1 John 1 (SNT)
1 ଜାକେ ଜିବନର୍ ବାକିଅ ବଲି କଇଲାଇନି, ତାର୍ ବିସଇ ତମ୍କେ ଲେକ୍ଲୁନି । କାଇଟା ତିଆର୍ ନ ଅଇତେ ପୁର୍ବେଅନି ସେ ରଇଲା । ତାର୍ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍ମନ୍ ଆମେ ଆଁକି ସଙ୍ଗ୍ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍ ସଙ୍ଗ୍ ଚିଇଲୁ ଆଚୁ । 2 ଏ ଲକ୍ ସତ୍ ଜିବନ୍ ଦେଇସି । ପର୍ମେସର୍ ଏ ଲକ୍କେ ସବୁକେ ଦେକାଇଲା । ଆରି ଆମେ ଦେକ୍ଲୁ ଆରି ତାର୍ ସତ୍ ବିସଇ ତମ୍କେ କଇଲୁନି । ସେ ଦେଇରଇବା ନ ସାର୍ବା ଜିବନର୍ ବିସଇ ତମ୍କେ ଜାନାଇଲୁନି । ପୁର୍ବେଅନି ସେ ଆମର୍ ବାବା ପର୍ମେସରର୍ ସଙ୍ଗ୍ ରଇଲା । ମାତର୍ ପର୍ମେସର୍ ତାର୍ ବିସଇ ଆମ୍କେ ଜାନାଇଲାଆଚେ । 3 ତେବର୍ପାଇ ଏ ଲକ୍, ଜାର୍ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍ ବିସଇ ଆକା ଆମେ ତମ୍କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍ ସଙ୍ଗ୍ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍ମେସରର୍ ସଙ୍ଗ୍ ଆରି ତାର୍ ପଅ ଜିସୁ କିରିସ୍ଟର୍ ସଙ୍ଗ୍ ମିସିବିଡି ଆଚୁ । 4 ଆମର୍ ସାର୍ଦା ଜେନ୍ତାର୍ ପୁରାପୁରୁନ୍ ଅଇସି, ତେବର୍ ପାଇ ଏ ସବୁ ବିସଇ ତମ୍କେ ଲେକ୍ଲୁନି । 5 ମାତର୍ ଜନ୍ ବିସଇ ଜିସୁକିରିସ୍ଟ ଆମ୍କେ କଇଲା, ଆରି ଜାଇଟା ତମ୍କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍ମେସରର୍ ଉଜଲ୍ । ଆରି ତାର୍ଟାନେ ମୁଲ୍କେ ଆନ୍ଦାର୍ ନାଇ । 6 ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି । 7 ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି । 8 ଆମେ କେବେମିସା ପାପ୍ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍ ବିସଇ ଆମେ ନାଜାନ୍ଲୁନି । 9 ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି । 10 ଜଦି ଆମେ କେବେ ମିସା ପାପ୍ କରୁନାଇ ବଲି କଇଲେ, ପର୍ମେସର୍ ସତ୍ଟା ନଏଁ ବଲି କଇଲୁନି । ଆରି ତାର୍ ବାକିଅ ମାନିକରି ରଉନାଇ ।
In Other Versions
1 John 1 in the ANGEFD
1 John 1 in the ANTPNG2D
1 John 1 in the AS21
1 John 1 in the BAGH
1 John 1 in the BBPNG
1 John 1 in the BBT1E
1 John 1 in the BDS
1 John 1 in the BEV
1 John 1 in the BHAD
1 John 1 in the BIB
1 John 1 in the BLPT
1 John 1 in the BNT
1 John 1 in the BNTABOOT
1 John 1 in the BNTLV
1 John 1 in the BOATCB
1 John 1 in the BOATCB2
1 John 1 in the BOBCV
1 John 1 in the BOCNT
1 John 1 in the BOECS
1 John 1 in the BOGWICC
1 John 1 in the BOHCB
1 John 1 in the BOHCV
1 John 1 in the BOHLNT
1 John 1 in the BOHNTLTAL
1 John 1 in the BOICB
1 John 1 in the BOILNTAP
1 John 1 in the BOITCV
1 John 1 in the BOKCV
1 John 1 in the BOKCV2
1 John 1 in the BOKHWOG
1 John 1 in the BOKSSV
1 John 1 in the BOLCB
1 John 1 in the BOLCB2
1 John 1 in the BOMCV
1 John 1 in the BONAV
1 John 1 in the BONCB
1 John 1 in the BONLT
1 John 1 in the BONUT2
1 John 1 in the BOPLNT
1 John 1 in the BOSCB
1 John 1 in the BOSNC
1 John 1 in the BOTLNT
1 John 1 in the BOVCB
1 John 1 in the BOYCB
1 John 1 in the BPBB
1 John 1 in the BPH
1 John 1 in the BSB
1 John 1 in the CCB
1 John 1 in the CUV
1 John 1 in the CUVS
1 John 1 in the DBT
1 John 1 in the DGDNT
1 John 1 in the DHNT
1 John 1 in the DNT
1 John 1 in the ELBE
1 John 1 in the EMTV
1 John 1 in the ESV
1 John 1 in the FBV
1 John 1 in the FEB
1 John 1 in the GGMNT
1 John 1 in the GNT
1 John 1 in the HARY
1 John 1 in the HNT
1 John 1 in the IRVA
1 John 1 in the IRVB
1 John 1 in the IRVG
1 John 1 in the IRVH
1 John 1 in the IRVK
1 John 1 in the IRVM
1 John 1 in the IRVM2
1 John 1 in the IRVO
1 John 1 in the IRVP
1 John 1 in the IRVT
1 John 1 in the IRVT2
1 John 1 in the IRVU
1 John 1 in the ISVN
1 John 1 in the JSNT
1 John 1 in the KAPI
1 John 1 in the KBT1ETNIK
1 John 1 in the KBV
1 John 1 in the KJV
1 John 1 in the KNFD
1 John 1 in the LBA
1 John 1 in the LBLA
1 John 1 in the LNT
1 John 1 in the LSV
1 John 1 in the MAAL
1 John 1 in the MBV
1 John 1 in the MBV2
1 John 1 in the MHNT
1 John 1 in the MKNFD
1 John 1 in the MNG
1 John 1 in the MNT
1 John 1 in the MNT2
1 John 1 in the MRS1T
1 John 1 in the NAA
1 John 1 in the NASB
1 John 1 in the NBLA
1 John 1 in the NBS
1 John 1 in the NBVTP
1 John 1 in the NET2
1 John 1 in the NIV11
1 John 1 in the NNT
1 John 1 in the NNT2
1 John 1 in the NNT3
1 John 1 in the PDDPT
1 John 1 in the PFNT
1 John 1 in the RMNT
1 John 1 in the SBIAS
1 John 1 in the SBIBS
1 John 1 in the SBIBS2
1 John 1 in the SBICS
1 John 1 in the SBIDS
1 John 1 in the SBIGS
1 John 1 in the SBIHS
1 John 1 in the SBIIS
1 John 1 in the SBIIS2
1 John 1 in the SBIIS3
1 John 1 in the SBIKS
1 John 1 in the SBIKS2
1 John 1 in the SBIMS
1 John 1 in the SBIOS
1 John 1 in the SBIPS
1 John 1 in the SBISS
1 John 1 in the SBITS
1 John 1 in the SBITS2
1 John 1 in the SBITS3
1 John 1 in the SBITS4
1 John 1 in the SBIUS
1 John 1 in the SBIVS
1 John 1 in the SBT
1 John 1 in the SBT1E
1 John 1 in the SCHL
1 John 1 in the SUSU
1 John 1 in the SUSU2
1 John 1 in the SYNO
1 John 1 in the TBIAOTANT
1 John 1 in the TBT1E
1 John 1 in the TBT1E2
1 John 1 in the TFTIP
1 John 1 in the TFTU
1 John 1 in the TGNTATF3T
1 John 1 in the THAI
1 John 1 in the TNFD
1 John 1 in the TNT
1 John 1 in the TNTIK
1 John 1 in the TNTIL
1 John 1 in the TNTIN
1 John 1 in the TNTIP
1 John 1 in the TNTIZ
1 John 1 in the TOMA
1 John 1 in the TTENT
1 John 1 in the UBG
1 John 1 in the UGV
1 John 1 in the UGV2
1 John 1 in the UGV3
1 John 1 in the VBL
1 John 1 in the VDCC
1 John 1 in the YALU
1 John 1 in the YAPE
1 John 1 in the YBVTP
1 John 1 in the ZBP