Hosea 9 (IRVO)

1 ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ;କାରଣ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ,ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ। 2 ଶସ୍ୟ ଖଳା କିଅବା ଦ୍ରାକ୍ଷାପେଷଣ ଯନ୍ତ୍ର ସେମାନଙ୍କୁ ପ୍ରତିପୋଷଣ କରିବ ନାହିଁଓ ନୂତନ ଦ୍ରାକ୍ଷାରସରୁ ସେମାନେ ବଞ୍ଚିତ ହେବେ। 3 ସେମାନେ ସଦାପ୍ରଭୁଙ୍କ ଦେଶରେ ବାସ କରିବେ ନାହିଁ;ମାତ୍ର ଇଫ୍ରୟିମ ମିସରକୁ ଫେରିଯିବ, ଆଉ ସେମାନେ ଅଶୂରରେ ଅଶୁଚି ଦ୍ରବ୍ୟ ଭୋଜନ କରିବେ। 4 ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦ୍ରାକ୍ଷାରସର ଉପହାର ଢାଳିବେ ନାହିଁ,କିଅବା ସେହି ସବୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ହେବ ନାହିଁ।ସେମାନଙ୍କର ବଳିଦାନସକଳ ସେମାନଙ୍କ ପ୍ରତି ବିଳାପକାରୀଗଣର ଖାଦ୍ୟର ସମାନ ହେବ;ଯେଉଁମାନେ ତାହା ଭୋଜନ କରିବେ, ସେମାନେ ସମସ୍ତେ ଅଶୁଚି ହେବେ;କାରଣ ସେମାନଙ୍କର ଖାଦ୍ୟ ସେମାନଙ୍କ କ୍ଷୁଧାର ତୃପ୍ତି ନିମନ୍ତେ ହେବ;ତାହା ସଦାପ୍ରଭୁଙ୍କ ଗୃହକୁ ଆସିବ ନାହିଁ। 5 ମହାସଭା ଦିନରେ ଓ ସଦାପ୍ରଭୁଙ୍କ ଉତ୍ସବ ଦିନରେ ତୁମ୍ଭେମାନେ କଅଣ କରିବ? 6 କାରଣ ଦେଖ, ସେମାନେ ଧ୍ୱଂସ ସ୍ଥାନରୁ ଯାଇଅଛନ୍ତି,ତଥାପି ମିସର ସେମାନଙ୍କୁ ଏକତ୍ର କରିବ, ମେମ୍ଫିସ (ମିସରର ରାଜଧାନୀ) ସେମାନଙ୍କୁ କବର ଦେବ।ସେମାନଙ୍କର ରୂପାର ମନୋହର ପଦାର୍ଥସବୁ ବିଛୁଆତି ଗଛର ଅଧିକାର ହେବ;ସେମାନଙ୍କ ତମ୍ବୁସବୁରେ କଣ୍ଟକ ବୃକ୍ଷ ଉତ୍ପନ୍ନ ହେବ। 7 ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ଡର ଦିନ ଉପସ୍ଥିତ; ଇସ୍ରାଏଲ ଏହା ଜାଣିବ।ଭବିଷ୍ୟଦ୍‍ବକ୍ତା ନିର୍ବୋଧ, ଆତ୍ମା ପ୍ରାପ୍ତ ଲୋକ ଉତ୍ତେଜିତ,କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତାଭାବ ବଡ଼। 8 ଇଫ୍ରୟିମ ମୋʼ ପରମେଶ୍ୱରଙ୍କ ସହିତ ପ୍ରହରୀ ଥିଲା;ଭବିଷ୍ୟଦ୍‍ବକ୍ତାଙ୍କର ସକଳ ପଥରେ ଶିକାରୀର ଫାନ୍ଦଓ ତାହାର ପରମେଶ୍ୱରଙ୍କ ଗୃହରେ ଶତ୍ରୁତାଭାବ ଅଛି। 9 ଗିବୀୟାର ସମୟରେ ଯେପରି,ସେମାନେ ଆପଣାମାନଙ୍କୁ ସେପରି ଅତିଶୟ ଭ୍ରଷ୍ଟ କରିଅଛନ୍ତି;ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପସକଳର ପ୍ରତିଫଳ ଦେବେ। 10 ସଦାପ୍ରଭୁ କହନ୍ତି, ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ;ଆମ୍ଭେ ଡିମ୍ବିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ୱ ଡିମ୍ବିରି ଫଳ ସଦୃଶ୍ୟ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଦେଖିଲୁ;ମାତ୍ର ସେମାନେ ବାଲ୍‍-ପିୟୋରର ନିକଟକୁ ଆସିସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ। 11 ଇଫ୍ରୟିମର ଗୌରବ ପକ୍ଷୀ ପରି ଉଡ଼ିଯିବ;ତାହାର କୌଣସି ଜନ୍ମ, ଗର୍ଭ କିଅବା ଗର୍ଭଧାରଣ ହେବ ନାହିଁ। 12 ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ,ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା,ତହିଁରେ ଜଣେ ମନୁଷ୍ୟ ମଧ୍ୟ ସେଠାରେ ରହିବ ନାହିଁ;ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା,ସେତେବେଳେ ସେମାନଙ୍କର ସନ୍ତାପ ହେବ! 13 ଆମ୍ଭେ ସୋରକୁ ଯେପରି ଦେଖିଅଛୁ, ଇଫ୍ରୟିମ ସେପରି ମନୋହର ସ୍ଥାନରେ ରୋପିତ ହୋଇଅଛି;ମାତ୍ର ଇଫ୍ରୟିମ ଆପଣା ସନ୍ତାନଗଣକୁ ହତ୍ୟାକାରୀର ନିକଟକୁ ବାହାର କରି ଆଣିବ। 14 ହେ ସଦାପ୍ରଭୁ, ସେମାନଙ୍କୁ ଦିଅ; ତୁମ୍ଭେ ସେମାନଙ୍କୁ କଅଣ ଦେବ?ସେମାନଙ୍କୁ ଗର୍ଭସ୍ରାବ ଉଦର ଓ ଶୁଷ୍କ ସ୍ତନ ଦିଅ। 15 ସେମାନଙ୍କର ଦୁଷ୍ଟତାସକଳ ଗିଲ୍‍ଗଲ୍‍ରେ ଅଛି;କାରଣ ସେଠାରେ ଆମ୍ଭେ ସେମାନଙ୍କୁ ଘୃଣା କଲୁ;ଆମ୍ଭେ ସେମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ସେମାନଙ୍କୁ ଆମ୍ଭ ଗୃହରୁ ତଡ଼ିଦେବା;ଆମ୍ଭେ ସେମାନଙ୍କୁ ଆଉ ସ୍ନେହ କରିବା ନାହିଁ;ସେମାନଙ୍କର ଅଧିପତି ସମସ୍ତେ ବିଦ୍ରୋହୀ। 16 ଇଫ୍ରୟିମ ଆହତ ହୋଇଅଛି, ସେମାନଙ୍କର ମୂଳ ଶୁଷ୍କ ହୋଇଅଛି;ସେମାନେ ଫଳ ଧାରଣ କରିବେ ନାହିଁ; ହଁ, ଯଦ୍ୟପି ସେମାନେ ପ୍ରସବ କରିବେ,ତଥାପି ଆମ୍ଭେ ସେମାନଙ୍କ ଗର୍ଭର ପ୍ରିୟତମ ଫଳକୁ ସଂହାର କରିବା। 17 ମୋର ପରମେଶ୍ୱର ସେମାନଙ୍କୁ ଦୂର କରିଦେବେ,କାରଣ ସେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ;ଆଉ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଭ୍ରମଣକାରୀ ହେବେ।

In Other Versions

Hosea 9 in the ANGEFD

Hosea 9 in the ANTPNG2D

Hosea 9 in the AS21

Hosea 9 in the BAGH

Hosea 9 in the BBPNG

Hosea 9 in the BBT1E

Hosea 9 in the BDS

Hosea 9 in the BEV

Hosea 9 in the BHAD

Hosea 9 in the BIB

Hosea 9 in the BLPT

Hosea 9 in the BNT

Hosea 9 in the BNTABOOT

Hosea 9 in the BNTLV

Hosea 9 in the BOATCB

Hosea 9 in the BOATCB2

Hosea 9 in the BOBCV

Hosea 9 in the BOCNT

Hosea 9 in the BOECS

Hosea 9 in the BOGWICC

Hosea 9 in the BOHCB

Hosea 9 in the BOHCV

Hosea 9 in the BOHLNT

Hosea 9 in the BOHNTLTAL

Hosea 9 in the BOICB

Hosea 9 in the BOILNTAP

Hosea 9 in the BOITCV

Hosea 9 in the BOKCV

Hosea 9 in the BOKCV2

Hosea 9 in the BOKHWOG

Hosea 9 in the BOKSSV

Hosea 9 in the BOLCB

Hosea 9 in the BOLCB2

Hosea 9 in the BOMCV

Hosea 9 in the BONAV

Hosea 9 in the BONCB

Hosea 9 in the BONLT

Hosea 9 in the BONUT2

Hosea 9 in the BOPLNT

Hosea 9 in the BOSCB

Hosea 9 in the BOSNC

Hosea 9 in the BOTLNT

Hosea 9 in the BOVCB

Hosea 9 in the BOYCB

Hosea 9 in the BPBB

Hosea 9 in the BPH

Hosea 9 in the BSB

Hosea 9 in the CCB

Hosea 9 in the CUV

Hosea 9 in the CUVS

Hosea 9 in the DBT

Hosea 9 in the DGDNT

Hosea 9 in the DHNT

Hosea 9 in the DNT

Hosea 9 in the ELBE

Hosea 9 in the EMTV

Hosea 9 in the ESV

Hosea 9 in the FBV

Hosea 9 in the FEB

Hosea 9 in the GGMNT

Hosea 9 in the GNT

Hosea 9 in the HARY

Hosea 9 in the HNT

Hosea 9 in the IRVA

Hosea 9 in the IRVB

Hosea 9 in the IRVG

Hosea 9 in the IRVH

Hosea 9 in the IRVK

Hosea 9 in the IRVM

Hosea 9 in the IRVM2

Hosea 9 in the IRVP

Hosea 9 in the IRVT

Hosea 9 in the IRVT2

Hosea 9 in the IRVU

Hosea 9 in the ISVN

Hosea 9 in the JSNT

Hosea 9 in the KAPI

Hosea 9 in the KBT1ETNIK

Hosea 9 in the KBV

Hosea 9 in the KJV

Hosea 9 in the KNFD

Hosea 9 in the LBA

Hosea 9 in the LBLA

Hosea 9 in the LNT

Hosea 9 in the LSV

Hosea 9 in the MAAL

Hosea 9 in the MBV

Hosea 9 in the MBV2

Hosea 9 in the MHNT

Hosea 9 in the MKNFD

Hosea 9 in the MNG

Hosea 9 in the MNT

Hosea 9 in the MNT2

Hosea 9 in the MRS1T

Hosea 9 in the NAA

Hosea 9 in the NASB

Hosea 9 in the NBLA

Hosea 9 in the NBS

Hosea 9 in the NBVTP

Hosea 9 in the NET2

Hosea 9 in the NIV11

Hosea 9 in the NNT

Hosea 9 in the NNT2

Hosea 9 in the NNT3

Hosea 9 in the PDDPT

Hosea 9 in the PFNT

Hosea 9 in the RMNT

Hosea 9 in the SBIAS

Hosea 9 in the SBIBS

Hosea 9 in the SBIBS2

Hosea 9 in the SBICS

Hosea 9 in the SBIDS

Hosea 9 in the SBIGS

Hosea 9 in the SBIHS

Hosea 9 in the SBIIS

Hosea 9 in the SBIIS2

Hosea 9 in the SBIIS3

Hosea 9 in the SBIKS

Hosea 9 in the SBIKS2

Hosea 9 in the SBIMS

Hosea 9 in the SBIOS

Hosea 9 in the SBIPS

Hosea 9 in the SBISS

Hosea 9 in the SBITS

Hosea 9 in the SBITS2

Hosea 9 in the SBITS3

Hosea 9 in the SBITS4

Hosea 9 in the SBIUS

Hosea 9 in the SBIVS

Hosea 9 in the SBT

Hosea 9 in the SBT1E

Hosea 9 in the SCHL

Hosea 9 in the SNT

Hosea 9 in the SUSU

Hosea 9 in the SUSU2

Hosea 9 in the SYNO

Hosea 9 in the TBIAOTANT

Hosea 9 in the TBT1E

Hosea 9 in the TBT1E2

Hosea 9 in the TFTIP

Hosea 9 in the TFTU

Hosea 9 in the TGNTATF3T

Hosea 9 in the THAI

Hosea 9 in the TNFD

Hosea 9 in the TNT

Hosea 9 in the TNTIK

Hosea 9 in the TNTIL

Hosea 9 in the TNTIN

Hosea 9 in the TNTIP

Hosea 9 in the TNTIZ

Hosea 9 in the TOMA

Hosea 9 in the TTENT

Hosea 9 in the UBG

Hosea 9 in the UGV

Hosea 9 in the UGV2

Hosea 9 in the UGV3

Hosea 9 in the VBL

Hosea 9 in the VDCC

Hosea 9 in the YALU

Hosea 9 in the YAPE

Hosea 9 in the YBVTP

Hosea 9 in the ZBP