1 John 1 (IRVO)
1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ। 2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। 3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି। 4 ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ। 5 ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ବର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ। 6 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ। 7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। 8 ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ। 9 ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। 10 ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ।
In Other Versions
1 John 1 in the ANGEFD
1 John 1 in the ANTPNG2D
1 John 1 in the AS21
1 John 1 in the BAGH
1 John 1 in the BBPNG
1 John 1 in the BBT1E
1 John 1 in the BDS
1 John 1 in the BEV
1 John 1 in the BHAD
1 John 1 in the BIB
1 John 1 in the BLPT
1 John 1 in the BNT
1 John 1 in the BNTABOOT
1 John 1 in the BNTLV
1 John 1 in the BOATCB
1 John 1 in the BOATCB2
1 John 1 in the BOBCV
1 John 1 in the BOCNT
1 John 1 in the BOECS
1 John 1 in the BOGWICC
1 John 1 in the BOHCB
1 John 1 in the BOHCV
1 John 1 in the BOHLNT
1 John 1 in the BOHNTLTAL
1 John 1 in the BOICB
1 John 1 in the BOILNTAP
1 John 1 in the BOITCV
1 John 1 in the BOKCV
1 John 1 in the BOKCV2
1 John 1 in the BOKHWOG
1 John 1 in the BOKSSV
1 John 1 in the BOLCB
1 John 1 in the BOLCB2
1 John 1 in the BOMCV
1 John 1 in the BONAV
1 John 1 in the BONCB
1 John 1 in the BONLT
1 John 1 in the BONUT2
1 John 1 in the BOPLNT
1 John 1 in the BOSCB
1 John 1 in the BOSNC
1 John 1 in the BOTLNT
1 John 1 in the BOVCB
1 John 1 in the BOYCB
1 John 1 in the BPBB
1 John 1 in the BPH
1 John 1 in the BSB
1 John 1 in the CCB
1 John 1 in the CUV
1 John 1 in the CUVS
1 John 1 in the DBT
1 John 1 in the DGDNT
1 John 1 in the DHNT
1 John 1 in the DNT
1 John 1 in the ELBE
1 John 1 in the EMTV
1 John 1 in the ESV
1 John 1 in the FBV
1 John 1 in the FEB
1 John 1 in the GGMNT
1 John 1 in the GNT
1 John 1 in the HARY
1 John 1 in the HNT
1 John 1 in the IRVA
1 John 1 in the IRVB
1 John 1 in the IRVG
1 John 1 in the IRVH
1 John 1 in the IRVK
1 John 1 in the IRVM
1 John 1 in the IRVM2
1 John 1 in the IRVP
1 John 1 in the IRVT
1 John 1 in the IRVT2
1 John 1 in the IRVU
1 John 1 in the ISVN
1 John 1 in the JSNT
1 John 1 in the KAPI
1 John 1 in the KBT1ETNIK
1 John 1 in the KBV
1 John 1 in the KJV
1 John 1 in the KNFD
1 John 1 in the LBA
1 John 1 in the LBLA
1 John 1 in the LNT
1 John 1 in the LSV
1 John 1 in the MAAL
1 John 1 in the MBV
1 John 1 in the MBV2
1 John 1 in the MHNT
1 John 1 in the MKNFD
1 John 1 in the MNG
1 John 1 in the MNT
1 John 1 in the MNT2
1 John 1 in the MRS1T
1 John 1 in the NAA
1 John 1 in the NASB
1 John 1 in the NBLA
1 John 1 in the NBS
1 John 1 in the NBVTP
1 John 1 in the NET2
1 John 1 in the NIV11
1 John 1 in the NNT
1 John 1 in the NNT2
1 John 1 in the NNT3
1 John 1 in the PDDPT
1 John 1 in the PFNT
1 John 1 in the RMNT
1 John 1 in the SBIAS
1 John 1 in the SBIBS
1 John 1 in the SBIBS2
1 John 1 in the SBICS
1 John 1 in the SBIDS
1 John 1 in the SBIGS
1 John 1 in the SBIHS
1 John 1 in the SBIIS
1 John 1 in the SBIIS2
1 John 1 in the SBIIS3
1 John 1 in the SBIKS
1 John 1 in the SBIKS2
1 John 1 in the SBIMS
1 John 1 in the SBIOS
1 John 1 in the SBIPS
1 John 1 in the SBISS
1 John 1 in the SBITS
1 John 1 in the SBITS2
1 John 1 in the SBITS3
1 John 1 in the SBITS4
1 John 1 in the SBIUS
1 John 1 in the SBIVS
1 John 1 in the SBT
1 John 1 in the SBT1E
1 John 1 in the SCHL
1 John 1 in the SNT
1 John 1 in the SUSU
1 John 1 in the SUSU2
1 John 1 in the SYNO
1 John 1 in the TBIAOTANT
1 John 1 in the TBT1E
1 John 1 in the TBT1E2
1 John 1 in the TFTIP
1 John 1 in the TFTU
1 John 1 in the TGNTATF3T
1 John 1 in the THAI
1 John 1 in the TNFD
1 John 1 in the TNT
1 John 1 in the TNTIK
1 John 1 in the TNTIL
1 John 1 in the TNTIN
1 John 1 in the TNTIP
1 John 1 in the TNTIZ
1 John 1 in the TOMA
1 John 1 in the TTENT
1 John 1 in the UBG
1 John 1 in the UGV
1 John 1 in the UGV2
1 John 1 in the UGV3
1 John 1 in the VBL
1 John 1 in the VDCC
1 John 1 in the YALU
1 John 1 in the YAPE
1 John 1 in the YBVTP
1 John 1 in the ZBP