Titus 3 (SNT)
1 ସାସନ୍କାରିଆ ଆରି ଅଦିକାରିମନର୍ ତଲେ ରଇକରି ସେମନ୍ ତିଆର୍ଲାଟା ମାନିକରି ରଇବାକେ ମଣ୍ଡଲିର୍ ବାଇବଇନିମନ୍କେ ଏତାଇଦେସ୍ । ବିନ୍ ଲକ୍କେ କାଇ ସାଇଜ ମିସା କର୍ବାକେ ଜାଗ୍ରତ୍ ଅଇରଅତ୍ । 2 ବିନ୍ ଲକର୍ ବିସଇ ମିଚ୍ ନ କଇ ସବୁର୍ ସଙ୍ଗ୍ ସାନ୍ତିସଙ୍ଗ୍, ଆଲାଦେ, ମନ୍ବିତ୍ରେ ଦରମ୍ରଇ ମିସିବିଡି ରଅତ୍ । 3 କାଇକେବଇଲେ ଗଟେକ୍ ବେଲାଇ ଆମେମିସା ବକୁଆ ଲକର୍ପାରା ରଇ ପର୍ମେସରର୍ କାତା ନ ମାନିକରି, ବୁଲ୍ ବିସଇ କର୍ତେରଇଲୁ । ଆମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ବିସଇ ରଇଲା, ସେଟା ସବୁ ସାର୍ଦାସଙ୍ଗ୍ କର୍ତେରଇଲୁ । ବିନ୍ ଲକର୍ ତିପୁଲ୍ କାତା ଗୁଲାଇବାଟେ ବିଚିକରି ସେମନ୍କେ ଇଁସା କର୍ତେରଇଲୁ । ସେମନ୍ ଆମ୍କେ ଗିନ୍ କର୍ତେରଇଲାଇ, ଆମେମିସା ସେମନ୍କେ ଗିନ୍ କର୍ତେରଇଲୁ । 4 ମାତର୍ ଆମେ ସେନ୍ତାରି ଚଲାଚଲ୍ତି କର୍ତେରଇଲେ ମିସା ଆମର୍ ମୁକ୍ତିକାରିଆ ପର୍ମେସର୍ ନିଜର୍ ଦୟା ଆରି ଆଲାଦ୍ ଆମ୍କେ ଦେକାଇଆଚେ । 5 ପାପର୍ ଡଣ୍ଡେଅନି ସେ ଆମ୍କେ ମୁକ୍ଲାଇଲା । ଆମେ ଦରମ୍ କାମ୍ କଲାର୍ପାଇ ସେ ଆମ୍କେ ଏନ୍ତି କରେନାଇ । ମାତର୍ ସେ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାକେସେ । ସୁକଲ୍ ଆତ୍ମା ଦେଇକରି ସେ ଆମ୍କେ ରକିଆ କଲା । ଜେକି ଆମର୍ ସବୁ ପାପ୍ ଦଇକରି ନୁଆ ଜିବନ୍ ଦେଲା । 6 ଆମର୍ ରକିଆକାରି ଜିସୁକିରିସ୍ଟ କଲା କାମର୍ଲାଗି ପର୍ମେସର୍ ଏଟା କଲା । କାଇ ମୁଲିଅ ନ ଦେଇ ଜେତ୍କି ବଇଲେ ସେତ୍କି ଆମ୍କେ ସୁକଲ୍ଆତ୍ମା ଦେଲା ଆଚେ । 7 ପର୍ମେସର୍ ଆମ୍କେ ତାର୍ ପିଲାଟକି କର୍ବାକେ ଏନ୍ତାରି କଲା ଆଚେ । ତାର୍ସଙ୍ଗ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚ୍ବାକେ ଆମେ ଆସା କର୍ବାର୍ ଅଇସି । ଆମର୍ପାଇ ରଇବା ତାର୍ ବଡ୍ ଦୟାର୍ଲାଗି, ତାର୍ ମୁଆଟେ ଦସି ଇସାବେ ନ ଦେକେ । ପର୍ମେସର୍ ଆମ୍କେ କାଇ ଦସ୍ ନ କଲା ଲକ୍ବଲି ଜାନାଇଆଚେ । 8 ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି ।ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି । 9 ମାତର୍ ଜନ୍ ଲକ୍ମନ୍ କାଇ ଲଡାକେ ନ ଆଇବା ବିସଇର୍ପାଇ ଦଦାପେଲା ଅଇବାଇ, ଆରି ତାକର୍ କୁଟୁମର୍ ଆନିଦାଦିମନର୍ ବିସଇ କଇ ଲାଗିରଇବାଇ, ଚୁଚାଇ ଚୁଚାଇ ଦଦାପେଲା ଅଇବାଇ ଆରି ମସା ମିଲାଇରଇବା ରିତିନିତି ବିସଇନେଇ ଲାଗାଲାଗି ଅଇବାଇ, ସେନ୍ତାରିଟାନେ ପୁର୍ନାଇ । କାଇକେବଇଲେ ଏଟା କାକେ ଲଡାକେ ନ ଦେଏ, ଆରି ଚୁଚାଇସେ । 10 ବିସ୍ବାସିମନର୍ ବିତ୍ରେ ଜଦି କେ ମିସା ଗଟେକ୍ ବେଗ୍ଲାଇବା ଲକ୍ ରଇଲେ, ତାକେ ଡାଟ୍ ସଙ୍ଗ୍ କଇକରି ଚାଡାଇଦେସ୍ । ସେ ନ ଚାଡ୍ଲେ ଆରିତରେକ୍ ଜାଗ୍ରତା କରା । ତାର୍ପଚେ ମିସା ସେ କରିଲାଗିରଇଲେ ତାକେ ଚାଡିଦେସ୍ । 11 ଏନ୍ତାରି ଲକ୍ ସତ୍ ବିସଇତେଇଅନି ମନ୍ ବାଉଡାଇଲା ଆଚେ ବଲି ତୁଇ ଜାନିପାରୁସ୍ । ତାର୍ ପାପର୍ଲାଗି ସେ ପର୍ମେସରର୍ ମୁଆଟେ ଦସ୍ କରିଆଚେ ବଲି ଲକ୍ମନ୍ ନିକସଙ୍ଗ୍ ଜାନ୍ବାଇ । 12 ତକେ ସାଇଜ କର୍ବାକେ ମୁଇ ଆର୍ତେମସ୍କେ ନଇଲେ ତେକିକସ୍କେ ପାଟାଇବି । ଆକର୍ ବିତ୍ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍ ଅଇବାକେ ଆଉ । କାଇକେବଇଲେ ସିତ୍ମାସ୍ ସାର୍ବାଜାକ ତେଇ ରଇବାକେ ମୁଇ ମନ୍ କଲିନି । 13 ଜିନି ନାଉଁର୍ ଗଟେକ୍ ଅକିଲ୍ ଆରି ଆପଲ୍ ନାଉଁର୍ ଆରିଗଟେକ୍ ଲକ୍ ଜିବାକେ ବାରଇବାବେଲେ, ସେମନ୍କେ ଜେତ୍କି ସାଇଜ ଲଡା ଆଚେ, ସେଟା ସବୁ କରିଦେସ୍ । ସେମନ୍କେ ଲଡାକେ ଆଇବାଟା ଜାଗାଇଦେସ୍ । 14 ସେଟାକେ ଚାଡି କିରତେରଇବା ଆମର୍ ସବୁ ବିସ୍ବାସି ବାଇବଇନିମନ୍, ଦରମ୍ କାମ୍ କର୍ବାଟା ନ ଚାଡିକରି, ପାଇଟିକାବାଡ୍ କର୍ତେରଅତ୍ । ସେନ୍ତାରି କଲେ, ଅବାବେ ରଇଲା ଲକ୍ମନ୍କେ ଦେଇପାର୍ବାଇ । ଆରି ବିସ୍ବାସିମନ୍ ବେକାର୍ ଜିବନ୍ ନ ବିତାଅତ୍ । 15 ମର୍ ସଙ୍ଗ୍ ରଇବା ସବୁ ବିସ୍ବାସିମନ୍ ତକେ ଜୁଆର୍ ଜାନାଇଲାଇନି । କିରତେରଇବା ଆମର୍ ବିସ୍ବାସି ବାଇବଇନିମନ୍ ଜେତ୍କିଲକ୍ ଆମ୍କେ ଆଲାଦ୍ କଲାଇନି, ସେମନ୍କେ ସବୁକେ ଆମର୍ ଜୁଆର୍ ଜାନାଇଦେସ୍ ।ପର୍ମେସର୍ ତାର୍ ଜିବନ୍ ଦୁକାଇ ତମ୍କେ ଦୟା ଦେକାଅ ।
In Other Versions
Titus 3 in the ANGEFD
Titus 3 in the ANTPNG2D
Titus 3 in the AS21
Titus 3 in the BAGH
Titus 3 in the BBPNG
Titus 3 in the BBT1E
Titus 3 in the BDS
Titus 3 in the BEV
Titus 3 in the BHAD
Titus 3 in the BIB
Titus 3 in the BLPT
Titus 3 in the BNT
Titus 3 in the BNTABOOT
Titus 3 in the BNTLV
Titus 3 in the BOATCB
Titus 3 in the BOATCB2
Titus 3 in the BOBCV
Titus 3 in the BOCNT
Titus 3 in the BOECS
Titus 3 in the BOGWICC
Titus 3 in the BOHCB
Titus 3 in the BOHCV
Titus 3 in the BOHLNT
Titus 3 in the BOHNTLTAL
Titus 3 in the BOICB
Titus 3 in the BOILNTAP
Titus 3 in the BOITCV
Titus 3 in the BOKCV
Titus 3 in the BOKCV2
Titus 3 in the BOKHWOG
Titus 3 in the BOKSSV
Titus 3 in the BOLCB
Titus 3 in the BOLCB2
Titus 3 in the BOMCV
Titus 3 in the BONAV
Titus 3 in the BONCB
Titus 3 in the BONLT
Titus 3 in the BONUT2
Titus 3 in the BOPLNT
Titus 3 in the BOSCB
Titus 3 in the BOSNC
Titus 3 in the BOTLNT
Titus 3 in the BOVCB
Titus 3 in the BOYCB
Titus 3 in the BPBB
Titus 3 in the BPH
Titus 3 in the BSB
Titus 3 in the CCB
Titus 3 in the CUV
Titus 3 in the CUVS
Titus 3 in the DBT
Titus 3 in the DGDNT
Titus 3 in the DHNT
Titus 3 in the DNT
Titus 3 in the ELBE
Titus 3 in the EMTV
Titus 3 in the ESV
Titus 3 in the FBV
Titus 3 in the FEB
Titus 3 in the GGMNT
Titus 3 in the GNT
Titus 3 in the HARY
Titus 3 in the HNT
Titus 3 in the IRVA
Titus 3 in the IRVB
Titus 3 in the IRVG
Titus 3 in the IRVH
Titus 3 in the IRVK
Titus 3 in the IRVM
Titus 3 in the IRVM2
Titus 3 in the IRVO
Titus 3 in the IRVP
Titus 3 in the IRVT
Titus 3 in the IRVT2
Titus 3 in the IRVU
Titus 3 in the ISVN
Titus 3 in the JSNT
Titus 3 in the KAPI
Titus 3 in the KBT1ETNIK
Titus 3 in the KBV
Titus 3 in the KJV
Titus 3 in the KNFD
Titus 3 in the LBA
Titus 3 in the LBLA
Titus 3 in the LNT
Titus 3 in the LSV
Titus 3 in the MAAL
Titus 3 in the MBV
Titus 3 in the MBV2
Titus 3 in the MHNT
Titus 3 in the MKNFD
Titus 3 in the MNG
Titus 3 in the MNT
Titus 3 in the MNT2
Titus 3 in the MRS1T
Titus 3 in the NAA
Titus 3 in the NASB
Titus 3 in the NBLA
Titus 3 in the NBS
Titus 3 in the NBVTP
Titus 3 in the NET2
Titus 3 in the NIV11
Titus 3 in the NNT
Titus 3 in the NNT2
Titus 3 in the NNT3
Titus 3 in the PDDPT
Titus 3 in the PFNT
Titus 3 in the RMNT
Titus 3 in the SBIAS
Titus 3 in the SBIBS
Titus 3 in the SBIBS2
Titus 3 in the SBICS
Titus 3 in the SBIDS
Titus 3 in the SBIGS
Titus 3 in the SBIHS
Titus 3 in the SBIIS
Titus 3 in the SBIIS2
Titus 3 in the SBIIS3
Titus 3 in the SBIKS
Titus 3 in the SBIKS2
Titus 3 in the SBIMS
Titus 3 in the SBIOS
Titus 3 in the SBIPS
Titus 3 in the SBISS
Titus 3 in the SBITS
Titus 3 in the SBITS2
Titus 3 in the SBITS3
Titus 3 in the SBITS4
Titus 3 in the SBIUS
Titus 3 in the SBIVS
Titus 3 in the SBT
Titus 3 in the SBT1E
Titus 3 in the SCHL
Titus 3 in the SUSU
Titus 3 in the SUSU2
Titus 3 in the SYNO
Titus 3 in the TBIAOTANT
Titus 3 in the TBT1E
Titus 3 in the TBT1E2
Titus 3 in the TFTIP
Titus 3 in the TFTU
Titus 3 in the TGNTATF3T
Titus 3 in the THAI
Titus 3 in the TNFD
Titus 3 in the TNT
Titus 3 in the TNTIK
Titus 3 in the TNTIL
Titus 3 in the TNTIN
Titus 3 in the TNTIP
Titus 3 in the TNTIZ
Titus 3 in the TOMA
Titus 3 in the TTENT
Titus 3 in the UBG
Titus 3 in the UGV
Titus 3 in the UGV2
Titus 3 in the UGV3
Titus 3 in the VBL
Titus 3 in the VDCC
Titus 3 in the YALU
Titus 3 in the YAPE
Titus 3 in the YBVTP
Titus 3 in the ZBP