians 2 in the BOATCB

2 Corinthians 2 in the BOATCB2

2 Corinthians 2 in the BOBCV

2 Corinthians 2 in the BOCNT

2 Corinthians 2 in the BOECS

2 Corinthians 2 in the BOGWICC

2 Corinthians 2 in the BOHCB

2 Corinthians 2 in the BOHCV

2 Corinthians 2 in the BOHLNT

2 Corinthians 2 in the BOHNTLTAL

2 Corinthians 2 in the BOICB

2 Corinthians 2 in the BOILNTAP

2 Corinthians 2 in the BOITCV

2 Corinthians 2 in the BOKCV

2 Corinthians 2 in the BOKCV2

2 Corinthians 2 in the BOKHWOG

2 Corinthians 2 in the BOKSSV

2 Corinthians 2 in the BOLCB

2 Corinthians 2 in the BOLCB2

2 Corinthians 2 in the BOMCV

2 Corinthians 2 in the BONAV

2 Corinthians 2 in the BONCB

2 Corinthians 2 in the BONLT

2 Corinthians 2 in the BONUT2

2 Corinthians 2 in the BOPLNT

2 Corinthians 2 in the BOSCB

2 Corinthians 2 in the BOSNC

2 Corinthians 2 in the BOTLNT

2 Corinthians 2 in the BOVCB

2 Corinthians 2 in the BOYCB

2 Corinthians 2 in the BPBB

2 Corinthians 2 in the BPH

2 Corinthians 2 in the BSB

2 Corinthians 2 in the CCB

2 Corinthians 2 in the CUV

2 Corinthians 2 in the CUVS

2 Corinthians 2 in the DBT

2 Corinthians 2 in the DGDNT

2 Corinthians 2 in the DHNT

2 Corinthians 2 in the DNT

2 Corinthians 2 in the ELBE

2 Corinthians 2 in the EMTV

2 Corinthians 2 in the ESV

2 Corinthians 2 in the FBV

2 Corinthians 2 in the FEB

2 Corinthians 2 in the GGMNT

2 Corinthians 2 in the GNT

2 Corinthians 2 in the HARY

2 Corinthians 2 in the HNT

2 Corinthians 2 in the IRVA

2 Corinthians 2 in the IRVB

2 Corinthians 2 in the IRVG

2 Corinthians 2 in the IRVH

2 Corinthians 2 in the IRVK

2 Corinthians 2 in the IRVM

2 Corinthians 2 in the IRVM2

2 Corinthians 2 in the IRVO

2 Corinthians 2 in the IRVP

2 Corinthians 2 in the IRVT

2 Corinthians 2 in the IRVT2

2 Corinthians 2 in the IRVU

2 Corinthians 2 in the ISVN

2 Corinthians 2 in the JSNT

2 Corinthians 2 in the KAPI

2 Corinthians 2 in the KBT1ETNIK

2 Corinthians 2 in the KBV

2 Corinthians 2 in the KJV

2 Corinthians 2 in the KNFD

2 Corinthians 2 in the LBA

2 Corinthians 2 in the LBLA

2 Corinthians 2 in the LNT

2 Corinthians 2 in the LSV

2 Corinthians 2 in the MAAL

2 Corinthians 2 in the MBV

2 Corinthians 2 in the MBV2

2 Corinthians 2 in the MHNT

2 Corinthians 2 in the MKNFD

2 Corinthians 2 in the MNG

2 Corinthians 2 in the MNT

2 Corinthians 2 in the MNT2

2 Corinthians 2 in the MRS1T

2 Corinthians 2 in the NAA

2 Corinthians 2 in the NASB

2 Corinthians 2 in the NBLA

2 Corinthians 2 in the NBS

2 Corinthians 2 in the NBVTP

2 Corinthians 2 in the NET2

2 Corinthians 2 in the NIV11

2 Corinthians 2 in the NNT

2 Corinthians 2 in the NNT2

2 Corinthians 2 in the NNT3

2 Corinthians 2 in the PDDPT

2 Corinthians 2 in the PFNT

2 Corinthians 2 in the RMNT

2 Corinthians 2 in the SBIAS

2 Corinthians 2 in the SBIBS

2 Corinthians 2 in the SBIBS2

2 Corinthians 2 in the SBICS

2 Corinthians 2 in the SBIDS

2 Corinthians 2 in the SBIGS

2 Corinthians 2 in the SBIHS

2 Corinthians 2 in the SBIIS

2 Corinthians 2 in the SBIIS2

2 Corinthians 2 in the SBIIS3

2 Corinthians 2 in the SBIKS

2 Corinthians 2 in the SBIKS2

2 Corinthians 2 in the SBIMS

2 Corinthians 2 in the SBIOS

2 Corinthians 2 in the SBIPS

2 Corinthians 2 in the SBISS

2 Corinthians 2 in the SBITS

2 Corinthians 2 in the SBITS2

2 Corinthians 2 in the SBITS3

2 Corinthians 2 in the SBITS4

2 Corinthians 2 in the SBIUS

2 Corinthians 2 in the SBIVS

2 Corinthians 2 in the SBT

2 Corinthians 2 in the SBT1E

2 Corinthians 2 in the SCHL

2 Corinthians 2 in the SUSU

2 Corinthians 2 in the SUSU2

2 Corinthians 2 in the SYNO

2 Corinthians 2 in the TBIAOTANT

2 Corinthians 2 in the TBT1E

2 Corinthians 2 in the TBT1E2

2 Corinthians 2 in the TFTIP

2 Corinthians 2 in the TFTU

2 Corinthians 2 in the TGNTATF3T

2 Corinthians 2 in the THAI

2 Corinthians 2 in the TNFD

2 Corinthians 2 in the TNT

2 Corinthians 2 in the TNTIK

2 Corinthians 2 in the TNTIL

2 Corinthians 2 in the TNTIN

2 Corinthians 2 in the TNTIP

2 Corinthians 2 in the TNTIZ

2 Corinthians 2 in the TOMA

2 Corinthians 2 in the TTENT

2 Corinthians 2 in the UBG

2 Corinthians 2 in the UGV

2 Corinthians 2 in the UGV2

2 Corinthians 2 in the UGV3

2 Corinthians 2 in the VBL

2 Corinthians 2 in the VDCC

2 Corinthians 2 in the YALU

2 Corinthians 2 in the YAPE

2 Corinthians 2 in the YBVTP

2 Corinthians 2 in the ZBP