2 Chronicles 5 (IRVO)
1 ଏହିରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟସବୁ, ଅର୍ଥାତ୍, ରୂପା, ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ। 2 ତହୁଁ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ-ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଯିରୂଶାଲମରେ ଏକତ୍ର କଲେ। 3 ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ। 4 ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ, ଲେବୀୟମାନେ ସିନ୍ଦୁକ ଉଠାଇଲେ। 5 ପୁଣି ସେମାନେ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ; ଲେବୀୟ ଯାଜକମାନେ ତାହାସବୁ ଆଣିଲେ। 6 ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ଏତେ ପରିମାଣରେ ମେଷ ଓ ଗୋରୁ ବଳିଦାନ କଲେ, ଯେ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା। 7 ତହୁଁ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତହିଁର ସ୍ଥାନକୁ, ଅର୍ଥାତ୍, ଗୃହର ଗର୍ଭାଗାର, ମହାପବିତ୍ର ସ୍ଥାନ, କିରୂବଦ୍ୱୟର ପକ୍ଷ ତଳକୁ ଆଣିଲେ। 8 ସେହି କିରୂବମାନେ ସିନ୍ଦୁକ-ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ ଓ କିରୂବମାନେ ଊର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗୀ ଆଚ୍ଛାଦନ କଲେ। 9 ପୁଣି ସେହି ସାଙ୍ଗୀ ଏତେ ଲମ୍ବ ଥିଲା ଯେ, ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା; ମାତ୍ର ବାହାରକୁ ଦେଖାଗଲା ନାହିଁ; ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି। 10 ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୋଶା ହୋରେବ ନିକଟରେ ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ବ୍ୟତୀତ ତହିଁରେ ଆଉ କିଛି ନ ଥିଲା। 11 ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣା ଆପଣା ପାଳିର କର୍ମ କରୁ ନ ଥିଲେ। 12 ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍, ଆସଫ, ହେମନ, ଯିଦୂଥୂନ୍ ଓ ସେମାନଙ୍କ ପୁତ୍ର ଓ ଭାଇଗଣ କ୍ଷୌମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦିର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୂରୀବାଦକ ଏକ ଶହ କୋଡ଼ିଏ ଜଣ ଯାଜକ ଥିଲେ; ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ, 13 ସେହି ତୂରୀବାଦକ ଓ ଗାୟକ ସମସ୍ତେ ଏକସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ, “ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳସ୍ଥାୟୀ,” ଏହା ବୋଲି ସେମାନେ ତୂରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱରରେ ତାହାଙ୍କର ପ୍ରଶଂସାଧ୍ୱନି କରନ୍ତେ, ସେହି ଗୃହ, ଅର୍ଥାତ୍, ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏରୂପ ପରିପୂର୍ଣ୍ଣ ହେଲା 14 ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ପରମେଶ୍ୱରଙ୍କ ଗୃହକୁ ପରିପୂର୍ଣ୍ଣ କଲା।
In Other Versions
2 Chronicles 5 in the ANGEFD
2 Chronicles 5 in the ANTPNG2D
2 Chronicles 5 in the AS21
2 Chronicles 5 in the BAGH
2 Chronicles 5 in the BBPNG
2 Chronicles 5 in the BBT1E
2 Chronicles 5 in the BDS
2 Chronicles 5 in the BEV
2 Chronicles 5 in the BHAD
2 Chronicles 5 in the BIB
2 Chronicles 5 in the BLPT
2 Chronicles 5 in the BNT
2 Chronicles 5 in the BNTABOOT
2 Chronicles 5 in the BNTLV
2 Chronicles 5 in the BOATCB
2 Chronicles 5 in the BOATCB2
2 Chronicles 5 in the BOBCV
2 Chronicles 5 in the BOCNT
2 Chronicles 5 in the BOECS
2 Chronicles 5 in the BOGWICC
2 Chronicles 5 in the BOHCB
2 Chronicles 5 in the BOHCV
2 Chronicles 5 in the BOHLNT
2 Chronicles 5 in the BOHNTLTAL
2 Chronicles 5 in the BOICB
2 Chronicles 5 in the BOILNTAP
2 Chronicles 5 in the BOITCV
2 Chronicles 5 in the BOKCV
2 Chronicles 5 in the BOKCV2
2 Chronicles 5 in the BOKHWOG
2 Chronicles 5 in the BOKSSV
2 Chronicles 5 in the BOLCB
2 Chronicles 5 in the BOLCB2
2 Chronicles 5 in the BOMCV
2 Chronicles 5 in the BONAV
2 Chronicles 5 in the BONCB
2 Chronicles 5 in the BONLT
2 Chronicles 5 in the BONUT2
2 Chronicles 5 in the BOPLNT
2 Chronicles 5 in the BOSCB
2 Chronicles 5 in the BOSNC
2 Chronicles 5 in the BOTLNT
2 Chronicles 5 in the BOVCB
2 Chronicles 5 in the BOYCB
2 Chronicles 5 in the BPBB
2 Chronicles 5 in the BPH
2 Chronicles 5 in the BSB
2 Chronicles 5 in the CCB
2 Chronicles 5 in the CUV
2 Chronicles 5 in the CUVS
2 Chronicles 5 in the DBT
2 Chronicles 5 in the DGDNT
2 Chronicles 5 in the DHNT
2 Chronicles 5 in the DNT
2 Chronicles 5 in the ELBE
2 Chronicles 5 in the EMTV
2 Chronicles 5 in the ESV
2 Chronicles 5 in the FBV
2 Chronicles 5 in the FEB
2 Chronicles 5 in the GGMNT
2 Chronicles 5 in the GNT
2 Chronicles 5 in the HARY
2 Chronicles 5 in the HNT
2 Chronicles 5 in the IRVA
2 Chronicles 5 in the IRVB
2 Chronicles 5 in the IRVG
2 Chronicles 5 in the IRVH
2 Chronicles 5 in the IRVK
2 Chronicles 5 in the IRVM
2 Chronicles 5 in the IRVM2
2 Chronicles 5 in the IRVP
2 Chronicles 5 in the IRVT
2 Chronicles 5 in the IRVT2
2 Chronicles 5 in the IRVU
2 Chronicles 5 in the ISVN
2 Chronicles 5 in the JSNT
2 Chronicles 5 in the KAPI
2 Chronicles 5 in the KBT1ETNIK
2 Chronicles 5 in the KBV
2 Chronicles 5 in the KJV
2 Chronicles 5 in the KNFD
2 Chronicles 5 in the LBA
2 Chronicles 5 in the LBLA
2 Chronicles 5 in the LNT
2 Chronicles 5 in the LSV
2 Chronicles 5 in the MAAL
2 Chronicles 5 in the MBV
2 Chronicles 5 in the MBV2
2 Chronicles 5 in the MHNT
2 Chronicles 5 in the MKNFD
2 Chronicles 5 in the MNG
2 Chronicles 5 in the MNT
2 Chronicles 5 in the MNT2
2 Chronicles 5 in the MRS1T
2 Chronicles 5 in the NAA
2 Chronicles 5 in the NASB
2 Chronicles 5 in the NBLA
2 Chronicles 5 in the NBS
2 Chronicles 5 in the NBVTP
2 Chronicles 5 in the NET2
2 Chronicles 5 in the NIV11
2 Chronicles 5 in the NNT
2 Chronicles 5 in the NNT2
2 Chronicles 5 in the NNT3
2 Chronicles 5 in the PDDPT
2 Chronicles 5 in the PFNT
2 Chronicles 5 in the RMNT
2 Chronicles 5 in the SBIAS
2 Chronicles 5 in the SBIBS
2 Chronicles 5 in the SBIBS2
2 Chronicles 5 in the SBICS
2 Chronicles 5 in the SBIDS
2 Chronicles 5 in the SBIGS
2 Chronicles 5 in the SBIHS
2 Chronicles 5 in the SBIIS
2 Chronicles 5 in the SBIIS2
2 Chronicles 5 in the SBIIS3
2 Chronicles 5 in the SBIKS
2 Chronicles 5 in the SBIKS2
2 Chronicles 5 in the SBIMS
2 Chronicles 5 in the SBIOS
2 Chronicles 5 in the SBIPS
2 Chronicles 5 in the SBISS
2 Chronicles 5 in the SBITS
2 Chronicles 5 in the SBITS2
2 Chronicles 5 in the SBITS3
2 Chronicles 5 in the SBITS4
2 Chronicles 5 in the SBIUS
2 Chronicles 5 in the SBIVS
2 Chronicles 5 in the SBT
2 Chronicles 5 in the SBT1E
2 Chronicles 5 in the SCHL
2 Chronicles 5 in the SNT
2 Chronicles 5 in the SUSU
2 Chronicles 5 in the SUSU2
2 Chronicles 5 in the SYNO
2 Chronicles 5 in the TBIAOTANT
2 Chronicles 5 in the TBT1E
2 Chronicles 5 in the TBT1E2
2 Chronicles 5 in the TFTIP
2 Chronicles 5 in the TFTU
2 Chronicles 5 in the TGNTATF3T
2 Chronicles 5 in the THAI
2 Chronicles 5 in the TNFD
2 Chronicles 5 in the TNT
2 Chronicles 5 in the TNTIK
2 Chronicles 5 in the TNTIL
2 Chronicles 5 in the TNTIN
2 Chronicles 5 in the TNTIP
2 Chronicles 5 in the TNTIZ
2 Chronicles 5 in the TOMA
2 Chronicles 5 in the TTENT
2 Chronicles 5 in the UBG
2 Chronicles 5 in the UGV
2 Chronicles 5 in the UGV2
2 Chronicles 5 in the UGV3
2 Chronicles 5 in the VBL
2 Chronicles 5 in the VDCC
2 Chronicles 5 in the YALU
2 Chronicles 5 in the YAPE
2 Chronicles 5 in the YBVTP
2 Chronicles 5 in the ZBP