Esther 5 (IRVO)

1 ଏଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲେ; ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲେ। 2 ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ। 3 ପୁଣି, ରାଜା ତାହାଙ୍କୁ ପଚାରିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର କି ବାଞ୍ଛା ଓ କି ପ୍ରାର୍ଥନା? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦତ୍ତ ହେବ।” 4 ଏଷ୍ଟର ଉତ୍ତର କଲେ, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣଙ୍କ ପାଇଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍‍ ଆଜି ସେହି ଭୋଜକୁ ଆଗମନ କରନ୍ତୁ।” 5 ଏଥିରେ ରାଜା କହିଲେ, “ଏଷ୍ଟରଙ୍କ କଥାନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମନ୍‍କୁ କୁହ;” ଏଥିଉତ୍ତାରେ ରାଜା ଓ ହାମନ୍‍ ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ଆସିଲେ। 6 ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ କହିଲେ, ତୁମ୍ଭର ନିବେଦନ କଅଣ? “ତାହା ତୁମ୍ଭକୁ ଦତ୍ତ ହେବ; ପୁଣି, ତୁମ୍ଭର ପ୍ରାର୍ଥନା କଅଣ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ସିଦ୍ଧ ହେବ।” 7 ତହିଁରେ ଏଷ୍ଟର ଉତ୍ତର ଦେଲେ, “ମୋହର ନିବେଦନ ଓ ପ୍ରାର୍ଥନା ଏହି; 8 ମୁଁ ଯେବେ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନୀୟ ବିଷୟ ଦେବାକୁ ଓ ପ୍ରାର୍ଥନା ସିଦ୍ଧ କରିବାକୁ ଯେବେ ମହାରାଜ ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କ ନିମନ୍ତେ ପ୍ରସ୍ତୁତ କରିବି, ତହିଁକି ମହାରାଜ ଓ ହାମନ୍‍ ଆସନ୍ତୁ, ମୁଁ କାଲି ମହାରାଜାଙ୍କ ଆଜ୍ଞାନୁସାରେ କହିବି।” 9 ତହିଁରେ ସେହି ଦିନ ହାମନ୍‍ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ବାହାରକୁ ଗଲା; ମାତ୍ର ହାମନ୍‍ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କିଅବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲେ। 10 ତଥାପି ହାମନ୍‍ ଆପଣା କ୍ରୋଧ ସମ୍ଭାଳି ଗୃହକୁ ଗଲା, ପୁଣି ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶ୍‍କୁ ଡକାଇ ଆଣିଲେ। 11 ଆଉ, ହାମନ୍‍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିପରି ତାହାର ପଦ ବୃଦ୍ଧି କରିଅଛନ୍ତି ଓ କିପରି ତାହାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଅଛନ୍ତି, ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲେ। 12 ହାମନ୍‍ ଆହୁରି କହିଲେ, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜକୁ ମୋʼ ବିନୁ ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି; ପୁଣି, କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। 13 ମାତ୍ର ଯେପର୍ଯ୍ୟନ୍ତ ମୁଁ ଯିହୁଦୀୟ ମର୍ଦ୍ଦଖୟଙ୍କୁ ରାଜଦ୍ୱାରରେ ବସିବାର ଦେଖୁଥିବି, ସେପର୍ଯ୍ୟନ୍ତ ଏହିସବୁରେ ମୋହର କିଛି ଫଳ ନାହିଁ।” 14 ତେଣୁ ତାହାର ଭାର୍ଯ୍ୟା ସେରଶ୍‍ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, “ପଚାଶ ହାତ ଉଚ୍ଚ ଏକ ଫାଶୀକାଠ ପ୍ରସ୍ତୁତ କରାଯାଉ; ପୁଣି, ମର୍ଦ୍ଦଖୟଙ୍କୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ, ତହିଁ ଉତ୍ତାରେ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ।” ଏହି କଥାରେ ହାମନ୍‍ ସନ୍ତୁଷ୍ଟ ହୋଇ ସେହିରୂପ ଫାଶୀକାଠ ପ୍ରସ୍ତୁତ କରାଇଲେ।

In Other Versions

Esther 5 in the ANGEFD

Esther 5 in the ANTPNG2D

Esther 5 in the AS21

Esther 5 in the BAGH

Esther 5 in the BBPNG

Esther 5 in the BBT1E

Esther 5 in the BDS

Esther 5 in the BEV

Esther 5 in the BHAD

Esther 5 in the BIB

Esther 5 in the BLPT

Esther 5 in the BNT

Esther 5 in the BNTABOOT

Esther 5 in the BNTLV

Esther 5 in the BOATCB

Esther 5 in the BOATCB2

Esther 5 in the BOBCV

Esther 5 in the BOCNT

Esther 5 in the BOECS

Esther 5 in the BOGWICC

Esther 5 in the BOHCB

Esther 5 in the BOHCV

Esther 5 in the BOHLNT

Esther 5 in the BOHNTLTAL

Esther 5 in the BOICB

Esther 5 in the BOILNTAP

Esther 5 in the BOITCV

Esther 5 in the BOKCV

Esther 5 in the BOKCV2

Esther 5 in the BOKHWOG

Esther 5 in the BOKSSV

Esther 5 in the BOLCB

Esther 5 in the BOLCB2

Esther 5 in the BOMCV

Esther 5 in the BONAV

Esther 5 in the BONCB

Esther 5 in the BONLT

Esther 5 in the BONUT2

Esther 5 in the BOPLNT

Esther 5 in the BOSCB

Esther 5 in the BOSNC

Esther 5 in the BOTLNT

Esther 5 in the BOVCB

Esther 5 in the BOYCB

Esther 5 in the BPBB

Esther 5 in the BPH

Esther 5 in the BSB

Esther 5 in the CCB

Esther 5 in the CUV

Esther 5 in the CUVS

Esther 5 in the DBT

Esther 5 in the DGDNT

Esther 5 in the DHNT

Esther 5 in the DNT

Esther 5 in the ELBE

Esther 5 in the EMTV

Esther 5 in the ESV

Esther 5 in the FBV

Esther 5 in the FEB

Esther 5 in the GGMNT

Esther 5 in the GNT

Esther 5 in the HARY

Esther 5 in the HNT

Esther 5 in the IRVA

Esther 5 in the IRVB

Esther 5 in the IRVG

Esther 5 in the IRVH

Esther 5 in the IRVK

Esther 5 in the IRVM

Esther 5 in the IRVM2

Esther 5 in the IRVP

Esther 5 in the IRVT

Esther 5 in the IRVT2

Esther 5 in the IRVU

Esther 5 in the ISVN

Esther 5 in the JSNT

Esther 5 in the KAPI

Esther 5 in the KBT1ETNIK

Esther 5 in the KBV

Esther 5 in the KJV

Esther 5 in the KNFD

Esther 5 in the LBA

Esther 5 in the LBLA

Esther 5 in the LNT

Esther 5 in the LSV

Esther 5 in the MAAL

Esther 5 in the MBV

Esther 5 in the MBV2

Esther 5 in the MHNT

Esther 5 in the MKNFD

Esther 5 in the MNG

Esther 5 in the MNT

Esther 5 in the MNT2

Esther 5 in the MRS1T

Esther 5 in the NAA

Esther 5 in the NASB

Esther 5 in the NBLA

Esther 5 in the NBS

Esther 5 in the NBVTP

Esther 5 in the NET2

Esther 5 in the NIV11

Esther 5 in the NNT

Esther 5 in the NNT2

Esther 5 in the NNT3

Esther 5 in the PDDPT

Esther 5 in the PFNT

Esther 5 in the RMNT

Esther 5 in the SBIAS

Esther 5 in the SBIBS

Esther 5 in the SBIBS2

Esther 5 in the SBICS

Esther 5 in the SBIDS

Esther 5 in the SBIGS

Esther 5 in the SBIHS

Esther 5 in the SBIIS

Esther 5 in the SBIIS2

Esther 5 in the SBIIS3

Esther 5 in the SBIKS

Esther 5 in the SBIKS2

Esther 5 in the SBIMS

Esther 5 in the SBIOS

Esther 5 in the SBIPS

Esther 5 in the SBISS

Esther 5 in the SBITS

Esther 5 in the SBITS2

Esther 5 in the SBITS3

Esther 5 in the SBITS4

Esther 5 in the SBIUS

Esther 5 in the SBIVS

Esther 5 in the SBT

Esther 5 in the SBT1E

Esther 5 in the SCHL

Esther 5 in the SNT

Esther 5 in the SUSU

Esther 5 in the SUSU2

Esther 5 in the SYNO

Esther 5 in the TBIAOTANT

Esther 5 in the TBT1E

Esther 5 in the TBT1E2

Esther 5 in the TFTIP

Esther 5 in the TFTU

Esther 5 in the TGNTATF3T

Esther 5 in the THAI

Esther 5 in the TNFD

Esther 5 in the TNT

Esther 5 in the TNTIK

Esther 5 in the TNTIL

Esther 5 in the TNTIN

Esther 5 in the TNTIP

Esther 5 in the TNTIZ

Esther 5 in the TOMA

Esther 5 in the TTENT

Esther 5 in the UBG

Esther 5 in the UGV

Esther 5 in the UGV2

Esther 5 in the UGV3

Esther 5 in the VBL

Esther 5 in the VDCC

Esther 5 in the YALU

Esther 5 in the YAPE

Esther 5 in the YBVTP

Esther 5 in the ZBP