Titus 2 (SNT)

1 ମାତର୍‌ ତିତସ୍‌ ତୁଇ ବିସ୍‌ବାସିମନ୍‌କେ ଜନ୍‌ ବିସଇ ସିକାଇଲୁସ୍‌ନି ସେଟା ଜିସୁକିରିସ୍‌ଟର୍‌ ସତ୍‌ ସିକିଆ ଇସାବେସେ ସିକା । 2 ପର୍‌ତୁମ୍‌ ଡକ୍‌ରାମନ୍‌କେ ତାକର୍‌ ଜିବନେ ନିକ ଚଲାଚଲ୍‌ତି କର୍‌ବାକେ ସିକା, ଜେନ୍ତିକି ନିଜେ ବୁଦିର୍‌ସଙ୍ଗ୍‍ ରଇ, ଲକ୍‌ମନର୍‌ଟାନେଅନି ସନ୍‌ମାନ୍‌ ପାଇବାଲକ୍‌ ପାରା ଅଇ ଜାଗ୍‌ରତ୍‌ ରଇବାର୍‌ । ସେମନ୍‌ ପର୍‌ମେସର୍‌କେ ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କରି ବିନ୍‌ ଲକ୍‌ମନ୍‌କେ ସତ୍‌ସଙ୍ଗ୍‍ ଆଲାଦ୍‌ କରି ମୁର୍‌ଚି ରଇବାର୍‌ ଆଚେ । 3 ସେନ୍ତାରିସେ ଡକ୍‌ରିମନ୍‌କେ ମିସା ସିକାଆ । ଜେନ୍ତିକି, ସେମନ୍‌ ସୁକଲ୍‌ ଚଲାଚଲ୍‌ତି କର୍‌ବାଇ । ତିପୁଲ୍‌ କାତା ନ କଇକରି, ମାତୁଆଲ୍‌ନିମନ୍‌ ନ ଅଇକରି, ତାର୍‌ ବାଦୁଲେ ବିନ୍‌ ଲକ୍‌ମନ୍‌କେ ନିକ ବିସଇ ସିକାଅତ୍‌ । 4 ଏନ୍ତାରି କଲେ ସେମନର୍‌ ଟାନେଅନି ଦାଙ୍ଗ୍‌ଡିମନ୍‌ ନିକ ଚଲାଚଲ୍‌ତି କର୍‌ବାଟା ସିକ୍‌ବାଇ । ସେମନ୍‌ ପର୍‌ତୁମ୍‌ ନିଜର୍‌ ମୁନୁସ୍‌କେ ଆରି ପିଲାଟକିମନ୍‌କେ ଆଲାଦ୍‌ କର୍‌ବାଟା ସିକତ୍‌ । 5 ନିଜେ ଜାଗ୍‌ରତ୍‌ ଅଇକରି ମୁନୁସ୍‌ମନ୍‌କେ ସୁକଲ୍‌ ଚଲାଚଲ୍‌ତି କରି, ନିଜର୍‌ ଗର୍‌ଦୁଆର୍‌ ଚାଲାଇକରି, ବିନ୍‌ ଲକ୍‌ମନ୍‌କେ ଦୟା ଦେକାଇକରି ଆରି ନିଜର୍‌ ମୁନୁସର୍‌ କାତା ମାନିକରି ରଇବାକେ ସିକା । ସେନ୍ତାର୍‌ କଲେ ପର୍‌ମେସର୍‌ ଆମ୍‌କେ ସର୍‌ପି ଦେଲା କବର୍‌ କେ ମିସା ନିନ୍ଦା ନ କରତ୍‌ । 6 ସେନ୍ତାର୍‌ ସେ ଦାଙ୍ଗ୍‌ଡାମନ୍‌କେ ମିସା ନିଜେ ଜାଗରତ୍‌ ରଇବାକେ ସିକା । 7 ତୁଇ ନିଜେ ସବୁ ବିସଇଟାନେ ନିକ ଚଲାଚଲ୍‌ତି କର୍‌ । ଜେନ୍ତାରି କି ତକେ ଦେକିଦେକି ଦାଙ୍ଗ୍‌ଡାମନ୍‌ ସେନ୍ତାରି ଅଇବାଇ । ସିକାଇଲାବେଲେ, ମନ୍‌ ସତ୍‌ ରଇକରି ଲକ୍‌ମନର୍‌ ମୁଆଟେ ସନ୍‌ମାନ୍‌ ପାଇଲାପାରା ପର୍‌ମେସରର୍‌ ବିସଇ ସିକା । 8 ଜେତ୍‌କି ବିସଇ ସିକାଇଲୁସ୍‌ନି, ସେ ସବୁ ବିସଇ ସତ୍‌ ରଅ ଜେନ୍ତାରିକି ଲକ୍‌ମନ୍‌ ନିନ୍ଦା କରିନାପାରତ୍‌ । ଜେତ୍‌କି ଲକ୍‌ ଜିସୁକିରିସ୍‌ଟର୍‌ପାଇ ତୁଇ କର୍‌ବା କାମ୍‌ ବିରଦ୍‌ କଲାଇନି, ସେମନ୍‌ ସବୁ ଲାଜ୍‌ ଅଇଜିବାଇ । କାଇକେବଇଲେ ଆମ୍‌କେ ନିନ୍ଦା କର୍‌ବାକେ ତାକର୍‌ଟାନେ କାଇଟା ନ ରଏ । 9 ତର୍‌ ମଣ୍ଡଲିମନ୍‌କେ ରଇବା ଗତିଦାଙ୍ଗ୍‌ଡାମନ୍‌କେ ତାକର୍‌ ସାଉକାର୍‌ମନ୍‌କେ ମାନିକରି ରଇବାକେ ସିକା । ତାକର୍‌ କର୍‌ବା କାମ୍‌ ଦେକି ସାଉକାର୍‌ମନ୍‌ ସାର୍‌ଦା ଅଅତ୍‌ ଆରି ସାଉକାର୍‌ମନ୍‌କେ ସେମନ୍‌ ଟଣ୍ଡ୍‌ ନ ଲାଗାଅତ୍‌ । 10 ସାଉକାରର୍‌ କାଇ ଜିନିସ୍‌ ନ ଚରାଇକରି ସବୁବେଲେ ଦରମ୍‌ ଚଲାଚଲ୍‌ତି କର । ସେମନ୍‌କେ ସାଉକାର୍‌ ବିସ୍‌ବାସ୍‌ କର୍‌ବାର୍‌ ଆଚେ । ତାକର୍‌ ନିକ ଚଲାଚଲ୍‌ତି କର୍‌ବାଟା ଦେକି ଆମ୍‌କେ ମୁକ୍‌ତି ଦେବା ପରମେସରର୍‌ କବର୍‌ ସୁନ୍‌ବାକେ ଲକ୍‌ମନ୍‌ ମନ୍‌ କର୍‌ବାଇ । 11 କାଇକେ ବଇଲେ ପରମେସର୍‌ ଗୁଲାଇ ମୁନୁସ୍‌ଜାତିକେ ପାପେଅନି ମୁକ୍‌ତି କର୍‌ବାକେ ତାର୍‌ ଦୟା ଦେକାଇଲା ଆଚେ । 12 ସେ ଦୟା କଲାକେ, କାରାପ୍‌ ଚଲାଚଲ୍‌ତି କର୍‌ବାଟା ଚାଡିକରି, ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌ କର୍‌ବା ଚଲାଚଲ୍‌ତି ନ କରି, ସେମନ୍‌ ଲାଲ୍‌ସା ଅଇବା ବିସଇ ମନ୍‌ ନ କର୍‌ବାକେ ପର୍‌ମେସର୍‌ ଆମ୍‌କେ ସିକାଇଲାନି । ତାର୍‌ ବାଦୁଲେ ଜେତ୍‌କି ଦିନ୍‌ ଆମେ ଏ ଜଗତେ ବଁଚିଆଚୁ, ସେତ୍‌କି ଦିନ୍‌ ନିଜେ ଜାଗ୍‌ରତ୍‌ ରଇ, ଦରମ୍‌ ଚଲାଚଲ୍‌ତି କରି ତାକେ ସାର୍‌ଦା କରାଇବାକେ ସେ ଆମ୍‌କେ ବପୁ ଦେଲାନି । 13 ଜନ୍‌ ବଡ୍‌ ଦିନ୍‌ ଆଇବାକେ ଆମେ ଜାଗିଆଚୁ, ସେତ୍‌କି ଦିନ୍‌ ଜାକ ଏନ୍ତାରିସେ ଚଲାଚଲ୍‌ତି କରୁ । ସେ ଦିନେ ଜିସୁକିରିସ୍‌ଟ ଜେକି ଆମର୍‌ ପର୍‌ମେସର୍‌ ଆରି ମୁକ୍‌ତିକାରିଆ, ତାର୍‌ ସବୁ ଡାକ୍‌ପୁଟା ସଙ୍ଗ୍‍ ଏ ଜଗତେ ବାଉଡିଆଇସି । 14 ଏ ଜିସୁ କିରିସ୍‌ଟ ଆମର୍‌ ଲାଗି ମର୍‌ବାକେ ନିଜେ ସର୍‌ପିଅଇଲା । ପାପର୍‌ ବାନ୍ଦନେଅନି ମୁକ୍‌ଲାଇବାକେ ଆରି ତାର୍‌ପାଇ ସୁକଲ୍‌ ଲକ୍‌ କରାଇବାକେ ସେ ଏନ୍ତି କଲା । ସେ ଦେକ୍‌ବା ଇସାବେ, ଦରମ୍‌ କାମ୍‌ କର୍‌ବାକେ ବେସି ମନ୍‌ କର୍‌ବା ଲକ୍‌ ଅଇବାକେ ମିସା । 15 ତେବର୍‌ପାଇ ତିତସ୍‌, ତୁଇ କିରତେ ରଇବା ବିସ୍‌ବାସିମନ୍‌କେ, ମୁଇ ତକେ କଇରଇବା ସବୁ ବିସଇ ସିକାଇଦେସ୍‌ । ଏ ସବୁ ବିସଇ କର୍‌ବାକେ ସାର୍‌ଦା କରା ଆରି ନ କଲେ ସେମନ୍‌କେ ଜାଗ୍‌ରତ୍‌ କରା । ସେନ୍ତାରି କର୍‌ବାକେ ତର୍‌ ଅଦିକାର୍‌ ଆଚେ । ତୁଇ ସିକାଇଲା ବିସଇମନ୍‌ କେ ମିସା ନିଚ୍‌ ଇସାବେ ନ ନାମତ୍‌ ।

In Other Versions

Titus 2 in the ANGEFD

Titus 2 in the ANTPNG2D

Titus 2 in the AS21

Titus 2 in the BAGH

Titus 2 in the BBPNG

Titus 2 in the BBT1E

Titus 2 in the BDS

Titus 2 in the BEV

Titus 2 in the BHAD

Titus 2 in the BIB

Titus 2 in the BLPT

Titus 2 in the BNT

Titus 2 in the BNTABOOT

Titus 2 in the BNTLV

Titus 2 in the BOATCB

Titus 2 in the BOATCB2

Titus 2 in the BOBCV

Titus 2 in the BOCNT

Titus 2 in the BOECS

Titus 2 in the BOGWICC

Titus 2 in the BOHCB

Titus 2 in the BOHCV

Titus 2 in the BOHLNT

Titus 2 in the BOHNTLTAL

Titus 2 in the BOICB

Titus 2 in the BOILNTAP

Titus 2 in the BOITCV

Titus 2 in the BOKCV

Titus 2 in the BOKCV2

Titus 2 in the BOKHWOG

Titus 2 in the BOKSSV

Titus 2 in the BOLCB

Titus 2 in the BOLCB2

Titus 2 in the BOMCV

Titus 2 in the BONAV

Titus 2 in the BONCB

Titus 2 in the BONLT

Titus 2 in the BONUT2

Titus 2 in the BOPLNT

Titus 2 in the BOSCB

Titus 2 in the BOSNC

Titus 2 in the BOTLNT

Titus 2 in the BOVCB

Titus 2 in the BOYCB

Titus 2 in the BPBB

Titus 2 in the BPH

Titus 2 in the BSB

Titus 2 in the CCB

Titus 2 in the CUV

Titus 2 in the CUVS

Titus 2 in the DBT

Titus 2 in the DGDNT

Titus 2 in the DHNT

Titus 2 in the DNT

Titus 2 in the ELBE

Titus 2 in the EMTV

Titus 2 in the ESV

Titus 2 in the FBV

Titus 2 in the FEB

Titus 2 in the GGMNT

Titus 2 in the GNT

Titus 2 in the HARY

Titus 2 in the HNT

Titus 2 in the IRVA

Titus 2 in the IRVB

Titus 2 in the IRVG

Titus 2 in the IRVH

Titus 2 in the IRVK

Titus 2 in the IRVM

Titus 2 in the IRVM2

Titus 2 in the IRVO

Titus 2 in the IRVP

Titus 2 in the IRVT

Titus 2 in the IRVT2

Titus 2 in the IRVU

Titus 2 in the ISVN

Titus 2 in the JSNT

Titus 2 in the KAPI

Titus 2 in the KBT1ETNIK

Titus 2 in the KBV

Titus 2 in the KJV

Titus 2 in the KNFD

Titus 2 in the LBA

Titus 2 in the LBLA

Titus 2 in the LNT

Titus 2 in the LSV

Titus 2 in the MAAL

Titus 2 in the MBV

Titus 2 in the MBV2

Titus 2 in the MHNT

Titus 2 in the MKNFD

Titus 2 in the MNG

Titus 2 in the MNT

Titus 2 in the MNT2

Titus 2 in the MRS1T

Titus 2 in the NAA

Titus 2 in the NASB

Titus 2 in the NBLA

Titus 2 in the NBS

Titus 2 in the NBVTP

Titus 2 in the NET2

Titus 2 in the NIV11

Titus 2 in the NNT

Titus 2 in the NNT2

Titus 2 in the NNT3

Titus 2 in the PDDPT

Titus 2 in the PFNT

Titus 2 in the RMNT

Titus 2 in the SBIAS

Titus 2 in the SBIBS

Titus 2 in the SBIBS2

Titus 2 in the SBICS

Titus 2 in the SBIDS

Titus 2 in the SBIGS

Titus 2 in the SBIHS

Titus 2 in the SBIIS

Titus 2 in the SBIIS2

Titus 2 in the SBIIS3

Titus 2 in the SBIKS

Titus 2 in the SBIKS2

Titus 2 in the SBIMS

Titus 2 in the SBIOS

Titus 2 in the SBIPS

Titus 2 in the SBISS

Titus 2 in the SBITS

Titus 2 in the SBITS2

Titus 2 in the SBITS3

Titus 2 in the SBITS4

Titus 2 in the SBIUS

Titus 2 in the SBIVS

Titus 2 in the SBT

Titus 2 in the SBT1E

Titus 2 in the SCHL

Titus 2 in the SUSU

Titus 2 in the SUSU2

Titus 2 in the SYNO

Titus 2 in the TBIAOTANT

Titus 2 in the TBT1E

Titus 2 in the TBT1E2

Titus 2 in the TFTIP

Titus 2 in the TFTU

Titus 2 in the TGNTATF3T

Titus 2 in the THAI

Titus 2 in the TNFD

Titus 2 in the TNT

Titus 2 in the TNTIK

Titus 2 in the TNTIL

Titus 2 in the TNTIN

Titus 2 in the TNTIP

Titus 2 in the TNTIZ

Titus 2 in the TOMA

Titus 2 in the TTENT

Titus 2 in the UBG

Titus 2 in the UGV

Titus 2 in the UGV2

Titus 2 in the UGV3

Titus 2 in the VBL

Titus 2 in the VDCC

Titus 2 in the YALU

Titus 2 in the YAPE

Titus 2 in the YBVTP

Titus 2 in the ZBP