Amos 4 (IRVO)
1 “ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ,ତୁମ୍ଭେମାନେ ଏହି ବାକ୍ୟ ଶୁଣ,ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ,ଦୀନହୀନମାନଙ୍କୁ ଦଳି ପକାଉଅଛ,ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ,‘ଆଣ, ଆମ୍ଭେମାନେ ପାନ କରିବା।’ 2 ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି,ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବନଶୀ କଣ୍ଟାରେ ଟାଣି ନେବେ,ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ। 3 ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣଆପଣା ଆପଣା ସମ୍ମୁଖସ୍ଥ ଭଗ୍ନ ସ୍ଥାନ ଦେଇ ବାହାରି ଯିବଓ ହର୍ମ୍ମୋଣରେ ଆପଣାମାନଙ୍କୁ ନିକ୍ଷେପ କରିବ।”ଏହା ସଦାପ୍ରଭୁ କହନ୍ତି। 4 “ତୁମ୍ଭେମାନେ ବେଥେଲ୍କୁ ଯାଇ ଅପରାଧ କର;ଗିଲ୍ଗଲ୍କୁ ଯାଇ ଅପରାଧ ବୃଦ୍ଧି କର;ଆଉ, ପ୍ରତି ପ୍ରଭାତରେ ଆପଣା ଆପଣା ବଳିଓ ପ୍ରତି ତିନି ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର; 5 ପୁଣି, ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ି ମିଶ୍ରିତ ଦ୍ରବ୍ୟ ଉତ୍ସର୍ଗ କରଓ ସ୍ଵେଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର;କାରଣ, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏପରି କରିବାକୁ ଭଲ ପାଅ।”ଏହା ପ୍ରଭୁ ସଦାପ୍ରଭୁ କହନ୍ତି। 6 “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତାଓ ତୁମ୍ଭମାନଙ୍କର ସମୁଦାୟ ବାସ ସ୍ଥାନରେ ଅନ୍ନ-ଅଭାବ ତୁମ୍ଭମାନଙ୍କୁ ଦେଇଅଛୁ;ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”ଏହା ସଦାପ୍ରଭୁ କହନ୍ତି। 7 “ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ;ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ;ଏକ କ୍ଷେତ୍ରରେ ବୃଷ୍ଟି ହେଲାଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା। 8 ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ,ମାତ୍ର ତୃପ୍ତ ହେଲେ ନାହିଁ;ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”ଏହା ସଦାପ୍ରଭୁ କହନ୍ତି। 9 “ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭମାନଙ୍କୁ ଆଘାତ କରିଅଛୁ;ଶୂକ କୀଟ ତୁମ୍ଭମାନଙ୍କର ବହୁସଂଖ୍ୟକ ଉଦ୍ୟାନ,ଦ୍ରାକ୍ଷାକ୍ଷେତ୍ର, ଡିମ୍ବିରିବୃକ୍ଷ ଓ ଜୀତବୃକ୍ଷ ଗ୍ରାସ କରିଅଛି;ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”ଏହା ସଦାପ୍ରଭୁ କହନ୍ତି। 10 “ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିସର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ;ତୁମ୍ଭମାନଙ୍କର ଯୁବାଗଣକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁଓ ତୁମ୍ଭମାନଙ୍କର ଅଶ୍ୱଗଣକୁ ନେଇ ଯାଇଅଛୁ;ପୁଣି, ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ;ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”ଏହା ସଦାପ୍ରଭୁ କହନ୍ତି। 11 “ପରମେଶ୍ୱର ସଦୋମ ଓ ହମୋରାକୁ ଯେପରି ଉତ୍ପାଟନ କରିଥିଲେ,ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ (ସ୍ଥାନ) ଉତ୍ପାଟନ କରିଅଛୁ,ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟ ପରି ଅଗ୍ନିରୁ କଢ଼ାଗଲ;ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।”ଏହା ସଦାପ୍ରଭୁ କହନ୍ତି। 12 “ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା;ଆଉ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା,ଏଥିସକାଶୁ ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ।” 13 କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି,ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି,ଯେ ଅରୁଣକୁ ଅନ୍ଧକାରମୟ କରନ୍ତିଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି।ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।
In Other Versions
Amos 4 in the ANGEFD
Amos 4 in the ANTPNG2D
Amos 4 in the AS21
Amos 4 in the BAGH
Amos 4 in the BBPNG
Amos 4 in the BBT1E
Amos 4 in the BDS
Amos 4 in the BEV
Amos 4 in the BHAD
Amos 4 in the BIB
Amos 4 in the BLPT
Amos 4 in the BNT
Amos 4 in the BNTABOOT
Amos 4 in the BNTLV
Amos 4 in the BOATCB
Amos 4 in the BOATCB2
Amos 4 in the BOBCV
Amos 4 in the BOCNT
Amos 4 in the BOECS
Amos 4 in the BOGWICC
Amos 4 in the BOHCB
Amos 4 in the BOHCV
Amos 4 in the BOHLNT
Amos 4 in the BOHNTLTAL
Amos 4 in the BOICB
Amos 4 in the BOILNTAP
Amos 4 in the BOITCV
Amos 4 in the BOKCV
Amos 4 in the BOKCV2
Amos 4 in the BOKHWOG
Amos 4 in the BOKSSV
Amos 4 in the BOLCB
Amos 4 in the BOLCB2
Amos 4 in the BOMCV
Amos 4 in the BONAV
Amos 4 in the BONCB
Amos 4 in the BONLT
Amos 4 in the BONUT2
Amos 4 in the BOPLNT
Amos 4 in the BOSCB
Amos 4 in the BOSNC
Amos 4 in the BOTLNT
Amos 4 in the BOVCB
Amos 4 in the BOYCB
Amos 4 in the BPBB
Amos 4 in the BPH
Amos 4 in the BSB
Amos 4 in the CCB
Amos 4 in the CUV
Amos 4 in the CUVS
Amos 4 in the DBT
Amos 4 in the DGDNT
Amos 4 in the DHNT
Amos 4 in the DNT
Amos 4 in the ELBE
Amos 4 in the EMTV
Amos 4 in the ESV
Amos 4 in the FBV
Amos 4 in the FEB
Amos 4 in the GGMNT
Amos 4 in the GNT
Amos 4 in the HARY
Amos 4 in the HNT
Amos 4 in the IRVA
Amos 4 in the IRVB
Amos 4 in the IRVG
Amos 4 in the IRVH
Amos 4 in the IRVK
Amos 4 in the IRVM
Amos 4 in the IRVM2
Amos 4 in the IRVP
Amos 4 in the IRVT
Amos 4 in the IRVT2
Amos 4 in the IRVU
Amos 4 in the ISVN
Amos 4 in the JSNT
Amos 4 in the KAPI
Amos 4 in the KBT1ETNIK
Amos 4 in the KBV
Amos 4 in the KJV
Amos 4 in the KNFD
Amos 4 in the LBA
Amos 4 in the LBLA
Amos 4 in the LNT
Amos 4 in the LSV
Amos 4 in the MAAL
Amos 4 in the MBV
Amos 4 in the MBV2
Amos 4 in the MHNT
Amos 4 in the MKNFD
Amos 4 in the MNG
Amos 4 in the MNT
Amos 4 in the MNT2
Amos 4 in the MRS1T
Amos 4 in the NAA
Amos 4 in the NASB
Amos 4 in the NBLA
Amos 4 in the NBS
Amos 4 in the NBVTP
Amos 4 in the NET2
Amos 4 in the NIV11
Amos 4 in the NNT
Amos 4 in the NNT2
Amos 4 in the NNT3
Amos 4 in the PDDPT
Amos 4 in the PFNT
Amos 4 in the RMNT
Amos 4 in the SBIAS
Amos 4 in the SBIBS
Amos 4 in the SBIBS2
Amos 4 in the SBICS
Amos 4 in the SBIDS
Amos 4 in the SBIGS
Amos 4 in the SBIHS
Amos 4 in the SBIIS
Amos 4 in the SBIIS2
Amos 4 in the SBIIS3
Amos 4 in the SBIKS
Amos 4 in the SBIKS2
Amos 4 in the SBIMS
Amos 4 in the SBIOS
Amos 4 in the SBIPS
Amos 4 in the SBISS
Amos 4 in the SBITS
Amos 4 in the SBITS2
Amos 4 in the SBITS3
Amos 4 in the SBITS4
Amos 4 in the SBIUS
Amos 4 in the SBIVS
Amos 4 in the SBT
Amos 4 in the SBT1E
Amos 4 in the SCHL
Amos 4 in the SNT
Amos 4 in the SUSU
Amos 4 in the SUSU2
Amos 4 in the SYNO
Amos 4 in the TBIAOTANT
Amos 4 in the TBT1E
Amos 4 in the TBT1E2
Amos 4 in the TFTIP
Amos 4 in the TFTU
Amos 4 in the TGNTATF3T
Amos 4 in the THAI
Amos 4 in the TNFD
Amos 4 in the TNT
Amos 4 in the TNTIK
Amos 4 in the TNTIL
Amos 4 in the TNTIN
Amos 4 in the TNTIP
Amos 4 in the TNTIZ
Amos 4 in the TOMA
Amos 4 in the TTENT
Amos 4 in the UBG
Amos 4 in the UGV
Amos 4 in the UGV2
Amos 4 in the UGV3
Amos 4 in the VBL
Amos 4 in the VDCC
Amos 4 in the YALU
Amos 4 in the YAPE
Amos 4 in the YBVTP
Amos 4 in the ZBP