1 Samuel 31 (IRVO)
1 ଏଥିମଧ୍ୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ଇସ୍ରାଏଲ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଇ ଗିଲ୍ବୋୟ ପର୍ବତରେ ହତ ହୋଇ ପଡ଼ିଲେ। 2 ଆଉ ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ ଓ ପଲେଷ୍ଟୀୟମାନେ ଶାଉଲଙ୍କର ପୁତ୍ର ଯୋନାଥନକୁ ଓ ଅବୀନାଦବକୁ ଓ ମଲ୍କୀଶୂୟକୁ ବଧ କଲେ। 3 ଏହିରୂପେ ଶାଉଲଙ୍କ ସଙ୍ଗରେ ଭାରୀ ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ; ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଅତିଶୟ ଆହତ ହେଲେ। 4 ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ;” କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। 5 ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା। 6 ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହି ଦିନ ଏକସଙ୍ଗରେ ମଲେ। 7 ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିର ଅନ୍ୟ ପାର୍ଶ୍ୱସ୍ଥ ଓ ଯର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ। 8 ଏଥିଉତ୍ତାରେ ପର ଦିବସ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ତିନି ପୁତ୍ରଙ୍କୁ ଗିଲ୍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ। 9 ତହୁଁ ସେମାନେ ତାଙ୍କର ମସ୍ତକ ଛେଦନ କରି ତାଙ୍କର ସଜ୍ଜାଦି ଫିଟାଇ ନେଲେ, ଆଉ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟୀୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। 10 ପୁଣି, ସେମାନେ ତାଙ୍କର ସଜ୍ଜା ଅଷ୍ଟାରୋତ୍ ଦେବୀ ଗୃହରେ ରଖିଲେ ଓ ତାଙ୍କର ଶରୀରକୁ ବେଥ୍-ଶାନ ପ୍ରାଚୀରରେ ଟାଙ୍ଗି ଦେଲେ। 11 ଏଉତ୍ତାରେ ଯାବେଶ-ଗିଲୀୟଦ ନିବାସୀମାନେ ଶାଉଲଙ୍କ ପ୍ରତି ପଲେଷ୍ଟୀୟମାନଙ୍କ କୃତ କର୍ମର ସମ୍ବାଦ ପାଆନ୍ତେ, 12 ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିସାରା ଗମନ କରି ଶାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବେଥ୍-ଶାନ ପ୍ରାଚୀରରୁ ଯାବେଶକୁ ନେଇ ସେଠାରେ ସେସବୁ ଦଗ୍ଧ କଲେ। 13 ପୁଣି, ସେମାନେ ସେମାନଙ୍କର ଅସ୍ଥି ନେଇ ଯାବେଶସ୍ଥ ଝାଉଁ ବୃକ୍ଷ ତଳେ ପୋତି ରଖିଲେ ଓ ସାତ ଦିନ ଉପବାସ କଲେ।
In Other Versions
1 Samuel 31 in the ANGEFD
1 Samuel 31 in the ANTPNG2D
1 Samuel 31 in the AS21
1 Samuel 31 in the BAGH
1 Samuel 31 in the BBPNG
1 Samuel 31 in the BBT1E
1 Samuel 31 in the BDS
1 Samuel 31 in the BEV
1 Samuel 31 in the BHAD
1 Samuel 31 in the BIB
1 Samuel 31 in the BLPT
1 Samuel 31 in the BNT
1 Samuel 31 in the BNTABOOT
1 Samuel 31 in the BNTLV
1 Samuel 31 in the BOATCB
1 Samuel 31 in the BOATCB2
1 Samuel 31 in the BOBCV
1 Samuel 31 in the BOCNT
1 Samuel 31 in the BOECS
1 Samuel 31 in the BOGWICC
1 Samuel 31 in the BOHCB
1 Samuel 31 in the BOHCV
1 Samuel 31 in the BOHLNT
1 Samuel 31 in the BOHNTLTAL
1 Samuel 31 in the BOICB
1 Samuel 31 in the BOILNTAP
1 Samuel 31 in the BOITCV
1 Samuel 31 in the BOKCV
1 Samuel 31 in the BOKCV2
1 Samuel 31 in the BOKHWOG
1 Samuel 31 in the BOKSSV
1 Samuel 31 in the BOLCB
1 Samuel 31 in the BOLCB2
1 Samuel 31 in the BOMCV
1 Samuel 31 in the BONAV
1 Samuel 31 in the BONCB
1 Samuel 31 in the BONLT
1 Samuel 31 in the BONUT2
1 Samuel 31 in the BOPLNT
1 Samuel 31 in the BOSCB
1 Samuel 31 in the BOSNC
1 Samuel 31 in the BOTLNT
1 Samuel 31 in the BOVCB
1 Samuel 31 in the BOYCB
1 Samuel 31 in the BPBB
1 Samuel 31 in the BPH
1 Samuel 31 in the BSB
1 Samuel 31 in the CCB
1 Samuel 31 in the CUV
1 Samuel 31 in the CUVS
1 Samuel 31 in the DBT
1 Samuel 31 in the DGDNT
1 Samuel 31 in the DHNT
1 Samuel 31 in the DNT
1 Samuel 31 in the ELBE
1 Samuel 31 in the EMTV
1 Samuel 31 in the ESV
1 Samuel 31 in the FBV
1 Samuel 31 in the FEB
1 Samuel 31 in the GGMNT
1 Samuel 31 in the GNT
1 Samuel 31 in the HARY
1 Samuel 31 in the HNT
1 Samuel 31 in the IRVA
1 Samuel 31 in the IRVB
1 Samuel 31 in the IRVG
1 Samuel 31 in the IRVH
1 Samuel 31 in the IRVK
1 Samuel 31 in the IRVM
1 Samuel 31 in the IRVM2
1 Samuel 31 in the IRVP
1 Samuel 31 in the IRVT
1 Samuel 31 in the IRVT2
1 Samuel 31 in the IRVU
1 Samuel 31 in the ISVN
1 Samuel 31 in the JSNT
1 Samuel 31 in the KAPI
1 Samuel 31 in the KBT1ETNIK
1 Samuel 31 in the KBV
1 Samuel 31 in the KJV
1 Samuel 31 in the KNFD
1 Samuel 31 in the LBA
1 Samuel 31 in the LBLA
1 Samuel 31 in the LNT
1 Samuel 31 in the LSV
1 Samuel 31 in the MAAL
1 Samuel 31 in the MBV
1 Samuel 31 in the MBV2
1 Samuel 31 in the MHNT
1 Samuel 31 in the MKNFD
1 Samuel 31 in the MNG
1 Samuel 31 in the MNT
1 Samuel 31 in the MNT2
1 Samuel 31 in the MRS1T
1 Samuel 31 in the NAA
1 Samuel 31 in the NASB
1 Samuel 31 in the NBLA
1 Samuel 31 in the NBS
1 Samuel 31 in the NBVTP
1 Samuel 31 in the NET2
1 Samuel 31 in the NIV11
1 Samuel 31 in the NNT
1 Samuel 31 in the NNT2
1 Samuel 31 in the NNT3
1 Samuel 31 in the PDDPT
1 Samuel 31 in the PFNT
1 Samuel 31 in the RMNT
1 Samuel 31 in the SBIAS
1 Samuel 31 in the SBIBS
1 Samuel 31 in the SBIBS2
1 Samuel 31 in the SBICS
1 Samuel 31 in the SBIDS
1 Samuel 31 in the SBIGS
1 Samuel 31 in the SBIHS
1 Samuel 31 in the SBIIS
1 Samuel 31 in the SBIIS2
1 Samuel 31 in the SBIIS3
1 Samuel 31 in the SBIKS
1 Samuel 31 in the SBIKS2
1 Samuel 31 in the SBIMS
1 Samuel 31 in the SBIOS
1 Samuel 31 in the SBIPS
1 Samuel 31 in the SBISS
1 Samuel 31 in the SBITS
1 Samuel 31 in the SBITS2
1 Samuel 31 in the SBITS3
1 Samuel 31 in the SBITS4
1 Samuel 31 in the SBIUS
1 Samuel 31 in the SBIVS
1 Samuel 31 in the SBT
1 Samuel 31 in the SBT1E
1 Samuel 31 in the SCHL
1 Samuel 31 in the SNT
1 Samuel 31 in the SUSU
1 Samuel 31 in the SUSU2
1 Samuel 31 in the SYNO
1 Samuel 31 in the TBIAOTANT
1 Samuel 31 in the TBT1E
1 Samuel 31 in the TBT1E2
1 Samuel 31 in the TFTIP
1 Samuel 31 in the TFTU
1 Samuel 31 in the TGNTATF3T
1 Samuel 31 in the THAI
1 Samuel 31 in the TNFD
1 Samuel 31 in the TNT
1 Samuel 31 in the TNTIK
1 Samuel 31 in the TNTIL
1 Samuel 31 in the TNTIN
1 Samuel 31 in the TNTIP
1 Samuel 31 in the TNTIZ
1 Samuel 31 in the TOMA
1 Samuel 31 in the TTENT
1 Samuel 31 in the UBG
1 Samuel 31 in the UGV
1 Samuel 31 in the UGV2
1 Samuel 31 in the UGV3
1 Samuel 31 in the VBL
1 Samuel 31 in the VDCC
1 Samuel 31 in the YALU
1 Samuel 31 in the YAPE
1 Samuel 31 in the YBVTP
1 Samuel 31 in the ZBP