2 Peter 2 (SNT)

1 ପୁର୍‌ବେ ପର୍‌ମେସରର୍‌ ଲକ୍‌ମନର୍‌ ବିତ୍‌ରେ ମିଚ୍‌ କାତା କଇବା ବବିସତ୍‌ବକ୍‌ତାମନ୍‌ ମିସା ରଇଲାଇ । ସେନ୍ତାରିସେ ତମର୍‌ ବିତ୍‌ରେ ମିସା ମିଚ୍‌ ସିକାଉମନ୍‌ ରଇବାଇ । ପର୍‌ମେସରର୍‌ ବିସଇ ସେମନ୍‌ ମିଚ୍‌ଟା ସିକାଇବାଇ । ଜନ୍‌ ଲକ୍‌ମନ୍‌ ସେ କାତା ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ବିନାସ୍‌ ଅଇଜିବାଇ । ସେମନ୍‌କେ ମୁକ୍‌ଲାଇଲା ନିଜର୍‌ ମୁକ୍‌ତିକାରିଆକେ ସେମନ୍‌ ଚାଡିଦେବାଇ । ସେନ୍ତାରି କଲାର୍‌ ପାଇ ପର୍‌ମେସର୍‌ ସେମନ୍‌କେ ଦାପ୍‌ରେ କୁରୁପ୍‌ନାସ୍‌ କର୍‌ସି । 2 ବିସ୍‌ବାସି ବଲାଇଅଇବା ବେସି ଲକ୍‌ମନ୍‌ ତାକର୍‌ କାରାପ୍‌ ଚଲାଚଲ୍‌ତି ଦାର୍‌ବାଇ ଆରି ସତ୍‌ ବାଟର୍‌ ବିସଇନେଇ କାରାପ୍‌ କାତା କଇ ବୁଲ୍‌ବାଇ । 3 ଏନ୍ତାଟା ସିକାଉମନ୍‌ ଲବ୍‌ ଅଇକରି ନିଜେ ତିଆର୍‌ କରିରଇବା କାତା କଇକରି ତମ୍‌କେ ନାଡାଇବାଇ । ସେନ୍ତାରି ଲକ୍‌ମନ୍‌କେ ଡଣ୍ଡ୍‌ ଦେବି ବଲି ପର୍‌ମେସର୍‌ କାତା ଦେଇରଇଲା । ଆରି ସେଟା କର୍‌ବାକେ ସେ ଏବେ ଜାଗିଆଚେ । ସେ ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି ଆକା । 4 ପୁର୍‌ବେ କେତେଟା ଦୁତ୍‌ମନ୍‌ ଜେଡେବେଲେ ପାପ୍‌ କରିରଇଲାଇ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡିଦେଏ ନାଇ । ମାତର୍‌ ସେମନ୍‌କେ ନର୍‌କେ ପିଙ୍ଗିଦେଲା । ସେମନ୍‌କେ ବିଚାର୍‌ କରି ଡଣ୍ଡ୍‌ଦେବା ଦିନ୍‌ ଜାକ ସେ ସେମନ୍‌କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । 5 ଆଗର୍‌କାଲେ ବଁଚିରଇବା ଲକ୍‌ମନ୍‌ ପର୍‌ମେସର୍‌କେ ମାନିକରି ରଅତ୍‌ନାଇକେ, ସେ ସେମନ୍‌କେ ଡଣ୍ଡ୍‌ ନ ଦେଇକରି ଚାଡେନାଇ । ତାର୍‌ବାଦୁଲେ ସେମନର୍‌ପାଇ ବନିଆ ଆନାଇଲା । ତେଇ ସବୁଲକ୍‌ ବୁଡିଗାଲାଇ । ମାତର୍‌ ସେ ନଅ ଆରି ତାର୍‌ କୁଟୁମର୍‌ ସାତ୍‌ଲକ୍‌କେ ସେ ରକିଆ କଲା । ସେବେଲେ ନଅ ପର୍‌ମେସର୍‌ ଦେକ୍‌ବା ଇସାବେ ଟିକ୍‌ ବିସଇ କର୍‌ବାର୍‌ ଆଚେ ବଲି ଲକ୍‌ମନ୍‌କେ କଇତେରଇଲା । 6 ସଦମ୍‌ ଗମରା ନଅର୍‌ମନ୍‌କେ ରଇବା ଲକ୍‌ମନ୍‌କେ ପର୍‌ମେସର୍‌ ଦସିକରି ତାକର୍‌ ନଅର୍‌ମନ୍‌କେ ପଡାଇକରି କୁରୁପ୍‌ନାସ୍‌ କରିଦେଲା । ସେମନ୍‌ ବେସି କାରାପ୍‌ କାମ୍‌ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍‌ମନ୍‌କେ ଏନ୍ତାରି ଦସା ଅଇସି ବଲି ଲକ୍‌ମନ୍‌କେ ଦେକାଇଲା । 7 ସେ ନଅର୍‌ମନ୍‌ ପଡାଇବା ଆଗ୍‌ତୁ ସେ ଲତ୍‌କେ ରକିଆ କଲା । ଲତ୍‌ ଗଟେକ୍‌ ନିକଲକ୍‌ ରଇଲା । ତାର୍‌ ନଅରର୍‌ ଲକ୍‌ମନ୍‌ କରିରଇବା ପାଦ୍‌ରାପାଦ୍‌ରି କାମ୍‌ ଆରି ନିୟମ୍‌ ନ ମାନ୍‌ବାଟା ଦେକି ବେସି ଦୁକ୍‌ କର୍‌ତେରଇଲା । 8 ସେନ୍ତାରି କାରାପ୍‌ ଲକ୍‌ମନର୍‌ ବିତ୍‌ରେ ଲତ୍‌ ନିକ ସଙ୍ଗ୍‍ ବଁଚିକରି ରଇଲା । ସେମନ୍‌ କରିରଇବା କାରାପ୍‌ କାମ୍‌ ସେ ଦେକ୍‌ତେରଇଲା ଆରି କଇତେରଇବା ସତ୍‌ ନ ରଇବା ବିସଇ, ସୁନ୍‌ତେରଇଲା । ସେ ଗଟେକ୍‌ ନିକ ଲକ୍‌ ରଇଲାଜେ ଏଟାମନ୍‌ ସୁନି ଦୁକ୍‌ କର୍‌ତେରଇଲା । 9 ସେନ୍ତାର୍‌ ଆଲେ ଦରମ୍‌ ଲକ୍‌ମନ୍‌କେ ପର୍‌ମେସର୍‌ ତାକର୍‌ ଦୁକ୍‌ କସ୍‌ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍‌ସି । ଆରି କାରାପ୍‌ ଲକ୍‌ମନ୍‌କେ ସେ ସବୁ ଲକ୍‌କେ ବିଚାର୍‌ କର୍‌ବା ଦିନ୍‌ ଜାକ ଡଣ୍ଡ୍‌ଦେଇ ସଙ୍ଗଇସି । 10 ତାକର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ଚଲାଚଲ୍‌ତିକରି ଲାଜର ବିସଇ କର୍‌ବା ଲକ୍‌ମନ୍‌କେ ସେ ବେସି ବଡ୍‌ ଡଣ୍ଡ୍‌ ଦେଇସି । ତାକର୍‌ ଉପ୍‌ରେ ସାସନ୍‌ କର୍‌ବାକେ ପର୍‌ମେସରର୍‌ ଜନ୍‌ ଅଦିକାର୍‌ ଆଚେ, ସେଟା ସେମନ୍‌ ନିଚ୍‌ଲାଇନି ।ଏନ୍ତାରି ମିଚ୍‌ ସିକାଉ ଆଁକ୍‌ରିଆମନ୍‌, ନିଜର୍‌ ମନ୍‌କେ ଆଇଲାଟା କର୍‌ବାକେ ଡରତ୍‌ ନାଇ । ସର୍‌ଗେ ମଇମାସଙ୍ଗ୍‍ ରଇବାଟାମନ୍‌କେ ମିସା ନିନ୍ଦା କର୍‌ବାଇ । 11 ତାକର୍‌ଟାନେଅନି ଅଦିକ୍‌ ବଡ୍‌ରଇ ବପୁ ରଇବା ଦୁତ୍‌ମନ୍‌, ମାପ୍‌ରୁର୍‌ ମୁଆଟେ ଆକର୍‌ ବିସଇନେଇ ନିନ୍ଦାକାତା କଅତ୍‌ ନାଇ । 12 ମାତର୍‌ ଏମନ୍‌ ଡଙ୍ଗ୍‌ରେ ରଇବା ପସୁମନର୍‌ପାରା । ତାକର୍‌ ଗାଗଡ୍‌ ଜନ୍‌ଟା କର୍‌ବାକେ ମନ୍‌ କର୍‌ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍‌କେ ଲକ୍‌ମନ୍‌ ଦାରିକରି ମରାଇବାଇ । ସେମନ୍‌ ନାଜାନ୍‌ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍‌କେ ଲକ୍‌ମନ୍‌ ମରାଇଲା ପାରା ପର୍‌ମେସର୍‌ କୁରୁପ୍‌ନାସ୍‌ କର୍‌ସି । 13 ବିନ୍‌ ଲକ୍‌ମନ୍‌କେ ସେମନ୍‌ ବେସି ଦୁକ୍‌ କସ୍‌ଟ ଦେଲାଇଆଚତ୍‌କେ ପର୍‌ମେସର୍‌ ମିସା ସେମନ୍‌କେ ଦୁକ୍‌ କସ୍‌ଟ ଦେଇସି । ନିଜର୍‌ ଗାଗଡ୍‌ ମନ୍‌ କଲାଟା ପୁରାପୁରୁନ୍‌ କର୍‌ବାକେ ସେମନ୍‌ କାଇଟା ମିସା କର୍‌ବାଇ । ସେଟା ଦିନ୍‌ବେଲେ ମିସା କର୍‌ବାଇ । ମାତର୍‌ ସେମନ୍‌ ତମର୍‌ ସଙ୍ଗ୍‍ କାଇବାକେ ବସ୍‌ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍‌ଟାକି ତମ୍‌କେ ଇଜତ୍‌ ଜିକି ଲାଜ୍‌ କରାଇସି । 14 ବେସିଆ କାମ୍‌ କର୍‌ବାକେ ସବୁବେଲେ ମନ୍‌ କର୍‌ତେରଇବାଇ । ସେନ୍ତାରି କର୍‌ବାଟାନେଅନି ସେମନ୍‌ କେବେ ନ ତେବତ୍‌ । ମନ୍‌ ବିତ୍‌ରେ ଦୁର୍‌ବଲ୍‌ ରଇବା ଲକ୍‌ମନ୍‌କେ ନାଡାଇକରି ପାପ୍‌କାମ୍‌ କର୍‌ବାଟାନେ ଡାକିନେବାଇ । ସେମନ୍‌ ବେସି ଲବି ଅଇଆଚତ୍‌ । ପର୍‌ମେସର୍‌ ସେମନ୍‌କେ ସାଇପ୍‌ ଦେଲା ଆଚେ । 15 ସଲକ୍‌ ବାଟ୍‌ ଚାଡିକରି ବାଟ୍‌ବାନା ଅଇଲାଇ ଆଚତ୍‌ । ବେଅର୍‌ ପଅ ବାଲାମ୍‌, ଜେ କି ଗଟେକ୍‌ ବବିସତ୍‌ବକ୍‌ତା ରଇଲା, ସେ ଜନ୍‌ ରକାମ୍‌ କାମ୍‌ମନ୍‌ କରିରଇଲା, ଏମନ୍‌ ମିସା ସେନ୍ତାରି କଲାଇଆଚତ୍‌ । ଡାବୁ ଆସାଅଇ ବାଲାମ୍‌ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍‌ କାମ୍‌ କର୍‌ବାକେ ମିସା ତିଆର୍‌ ଅଇରଇଲା । 16 ମାତର୍‌ ସେ କରିରଇବା କାରାପ୍‌ କାମର୍‌ ଲାଗି, ପର୍‌ମେସର୍‌ ତାକେ ଦମ୍‌କାଇଲା । ତାର୍‌ ଗଦ ନର୍‌ଲକ୍‌ ପାରା କାତା ଅଇଲା ଆରି ଜନ୍‌ ବାୟା କାମ୍‌ କର୍‌ବାକେ ସେ ଜାଇତେରଇଲା, ସେ କାମେଅନି ତାକେ ତେବାଇଲା । 17 ଏ ଲକ୍‌ମନ୍‌ ପାନି ଆଁଟିଜାଇରଇବା ପାଜ୍‌ରା ପାରା । ଜବର୍‌ ପବନ୍‌ ଆସି ଉଡାଇନେବା ବାଦଲ୍‌ ପାରା । ପର୍‌ମେସର୍‌ ସେମନର୍‌ପାଇ ପୁରାପୁରୁନ୍‌ ଆନ୍ଦାର୍‌ ରଇବା ଗଟେକ୍‌ ଜାଗା ସଙ୍ଗଇଆଚେ । 18 ସେମନ୍‌ ଲକ୍‌ମନ୍‌କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍‌ ତେଇ କାଇଟା ନ ରଏ । ଗାଗଡ୍‌ ମନ୍‌ କଲା ସବୁ ଗୁନ୍‌ଚଲନ୍‌ କରିଅଇସି ବଲି ସେମନ୍‌ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍‌ତି କରି ଆଇତେରଇବା ଲକ୍‌ମନ୍‌କେ ସୁତ୍‌ରାଇକରି ନେବାଇ । 19 ତାକର୍‌ ସିକିଆ ମାନିକରି ରଇଲେ ମୁକ୍‌ତି ମିଲ୍‌ସି ବଲି ସେମନ୍‌ କାତାଦେବାଇ । ମାତର୍‌ ସେମନ୍‌ ନିଜେ କାରାପ୍‌ ଚଲାଚଲ୍‌ତିର୍‌ ଗତିଦାଙ୍ଗ୍‌ଡା ଅଇଆଚତ୍‌ । ସେ କାରାପ୍‌ ଚଲାଚଲ୍‌ତି ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି । ଜଦି ଗଟେକ୍‌ ଲକ୍‌କେ କାରାପ୍‌ ଅବିଆସ୍‌ ଦାରିଆଚେ, ସେ ତାର୍‌ ଗତିଦାଙ୍ଗ୍‌ଡା । 20 ସେନ୍ତାରି ମିଚ୍‌ ସିକାଉମନ୍‌ ଲକ୍‌ମନ୍‌କେ କୁରୁପ୍‌ନାସ୍‌ କର୍‌ବା କାରାପ୍‌ ବିସଇତେଇଅନି ରକିଆ ପାଇକରି ଆମର୍‌ ମୁକ୍‌ତିକାରିଆ ମାପ୍‌ରୁ ଜିସୁକିରିସ୍‌ଟକେ ଜାନିରଇଲାଇ । ମାତର୍‌ ଆରିତରେକ୍‌ ସେ କାରାପ୍‌ ବିସଇମନ୍‌ କର୍‌ବାକେ ନିଜେ ସର୍‌ପିଅଇଲାଇ ଆଚତ୍‌ । ତାକର୍‌ ଏବର୍‌ ଇନସ୍‍ତା ଆଗ୍‌ତୁର୍‌ ଇନସ୍‌ତାଇ କେତେକ୍‌ ଅଦିକ୍‌ ଆଚେ । 21 ଦରମ୍‌ ଚଲାଚଲ୍‌ତି କର୍‌ବା ବାଟ୍‌ ସେମନ୍‌ କେବେ ଜାନିନରଇଲେ ତାକର୍‌ ପାଇ ନିକ ଅଇତା । ମାତର୍‌ ସେମନ୍‌ ଏବେ ଲକ୍‌ମନ୍‌ ସିକିଆ ପାଇରଇବା ପର୍‌ମେସରର୍‌ ନିୟମ୍‌ ଚାଡିଦେଇଆଚତ୍‌ । 22 ସେମନ୍‌ କଲାପାରା ବିସଇ ଉପଦେସ୍‌ ବଇଟାନେ ଲେକା ଅଇଲାଆଚେ । କୁକୁର୍‌ ଜନ୍‌ଟା ବାତିକର୍‌ସି, ସେଟାସେ ଜାଇ କାଇସି, ଗୁସ୍‌ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍‌ଟି ଅଇସି ।

In Other Versions

2 Peter 2 in the ANGEFD

2 Peter 2 in the ANTPNG2D

2 Peter 2 in the AS21

2 Peter 2 in the BAGH

2 Peter 2 in the BBPNG

2 Peter 2 in the BBT1E

2 Peter 2 in the BDS

2 Peter 2 in the BEV

2 Peter 2 in the BHAD

2 Peter 2 in the BIB

2 Peter 2 in the BLPT

2 Peter 2 in the BNT

2 Peter 2 in the BNTABOOT

2 Peter 2 in the BNTLV

2 Peter 2 in the BOATCB

2 Peter 2 in the BOATCB2

2 Peter 2 in the BOBCV

2 Peter 2 in the BOCNT

2 Peter 2 in the BOECS

2 Peter 2 in the BOGWICC

2 Peter 2 in the BOHCB

2 Peter 2 in the BOHCV

2 Peter 2 in the BOHLNT

2 Peter 2 in the BOHNTLTAL

2 Peter 2 in the BOICB

2 Peter 2 in the BOILNTAP

2 Peter 2 in the BOITCV

2 Peter 2 in the BOKCV

2 Peter 2 in the BOKCV2

2 Peter 2 in the BOKHWOG

2 Peter 2 in the BOKSSV

2 Peter 2 in the BOLCB

2 Peter 2 in the BOLCB2

2 Peter 2 in the BOMCV

2 Peter 2 in the BONAV

2 Peter 2 in the BONCB

2 Peter 2 in the BONLT

2 Peter 2 in the BONUT2

2 Peter 2 in the BOPLNT

2 Peter 2 in the BOSCB

2 Peter 2 in the BOSNC

2 Peter 2 in the BOTLNT

2 Peter 2 in the BOVCB

2 Peter 2 in the BOYCB

2 Peter 2 in the BPBB

2 Peter 2 in the BPH

2 Peter 2 in the BSB

2 Peter 2 in the CCB

2 Peter 2 in the CUV

2 Peter 2 in the CUVS

2 Peter 2 in the DBT

2 Peter 2 in the DGDNT

2 Peter 2 in the DHNT

2 Peter 2 in the DNT

2 Peter 2 in the ELBE

2 Peter 2 in the EMTV

2 Peter 2 in the ESV

2 Peter 2 in the FBV

2 Peter 2 in the FEB

2 Peter 2 in the GGMNT

2 Peter 2 in the GNT

2 Peter 2 in the HARY

2 Peter 2 in the HNT

2 Peter 2 in the IRVA

2 Peter 2 in the IRVB

2 Peter 2 in the IRVG

2 Peter 2 in the IRVH

2 Peter 2 in the IRVK

2 Peter 2 in the IRVM

2 Peter 2 in the IRVM2

2 Peter 2 in the IRVO

2 Peter 2 in the IRVP

2 Peter 2 in the IRVT

2 Peter 2 in the IRVT2

2 Peter 2 in the IRVU

2 Peter 2 in the ISVN

2 Peter 2 in the JSNT

2 Peter 2 in the KAPI

2 Peter 2 in the KBT1ETNIK

2 Peter 2 in the KBV

2 Peter 2 in the KJV

2 Peter 2 in the KNFD

2 Peter 2 in the LBA

2 Peter 2 in the LBLA

2 Peter 2 in the LNT

2 Peter 2 in the LSV

2 Peter 2 in the MAAL

2 Peter 2 in the MBV

2 Peter 2 in the MBV2

2 Peter 2 in the MHNT

2 Peter 2 in the MKNFD

2 Peter 2 in the MNG

2 Peter 2 in the MNT

2 Peter 2 in the MNT2

2 Peter 2 in the MRS1T

2 Peter 2 in the NAA

2 Peter 2 in the NASB

2 Peter 2 in the NBLA

2 Peter 2 in the NBS

2 Peter 2 in the NBVTP

2 Peter 2 in the NET2

2 Peter 2 in the NIV11

2 Peter 2 in the NNT

2 Peter 2 in the NNT2

2 Peter 2 in the NNT3

2 Peter 2 in the PDDPT

2 Peter 2 in the PFNT

2 Peter 2 in the RMNT

2 Peter 2 in the SBIAS

2 Peter 2 in the SBIBS

2 Peter 2 in the SBIBS2

2 Peter 2 in the SBICS

2 Peter 2 in the SBIDS

2 Peter 2 in the SBIGS

2 Peter 2 in the SBIHS

2 Peter 2 in the SBIIS

2 Peter 2 in the SBIIS2

2 Peter 2 in the SBIIS3

2 Peter 2 in the SBIKS

2 Peter 2 in the SBIKS2

2 Peter 2 in the SBIMS

2 Peter 2 in the SBIOS

2 Peter 2 in the SBIPS

2 Peter 2 in the SBISS

2 Peter 2 in the SBITS

2 Peter 2 in the SBITS2

2 Peter 2 in the SBITS3

2 Peter 2 in the SBITS4

2 Peter 2 in the SBIUS

2 Peter 2 in the SBIVS

2 Peter 2 in the SBT

2 Peter 2 in the SBT1E

2 Peter 2 in the SCHL

2 Peter 2 in the SUSU

2 Peter 2 in the SUSU2

2 Peter 2 in the SYNO

2 Peter 2 in the TBIAOTANT

2 Peter 2 in the TBT1E

2 Peter 2 in the TBT1E2

2 Peter 2 in the TFTIP

2 Peter 2 in the TFTU

2 Peter 2 in the TGNTATF3T

2 Peter 2 in the THAI

2 Peter 2 in the TNFD

2 Peter 2 in the TNT

2 Peter 2 in the TNTIK

2 Peter 2 in the TNTIL

2 Peter 2 in the TNTIN

2 Peter 2 in the TNTIP

2 Peter 2 in the TNTIZ

2 Peter 2 in the TOMA

2 Peter 2 in the TTENT

2 Peter 2 in the UBG

2 Peter 2 in the UGV

2 Peter 2 in the UGV2

2 Peter 2 in the UGV3

2 Peter 2 in the VBL

2 Peter 2 in the VDCC

2 Peter 2 in the YALU

2 Peter 2 in the YAPE

2 Peter 2 in the YBVTP

2 Peter 2 in the ZBP