2 Corinthians 3 (SNT)

1 ଆମେ ଆରିତରେକ୍‌ ନିଜ୍‌କେ ଉପର୍‌କେ ଉଟାଇବା କାତା କଇଲୁନି ବଲି ତମେ କୁଆ ନାଇ । ଆମେ ତେଇ ରଇବା କେତେଟା ଦରମ୍‌ ଗୁରୁମନର୍‌ ପାରା ନାଇ । ବିନ୍‌ ଲକର୍‌ ତେଇଅନି ଏ ଲକ୍‌ ନିକଟା ବଲି ଚିଟି ଆନ୍‌ଲେ, ତମେ ସେମନ୍‌କେ ଡାକି ନେଇସା, ଆରି ତମର୍‌ ଜାଗା ଚାଡିକରି ଗାଲେ, ଏ ଲକ୍‌ ନିକଟା ବଲିକରି ତମର୍‌ଟାନେଅନି ଏମନ୍‌ ଚିଟି ମାଙ୍ଗ୍‌ବାଇ । ଆମ୍‌କେ ସେନ୍ତାରି ଚିଟି ଦର୍‌କାର୍‌ ନାଇ । 2 ତମେସେ ଆମର୍‌ ମନ୍‌ ବିତ୍‌ରେ ଲେକିଅଇ ରଇବା ଚିଟି । ସବୁ ଲକ୍‌ ତମ୍‌କେ ଦେକ୍‌ବାଇ ଆରି ତମର୍‌ ଚଲାଚଲ୍‌ତି ଜାନ୍‌ବାଇ । 3 କିରିସ୍‌ଟ ଆମ୍‌କେ ଏ ଚିଟି ଲେକ୍‌ଲା ଆଚେ । ଏଟା ସିରା ସଙ୍ଗ୍‌ ଲେକା ଅଏନାଇ, ମାତର୍‌ ଜିବନ୍‌ ରଇବା ପର୍‌ମେସରର୍‌ ଆତ୍‌ମା ସଙ୍ଗ୍‌ ଲେକାଅଇଆଚେ । ଏଟା ପାକ୍‌ନାଇ ଲେକା ନ ଅଇକରି ଲକ୍‌ମନର୍‌ ମନ୍‌ବିତ୍‌ରେ ଲେକାଅଇଆଚେ । 4 ଆରି କିସ୍‌ଟର୍‌ ଲାଗି ପର୍‌ମେସର୍‌କେ ଆସା କରି ଆମେ ସାଆସ୍‌ ସଙ୍ଗ୍ କଇପାର୍‌ଲୁନି । 5 ଏ କାମ୍‌ ଆମେ ନିଜର୍‌ ବପୁ ସଙ୍ଗ୍‍ କରି ପାର୍‌ବୁ ବଲି କଉନାଇ । ପର୍‌ମେସର୍‌ ଆକା ଆମ୍‌କେ ବପୁ ଦେଇସି । 6 ସେ ତା ଆମ୍‌କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍‌ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍‌ବୁ । ସେଟା ଲେକ୍‌ଲା ନିୟମ୍‌ ନଏଁ, ମାତର୍‍ ତାର୍‌ ଆତ୍‌ମାଇ ଅନି ଅଇଲାଟା । ଲେକ୍‌ଲା ନିୟମ୍‌ ମରନ୍‌ ଆନ୍‌ସି, ମାତର୍‌ ପର୍‌ମେସରର୍‌ ଆତ୍‌ମା ନ ସାର୍‌ବା ଜିବନ୍‌ ଦେଇସି । 7 ମସାର୍‌ ନିୟମ୍‌ ପର୍‌ତମେ ଚେପ୍‌ଟା ପାକ୍‌ନାଇ ଲେକା ଅଇରଇଲା ଆରି ସେ ନିୟମ୍‌ ଦେଲାବେଲେ ପର୍‌ମେସରର୍‌ ମଇମା ଡିସ୍‌ତେରଇଲା । ମସାର୍‌ ମୁଏ ରଇଲା ସେ ମଇମା ଉନା ଉନା ଅଇଜାଇତେରଇଲା । ଅଇଲେ ମିସା ତାର୍‌ ଉଜଲର୍‌ପାଇ ଇସ୍‌ରାଏଲର୍‌ ଲକ୍‌ମନ୍‌ ତାର୍‌ ମୁଏ ଆଁକି ସଙ୍ଗଇ ନାପାର୍‌ତେରଇଲାଇ । ଜଦି ପର୍‌ମେସର୍‌ ମରନ୍‌ ଆନ୍‌ବା ସେ ନିୟମ୍‌ ମଇମା ସଙ୍ଗ୍‌ ପାଟାଇରଇଲା, 8 ତେବେ ପର୍‌ମେସରର୍‌ ଆତ୍‌ମାଇ ଅନି ଆଇବା ନୁଆ ରାଜିନାମା ଆରି କେତେକ୍‌ ଅଦିକ୍‌ ମଇମାସଙ୍ଗ୍‌ ରଇସି । 9 ଲକ୍‌ମନ୍‌ ଡଣ୍ଡ୍‌ ପାଇବାଇ ବଲି ଜାନାଇ ଅଇବା କାମ୍‌, ଜଦି ମଇମା ସଙ୍ଗ୍‌ ଆଇଲା, ତେବେ ଆମର୍‌ ସବୁ ପାପ୍‌ କେମା ଅଇଲାଆଚେ ବଲି ଜାନାଇବା ବାକିଅ କେତେକ୍‌ ଅଦିକ୍‌ ମଇମା ଅଇରଇସି ? 10 ପର୍‌ତୁମ୍‌ ନିୟମର୍‌ ମଇମା ବେସି ଉଜଲ୍‌ ରଇଲା, ମାତର୍‌ ଏବେ ନୁଆ ନିୟମର୍‌ ରାଜିନାମାର୍‌ ଲାଗି ପୁର୍‌ନା ନିୟମର୍‌ ମଇମା ଉନାଅଇଗାଲା ଆଚେ । 11 ଜଦି ଆଗର୍‌ ପର୍‌ମାନ୍‌ ନିୟମ୍‌ ପାକାଇ କାତା ଦେଇରଇବାଟା ଚନେକର୍‌ପାଇ ଅଇଲେ ମିସା ମଇମାସଙ୍ଗ୍‌ ରଇଲା, ତେବେ ନୁଆ ପର୍‌ମାନ୍‌ ନିୟମ୍‌ ପାକାଇ ଦେଇରଇବାଟା, ଜନ୍‌ଟା କି କେବେ ନ ସାରେ, ସେଟା କେତେକ୍‌ ଅଦିକ୍‌ ମଇମା ସଙ୍ଗ୍‌ ରଇସି ! 12 ଆମ୍‌କେ ଏ ଆସା ରଇଲାକେ, ଆମେ ବେସି ସାଆସ୍‌ ସଙ୍ଗ୍‌ ଆଚୁ । 13 ଆମେ ମସାର୍‌ ପାରା ନାଇ, ସେ ମୁ ଡାବିଅଇ ରଇଲା । ଜେନ୍ତିକି, ଲିବି ଆଇତେରଇବା ଆରି ଇସ୍‌ରାଏଲର୍‌ ଲକ୍‌ମନ୍‌ ତେଇର୍‌ ମଇମା ଉନା ଅଇକରି ପୁରାପୁରୁନ୍‌ ଜିବାଟା ନ ଦେକତ୍‌ । 14 ସେବେଲେ ଇସ୍‌ରାଏଲର୍‌ ଲକ୍‌ମନ୍‌ ନ ବୁଜ୍‌ତେରଇଲାଇ, ତାକର୍‌ ମନ୍‌ ଡାବ୍‍ଲା ପାରା ଅଇରଇଲା । ଆରି ସେମନ୍‌ ପୁର୍‌ନା ରାଜିନାମାର୍‌ ବଇମନ୍‌ ପଡ୍‌ଲାଇନି ଜେ ଏବ୍‌କେ ଜାକ ବୁଜତ୍‌ ନାଇ । ଜେଡେବେଲେ ଜାକ ସେମନ୍‌ କିରିସ୍‌ଟର୍‌ତେଇ ନ ମିସି ରଅତ୍‌, ସେ ବେଲା ଜାକ ତାକର୍‌ ମନର୍‌ ଡାବ୍‌ନା ନ ବେଟି ଅଏ । 15 ଏବେ ଜାକ ମିସା ସେମନ୍‌ ମସାର୍‌ ନିୟମ୍‌ ପଡ୍‌ବାବେଲେ, ତାକର୍‌ ମନ୍‌ ସେନ୍ତି ଡାବିସେ ଅଇରଇସି । 16 ମାତର୍‌ ସାସ୍‌ତର୍‌ କଇଲାନି, “ଜଦି ଜେ ମାପ୍‌ରୁର୍‌ ବାଟେ ମନ୍‌ ବାଉଡାଇଲେ, ତାର୍‌ ମନେ ଡାବିଅଇ ରଇବାଟା ଉଗାଡି ଅଇସି ।” 17 ଏ ଚିଟିତେଇ ମାପ୍‌ରୁ ବଲି କଇବାଟା ଅଇଲାନି ଆତ୍‌ମା ଆରି ମାପ୍‌ରୁର୍‌ ଆତ୍‌ମା ଜନ୍ତି ମିସା ରଇଲେ, ତେଇ ଆମେ ମୁକ୍‌ଲି କରି ଆଚୁ । 18 ତେବେ ଆମେ ଜେତ୍‌କି ଲକ୍‌ ସବୁ ମାପ୍‌ରୁକେ ବିସ୍‌ବାସ୍‌ କରିଆଚୁ, ଆମର୍‌ ମୁଁ ଡାବି ଅଏନାଇ । ପର୍‌ମେସରର୍‌ ବପୁ ଆରି ମଇମା ଦେକାଇଅଇବା ଗଟେକ୍‌ ଦର୍‌ପନ୍‌ ପାରା ଆମେ ଆଚୁ । ଆମେ ତାର୍‌ପାରା ଅଇବା ଜାକ ଦିରେ ଦିରେ ବାଦ୍‌ଲାଇ ଅଇ ଆଇଲୁନି । ପର୍‌ମେସରର୍‌ ଆତ୍‌ମାସେ ଆମ୍‌କେ ବାଦ୍‌ଲାଇଲାନି ।

In Other Versions

2 Corinthians 3 in the ANGEFD

2 Corinthians 3 in the ANTPNG2D

2 Corinthians 3 in the AS21

2 Corinthians 3 in the BAGH

2 Corinthians 3 in the BBPNG

2 Corinthians 3 in the BBT1E

2 Corinthians 3 in the BDS

2 Corinthians 3 in the BEV

2 Corinthians 3 in the BHAD

2 Corinthians 3 in the BIB

2 Corinthians 3 in the BLPT

2 Corinthians 3 in the BNT

2 Corinthians 3 in the BNTABOOT

2 Corinthians 3 in the BNTLV

2 Corinthians 3 in the BOATCB

2 Corinthians 3 in the BOATCB2

2 Corinthians 3 in the BOBCV

2 Corinthians 3 in the BOCNT

2 Corinthians 3 in the BOECS

2 Corinthians 3 in the BOGWICC

2 Corinthians 3 in the BOHCB

2 Corinthians 3 in the BOHCV

2 Corinthians 3 in the BOHLNT

2 Corinthians 3 in the BOHNTLTAL

2 Corinthians 3 in the BOICB

2 Corinthians 3 in the BOILNTAP

2 Corinthians 3 in the BOITCV

2 Corinthians 3 in the BOKCV

2 Corinthians 3 in the BOKCV2

2 Corinthians 3 in the BOKHWOG

2 Corinthians 3 in the BOKSSV

2 Corinthians 3 in the BOLCB

2 Corinthians 3 in the BOLCB2

2 Corinthians 3 in the BOMCV

2 Corinthians 3 in the BONAV

2 Corinthians 3 in the BONCB

2 Corinthians 3 in the BONLT

2 Corinthians 3 in the BONUT2

2 Corinthians 3 in the BOPLNT

2 Corinthians 3 in the BOSCB

2 Corinthians 3 in the BOSNC

2 Corinthians 3 in the BOTLNT

2 Corinthians 3 in the BOVCB

2 Corinthians 3 in the BOYCB

2 Corinthians 3 in the BPBB

2 Corinthians 3 in the BPH

2 Corinthians 3 in the BSB

2 Corinthians 3 in the CCB

2 Corinthians 3 in the CUV

2 Corinthians 3 in the CUVS

2 Corinthians 3 in the DBT

2 Corinthians 3 in the DGDNT

2 Corinthians 3 in the DHNT

2 Corinthians 3 in the DNT

2 Corinthians 3 in the ELBE

2 Corinthians 3 in the EMTV

2 Corinthians 3 in the ESV

2 Corinthians 3 in the FBV

2 Corinthians 3 in the FEB

2 Corinthians 3 in the GGMNT

2 Corinthians 3 in the GNT

2 Corinthians 3 in the HARY

2 Corinthians 3 in the HNT

2 Corinthians 3 in the IRVA

2 Corinthians 3 in the IRVB

2 Corinthians 3 in the IRVG

2 Corinthians 3 in the IRVH

2 Corinthians 3 in the IRVK

2 Corinthians 3 in the IRVM

2 Corinthians 3 in the IRVM2

2 Corinthians 3 in the IRVO

2 Corinthians 3 in the IRVP

2 Corinthians 3 in the IRVT

2 Corinthians 3 in the IRVT2

2 Corinthians 3 in the IRVU

2 Corinthians 3 in the ISVN

2 Corinthians 3 in the JSNT

2 Corinthians 3 in the KAPI

2 Corinthians 3 in the KBT1ETNIK

2 Corinthians 3 in the KBV

2 Corinthians 3 in the KJV

2 Corinthians 3 in the KNFD

2 Corinthians 3 in the LBA

2 Corinthians 3 in the LBLA

2 Corinthians 3 in the LNT

2 Corinthians 3 in the LSV

2 Corinthians 3 in the MAAL

2 Corinthians 3 in the MBV

2 Corinthians 3 in the MBV2

2 Corinthians 3 in the MHNT

2 Corinthians 3 in the MKNFD

2 Corinthians 3 in the MNG

2 Corinthians 3 in the MNT

2 Corinthians 3 in the MNT2

2 Corinthians 3 in the MRS1T

2 Corinthians 3 in the NAA

2 Corinthians 3 in the NASB

2 Corinthians 3 in the NBLA

2 Corinthians 3 in the NBS

2 Corinthians 3 in the NBVTP

2 Corinthians 3 in the NET2

2 Corinthians 3 in the NIV11

2 Corinthians 3 in the NNT

2 Corinthians 3 in the NNT2

2 Corinthians 3 in the NNT3

2 Corinthians 3 in the PDDPT

2 Corinthians 3 in the PFNT

2 Corinthians 3 in the RMNT

2 Corinthians 3 in the SBIAS

2 Corinthians 3 in the SBIBS

2 Corinthians 3 in the SBIBS2

2 Corinthians 3 in the SBICS

2 Corinthians 3 in the SBIDS

2 Corinthians 3 in the SBIGS

2 Corinthians 3 in the SBIHS

2 Corinthians 3 in the SBIIS

2 Corinthians 3 in the SBIIS2

2 Corinthians 3 in the SBIIS3

2 Corinthians 3 in the SBIKS

2 Corinthians 3 in the SBIKS2

2 Corinthians 3 in the SBIMS

2 Corinthians 3 in the SBIOS

2 Corinthians 3 in the SBIPS

2 Corinthians 3 in the SBISS

2 Corinthians 3 in the SBITS

2 Corinthians 3 in the SBITS2

2 Corinthians 3 in the SBITS3

2 Corinthians 3 in the SBITS4

2 Corinthians 3 in the SBIUS

2 Corinthians 3 in the SBIVS

2 Corinthians 3 in the SBT

2 Corinthians 3 in the SBT1E

2 Corinthians 3 in the SCHL

2 Corinthians 3 in the SUSU

2 Corinthians 3 in the SUSU2

2 Corinthians 3 in the SYNO

2 Corinthians 3 in the TBIAOTANT

2 Corinthians 3 in the TBT1E

2 Corinthians 3 in the TBT1E2

2 Corinthians 3 in the TFTIP

2 Corinthians 3 in the TFTU

2 Corinthians 3 in the TGNTATF3T

2 Corinthians 3 in the THAI

2 Corinthians 3 in the TNFD

2 Corinthians 3 in the TNT

2 Corinthians 3 in the TNTIK

2 Corinthians 3 in the TNTIL

2 Corinthians 3 in the TNTIN

2 Corinthians 3 in the TNTIP

2 Corinthians 3 in the TNTIZ

2 Corinthians 3 in the TOMA

2 Corinthians 3 in the TTENT

2 Corinthians 3 in the UBG

2 Corinthians 3 in the UGV

2 Corinthians 3 in the UGV2

2 Corinthians 3 in the UGV3

2 Corinthians 3 in the VBL

2 Corinthians 3 in the VDCC

2 Corinthians 3 in the YALU

2 Corinthians 3 in the YAPE

2 Corinthians 3 in the YBVTP

2 Corinthians 3 in the ZBP