1 John 2 (SNT)

1 ଏ ମର୍‌ ପିଲାଟକି ପାରା ଅଇରଇବା ଲକ୍‌ମନ୍‌, ତମ୍‌କେ ମୁଇ ଏଟା ଲେକ୍‌ଲିନି । ଜେନ୍ତିକି ତମେ ପାପ୍‌ ନ କରାସ୍‌ । ମାତର୍‌ କେ ଜଦି ପାପ୍‌ କଲେ ଆମର୍‌ ବାବା ପର୍‌ମେସରର୍‌ ମୁଆଟେ ଟିଆଅଇରଇବା ଗଟେକ୍‌ ଲକ୍‌ ଆମର୍‌ ପାଇ ଗୁଆରି କଲାନି । ସେ ଅଇଲାନି ଜିସୁକିରିସ୍‌ଟ । ପର୍‌ମେସର୍‌ ଦେକ୍‌ବା ଇସାବେ ସେ ପୁରାପୁରୁନ୍‌ ସତ୍‌ଆଚେ । 2 ଆମର୍‌ ବୁଲ୍‌ କାମର୍‌ପାଇ ଆମର୍‌ ବାଦୁଲେ ପର୍‌ମେସର୍‌ ଜିସୁକେ ଡଣ୍ଡ୍‌ ଦେଲା । ତାର୍‌ଲାଗି ଅବ୍‌କା ଆମର୍‌ ପାପ୍‌ସେ ନଏଁ ମାତର୍‌ ଗୁଲାଇଟାନେ ରଇବା ସବୁଲକର୍‌ ପାପ୍‌ ସେ କେମା କର୍‌ସି । 3 ଆମେ ତାକେ ଜାନ୍‌ବା ଲକ୍‌ ଅଇଲୁଆଚୁ । ଜଦି ଆମେ ତାର୍‌ ତିଆର୍‌ଲାଟା ମାନ୍‌ଲୁନି, ଏଟା ଡାଁଟ୍‌ସଙ୍ଗ୍‍ ଜାନ୍‌ଲୁନି । 4 କେ ଜଦି ମୁଇ ପର୍‌ମେସର୍‌କେ ଜାନିଆଚିବଲି କଇକରି, ତାର୍‌ ତିଆର୍‌ଲାଟା ନ ମାନେ, ସେ ମିଚ୍‌ କଇଲାନି ଆରି ସେ ସତ୍‌ ବିସଇମନ୍‌ ନାଜାନେ । 5 ମାତର୍‌ ଜେ ଜଦି ତାର୍‌ ବାକିଅ ମାନ୍‌ସି, ସେନ୍ତାର୍‌ ଆଲେ ପର୍‌ମେସରର୍‌ପାଇ ରଇବା ତାର୍‌ ଆଲାଦ୍‌ ସତଇସେ ପୁରାପୁରୁନ୍‌ ସିଦ୍‌ ଅଇଆଚେ । ଆମେ ପର୍‌ମେସରର୍‌ ସଙ୍ଗ୍‍ ମିସ୍‌ଲୁଆଚୁ ବଲି ଦେକାଇବା ବିସଇ । 6 କେ ଜଦି ପର୍‌ମେସରର୍‌ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍‌ ଚଲାଚଲ୍‌ତି ପାରା ଚଲ୍‌ବାର୍‌ଆଚେ । 7 ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ମୁଇଁ ତମର୍‌ ଲଗେ କାଇମିସା ନୁଆ ଆଦେସ୍‌ ଲେକିନାଇ । ତମେ ଜିସୁର୍‌ ସଙ୍ଗ୍ ଜିବାକେ ଆରାମ୍‌ କଲାବେଲେଅନି, ଏ ସମାନ୍‌ ଆଦେସ୍‌ ତମେ ଜାନିଆଚାସ୍‌ । ସେ ପୁର୍‌ନା ଆଦେସ୍‌ ସୁନି ସାରାଇଆଚାସ୍‌ । 8 ମାତର୍‌ ଏଟା ଗଟେକ୍‌ ନୁଆ ଆଦେସ୍‌ ପାରା ମିସା ଆଚେ । କାଇକେବଇଲେ ତେଇର୍‌ ସତ୍‌ ବିସଇ କିରିସ୍‌ଟ ଲଗେ ଆରି ତମର୍‌ ଲଗେ ଡିସ୍‌ଲାନି । ଆନ୍ଦାର୍‌ ଉଟିଗାଲାନି, ଆରି ସତ୍‌ ଉଜଲ୍‌ ଡିସ୍‌ଲାନି । 9 ଜଦି କେ ମିସା ପର୍‌ମେସରର୍‌ ଉଜଲ୍‌ ଆରି ସୁକଲ୍‌ ଇସାବେ ଚଲାଚଲ୍‌ତି କଲିନି ବଲି କଇକରି ତାର୍‌ ସଙ୍ଗ୍ ମିସିବିଡି ରଇବା ବିସ୍‌ବାସି ବାଇବଇନିମନ୍‌କେ ଗିନ୍‌ କର୍‌ସି, ସେ ଏବେଜାକ ଆନ୍ଦାରେସେ ରଇଲାନି । 10 ଜନ୍‌ ଲକ୍‌ମନ୍‌ ତାକର୍‌ ମିସିବିଡି ରଇବା ବିସ୍‌ବାସି ବାଇବଇନିମନ୍‌କେ ଆଲାଦ୍‌ କର୍‌ବାଇ, ସେମନ୍‌ ପର୍‌ମେସରର୍‌ ସୁକଲ୍‌ ଇସାବେ ଚଲାଚଲ୍‌ତି କଲାଇନି । ସେମନର୍‌ ଜିବନେ ବିନ୍‌ ଲକ୍‌ମନ୍‌କେ ପାପ୍‌ କରାଇବା କାଇ ବିସଇ ନାଇ । 11 ମାତର୍‌ ଜେ ମିସା ମିସିବିଡି ରଇବା ବିସ୍‌ବାସି ବାଇବଇନିମନ୍‌କେ ଗିନ୍‌ କଲେ, ସେ ଆନ୍ଦାରେ ଆଚେ । ସେ ବୁଲ୍‌ ଟିକ୍‌ ନାଜାନିକରି ଚଲାଚଲ୍‌ତି କଲାନି । ସେ କନ୍ତି ଗାଲାନି ସେଟା ନାଜାନେ । କାଇକେବଇଲେ ସେ ଆନ୍ଦାର୍‌ ତାର୍‌ ଆକିକେ କାଣା କରିଆଚେ । 12 ଏ ଆଲାଦର୍‌ ପିଲାମନ୍‌, ମୁଇ ତମ୍‌କେ ଲେକ୍‌ଲିନି । କାଇକେବଇଲେ କିରିସ୍‌ଟର୍‌ ଲାଗି ତମର୍‌ ପାପ୍‌ କେମା ଅଇଲାଆଚେ । 13 ଏ ବଡ୍‌ଲକ୍‌ମନ୍‌, ମୁଇ ତମ୍‌କେ ଲେକ୍‌ଲିନି, କାଇକେବଇଲେ ତମେ କିରିସ୍‌ଟକେ ଜାନିଆଚାସ୍‌ । କାଇଟା ତିଆର୍‌ ନ ଅଇବା ଆଗ୍‌ତୁ ସେ ରଇଲା । ଏ ଦାଙ୍ଗ୍‌ଡାଦାଙ୍ଗ୍‌ଡିମନ୍‌ ମୁଇ ତମ୍‌କେ ଲେକ୍‌ଲିନି । କାଇକେବଇଲେ ସବୁ କାରାପ୍‌ କାମ୍‌ କରାଇବା ସଇତାନ୍‌କେ ତମେ ଆରାଇଆଚାସ୍‌ । 14 ଏ ଆଲାଦର୍‌ ପିଲାଟକିମନ୍‌, ମୁଇ ତମ୍‌କେ ଲେକ୍‌ଲିନି । କାଇକେବଇଲେ ତମେ ବାବା ପର୍‌ମେସର୍‌କେ ଜାନିଆଚାସ୍‌ । ଏ ବଡ୍‌ ଲକ୍‌ମନ୍‌ ମୁଇ ତମ୍‌କେ ଲେକ୍‌ଲିନି । କାଇକେବଇଲେ ତମେ କିରିସ୍‌ଟକେ ଜାନ୍‌ବା ଲକ୍‌ ଅଇଆଚାସ୍‌ । କାଇଟା ତିଆର୍‌ ନ ଅଇବା ଆଗ୍‌ତୁ ସେ ରଇଲା । ଏ ଦାଙ୍ଗ୍‌ଡାମନ୍‌ ମୁଇ ତମ୍‌କେ ଲେକ୍‌ଲିନି, କାଇକେବଇଲେ ତମେ ବିସ୍‌ବାସେ ଡାଟ୍‌ ଅଇଆଚାସ୍‌ । ପର୍‌ମେସରର୍‌ ବାକିଅ ସବୁବେଲେ ତମର୍‌ ମନେ ଆଚେ । ଆରି ସବୁ ରକାମ୍‌ ପାପ୍‌ କାମ୍‌ କରାଇବା ସଇତାନ୍‌କେ ଆରାଇଆଚାସ୍‌ । 15 ମୁଇ ତମ୍‌କେ କଇଲିନି ଏ ଜଗତର୍‌ ଚଲାଚଲ୍‌ତି ଆରି ତେଇରଇବା ସବୁ କାରାପ୍‌ ବିସଇ ଆଲାଦ୍‌ କରାନାଇ । କାଇକେବଇଲେ ଏ ଜଗତର୍‌ କାରାପ୍‌ ବିସଇର୍‌ ଆଲାଦ୍‌ କରି, ବାବା ପର୍‌ମେସର୍‌କେ ମିସା ଆଲାଦ୍‌ କରିନାପାରେ । 16 ସେ କାରାପ୍‌ ଚଲାଚଲ୍‌ତି ତେଇ ଲକ୍‌ମନ୍‌ ଜାଇଟା ମନ୍‍ କର୍‌ବାଇ, ଲକ୍‌ମନ୍‌ ଦେକିକରି ଲାଲ୍‌ସା ଅଇବାଟା, ସବୁ ବିସଇ ରଇଲାର୍‌ପାଇ ବଡ୍‌ପନ୍‌ ଅଇବାଟା ଏ ସବୁ ରଇସି । ଏ ରକାମ୍‌ ଚଲାଚଲ୍‌ତି ଏ କାରାପ୍‌ ଜଗତର୍‌ ଲାଗି ଅଇଲାଆଚେ । ଆମର୍‌ ବାବା ପର୍‌ମେସର୍‌ ଏନ୍ତାରି କର୍‌ବାକେ ଆମ୍‌କେ ତିଆରେନାଇ । 17 ଏ କାରାପ୍‌ ଜଗତ୍‌ ଆରି ତେଇର୍‌ ସବୁ ରକାମ୍‌ ଚଲାଚଲ୍‌ତି ଦାପ୍‌ରେ ଉଟିଜାଇସି । ମାତର୍‌ ଜେ ପର୍‌ମେସର୍‌କେ ମାନ୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । 18 ଏ ପିଲାଟକିମନ୍‌, ଏ ଦିନ୍‌ମନ୍‌ ଏ ଜଗତର୍‌ ସାରାସାରି ଦିନ୍‌ । କିରିସ୍‌ଟକେ ବିରଦ୍‌ କର୍‌ବା ଗଟେକ୍‌ ଡାକ୍‌ପୁଟା ଲକ୍‌ ବାରଇସି ବଲି ଆମେ ତମ୍‌କେ କଇରଇଲୁ, ସେଟା ମନେ ପାକାଆ । ଏବେମିସା କିରିସ୍‌ଟକେ ବିରଦ୍‌ କର୍‌ବାଟାମନ୍‌ ଜବର୍‌ ଉଟ୍‌ଲାଇ ଆଚତ୍‌ । ସେଟାର୍‌ଲାଗି ଏ ଜଗତର୍‌ ସାରାସାରି ଦିନ୍‌ ଲଗେ ଅଇଲା ବଲି ଆମେ ଜାନ୍‌ଲୁନି । 19 ଏ ବିରଦ୍‌ କର୍‌ବାଟାମନ୍‌ ଆମର୍‌ ସଙ୍ଗ୍ ମିସିବିଡି ରଇଲାଇ । ଆରି ଏବେ ସେମନ୍‌ ଚାଡିଦେଲାଇ । ସେମନ୍‌ କେବେ ମିସା ଆମର୍‌ ମିସାବିଡାଟାନେ ମିସତ୍‌ନାଇ । ଜଦି ସେମନ୍‌ ସତଇସେ ଆମର୍‌ ସଙ୍ଗର୍‌ ବିସ୍‌ବାସି ଅଇରଇଲେ, ଆମର୍‌ ସଙ୍ଗ୍ ରଇତାଇ । ମାତର୍‌ ସେମନ୍‌ ଚାଡ୍‌ଲାର୍‌ପାଇ ଆମର୍‌ ଦଲର୍‌ ଲକ୍‌ ନଅତ୍‌ ବଲି ଜାନାପଡ୍‌ଲା । 20 ମାତର୍‌ କିରିସ୍‌ଟ ତମ୍‌କେ ସୁକଲ୍‌ ଆତ୍‌ମା ଦେଲାଆଚେ । 21 ତମେ ସତ୍‌ ନାଜାନାସ୍‌ ବଲିକରି ମୁଇ ତମ୍‌କେ ଲେକ୍‌ଲିନି, ସେନ୍ତାରି ନଏଁ । ମାତର୍‌ ସେଟା ତମେ ନିକ ସଙ୍ଗ୍ ଜାନାସ୍‌ । ଆରି ସତ୍‌ ସିକିଆ ସଙ୍ଗ୍ ବୁଲ୍‌ ସିକିଆ କେବେ ନ ମିସେ । 22 ତେବେ କେ ମିଚ୍‌ କଇଲାଇନି ? ଜିସୁକେ ମସିଅ ନଏଁ ବଲି ଜେ କଇଲାନି, ସେ ଆକା ସବୁର୍‌ଟାନେଅନି ବଡ୍‌ ମିଚୁଆ । ସେନ୍ତାରି ଲକ୍‌ମନ୍‌ କିରିସ୍‌ଟର୍‌ ବିରଦି ଲକ୍‌ମନ୍‌ । ସେମନ୍‌ ଉଜେ ବାବା ପର୍‌ମେସର୍‌କେ ଆରି ତାର୍‌ ପଅ ଜିସୁ କିରିସ୍‌ଟକେ ନାମତ୍‌ନାଇ । 23 ଜେ ଜଦି ପର୍‌ମେସରର୍‌ ପଅକେ ନାମେ ନାଇ, ସେ ବାବା ପର୍‌ମେସର୍‌କେ ମିସା ନାମେ ନାଇ, ଜେ ପର୍‌ମେସରର୍‌ ପଅକେ ନାମ୍‌ସି, ସେ ବାବା ପର୍‌ମେସର୍‌କେ ମିସା ନାମ୍‌ସି । 24 ତମେ କିରିସ୍‌ଟର୍‌ ସଙ୍ଗ୍ ଜିବାକେ ଆରାମ୍‌ ଅଇଲାତେଇଅନି ଜନ୍‌ କବର୍‌ ସୁନିଆଚାସ୍‌, ସେଟା ସବୁବେଲେ ମନେ ପାକାଆ । ଜଦି ସେ କବର୍‌ ତମର୍‌ ମନେ ରଇସି, ସେନ୍ତାର୍‌ଆଲେ ତମେ ବାବା ପର୍‌ମେସର୍‌ ସଙ୍ଗ୍ ଆରି ତାର୍‌ ପଅର୍‌ ସଙ୍ଗ୍ ମିସିକରି ରଇସା । 25 କିରିସ୍‌ଟ ନିଜେ ଆମ୍‌କେ ନ ସାର୍‌ବା ଜିବନ୍‌ ଦେବି ବଲି କାତାଦେଇଆଚେ । 26 ଜନ୍‌ ଲକ୍‌ମନ୍‌ ତମ୍‌କେ ସୁବ୍‌କବର୍‌ ଜାନାଇଲୁନି ବଲି ବୁଲ୍‌ ସିକିଆ ଦେଇ ତମ୍‌କେ ନାଡାଇବାକେ ଚେସ୍‌ଟା କଲାଇନି, ସେମନର୍‌ ବିସଇ ଜାନାଇବାକେ ଏ ସବୁ ବିସଇ ମୁଇ ତମ୍‌କେ ଲେକ୍‌ଲିନି । 27 ମାତର୍‌ ତମେ ନାଡାଇ ନ ଉଆସ୍‌ । କାଇକେବଇଲେ କିରିସ୍‌ଟ ତାର୍‌ ସୁକଲ୍‌ଆତ୍‌ମା ତମ୍‌କେ ଦେଇଆଚେ । ସେ ସୁକଲ୍‌ଆତ୍‌ମା ଏବେ ମିସା ତମର୍‌ ବିତ୍‌ରେ ଆଚେ । ତେବର୍‌ପାଇ କେ ମିସା ବିନ୍‌ ଲକ୍‌ ତମ୍‌କେ ସିକାଇବାକେ ଲଡାନାଇ । ସୁକଲ୍‌ଆତ୍‌ମା ତମ୍‌କେ ସବୁ ବିସଇର୍‌ ସତ୍‌ ସିକାଇସି । ତେଇ ସେ ଜନ୍‌ଟା ସିକାଇସି, ସେଟା ପୁରାପୁରୁନ୍‌ ସତ୍‌ । ତେଇ କାଇ ବୁଲ୍‌ ବିସଇ ନ ରଏ । ତେବର୍‌ପାଇ ମୁଇ ତମ୍‌କେ କଇଲିନି, କିରିସ୍‌ଟର୍‍ ସଙ୍ଗ୍ ମିସିରୁଆ । 28 ଏ ଆଲାଦର୍‌ ପିଲାଟକିମନ୍‌, ମୁଇ ତମ୍‌କେ ଆରିତରେକ୍‌ କଇଲିନି କିରିସ୍‌ଟର୍‍ ସଙ୍ଗ୍ ମିସିକରି ରୁଆ । ଜେନ୍ତାରି କି ସେ ଆରିତରେକ୍‌ ଏ ଜଗତେ ବାଉଡିଆଇଲାବେଲେ ତାକେ ବେଟ୍‌ ଅଇବାକେ ତାକେ ନ ଡରୁ କି ଲାଜ୍‌ ମିସା ନ ଉଆସ୍‌ । 29 ଆମେ ଜାନିଆଚୁ, କିରିସ୍‌ଟ ଅନିଆଇ କାମ୍‌ ନ କରେ । ଏଟାମିସା ଜାନିଆଚୁ, ଜନ୍‌ଲକ୍‌ମନ୍‌ ସତ୍‌ କାମ୍‌ କର୍‌ବାଇ, ସେମନ୍‌ ପର୍‌ମେସରର୍‌ ପିଲାଟକି ।

In Other Versions

1 John 2 in the ANGEFD

1 John 2 in the ANTPNG2D

1 John 2 in the AS21

1 John 2 in the BAGH

1 John 2 in the BBPNG

1 John 2 in the BBT1E

1 John 2 in the BDS

1 John 2 in the BEV

1 John 2 in the BHAD

1 John 2 in the BIB

1 John 2 in the BLPT

1 John 2 in the BNT

1 John 2 in the BNTABOOT

1 John 2 in the BNTLV

1 John 2 in the BOATCB

1 John 2 in the BOATCB2

1 John 2 in the BOBCV

1 John 2 in the BOCNT

1 John 2 in the BOECS

1 John 2 in the BOGWICC

1 John 2 in the BOHCB

1 John 2 in the BOHCV

1 John 2 in the BOHLNT

1 John 2 in the BOHNTLTAL

1 John 2 in the BOICB

1 John 2 in the BOILNTAP

1 John 2 in the BOITCV

1 John 2 in the BOKCV

1 John 2 in the BOKCV2

1 John 2 in the BOKHWOG

1 John 2 in the BOKSSV

1 John 2 in the BOLCB

1 John 2 in the BOLCB2

1 John 2 in the BOMCV

1 John 2 in the BONAV

1 John 2 in the BONCB

1 John 2 in the BONLT

1 John 2 in the BONUT2

1 John 2 in the BOPLNT

1 John 2 in the BOSCB

1 John 2 in the BOSNC

1 John 2 in the BOTLNT

1 John 2 in the BOVCB

1 John 2 in the BOYCB

1 John 2 in the BPBB

1 John 2 in the BPH

1 John 2 in the BSB

1 John 2 in the CCB

1 John 2 in the CUV

1 John 2 in the CUVS

1 John 2 in the DBT

1 John 2 in the DGDNT

1 John 2 in the DHNT

1 John 2 in the DNT

1 John 2 in the ELBE

1 John 2 in the EMTV

1 John 2 in the ESV

1 John 2 in the FBV

1 John 2 in the FEB

1 John 2 in the GGMNT

1 John 2 in the GNT

1 John 2 in the HARY

1 John 2 in the HNT

1 John 2 in the IRVA

1 John 2 in the IRVB

1 John 2 in the IRVG

1 John 2 in the IRVH

1 John 2 in the IRVK

1 John 2 in the IRVM

1 John 2 in the IRVM2

1 John 2 in the IRVO

1 John 2 in the IRVP

1 John 2 in the IRVT

1 John 2 in the IRVT2

1 John 2 in the IRVU

1 John 2 in the ISVN

1 John 2 in the JSNT

1 John 2 in the KAPI

1 John 2 in the KBT1ETNIK

1 John 2 in the KBV

1 John 2 in the KJV

1 John 2 in the KNFD

1 John 2 in the LBA

1 John 2 in the LBLA

1 John 2 in the LNT

1 John 2 in the LSV

1 John 2 in the MAAL

1 John 2 in the MBV

1 John 2 in the MBV2

1 John 2 in the MHNT

1 John 2 in the MKNFD

1 John 2 in the MNG

1 John 2 in the MNT

1 John 2 in the MNT2

1 John 2 in the MRS1T

1 John 2 in the NAA

1 John 2 in the NASB

1 John 2 in the NBLA

1 John 2 in the NBS

1 John 2 in the NBVTP

1 John 2 in the NET2

1 John 2 in the NIV11

1 John 2 in the NNT

1 John 2 in the NNT2

1 John 2 in the NNT3

1 John 2 in the PDDPT

1 John 2 in the PFNT

1 John 2 in the RMNT

1 John 2 in the SBIAS

1 John 2 in the SBIBS

1 John 2 in the SBIBS2

1 John 2 in the SBICS

1 John 2 in the SBIDS

1 John 2 in the SBIGS

1 John 2 in the SBIHS

1 John 2 in the SBIIS

1 John 2 in the SBIIS2

1 John 2 in the SBIIS3

1 John 2 in the SBIKS

1 John 2 in the SBIKS2

1 John 2 in the SBIMS

1 John 2 in the SBIOS

1 John 2 in the SBIPS

1 John 2 in the SBISS

1 John 2 in the SBITS

1 John 2 in the SBITS2

1 John 2 in the SBITS3

1 John 2 in the SBITS4

1 John 2 in the SBIUS

1 John 2 in the SBIVS

1 John 2 in the SBT

1 John 2 in the SBT1E

1 John 2 in the SCHL

1 John 2 in the SUSU

1 John 2 in the SUSU2

1 John 2 in the SYNO

1 John 2 in the TBIAOTANT

1 John 2 in the TBT1E

1 John 2 in the TBT1E2

1 John 2 in the TFTIP

1 John 2 in the TFTU

1 John 2 in the TGNTATF3T

1 John 2 in the THAI

1 John 2 in the TNFD

1 John 2 in the TNT

1 John 2 in the TNTIK

1 John 2 in the TNTIL

1 John 2 in the TNTIN

1 John 2 in the TNTIP

1 John 2 in the TNTIZ

1 John 2 in the TOMA

1 John 2 in the TTENT

1 John 2 in the UBG

1 John 2 in the UGV

1 John 2 in the UGV2

1 John 2 in the UGV3

1 John 2 in the VBL

1 John 2 in the VDCC

1 John 2 in the YALU

1 John 2 in the YAPE

1 John 2 in the YBVTP

1 John 2 in the ZBP