Colossians 4 (SNT)

1 ଏ ସାଉକାର୍‌ମନ୍‌, ତମର୍‌ ଦାଙ୍ଗ୍‌ଡାମନ୍‌କେ ଜତନ୍‌ କରା ଆରି ସେମନ୍‌କେ ସବୁକେ କାଇ ଅନିଆଇ ନ କରି ଚଲାଚଲ୍‌ତି କରା । କାଇକେବଇଲେ ସର୍‌ଗେ ମିସା ତମର୍‌ ପାଇ ଗଟେକ୍‌ ସାଉକାର୍‌ ଆଚେ ବଲି ଏତାଆ । 2 ପାର୍‌ତନା କରିଲାଗିରୁଆ । ଆରି ଜାଗ୍‌ରତ୍‌ ଅଇରୁଆ । ପର୍‌ମେସର୍‌କେ ସବୁବେଲେ ଦନିଅବାଦ୍‌ ଦେଇତେରୁଆ । 3 ଆମର୍‌ ପାଇ ମିସା ପାର୍‌ତନା କରା । ଜେନ୍ତିକି କିରିସ୍‌ଟର୍‌ ବିସଇଟାନେ ରଇବା ଏ ସୁବ୍‌କବର୍‌ ଆମେ ସବୁଲକ୍‌କେ ଜାନାଇପାର୍‌ବୁ । ଏ ସୁବ୍‌ କବର୍‌ ସେମନ୍‌ ଆଗ୍‌ତୁ ନାଜାନିରଇଲାଇ । ଏ ସୁବ୍‌କବର୍‌ ଜାନାଇଲାର୍‌ପାଇ ମୁଇ ଏବେ ବନ୍ଦିଗରେ ଆଚି । 4 ଜେନ୍ତିକି ମୁଇ ଜେତ୍‌କି ଲକ୍‌କେ ଏ ସୁବ୍‌କବର୍‌ ନିକସଙ୍ଗ୍‍ ଜାନାଇବି, ସେଟାର୍‌ପାଇ ପାର୍‌ତନା କରା । 5 ମାପ୍‌ରୁ ଜିସୁକିରିସ୍‌ଟକେ ବିସ୍‌ବାସ୍‌ ନ କଲା ଲକ୍‌ମନର୍‌ତେଇ ଜାଗ୍‌ରତ୍‌ ସଙ୍ଗ୍‍ ଚଲାଚଲ୍‌ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍‌ ସଙ୍ଗ୍‍ କରା । 6 ସେମନ୍‌କେ ସନ୍‌ମାନ୍‌ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍‌ ମନ୍‌କର୍‌ବାଇ । ତେବେ ତମେ ବିସ୍‌ବାସ୍‌ କର୍‌ବା ବିସଇଟାନେ କାଇଆଲେ କାତା ଉଟ୍‌ଲେ, ତମେ ଉତର୍‌ ଦେଇପାର୍‌ସା । 7 ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍‌ଲାନି ବଲି ତମ୍‌କେ କଇଦେଇସି । ସେ, ମୁଇ ବେସି ଆଲାଦ୍‌ କର୍‌ବା ଗଟେକ୍‌ ବିସ୍‌ବାସି ବାଇ । ସେ ବିସ୍‌ବାସ୍‌ ସଙ୍ଗ୍‍ କାମ୍‌ କର୍‌ସି ଆରି ମର୍‌ ସଙ୍ଗ୍‍ ମାପ୍‌ରୁକେ ସେବା କର୍‌ସି । 8 ଆମ୍‌କେ କାଇଟା ଗଟ୍‌ଲାନି ବଲି ତାର୍‌ଟାନେଅନି ଜାନ୍‌ସା । ଆରି ସେ ତମ୍‌କେ ବିସ୍‌ବାସ୍‌ କରାଇବାଟା ଡାଟ୍‌ କରାଇସି । ଏଟାର୍‌ପାଇ ତାକେ ତମର୍‌ଟାନେ ପାଟାଇଲିନି । 9 ଅନିସିମ୍‌କେ ତାର୍‌ସଙ୍ଗ୍‍ ପାଟାଇଲିନି । ସେ ଆମର୍‌ ଆଲାଦର୍‌ ବେସି ବିସ୍‌ବାସ୍‌ ରଇବା ବାଇ । ସେ ତମର୍‌ ନଅରର୍‌ ଲକ୍‌ । ଇତି ଗଟ୍‌ବା ସବୁ ବିସଇ ସେମନ୍‌ ତମ୍‌କେ ଜାନାଇବାଇ । 10 ଆରିସ୍‌ତାକସ୍‌ ତାର୍‌ ଜୁଆର୍‌ ଜାନାଇଲାନି । ସେ ମର୍‌ ସଙ୍ଗ୍‍ ବନ୍ଦିଗରେ ଆଚେ । ବର୍‌ନବାର୍‌ ମେଏନାବାଇ ମାର୍‌କ ମିସା ଜୁଆର୍‌ ଜାନାଇଲାନି । ମାର୍‌କର୍‌ ବିସଇ ତମେ ସୁନିସାରାଇ ଆଚାସ୍‌ । ସେ ତମର୍‌ ଲଗେ ଆଇଲେ ତାକେ ଡାକି ନିଆ । 11 ଜୁସ୍‌ତ ନାଉଁଦାରି ଡାକ୍‌ପୁଟା ଅଇଲା ଜିୟସୁୟ ମିସା ତମ୍‌କେ ଜୁଆର୍‌ ଜାନାଇଲାନି । ଏ ତିନ୍‌ ଲକ୍‌ସେ ଇତି ରଇବା ଜିଉଦି ବିସ୍‌ବାସିମନ୍‌ । ପର୍‌ମେସରର୍‌ ରାଇଜ୍‌ ବିସଇତେଇ ରଇବା ସୁବ୍‌କବର୍‌ ଜାନାଇବାକେ ସେମନ୍‌ ମର୍‌ ସଙ୍ଗ୍‍ କାମ୍‌ କଲାଇନି । ସେମନ୍‌ ମକେ ବେସି ସାର୍‌ଦା କରାଇଆଚତ୍‌ । 12 ଏପାପ୍‌ରା ତାର୍‌ ଜୁଆର୍‌ ଜାନାଇଲାନି । ସେ ମିସା ତମର୍‌ ନଅରର୍‌ ଲକ୍‌ । ସେ ମିସା ଗଟେକ୍‌ ଜିସୁକିରିସ୍‌ଟର୍‌ ଗତିଦାଙ୍ଗ୍‌ଡା । ସେ ତମର୍‌ପାଇ ସବୁବେଲେ ମନ୍‌ଦିଆନ୍‌ ଦେଇ ପାର୍‌ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍‌ ଅଇ ସିଦ୍‌ ଅଇସା ଆରି ପର୍‌ମେସର୍‌ ତମ୍‌କେ କରା ବଲି ମନ୍‌କଲାଟା ଜାନିରଇସା । 13 ଏରାପଲି ଆରି ଲାଉଦିକିଆଇ ରଇବା ବିସ୍‌ବାସିମନର୍‌ପାଇ ଆରି ତମର୍‌ପାଇ ମିସା ସେ ଆବଡ୍‌ ଅଇଲାନି ବଲି ମୁଇ ସାକି ଦେଲିନି । 14 ଆମର୍‌ ଆଲାଦର୍‌ ନିଜେ ଅସଦେଉ ଲୁକ ଆରି ଦିମା ତମ୍‌କେ ଜୁଆର୍‌ ଜାନାଇଲାଇନି । 15 ଲାଉଦିକିଆତେଇ ରଇବା ବାଇବଇନିମନ୍‌କେ, ମର୍‌ ଜୁଆର୍‌ ଜାନାଇଦିଆସ୍‌ । ବଇନି ନୁମ୍‌ପାକେ ଆରି ତାର୍‌ ଗରେ ରୁଣ୍ଡ୍‌ବା ସବୁ ବିସ୍‌ବାସିମନ୍‌କେ ମିସା ମର୍‌ ଜୁଆର୍‌ ଜାନାଆ । 16 ତମେ ଏ ଚିଟିତେଇ ଲେକ୍‌ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍‌କେ ମିସା ସୁନାଇଦେବାର୍‌ଆଚେ ଆକା । 17 “ମାପ୍‌ରୁ ତକେ ସର୍‌ପିଦେଲା କାମ୍‌ ତୁଇ କରିସାରାଇବାର୍‌ ଆଚେ ଆକା” ବଲି ଆର୍‌କିପସ୍‌କେ କୁଆ । 18 ମୁଇ ପାଉଲ୍‌ ଏଟା ନିଜେ ଲେକ୍‌ଲିନି, “ଜୁଆର୍‌ ! ମୁଇ ବନ୍ଦିଗରେ ଆଚିବଲି ଏତାଆ ।” ପର୍‌ମେସରର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତମର୍‌ ସଙ୍ଗ୍‍ ରଅ ।

In Other Versions

Colossians 4 in the ANGEFD

Colossians 4 in the ANTPNG2D

Colossians 4 in the AS21

Colossians 4 in the BAGH

Colossians 4 in the BBPNG

Colossians 4 in the BBT1E

Colossians 4 in the BDS

Colossians 4 in the BEV

Colossians 4 in the BHAD

Colossians 4 in the BIB

Colossians 4 in the BLPT

Colossians 4 in the BNT

Colossians 4 in the BNTABOOT

Colossians 4 in the BNTLV

Colossians 4 in the BOATCB

Colossians 4 in the BOATCB2

Colossians 4 in the BOBCV

Colossians 4 in the BOCNT

Colossians 4 in the BOECS

Colossians 4 in the BOGWICC

Colossians 4 in the BOHCB

Colossians 4 in the BOHCV

Colossians 4 in the BOHLNT

Colossians 4 in the BOHNTLTAL

Colossians 4 in the BOICB

Colossians 4 in the BOILNTAP

Colossians 4 in the BOITCV

Colossians 4 in the BOKCV

Colossians 4 in the BOKCV2

Colossians 4 in the BOKHWOG

Colossians 4 in the BOKSSV

Colossians 4 in the BOLCB

Colossians 4 in the BOLCB2

Colossians 4 in the BOMCV

Colossians 4 in the BONAV

Colossians 4 in the BONCB

Colossians 4 in the BONLT

Colossians 4 in the BONUT2

Colossians 4 in the BOPLNT

Colossians 4 in the BOSCB

Colossians 4 in the BOSNC

Colossians 4 in the BOTLNT

Colossians 4 in the BOVCB

Colossians 4 in the BOYCB

Colossians 4 in the BPBB

Colossians 4 in the BPH

Colossians 4 in the BSB

Colossians 4 in the CCB

Colossians 4 in the CUV

Colossians 4 in the CUVS

Colossians 4 in the DBT

Colossians 4 in the DGDNT

Colossians 4 in the DHNT

Colossians 4 in the DNT

Colossians 4 in the ELBE

Colossians 4 in the EMTV

Colossians 4 in the ESV

Colossians 4 in the FBV

Colossians 4 in the FEB

Colossians 4 in the GGMNT

Colossians 4 in the GNT

Colossians 4 in the HARY

Colossians 4 in the HNT

Colossians 4 in the IRVA

Colossians 4 in the IRVB

Colossians 4 in the IRVG

Colossians 4 in the IRVH

Colossians 4 in the IRVK

Colossians 4 in the IRVM

Colossians 4 in the IRVM2

Colossians 4 in the IRVO

Colossians 4 in the IRVP

Colossians 4 in the IRVT

Colossians 4 in the IRVT2

Colossians 4 in the IRVU

Colossians 4 in the ISVN

Colossians 4 in the JSNT

Colossians 4 in the KAPI

Colossians 4 in the KBT1ETNIK

Colossians 4 in the KBV

Colossians 4 in the KJV

Colossians 4 in the KNFD

Colossians 4 in the LBA

Colossians 4 in the LBLA

Colossians 4 in the LNT

Colossians 4 in the LSV

Colossians 4 in the MAAL

Colossians 4 in the MBV

Colossians 4 in the MBV2

Colossians 4 in the MHNT

Colossians 4 in the MKNFD

Colossians 4 in the MNG

Colossians 4 in the MNT

Colossians 4 in the MNT2

Colossians 4 in the MRS1T

Colossians 4 in the NAA

Colossians 4 in the NASB

Colossians 4 in the NBLA

Colossians 4 in the NBS

Colossians 4 in the NBVTP

Colossians 4 in the NET2

Colossians 4 in the NIV11

Colossians 4 in the NNT

Colossians 4 in the NNT2

Colossians 4 in the NNT3

Colossians 4 in the PDDPT

Colossians 4 in the PFNT

Colossians 4 in the RMNT

Colossians 4 in the SBIAS

Colossians 4 in the SBIBS

Colossians 4 in the SBIBS2

Colossians 4 in the SBICS

Colossians 4 in the SBIDS

Colossians 4 in the SBIGS

Colossians 4 in the SBIHS

Colossians 4 in the SBIIS

Colossians 4 in the SBIIS2

Colossians 4 in the SBIIS3

Colossians 4 in the SBIKS

Colossians 4 in the SBIKS2

Colossians 4 in the SBIMS

Colossians 4 in the SBIOS

Colossians 4 in the SBIPS

Colossians 4 in the SBISS

Colossians 4 in the SBITS

Colossians 4 in the SBITS2

Colossians 4 in the SBITS3

Colossians 4 in the SBITS4

Colossians 4 in the SBIUS

Colossians 4 in the SBIVS

Colossians 4 in the SBT

Colossians 4 in the SBT1E

Colossians 4 in the SCHL

Colossians 4 in the SUSU

Colossians 4 in the SUSU2

Colossians 4 in the SYNO

Colossians 4 in the TBIAOTANT

Colossians 4 in the TBT1E

Colossians 4 in the TBT1E2

Colossians 4 in the TFTIP

Colossians 4 in the TFTU

Colossians 4 in the TGNTATF3T

Colossians 4 in the THAI

Colossians 4 in the TNFD

Colossians 4 in the TNT

Colossians 4 in the TNTIK

Colossians 4 in the TNTIL

Colossians 4 in the TNTIN

Colossians 4 in the TNTIP

Colossians 4 in the TNTIZ

Colossians 4 in the TOMA

Colossians 4 in the TTENT

Colossians 4 in the UBG

Colossians 4 in the UGV

Colossians 4 in the UGV2

Colossians 4 in the UGV3

Colossians 4 in the VBL

Colossians 4 in the VDCC

Colossians 4 in the YALU

Colossians 4 in the YAPE

Colossians 4 in the YBVTP

Colossians 4 in the ZBP