1 Corinthians 2 (SNT)

1 ଏ ବାଇବଇନିମନ୍‌, ଜେଡ୍‌କିବେଲେ ମୁଇ ତମର୍‌ ଲଗେ ପର୍‌ମେସରର୍‌ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍‌ମନର୍‌ ପାରା କି ବାସଣ୍‌ ଦେବା ଲକର୍‌ପାରା ବଡ୍‌ ବଡ୍‌ କାତା କଇ ନ ରଇଲି । 2 କାଇକେବଇଲେ କୁରୁସ୍‌ କାଟେ ମରିରଇବା ଜିସୁ କିରିସ୍‌ଟକେ ଚାଡି ଆରି ବିନ୍‌ ବିସଇ ତମ୍‌କେ ନ କଇ ବଲି ମୁଇ ଟିକ୍‌ କଲି । 3 ସେବେଲେ ମୁଇ ତମର୍‌ ଲଗେ ଦୁର୍‌ବଲ୍‌ ଅଇ ଡରିକରି ରଇଲି ଆରି ତର୍‌ତରି ଗଜ୍‌ଗଜି ରଇଲି । 4 ଜେନ୍ତିକି ତମର୍‌ ବିସ୍‌ବାସ୍‌ ମୁନୁସର୍‌ ଗିଆନ୍‌ ଉପ୍‌ରେ ନ ରଇକରି ପର୍‌ମେସରର୍‌ ବପୁ ଉପ୍‌ରେ ବାନ୍ଦିଅଇ ରଅ । 5 ତେବର୍‌ପାଇ ମର୍‌ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍‌ ନିଜର୍‌ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍‌କେ ବିସ୍‌ବାସ୍‌ କରାଇନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ଆରି ତାର୍‌ ବପୁ ସଙ୍ଗ୍‍ ମୁଇ କଇଲା ବିସଇ ସତ୍‌ ବଲି ଜାନାପଡ୍‌ଲା । 6 ଏଲେମିସା ଆମେ ଜେଡେବଲ୍‌ ଆତ୍‌ମାଇ ବଡିରଇବା ବିସ୍‌ବାସିମନର୍‌ ସଙ୍ଗ୍‌ ରଇଲାବେଲେ ଗିଆନର୍‌ କାତା କଇଲୁନି । ମାତର୍‌ ସେଟା ଏ ଜୁଗର୍‌ ଗିଆନ୍‌ ନଏଁ କି ଏ ଜୁଗର୍‌ ନସ୍‌ଟ ଅଇଜାଇରଇବା ନେତାମନର୍‌ ଗିଆନ୍‌ ନଏଁ । 7 ନାଇ, ଜନ୍‌ ଗିଆନର୍‌ ବିସଇ ଆମେ କଇଲୁନି, ସେଟା ପର୍‌ମେସରର୍‌ ଟିକିନିକି ଗିଆନର୍‌ କାତା । ପୁର୍‌ବେ ପର୍‌ମେସର୍‌ ତାର୍‌ ଜଜ୍‌ନା କାକେ ମିସା ଜାନାଏ ନାଇ । ସେ ଜଜ୍‌ନା ଇସାବେ, ପଚ୍‌କେ ଆମର୍‌ ମଇମାର୍‌ପାଇ ସେ ବାଚିରଇଲା । 8 ଏ ଜୁଗର୍‌ ଅଦିକାରିମନ୍‌କେ ମିସା ସେଟା ବୁଜତ୍‌ନାଇ । କାଇକେବଇଲେ ସେମନ୍‌ ସେଟା ଜାନିରଇଲେ ଡାକ୍‌ପୁଟା ମାପ୍‌ରୁକେ କୁର୍‌ସେ ମାରି ନ ରଇତାଇ । 9 ଜେନ୍ତାରି କି ସାସ୍‌ତରେ ଲେକା ଆଚେ,ଜନ୍‌ଟାକି କାର୍‌ ଆଁକି କେବେ ଦେକେନାଇ,କାର୍‌ କାନ୍‌ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍‌, ସେ ସବୁ ବିସଇ,ପର୍‌ମେସର୍‌ ଜନ୍‌ ଲକ୍‌ମନ୍‌କେ ଆଲାଦ୍‌ କଲାନି,ତାକର୍‌ପାଇ ତିଆର୍‌ କଲାଆଚେ । 10 ମାତର୍‌ ଆମ୍‌କେସେ ପର୍‌ମେସର୍‌ ତାର୍‌ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍‌ ଆତ୍‌ମାସେ ସବୁ ବିସଇ ସିକାଇସି ଆରି ତାର୍‌ ବିତ୍‌ରେ ରଇବା ଟିକିନିକି ଚିନ୍ତା ମିସା କର୍‌ସି । 11 ମୁନୁସ୍‌ କର୍‌ବା ଚିନ୍ତା ସବୁ ତାର୍‌ ବିତ୍‌ରେ ରଇବା ଆତ୍‌ମାକେ ଚାଡ୍‌ଲେ ଆରି କେ ମିସା ନାଜାନତ୍‌ । ସେନ୍ତିସେ ପର୍‌ମେସରର୍‌ ସବୁ ଚିନ୍ତା କଲାଟା ତାର୍‌ ଆତ୍‌ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍‌ । 12 ଏ ଜଗତର୍‌ ଲକ୍‌ମନ୍‌ ପାଇରଇବା ଆତ୍‌ମା ପାରା ଆମେ ପାଉନାଇ । ମାତର୍‌ ପର୍‌ମେସରର୍‌ ଆତ୍‌ମା ପାଇଆଚୁ । ଜେନ୍ତାରିକି ଜନ୍‌ ସବୁ ବିସଇ ଆମ୍‌କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍‌ବୁ । 13 ତେବେ ସେ ସବୁ ବିସଇ ମିସା ଆମେ ଜଗତର୍‌ ଗିଆନ୍‌ ଇସାବେ ସିକାଉନାଇ, ମାତର୍‌ ଜନ୍‌ ବିସଇ ଆମ୍‌କେ ପର୍‌ମେସରର୍‌ ସୁକଲ୍‌ ଆତ୍‌ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍‌ ଲକ୍‌ମନ୍‌ ସୁକଲ୍‌ ଆତ୍‌ମା ପାଇଆଚତ୍‌, ସେ ଲକ୍‌ମନ୍‌କେ ଏ ଆତ୍‌ମାର୍‍ ବିସଇ ସିକାଇଲୁନି । 14 ମାତର୍‌ ସୁକଲ୍‌ଆତ୍‌ମା ନ ପାଇ ରଇବା ଲକ୍‌, ଆତ୍‌ମାର୍‌ ବିସଇ ନ ମାନେ, ମାତର୍‌ ସେଟାମନ୍‌ ତାର୍‌ପାଇ ଗଟେକ୍‌ କାଇଟା ନାଜାନ୍‌ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍‌ ଆତ୍‌ମା ସିକାଇଲେ ସେ ବୁଜିଅଇସି । 15 ମାତର୍‌ ଜନ୍‌ଲକ୍‌ମନ୍‌ ଆତ୍‌ମା ପାଇଆଚତ୍‌, ସେ ସବୁ ବିସଇର୍‌ ମୁଲିଅ, ସତ୍‌ ବାବେ ବିଚାର୍‌ କର୍‌ସି । ଏଲେ ମିସା ତାକେ କେ ବିଚାର୍‌ ନ କରତ୍‌ । 16 ସାସ୍‌ତରେ ଲେକା ଅଇଲାପାରା କେ ମିସା ମାପ୍‌ରୁର୍‌ ମନର୍‌ କାତା ଜାନି ନାପାରତ୍‌, କି କେ ମିସା ତାକେ ସିକାଇ ନାପାରତ୍‌ ।ମାତର୍‌ ଆମେ କିରିସ୍‌ଟର୍‌ ମନ୍‌ ପାଇଆଚୁ ।

In Other Versions

1 Corinthians 2 in the ANGEFD

1 Corinthians 2 in the ANTPNG2D

1 Corinthians 2 in the AS21

1 Corinthians 2 in the BAGH

1 Corinthians 2 in the BBPNG

1 Corinthians 2 in the BBT1E

1 Corinthians 2 in the BDS

1 Corinthians 2 in the BEV

1 Corinthians 2 in the BHAD

1 Corinthians 2 in the BIB

1 Corinthians 2 in the BLPT

1 Corinthians 2 in the BNT

1 Corinthians 2 in the BNTABOOT

1 Corinthians 2 in the BNTLV

1 Corinthians 2 in the BOATCB

1 Corinthians 2 in the BOATCB2

1 Corinthians 2 in the BOBCV

1 Corinthians 2 in the BOCNT

1 Corinthians 2 in the BOECS

1 Corinthians 2 in the BOGWICC

1 Corinthians 2 in the BOHCB

1 Corinthians 2 in the BOHCV

1 Corinthians 2 in the BOHLNT

1 Corinthians 2 in the BOHNTLTAL

1 Corinthians 2 in the BOICB

1 Corinthians 2 in the BOILNTAP

1 Corinthians 2 in the BOITCV

1 Corinthians 2 in the BOKCV

1 Corinthians 2 in the BOKCV2

1 Corinthians 2 in the BOKHWOG

1 Corinthians 2 in the BOKSSV

1 Corinthians 2 in the BOLCB

1 Corinthians 2 in the BOLCB2

1 Corinthians 2 in the BOMCV

1 Corinthians 2 in the BONAV

1 Corinthians 2 in the BONCB

1 Corinthians 2 in the BONLT

1 Corinthians 2 in the BONUT2

1 Corinthians 2 in the BOPLNT

1 Corinthians 2 in the BOSCB

1 Corinthians 2 in the BOSNC

1 Corinthians 2 in the BOTLNT

1 Corinthians 2 in the BOVCB

1 Corinthians 2 in the BOYCB

1 Corinthians 2 in the BPBB

1 Corinthians 2 in the BPH

1 Corinthians 2 in the BSB

1 Corinthians 2 in the CCB

1 Corinthians 2 in the CUV

1 Corinthians 2 in the CUVS

1 Corinthians 2 in the DBT

1 Corinthians 2 in the DGDNT

1 Corinthians 2 in the DHNT

1 Corinthians 2 in the DNT

1 Corinthians 2 in the ELBE

1 Corinthians 2 in the EMTV

1 Corinthians 2 in the ESV

1 Corinthians 2 in the FBV

1 Corinthians 2 in the FEB

1 Corinthians 2 in the GGMNT

1 Corinthians 2 in the GNT

1 Corinthians 2 in the HARY

1 Corinthians 2 in the HNT

1 Corinthians 2 in the IRVA

1 Corinthians 2 in the IRVB

1 Corinthians 2 in the IRVG

1 Corinthians 2 in the IRVH

1 Corinthians 2 in the IRVK

1 Corinthians 2 in the IRVM

1 Corinthians 2 in the IRVM2

1 Corinthians 2 in the IRVO

1 Corinthians 2 in the IRVP

1 Corinthians 2 in the IRVT

1 Corinthians 2 in the IRVT2

1 Corinthians 2 in the IRVU

1 Corinthians 2 in the ISVN

1 Corinthians 2 in the JSNT

1 Corinthians 2 in the KAPI

1 Corinthians 2 in the KBT1ETNIK

1 Corinthians 2 in the KBV

1 Corinthians 2 in the KJV

1 Corinthians 2 in the KNFD

1 Corinthians 2 in the LBA

1 Corinthians 2 in the LBLA

1 Corinthians 2 in the LNT

1 Corinthians 2 in the LSV

1 Corinthians 2 in the MAAL

1 Corinthians 2 in the MBV

1 Corinthians 2 in the MBV2

1 Corinthians 2 in the MHNT

1 Corinthians 2 in the MKNFD

1 Corinthians 2 in the MNG

1 Corinthians 2 in the MNT

1 Corinthians 2 in the MNT2

1 Corinthians 2 in the MRS1T

1 Corinthians 2 in the NAA

1 Corinthians 2 in the NASB

1 Corinthians 2 in the NBLA

1 Corinthians 2 in the NBS

1 Corinthians 2 in the NBVTP

1 Corinthians 2 in the NET2

1 Corinthians 2 in the NIV11

1 Corinthians 2 in the NNT

1 Corinthians 2 in the NNT2

1 Corinthians 2 in the NNT3

1 Corinthians 2 in the PDDPT

1 Corinthians 2 in the PFNT

1 Corinthians 2 in the RMNT

1 Corinthians 2 in the SBIAS

1 Corinthians 2 in the SBIBS

1 Corinthians 2 in the SBIBS2

1 Corinthians 2 in the SBICS

1 Corinthians 2 in the SBIDS

1 Corinthians 2 in the SBIGS

1 Corinthians 2 in the SBIHS

1 Corinthians 2 in the SBIIS

1 Corinthians 2 in the SBIIS2

1 Corinthians 2 in the SBIIS3

1 Corinthians 2 in the SBIKS

1 Corinthians 2 in the SBIKS2

1 Corinthians 2 in the SBIMS

1 Corinthians 2 in the SBIOS

1 Corinthians 2 in the SBIPS

1 Corinthians 2 in the SBISS

1 Corinthians 2 in the SBITS

1 Corinthians 2 in the SBITS2

1 Corinthians 2 in the SBITS3

1 Corinthians 2 in the SBITS4

1 Corinthians 2 in the SBIUS

1 Corinthians 2 in the SBIVS

1 Corinthians 2 in the SBT

1 Corinthians 2 in the SBT1E

1 Corinthians 2 in the SCHL

1 Corinthians 2 in the SUSU

1 Corinthians 2 in the SUSU2

1 Corinthians 2 in the SYNO

1 Corinthians 2 in the TBIAOTANT

1 Corinthians 2 in the TBT1E

1 Corinthians 2 in the TBT1E2

1 Corinthians 2 in the TFTIP

1 Corinthians 2 in the TFTU

1 Corinthians 2 in the TGNTATF3T

1 Corinthians 2 in the THAI

1 Corinthians 2 in the TNFD

1 Corinthians 2 in the TNT

1 Corinthians 2 in the TNTIK

1 Corinthians 2 in the TNTIL

1 Corinthians 2 in the TNTIN

1 Corinthians 2 in the TNTIP

1 Corinthians 2 in the TNTIZ

1 Corinthians 2 in the TOMA

1 Corinthians 2 in the TTENT

1 Corinthians 2 in the UBG

1 Corinthians 2 in the UGV

1 Corinthians 2 in the UGV2

1 Corinthians 2 in the UGV3

1 Corinthians 2 in the VBL

1 Corinthians 2 in the VDCC

1 Corinthians 2 in the YALU

1 Corinthians 2 in the YAPE

1 Corinthians 2 in the YBVTP

1 Corinthians 2 in the ZBP