1 Chronicles 25 (IRVO)
1 ଆହୁରି ଆସଫର ଓ ହେମନର ଓ ଯିଦୂଥୂନ୍ର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟଦ୍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି। 2 ଆସଫର ସନ୍ତାନମାନଙ୍କ କଥା;ଆସଫର ସନ୍ତାନ ସକ୍କୁର ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ। 3 ଯିଦୂଥୂନ୍ର କଥା;ଯିଦୂଥୂନ୍ର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାଇୟ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନ୍ର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ। 4 ହେମନର କଥା;ହେମନର ସନ୍ତାନ ବୁକ୍କୀୟ, ମତ୍ତନୀୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍ତି ଓ ରୋମାମ୍ତି-ଏଷର୍, ଯଶ୍ବକାଶା, ମଲ୍ଲୋଥି, ହୋଥୀର୍, ମହସୀୟୋତ୍; 5 ଏସମସ୍ତେ ଶୃଙ୍ଗଧ୍ୱନି କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନକୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ। 6 ଏସମସ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍ ଓ ହେମନ ରାଜାଜ୍ଞାଧୀନ ଥିଲେ। 7 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏସମସ୍ତେ ଓ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ। 8 ଏଉତ୍ତାରେ ସେମାନେ ସାନ ବଡ଼, ଶିକ୍ଷକ, ଛାତ୍ର, ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ। 9 ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା;ଦ୍ୱିତୀୟ ଗଦଲୀୟ ପକ୍ଷରେ; ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ ବାର ଜଣ ଥିଲେ। 10 ତୃତୀୟ ସକ୍କୁର ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 11 ଚତୁର୍ଥ ଯିଷ୍ରି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 12 ପଞ୍ଚମ ନଥନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 13 ଷଷ୍ଠ ବୁକ୍କୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 14 ସପ୍ତମ ଯିଶାରେଲା ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 15 ଅଷ୍ଟମ ଯିଶାୟାହ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 16 ନବମ ମତ୍ତନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ। 17 ଦଶମ ଶିମୀୟି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 18 ଏକାଦଶ ଅସରେଲ୍ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 19 ଦ୍ୱାଦଶ ହଶବୀୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 20 ତ୍ରୟୋଦଶ ପାଇଁ ଶବୂୟେଲ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 21 ଚତୁର୍ଦ୍ଦଶ ପାଇଁ ମତ୍ତଥୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 22 ପଞ୍ଚଦଶ ପାଇଁ ଯେରେମୋତ୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 23 ଷୋଡ଼ଶ ପାଇଁ ହନାନୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 24 ସପ୍ତଦଶ ପାଇଁ ଯଶ୍ବକାଶା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 25 ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 26 ଊନବିଂଶ ପାଇଁ ମଲ୍ଲୋଥି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 27 ବିଂଶ ପାଇଁ ଇଲୀୟାଥା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 28 ଏକବିଂଶ ପାଇଁ ହୋଥୀର୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 29 ଦ୍ୱାବିଂଶ ପାଇଁ ଗିଦ୍ଦଲ୍ତି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 30 ତ୍ରୟୋବିଂଶ ପାଇଁ ମହସୀୟୋତ୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ; 31 ଚତୁର୍ବିଂଶ ପାଇଁ ରୋମାମ୍ତି-ଏଷର୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ।
In Other Versions
1 Chronicles 25 in the ANGEFD
1 Chronicles 25 in the ANTPNG2D
1 Chronicles 25 in the AS21
1 Chronicles 25 in the BAGH
1 Chronicles 25 in the BBPNG
1 Chronicles 25 in the BBT1E
1 Chronicles 25 in the BDS
1 Chronicles 25 in the BEV
1 Chronicles 25 in the BHAD
1 Chronicles 25 in the BIB
1 Chronicles 25 in the BLPT
1 Chronicles 25 in the BNT
1 Chronicles 25 in the BNTABOOT
1 Chronicles 25 in the BNTLV
1 Chronicles 25 in the BOATCB
1 Chronicles 25 in the BOATCB2
1 Chronicles 25 in the BOBCV
1 Chronicles 25 in the BOCNT
1 Chronicles 25 in the BOECS
1 Chronicles 25 in the BOGWICC
1 Chronicles 25 in the BOHCB
1 Chronicles 25 in the BOHCV
1 Chronicles 25 in the BOHLNT
1 Chronicles 25 in the BOHNTLTAL
1 Chronicles 25 in the BOICB
1 Chronicles 25 in the BOILNTAP
1 Chronicles 25 in the BOITCV
1 Chronicles 25 in the BOKCV
1 Chronicles 25 in the BOKCV2
1 Chronicles 25 in the BOKHWOG
1 Chronicles 25 in the BOKSSV
1 Chronicles 25 in the BOLCB
1 Chronicles 25 in the BOLCB2
1 Chronicles 25 in the BOMCV
1 Chronicles 25 in the BONAV
1 Chronicles 25 in the BONCB
1 Chronicles 25 in the BONLT
1 Chronicles 25 in the BONUT2
1 Chronicles 25 in the BOPLNT
1 Chronicles 25 in the BOSCB
1 Chronicles 25 in the BOSNC
1 Chronicles 25 in the BOTLNT
1 Chronicles 25 in the BOVCB
1 Chronicles 25 in the BOYCB
1 Chronicles 25 in the BPBB
1 Chronicles 25 in the BPH
1 Chronicles 25 in the BSB
1 Chronicles 25 in the CCB
1 Chronicles 25 in the CUV
1 Chronicles 25 in the CUVS
1 Chronicles 25 in the DBT
1 Chronicles 25 in the DGDNT
1 Chronicles 25 in the DHNT
1 Chronicles 25 in the DNT
1 Chronicles 25 in the ELBE
1 Chronicles 25 in the EMTV
1 Chronicles 25 in the ESV
1 Chronicles 25 in the FBV
1 Chronicles 25 in the FEB
1 Chronicles 25 in the GGMNT
1 Chronicles 25 in the GNT
1 Chronicles 25 in the HARY
1 Chronicles 25 in the HNT
1 Chronicles 25 in the IRVA
1 Chronicles 25 in the IRVB
1 Chronicles 25 in the IRVG
1 Chronicles 25 in the IRVH
1 Chronicles 25 in the IRVK
1 Chronicles 25 in the IRVM
1 Chronicles 25 in the IRVM2
1 Chronicles 25 in the IRVP
1 Chronicles 25 in the IRVT
1 Chronicles 25 in the IRVT2
1 Chronicles 25 in the IRVU
1 Chronicles 25 in the ISVN
1 Chronicles 25 in the JSNT
1 Chronicles 25 in the KAPI
1 Chronicles 25 in the KBT1ETNIK
1 Chronicles 25 in the KBV
1 Chronicles 25 in the KJV
1 Chronicles 25 in the KNFD
1 Chronicles 25 in the LBA
1 Chronicles 25 in the LBLA
1 Chronicles 25 in the LNT
1 Chronicles 25 in the LSV
1 Chronicles 25 in the MAAL
1 Chronicles 25 in the MBV
1 Chronicles 25 in the MBV2
1 Chronicles 25 in the MHNT
1 Chronicles 25 in the MKNFD
1 Chronicles 25 in the MNG
1 Chronicles 25 in the MNT
1 Chronicles 25 in the MNT2
1 Chronicles 25 in the MRS1T
1 Chronicles 25 in the NAA
1 Chronicles 25 in the NASB
1 Chronicles 25 in the NBLA
1 Chronicles 25 in the NBS
1 Chronicles 25 in the NBVTP
1 Chronicles 25 in the NET2
1 Chronicles 25 in the NIV11
1 Chronicles 25 in the NNT
1 Chronicles 25 in the NNT2
1 Chronicles 25 in the NNT3
1 Chronicles 25 in the PDDPT
1 Chronicles 25 in the PFNT
1 Chronicles 25 in the RMNT
1 Chronicles 25 in the SBIAS
1 Chronicles 25 in the SBIBS
1 Chronicles 25 in the SBIBS2
1 Chronicles 25 in the SBICS
1 Chronicles 25 in the SBIDS
1 Chronicles 25 in the SBIGS
1 Chronicles 25 in the SBIHS
1 Chronicles 25 in the SBIIS
1 Chronicles 25 in the SBIIS2
1 Chronicles 25 in the SBIIS3
1 Chronicles 25 in the SBIKS
1 Chronicles 25 in the SBIKS2
1 Chronicles 25 in the SBIMS
1 Chronicles 25 in the SBIOS
1 Chronicles 25 in the SBIPS
1 Chronicles 25 in the SBISS
1 Chronicles 25 in the SBITS
1 Chronicles 25 in the SBITS2
1 Chronicles 25 in the SBITS3
1 Chronicles 25 in the SBITS4
1 Chronicles 25 in the SBIUS
1 Chronicles 25 in the SBIVS
1 Chronicles 25 in the SBT
1 Chronicles 25 in the SBT1E
1 Chronicles 25 in the SCHL
1 Chronicles 25 in the SNT
1 Chronicles 25 in the SUSU
1 Chronicles 25 in the SUSU2
1 Chronicles 25 in the SYNO
1 Chronicles 25 in the TBIAOTANT
1 Chronicles 25 in the TBT1E
1 Chronicles 25 in the TBT1E2
1 Chronicles 25 in the TFTIP
1 Chronicles 25 in the TFTU
1 Chronicles 25 in the TGNTATF3T
1 Chronicles 25 in the THAI
1 Chronicles 25 in the TNFD
1 Chronicles 25 in the TNT
1 Chronicles 25 in the TNTIK
1 Chronicles 25 in the TNTIL
1 Chronicles 25 in the TNTIN
1 Chronicles 25 in the TNTIP
1 Chronicles 25 in the TNTIZ
1 Chronicles 25 in the TOMA
1 Chronicles 25 in the TTENT
1 Chronicles 25 in the UBG
1 Chronicles 25 in the UGV
1 Chronicles 25 in the UGV2
1 Chronicles 25 in the UGV3
1 Chronicles 25 in the VBL
1 Chronicles 25 in the VDCC
1 Chronicles 25 in the YALU
1 Chronicles 25 in the YAPE
1 Chronicles 25 in the YBVTP
1 Chronicles 25 in the ZBP