1 Thessalonians 4 (SNT)
1 ତେବେ ଏ ବାଇମନ୍ ସାରାସାରି ବେଲାଇ କେନ୍ତାରି ଚଲାଚଲ୍ତି କଲେ ପର୍ମେସର୍ ସାର୍ଦା ଅଇସି, ସେ ବିସଇ ତମେ ଆମର୍ଟାନେଅନି ସିକିଆଚାସ୍ । ଆରି ସେନ୍ତାରିସେ ଚଲାଚଲ୍ତି କଲାସ୍ନି । ତମେ ଜେନ୍ତାରି କଲାସ୍ନି, ସେ ଇସାବେ ଆରି ଆଗ୍ତୁ ଆଗ୍ତୁ ଜିବାକେ ଆମେ ତମ୍କେ ମାପ୍ରୁ ଜିସୁର୍ ନାଉଁଦାରି ବାବୁଜିଆ କରି ସାର୍ଦା କରାଇଲୁନି । 2 କାଇକେବଇଲେ ମାପ୍ରୁ ଜିସୁର୍ଟାନେଅନି ଆଦେସ୍ ପାଇକରି ଜାଇ ଜାଇଟା କର୍ବାକେ କଇରଇଲୁ, ସେଟା ତମେ ଜାନାସ୍ । 3 ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି । 4 ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା । 5 ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ । 6 ଜେ ଜଦି ଏ ବିସଇ ନ ମାନିକରି କନ୍ ବିସ୍ବାସି ବାଇକେ ମିସା ଅନିଆଇ କର୍ସି ବଇଲେ, ମାପ୍ରୁ ଏ ସବୁ ବିସଇ ନେଇ ଡଣ୍ଡ୍ ଦେଇସି । ଏ କାତା ଆମେ ପୁର୍ବେ ଜାନାଇଦେଇ ଆଚୁ । 7 କାଇକେବଇଲେ ପର୍ମେସର୍ ଆମ୍କେ ସୁକଲ୍ ନ ଅଇକରି ଜିଉନା କାଉନା କର୍ବାକେ ଡାକେନାଇ ମାତର୍ ସୁକଲ୍ ଅଇ ରଇବାକେ ଡାକିଆଚେ । 8 ତେବେ ଜେ ଆମର୍ ଏ ସିକିଆ ନ ନାମେ, ସେ ଅବ୍କା ମୁନୁସ୍କେ ନ ନାମେ । ମାତର୍ ଜନ୍ ପର୍ମେସର୍ ତମର୍ ବିତ୍ରେ ସୁକଲ୍ଆତ୍ମା ଦେଇସି, ତାକେ ନ ନାମେ । 9 ଏ କିରିସ୍ଟ ବିସ୍ବାସି ବାଇବଇନିମନ୍, ତମର୍ ଆଲାଦ୍ କର୍ବା ବିସଇ ଆମେ ଆରି ଅଦିକ୍ ଲେକ୍ବାର୍ ଦର୍କାର୍ ନାଇ । କାଇକେବଇଲେ ତମେ ପର୍ମେସର୍ଟାନେଅନି ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାଟା ସିକିଆଚାସ୍ । 10 ଆରି ଗୁଲାଇ ମାକିଦନିଆଇ ରଇବା ସବୁ ବିସ୍ବାସି ବାଇମନ୍କେ ସେନ୍ତାରି କଲାସ୍ନି । ଏଲେମିସା, ତମେ ଆରି ଅଦିକ୍ ଅଦିକ୍ ସେନ୍ତାରି କରା । 11 ଆରି ତମ୍କେ ପୁର୍ବେ ଦିଆଅଇରଇବା ଆଦେସ୍ ଇସାବେ ତମେ ସାନ୍ତିସଙ୍ଗ୍ ରଇକରି ନିଜର୍ ନିଜର୍ କାମେ ଲାଗିରୁଆ, ପାଇଟି କାବାଡ୍ କରି ରୁଆ । ଏଟାର୍ପାଇ ଆମେ ତମ୍କେ ବାବୁଜିଆ କଲୁନି । 12 ଏନ୍ତାରି କଲେ ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତମ୍କେ ନାମ୍ବାଇ । ଆରି କାଇଟା ମିସା ଅବାବ୍ ନ ଅଏ । ତମ୍କେ ଦର୍କାର୍ ରଇବା ବିସଇପାଇ ବିନ୍ଲକ୍କେ ଆସା କର୍ବାକେ ନ ପଡେ । 13 ଏ ବାଇବଇନିମନ୍, ଆସା ନ କର୍ବା ବିନ୍ ଲକ୍ମନର୍ ପାରା ଦୁକ୍ ଚିନ୍ତା ଅଇ ରୁଆନାଇ । ଏଟାର୍ପାଇ ତମେ ମରିଜାଇରଇବା ଲକ୍ମନର୍ ବିସଇ ଜାନିରୁଆ । 14 କାଇକେବଇଲେ ଜିସୁ ମରିକରି ଆରିତରେକ୍ ଉଟିଆଚେ ବଲିକରି ଆମେ ବିସ୍ବାସ୍ କଲୁନି । ତେବେ ଆମେ ଡାଟ୍ ସଙ୍ଗ୍ ଜାନି ଆଚୁ କି, ଜନ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କରି ମରିଆଚତ୍, ସେ ଆରିତରେକ୍ ଆଇଲେ ପର୍ମେସର୍ ତାର୍ ସଙ୍ଗ୍ ସେମନ୍କେ ଦାରିଜାଇସି । 15 ଏବେ ଆମେ ତମ୍କେ ଜନ୍ ସିକିଆ ଦେଲୁନି, ସେଟା ମାପ୍ରୁର୍ ସିକିଆ । ମାପ୍ରୁ ଆଇବା ବେଲେ ଜେତ୍କି ଲକ୍ ଆମେ ନ ମରିକରି ଜିଇ ଆଚୁ, ଆମେ ଦେକ୍ବା ଆଗ୍ତୁ ମରିଜାଇରଇବା ବିସ୍ବାସିମନ୍ ମାପ୍ରୁକେ ଦେକ୍ବାଇ । 16 କାଇକେବଇଲେ ମାପ୍ରୁ ନିଜେ ଆଦେସ୍ ଦେଇ, ମୁକିଆ ଦୁତର୍ ସର୍ ଆରି ପର୍ମେସରର୍ ବାଜାମଇରି ସଙ୍ଗ୍ ସର୍ଗେ ଅନି ଉତର୍ସି । ଜିସୁକିରିସ୍ଟକେ ବିସ୍ବାସ୍କରି ଜନ୍ଲକ୍ମନ୍ ମରିଆଚତ୍ ସେମନ୍ ତେଇ ପର୍ତମେ ଉଟ୍ବାଇ । 17 ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ । 18 ଏସବୁ କାତାମନ୍ ସୁନାଇକରି ତମେ ନିଜର୍ ନିଜର୍ ଲକ୍ମନ୍କେ ସାଆସ୍ କରାଆ ।
In Other Versions
1 Thessalonians 4 in the ANGEFD
1 Thessalonians 4 in the ANTPNG2D
1 Thessalonians 4 in the BBPNG
1 Thessalonians 4 in the BBT1E
1 Thessalonians 4 in the BNTABOOT
1 Thessalonians 4 in the BNTLV
1 Thessalonians 4 in the BOATCB
1 Thessalonians 4 in the BOATCB2
1 Thessalonians 4 in the BOBCV
1 Thessalonians 4 in the BOCNT
1 Thessalonians 4 in the BOECS
1 Thessalonians 4 in the BOGWICC
1 Thessalonians 4 in the BOHCB
1 Thessalonians 4 in the BOHCV
1 Thessalonians 4 in the BOHLNT
1 Thessalonians 4 in the BOHNTLTAL
1 Thessalonians 4 in the BOICB
1 Thessalonians 4 in the BOILNTAP
1 Thessalonians 4 in the BOITCV
1 Thessalonians 4 in the BOKCV
1 Thessalonians 4 in the BOKCV2
1 Thessalonians 4 in the BOKHWOG
1 Thessalonians 4 in the BOKSSV
1 Thessalonians 4 in the BOLCB
1 Thessalonians 4 in the BOLCB2
1 Thessalonians 4 in the BOMCV
1 Thessalonians 4 in the BONAV
1 Thessalonians 4 in the BONCB
1 Thessalonians 4 in the BONLT
1 Thessalonians 4 in the BONUT2
1 Thessalonians 4 in the BOPLNT
1 Thessalonians 4 in the BOSCB
1 Thessalonians 4 in the BOSNC
1 Thessalonians 4 in the BOTLNT
1 Thessalonians 4 in the BOVCB
1 Thessalonians 4 in the BOYCB
1 Thessalonians 4 in the DGDNT
1 Thessalonians 4 in the GGMNT
1 Thessalonians 4 in the IRVM2
1 Thessalonians 4 in the IRVT2
1 Thessalonians 4 in the KBT1ETNIK
1 Thessalonians 4 in the MKNFD
1 Thessalonians 4 in the MRS1T
1 Thessalonians 4 in the NBVTP
1 Thessalonians 4 in the NIV11
1 Thessalonians 4 in the PDDPT
1 Thessalonians 4 in the SBIAS
1 Thessalonians 4 in the SBIBS
1 Thessalonians 4 in the SBIBS2
1 Thessalonians 4 in the SBICS
1 Thessalonians 4 in the SBIDS
1 Thessalonians 4 in the SBIGS
1 Thessalonians 4 in the SBIHS
1 Thessalonians 4 in the SBIIS
1 Thessalonians 4 in the SBIIS2
1 Thessalonians 4 in the SBIIS3
1 Thessalonians 4 in the SBIKS
1 Thessalonians 4 in the SBIKS2
1 Thessalonians 4 in the SBIMS
1 Thessalonians 4 in the SBIOS
1 Thessalonians 4 in the SBIPS
1 Thessalonians 4 in the SBISS
1 Thessalonians 4 in the SBITS
1 Thessalonians 4 in the SBITS2
1 Thessalonians 4 in the SBITS3
1 Thessalonians 4 in the SBITS4
1 Thessalonians 4 in the SBIUS
1 Thessalonians 4 in the SBIVS
1 Thessalonians 4 in the SBT1E
1 Thessalonians 4 in the SUSU2
1 Thessalonians 4 in the TBIAOTANT
1 Thessalonians 4 in the TBT1E
1 Thessalonians 4 in the TBT1E2
1 Thessalonians 4 in the TFTIP
1 Thessalonians 4 in the TGNTATF3T
1 Thessalonians 4 in the TNTIK
1 Thessalonians 4 in the TNTIL
1 Thessalonians 4 in the TNTIN
1 Thessalonians 4 in the TNTIP
1 Thessalonians 4 in the TNTIZ
1 Thessalonians 4 in the TTENT