2 Corinthians 8 (SNT)

1 ଏ ମର୍‌ ବାଇବଇନିମନ୍‌, ମାସିଦନିଆର୍‌ ବିସ୍‌ବାସିମନ୍‌କେ ପର୍‌ମେସର୍‌ ଜିବନ୍‌ଦୁକାଇ ରଇଲାର୍‍ପାଇ ତେଇ କାଇଟା ଗଟ୍‌ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲୁନି । 2 ବେସି ବଡ୍‌ ଦୁକ୍‌ କସ୍‌ଟ ପାଇ, ମୁର୍‌ଚି ରଇକରି, ତେଇ ସେମନ୍‌ ବେସି ସାର୍‌ଦା କଲାଇ । ତାକର୍‌ ସାର୍‌ଦା ଏତେକ୍‌ ବଡିଜାଇରଇଲା ଜେ ସେମନ୍‌ ଅର୍‌କିତ୍‌ ଅଇରଇଲେ ମିସା ତାକର୍‌ ବିସ୍‌ବାସି ବାଇମନର୍‌ ପାଇ ବେସି ବେସି ଦାନ୍‌ କଲାଇ । 3 ସେମନ୍‌ ଜେତ୍‌କି ଦେବାର୍‍ ରଇଲା, ତାର୍‌ତେଇଅନି ଅଦିକ୍‌ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍‌ ମନ୍‌ ରଇଲାକେ ନିଜର୍‌ ମନ୍‍ କଲା ଇସାବେ ଦେଲାଇ । 4 ଜିଉଦା ଦେସେ ରଇବା ପର୍‌ମେସରର୍‌ ଲକ୍‌ମନ୍‌କେ ସାଇଜ କର୍‌ବାକେ ସେମନ୍‌ ମିସା ମିସତ୍‌ ବଲି ଆମ୍‌କେ ବାବୁଜିଆ କଲାଇ । 5 ତାକର୍‌ଟାନେଅନି ଆମେ ଜେତ୍‌କି ଆସା କରିରଇଲୁ, ତାର୍‌ତେଇଅନି ଅଦିକ୍‌ ଦେଲାଇ । କାଇକେବଇଲେ ପର୍‌ତମେ ସେମନ୍‌ ନିଜେ ନିଜେ ମାପ୍‌ରୁକେ ସର୍‌ପି ଅଇଲାଇ । ତାର୍‌ପଚେ ପର୍‌ମେସରର୍‌ ମନ୍‍ କଲା ଇସାବେ ସେମନ୍‌ ଆମ୍‌କେ ମିସା ସର୍‌ପି ଅଇଲାଇ । 6 ତେବର୍‌ପାଇ ତିତସ୍‌ ଜେ କି ତମର୍‌ ବିତ୍‌ରେ ଏ କାମ୍‌ ଜେନ୍ତି ଆରାମ୍‌ କରିରଇଲା, ସେନ୍ତାରି ଆକା ତମର୍‌ ଆଲାଦର୍‌ ଦାନ୍‌ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ । 7 ତମେ ବେସି ବିସଇଟାନେ ପୁରାପୁରୁନ୍‌ ଆଚାସ୍‌ । ସବୁ ବିସଇଟାନେ ସାଉକାର୍‌ ଅଇଆଚାସ୍‌ । ବିସ୍‌ବାସେ ଡାଁଟ୍‌ଆଚାସ୍‌, ବାକିଅ ସିକାଇବାକେ ଜାନିଆଚାସ୍‌, ବାକିଅତେଇ ତମର୍‌ ଗିଆନ୍‌ ଜବର୍‌ ଆଚେ, ସଙ୍ଗର୍‌ ବିସ୍‌ବାସିମନ୍‌କେ ସାଇଜ କର୍‌ବାଟା ଆରି ଆମର୍‌ପାଇ ରଇବା ତମର୍‌ ଆଲାଦ୍‌ ବେସି ବଡ୍‌ ଆଚେ । ସେନ୍ତାରିସେ ଦାନ୍‌ ଦେବାଟାନେ ମିସା ଅଦିକ୍‌ ଅଦିକ୍‌ ଦିଆସ୍‌ ବଲି ଆମେ ମନ୍‍ କଲୁନି । 8 ଏଟା ତମ୍‌କେ ମୁଇ ତିଆର୍‌ଲା ପାରା କଇନାଇ, ମାତର୍‌ ବିନ୍‌ ବିସ୍‌ବାସିମନ୍‌ ତାର୍‌ ବାଇମନ୍‌କେ କେନ୍ତି ଅଦିକ୍‌ ମନ୍‍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍‌ କଲାପାରା ତମେ କରିପାରାସ୍‌ ଆରି ସେଟା ଦେକି ତମର୍‌ ଆଲାଦ୍‌ ସତ୍‌ କି ମିଚ୍‌ ବଲି ମୁଇ ଜାନିପାର୍‌ବି । 9 ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟ ଜିବନ୍‌ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍‌ । ସର୍‌ଗେ ସେ ବେସି ସାଉକାର୍‌ ଅଇରଇଲେ ମିସା ସେ ନିଜେ ଅର୍‌କିତ୍‌ ଅଇଆଇଲା । ଜେନ୍ତି କି ତାର୍‌ଲାଗି ତମେ ସାଉକାର୍‌ ଅଇସା । 10 ସାଇଜ କର୍‌ବାକେ ତମେସେ ଆଗ୍‌ତୁ ଅଇଲାସ୍‌ ଆରି ପରୁ ଅନି ଆରାମ୍‌ କରିଆଚାସ୍‌ । ଏବେ ମୁଇ ବାବ୍‌ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍‌କର୍‌ବାଟାସେ ନାଇ, ମାତର୍‌ କାମ୍‌କର୍‌ବାକେ ମନ୍‍ କରି କର୍‌ବାକେ ତମେ ପର୍‌ତୁମ୍‌ ଆଚାସ୍‌ । 11 ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍‌ । ତମେ ବେସି ସାର୍‌ଦା ଅଇ ମୁଲିଆଇଲାସ୍‌ । ସେନ୍ତାରିସେ ସାର୍‌ଦା ଅଇ ସାରାଇବାର୍‌ ଆଚେ । ଗଟେକ୍‌ ଗଟେକ୍‌ ଲକ୍‌ ଜେତ୍‌କି ଦେଇପାରାସ୍‌, ସେତ୍‌କି ଦେଇ ସାରାଇଦିଆସ୍‌ । 12 କାଇକେ ବଇଲେ ଜଦି ତମ୍‌କେ ଦାନ୍‌ ଦେବାକେ ମନ୍‌ଆଚେ, ତମର୍‌ ପାର୍‌ବା ଏତେକ୍‌ ଦେଲାସ୍‌ନି । ତମେ ଦେବାଟା ପର୍‌ମେସର୍‌ ସଙ୍ଗଇସି । କାଇକେବଇଲେ, ତମେ ନାପାର୍‌ବା ଏତ୍‌କି ଦିଆ ବଲି ମାଙ୍ଗେ ନାଇ । 13 ତମର୍‌ ବାଇମନ୍‌କେ ସାଇଜ କରିକରି ତମର୍‌ଟା ଉନା ଅଇଜାଅ ବଲି ମୁଇ ମନ୍‍ କରିନାଇ । ମାତର୍‌ ଏବେ ତମର୍‌ ଟାନେ ଜବର୍‌ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍‌ବାଟା ଟିକ୍ ରଇସି । 14 ଏନ୍ତାରିକଲେ, ତମ୍‌କେ ଜେଡେବେଲେ ଲଡା ପଡ୍‌ସି, ଆରି ସେମନ୍‌କେ ଜବର୍‌ ରଇଲେ, ସେମନ୍‌ ତମ୍‌କେ ସାଇଜ କର୍‌ବାଇ । ଏନ୍ତାରି ଦୁଇ ବାଟର୍‌ ଲକ୍‌ ସମାନ୍‌ ଇସାବେ ପାଇବାଇ । 15 ଜେନ୍ତିକି ସାସ୍‌ତରେ ଲେକା ଅଇଆଚେ, ଜେ ଅଦିକ୍‌ କାମାଇଲା, ତାର୍‌ଟା ଉବ୍‌ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ । 16 ଆମେ ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି, ଜେନ୍ତି ତମ୍‌କେ ସାଇଜ କର୍‌ବାକେ ମନ୍‍ କଲୁ, ସେନ୍ତାରିସେ ତିତସ୍‌କେ ମିସା ସାଇଜ କର୍‌ବାକେ ମନ୍‌ ଦେଲା । 17 ଆମେ ଜେଡେବେଲେ ତିତସ୍‌କେ ତମର୍‌ଟାନେ ଜିବାକେ କଇଲୁ, ସେ ଦାପ୍‌ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍‍ କରି ତମର୍‌ଟାନେ ଜାଇ ତମ୍‌କେ ସାଇଜ କର୍‌ବି ବଇଲା । 18 ତାର୍‌ ସଙ୍ଗ୍‍ ଆରି ଗଟେକ୍‌ ବାଇକେ ମିସା ପାଟାଇଲୁନି । ଏ ଲକ୍‌ ଜିସୁକିରିସ୍‌ଟର୍‌ ସୁବ୍‌କବର୍‌ ଜାନାଇଲାନିଜେ ସବୁ ବିସ୍‌ବାସିମନ୍‌ ତାକେ ସନ୍‌ମାନ୍‌ ଦେଲାଇନି । 19 କାଲି ସେତ୍‌କିରେ ନଏଁଁ, ତମେ ଦେଇରଇବା ଆଲାଦର୍‌ ଦାନ୍‌ ଆମେ ଲଡା ରଇବା ବାଇମନର୍‌ ଲଗେ ନେବାବେଲେ, ଆମର୍‌ ସଙ୍ଗ୍‌ ଜିବାକେ ସବୁ ବିସ୍‌ବାସିମନ୍‌ ତାକେ ବାଚିକରି ପାଟାଇଆଚତ୍‌ । ଏଟା ପର୍‌ମେସର୍‌ ଡାକ୍‌ପୁଟା ପାଇବାକେ ଆରି ତମ୍‌କେ ସାଇଜ କର୍‌ବାକେ ଆମେ ସାର୍‌ଦା ଅଇକରି ଏନ୍ତାରି କଲୁନି । 20 ଆମର୍‌ ଲାଗି ସେବା କାମର୍‌ ପାଇ ତମେ ଆଲାଦ୍‌ ସଙ୍ଗ୍‌ ଦେଇ ଜମାଇରଇଲା ଏ ଡାବୁ ଜନ୍‌ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍‌କେ କେ ମିସା ନିନ୍ଦା ନ କରତ୍‌ । ସେଟାର୍‌ପାଇ ଆମେ ଜାଗ୍‌ରତ୍‌ ଅଇଆଚୁ । 21 କାଇକେ ବଇଲେ ଆମେ କର୍‌ବା କାମ୍‌ ସବୁ ଟିକ୍‌ ରଇବାର୍‌ ଆଚେ । ଅବ୍‍କା ପର୍‌ମେସର୍‌ ଦେକ୍‌ବା ଇସାବେସେ ନାଇ ମାତର୍‌ ଲକ୍‌ମନ୍‌ ଦେକ୍‌ବା ଇସାବେ ମିସା ଅ । 22 ଆମେ ଆରି ଗଟେକ୍‌ ବାଇକେ ମିସା ତିତସର୍‌ ଦଲ୍‌ ସଙ୍ଗ୍‍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍‌ ପରିକା କଲୁଆଚୁ । ଆରି ତାକେ ସାଇଜ କର୍‌ବାକେ ବେସି ମନ୍‌ ଆଚେ । ଏବେ ସେ ଅଦିକ୍‌ ମନ୍‌ କଲାନି । କାଇକେବଇଲେ ସେ ତମ୍‌କେ ଅଦିକ୍‌ ଆସା କଲାନି । 23 ଏବେ ତିତସର୍‌ ବିସଇ ଜାନ୍‌ବାର୍‌ ଆଲେ ସେ ତମ୍‌କେ ସାଇଜ କର୍‌ବାକେ ମର୍‌ ସଙ୍ଗ୍‍ କାମ୍‌ କଲାନି । ଆରି ସେ ଦୁଇଟା ବିନ୍‌ ବାଇମନ୍‌ ଇତିର୍‌ ବିସ୍‌ବାସିମନ୍‌ କଇଲାକେସେ ତାର୍‌ସଙ୍ଗ୍‍ ଗାଲାନି । ସେମନ୍‌ କର୍‌ବା କାମର୍‌ ଲାଗି କିରିସ୍‌ଟ ଡାକ୍‌ପୁଟା ଅଇସି । 24 ସେମନ୍‌ ତେଇ କେଟ୍‌ଲେ ସରି ତମେ ଆଲାଦ୍‌ କରି ସେମନ୍‌କେ ଡାକିନିଆ । ଜେନ୍ତାରି କି ତମର୍‌ ଆଲାଦ୍‌ ସତ୍‌ ବଲି ସବୁ ବିସ୍‌ବାସିମନ୍‌ ଜାନ୍‌ବାଇ ଆରି ତମର୍‌ ବିସଇନେଇ ଆମେ ବଡ୍‌ପନ୍‌ ଅଇ ସବୁ କଇବାଟା, ସତ୍‌ ବଲି ଜାନ୍‌ବାଇ ।

In Other Versions

2 Corinthians 8 in the ANGEFD

2 Corinthians 8 in the ANTPNG2D

2 Corinthians 8 in the AS21

2 Corinthians 8 in the BAGH

2 Corinthians 8 in the BBPNG

2 Corinthians 8 in the BBT1E

2 Corinthians 8 in the BDS

2 Corinthians 8 in the BEV

2 Corinthians 8 in the BHAD

2 Corinthians 8 in the BIB

2 Corinthians 8 in the BLPT

2 Corinthians 8 in the BNT

2 Corinthians 8 in the BNTABOOT

2 Corinthians 8 in the BNTLV

2 Corinthians 8 in the BOATCB

2 Corinthians 8 in the BOATCB2

2 Corinthians 8 in the BOBCV

2 Corinthians 8 in the BOCNT

2 Corinthians 8 in the BOECS

2 Corinthians 8 in the BOGWICC

2 Corinthians 8 in the BOHCB

2 Corinthians 8 in the BOHCV

2 Corinthians 8 in the BOHLNT

2 Corinthians 8 in the BOHNTLTAL

2 Corinthians 8 in the BOICB

2 Corinthians 8 in the BOILNTAP

2 Corinthians 8 in the BOITCV

2 Corinthians 8 in the BOKCV

2 Corinthians 8 in the BOKCV2

2 Corinthians 8 in the BOKHWOG

2 Corinthians 8 in the BOKSSV

2 Corinthians 8 in the BOLCB

2 Corinthians 8 in the BOLCB2

2 Corinthians 8 in the BOMCV

2 Corinthians 8 in the BONAV

2 Corinthians 8 in the BONCB

2 Corinthians 8 in the BONLT

2 Corinthians 8 in the BONUT2

2 Corinthians 8 in the BOPLNT

2 Corinthians 8 in the BOSCB

2 Corinthians 8 in the BOSNC

2 Corinthians 8 in the BOTLNT

2 Corinthians 8 in the BOVCB

2 Corinthians 8 in the BOYCB

2 Corinthians 8 in the BPBB

2 Corinthians 8 in the BPH

2 Corinthians 8 in the BSB

2 Corinthians 8 in the CCB

2 Corinthians 8 in the CUV

2 Corinthians 8 in the CUVS

2 Corinthians 8 in the DBT

2 Corinthians 8 in the DGDNT

2 Corinthians 8 in the DHNT

2 Corinthians 8 in the DNT

2 Corinthians 8 in the ELBE

2 Corinthians 8 in the EMTV

2 Corinthians 8 in the ESV

2 Corinthians 8 in the FBV

2 Corinthians 8 in the FEB

2 Corinthians 8 in the GGMNT

2 Corinthians 8 in the GNT

2 Corinthians 8 in the HARY

2 Corinthians 8 in the HNT

2 Corinthians 8 in the IRVA

2 Corinthians 8 in the IRVB

2 Corinthians 8 in the IRVG

2 Corinthians 8 in the IRVH

2 Corinthians 8 in the IRVK

2 Corinthians 8 in the IRVM

2 Corinthians 8 in the IRVM2

2 Corinthians 8 in the IRVO

2 Corinthians 8 in the IRVP

2 Corinthians 8 in the IRVT

2 Corinthians 8 in the IRVT2

2 Corinthians 8 in the IRVU

2 Corinthians 8 in the ISVN

2 Corinthians 8 in the JSNT

2 Corinthians 8 in the KAPI

2 Corinthians 8 in the KBT1ETNIK

2 Corinthians 8 in the KBV

2 Corinthians 8 in the KJV

2 Corinthians 8 in the KNFD

2 Corinthians 8 in the LBA

2 Corinthians 8 in the LBLA

2 Corinthians 8 in the LNT

2 Corinthians 8 in the LSV

2 Corinthians 8 in the MAAL

2 Corinthians 8 in the MBV

2 Corinthians 8 in the MBV2

2 Corinthians 8 in the MHNT

2 Corinthians 8 in the MKNFD

2 Corinthians 8 in the MNG

2 Corinthians 8 in the MNT

2 Corinthians 8 in the MNT2

2 Corinthians 8 in the MRS1T

2 Corinthians 8 in the NAA

2 Corinthians 8 in the NASB

2 Corinthians 8 in the NBLA

2 Corinthians 8 in the NBS

2 Corinthians 8 in the NBVTP

2 Corinthians 8 in the NET2

2 Corinthians 8 in the NIV11

2 Corinthians 8 in the NNT

2 Corinthians 8 in the NNT2

2 Corinthians 8 in the NNT3

2 Corinthians 8 in the PDDPT

2 Corinthians 8 in the PFNT

2 Corinthians 8 in the RMNT

2 Corinthians 8 in the SBIAS

2 Corinthians 8 in the SBIBS

2 Corinthians 8 in the SBIBS2

2 Corinthians 8 in the SBICS

2 Corinthians 8 in the SBIDS

2 Corinthians 8 in the SBIGS

2 Corinthians 8 in the SBIHS

2 Corinthians 8 in the SBIIS

2 Corinthians 8 in the SBIIS2

2 Corinthians 8 in the SBIIS3

2 Corinthians 8 in the SBIKS

2 Corinthians 8 in the SBIKS2

2 Corinthians 8 in the SBIMS

2 Corinthians 8 in the SBIOS

2 Corinthians 8 in the SBIPS

2 Corinthians 8 in the SBISS

2 Corinthians 8 in the SBITS

2 Corinthians 8 in the SBITS2

2 Corinthians 8 in the SBITS3

2 Corinthians 8 in the SBITS4

2 Corinthians 8 in the SBIUS

2 Corinthians 8 in the SBIVS

2 Corinthians 8 in the SBT

2 Corinthians 8 in the SBT1E

2 Corinthians 8 in the SCHL

2 Corinthians 8 in the SUSU

2 Corinthians 8 in the SUSU2

2 Corinthians 8 in the SYNO

2 Corinthians 8 in the TBIAOTANT

2 Corinthians 8 in the TBT1E

2 Corinthians 8 in the TBT1E2

2 Corinthians 8 in the TFTIP

2 Corinthians 8 in the TFTU

2 Corinthians 8 in the TGNTATF3T

2 Corinthians 8 in the THAI

2 Corinthians 8 in the TNFD

2 Corinthians 8 in the TNT

2 Corinthians 8 in the TNTIK

2 Corinthians 8 in the TNTIL

2 Corinthians 8 in the TNTIN

2 Corinthians 8 in the TNTIP

2 Corinthians 8 in the TNTIZ

2 Corinthians 8 in the TOMA

2 Corinthians 8 in the TTENT

2 Corinthians 8 in the UBG

2 Corinthians 8 in the UGV

2 Corinthians 8 in the UGV2

2 Corinthians 8 in the UGV3

2 Corinthians 8 in the VBL

2 Corinthians 8 in the VDCC

2 Corinthians 8 in the YALU

2 Corinthians 8 in the YAPE

2 Corinthians 8 in the YBVTP

2 Corinthians 8 in the ZBP