1 Corinthians 11 (SNT)

1 ମୁଇ ଜେନ୍ତାରି ମାପ୍‌ରୁର୍‌ ପଚେ ପଚେ ଗାଲିନି, ତମେମନ୍‌ ମିସା ସେନ୍ତାରି ମର୍‌ ପଚେ ପଚେ ଆସା । 2 ତମେ ସବୁ ବିସଇଟାନେ ମକେ ଏତାଇଲାସ୍‌ନି ଆରି ମୁଇ ତମ୍‌କେ ଜନ୍‌ ସବୁ ବିଦିବିଦାନ୍‌ ସିକାଇଆଚି, ସେ ସବୁ ମାନ୍‌ଲାସ୍‌ନି, ସେଟାର୍‌ ପାଇ ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି । 3 କିରିସ୍‌ଟ ସବୁ ମୁନୁସ୍‌ ପିଲାମନର୍‌ ନେତା, ଆରି ମୁନୁସ୍‌ ମାଇଜିର୍‌ ନେତା, ଆରି ପର୍‌ମେସର୍‌ କିରିସ୍‌ଟର୍‌ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲିନି । 4 ଜେଡେବେଲେ ତମେ ମଣ୍ଡଲିତେଇ ରୁଣ୍ଡ୍‌ସା, ତେଇ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାନି କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡ୍‍ ଡାବ୍‍ବାର୍‍ ନାଇ । ସେନ୍ତାର୍‌ କଲେ ସେ କିରିସ୍‌ଟକେ ଲାଜ୍‌ କରାଇସି । 5 ସେନ୍ତାରିସେ ଗଟେକ୍‌ ମାଇଜି ପାର୍‌ତନା କଲାନି, କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ । ସେନ୍ତାର୍‌ ନ କଲେ ସେ ମୁନୁସ୍‌କେ ଲାଜ୍‌ କରାଇସି । ସେ ଗଟେକ୍‍ ମୁଣ୍ଡ୍‌ରି ମାଇଜିର୍‍ ପାରା ରଇସି । 6 କାଇକେବଇଲେ ସେ ମାଇଜି ଜଦି ଅଡ୍‌ନା ନ ପାକାଏ, ତାର୍‌ ଚେଣ୍ଡି କାଟିଦେବାଟା ନିକ । ଗଟେକ୍‌ ମାଇଜି ଜଦି ତାର୍‌ ଚେଣ୍ଡି କାଟ୍‌ସି କି ମୁଣ୍ଡ୍‌ କୁରାଇସି, ସେଟା ତାର୍‌ ପାଇ ଲାଜର୍‌ ବିସଇ, ସେଟାର୍‌ପାଇ ସେ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ । 7 ମାତର୍‌ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାବେଲେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଦର୍‌କାର୍‌ ନାଇ । କାଇକେ ବଇଲେ ସେ ପର୍‌ମେସରର୍‌ ଚାଇଁ ଆରି ତାର୍‌ ଡାକ୍‌ପୁଟା ଦେକାଇସି । ଆରି ମାଇଜି ମୁନୁସର୍‌ ଡାକ୍‌ପୁଟା ଦେକାଇସି । 8 କାଇକେବଇଲେ ମୁନୁସ୍‌ ମାଇଜିର୍‍ ତେଇଅନି ତିଆର୍‌ ଅଏନାଇ, ମାତର୍‌ ମାଇଜି ମୁନୁସର୍‌ତେଇ ଅନି ତିଆର୍‌ ଅଇଆଚେ । 9 ମନସ୍‌ ମାଇଜିର୍‌ ପାଇ ତିଆର୍‌ ଅଏନାଇ । ମାତର୍‌ ମାଇଜି ମୁନୁସର୍‌ ପାଇ ତିଆର୍‌ ଅଇଲାଆଚେ । 10 ସେଟାର୍‌ ପାଇ ମାଇଜିମନ୍‌ ମୁଣ୍ଡେ ଅଡ୍‌ନା ପାକାଇବାଟା ନିକ, ଜେନ୍ତିକି ସରଗର୍‌ ଦୁତ୍‌ମନ୍‌ ମିସା ସେ ତାର୍‌ ମୁନୁସର୍‌ ଅଦିକାରେ ଆଚେ ବଲି ଜାନ୍‌ବାଇ । 11 ମାତର୍‌ ଆମେ ବିସ୍‌ବାସିମନର୍‌ପାଇ ମାଇଜି ନଇତେ ମୁନୁସ୍‌ ରଇ ନାପାରେ କି ମୁନୁସ୍‌ ନଇତେ ମାଇଜି ରଇ ନାପାରେ । 12 ମାଇଜି ମୁନୁସର୍‌ ଗାଗ୍‌ଡେ ଅନି ଜାତ୍‌ ଅଇଲେମିସା, ମୁନୁସ୍‌ ମିସା ମାଇଜି ଜନମ୍‌ ଦେଲାକେ ଜାତ୍‌ ଅଇଆଚେ । ମାତର୍‌ ସବୁ ବିସଇ ପର୍‌ମେସର୍‌ ଟାନେଅନି ଜାତ୍‌ ଅଇଆଚେ । 13 କନ୍‌ଟା ନିକ ବଲି ତମେ ନିଜେ ନିଜେ ବିଚାର୍‌ କରା । ଜଦି ଗଟେକ୍‌ ମାଇଜି ମଣ୍ଡଲିତେଇ ସବୁର୍‌ ମୁଆଟେ ମୁଣ୍ଡେ ଅଡ୍‌ନା ନ ପାକାଇ ପାର୍‌ତନା କଲେ ସେଟା ସୁନ୍ଦର୍‌ କି ? ନାଇ ସୁନ୍ଦର୍‌ ନାଇ । 14 ସେନ୍ତାରିସେ ଜଗତର୍‌ ଜାନ୍‌ବା ବିସଇ ନେଇକରି ମୁନୁସ୍‌ ପିଲା ଜଦି ମାଇଜିମନର୍‌ ପାରା ଚେଣ୍ଡି ବଡାଇରଇଲେ ସେଟା ଲାଜର୍‌ କାତା । 15 ମାତର୍‌ ମାଇଜିଟକି ଚେଣ୍ଡି ବଡାଇଲେ ତାର୍‌ପାଇ ସୁନ୍ଦର୍‌ ବିସଇ । କାଇକେବଇଲେ ପର୍‌ମେସର୍‌ ତାର୍‌ ଡେଙ୍ଗ୍‌ ଚେଣ୍ଡି ତାର୍‌ ମୁଣ୍ଡେ ଡାବି ଅଇବାକେ ଦେଲା ଆଚେ । 16 ଜଦି ଏ ବିସଇନେଇ କେ ମିସା ମର୍‌ ଆଦେସ୍‌ ମାନ୍‌ବାକେ ମନ୍‌ ନ କରେ, ଆମେ କି ପର୍‌ମେସରର୍‌ ବିନ୍‌ ମଣ୍ଡଲିମନ୍‌କେ ମିସା ଏଟା ଚାଡି ଆରି କାଇ ଅବିଆସ୍‌ ନାଇ । 17 ଆରି ଗଟେକ୍‌ ବିସଇ ମୁଇ କଇବାର୍‌ ଆଚେ । ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ଗଟେକ୍‌ କର୍‌ବା ବିସଇ ମର୍‍ ମନ୍‌କେ ଜାଏନାଇ । କାଇକେବଇଲେ ତମେ ରୁଣ୍ଡ୍‌ଲାର୍‌ ଲାଗି ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଏନାଇ, ମାତର୍‌ ଦୁର୍‌ବଲ୍‌ ପାରା ଅଇଗାଲାନି । 18 ମୁଇ ସୁନିଆଚି ଜେ, ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ବାଗ୍‌ ବାଗ୍‌ ଅଇକରି ଗଟେକ୍‌ ବାଟର୍‌ ଲକ୍‌ ଆରି ଗଟେକ୍‌ ବାଟର୍‌ ଲକ୍‌କେ ବିରଦ୍‌ କଲାସ୍‌ନି ଆରି ଏଟା ସତ୍‌ ବଲି ମୁଇ ଜାନି । 19 ତମର୍‌ ବିତ୍‌ରେ ଏନ୍ତାରି ଅଇବାଟା ନିକ । ଜେନ୍ତାରି କି ତେଇଅନି ପରିକାଟାନେ ସିଦ୍‌ ଅଇଲା ଲକ୍‌ମନ୍‌ ବାରଇବାଇ । 20 ଜେଡେବେଲେ ତମେ ମାପ୍‌ରୁର୍‌ କାଦି କାଇବାକେ ଗଟେକ୍‌ ଜାଗାଇ ଜମ୍‌ଲାସ୍‌ନି, ସେଟା ସତଇସେ ମାପ୍‌ରୁର୍‌ କାଦି ନଏଁ, 21 କାଇକେ ବଇଲେ, ତମର୍‌ ବାଇମନର୍‌ପାଇ କାଇଟା ଚାଡାସ୍‌ ନାଇ । ଏଟାର୍‌ପାଇ କେତେଲକ୍‌ ବୁକେ ଉଟିଗାଲାଇନି । ଆରି କେତେଲକ୍‌ ମାତ୍‌ଲାସ୍‌ନି । 22 ତମେ କାଇବାକେ କାଇ ନିଜର୍‌ ଗର୍‌ ନାଇ କି ? ତମର୍‌ ଲାଗି ତମର୍‌ ଗରିବ୍‌ ବାଇମନ୍‌ ଲାଜ୍‌ ଅଇଗାଲାଇନି । ଆରି ବାକି ବିସ୍‌ବାସିମନ୍‌କେ ଇଜତ୍‌ ଜିକାଇଲାସ୍‌ନି । ଏ ବିସଇ ଆରି ମୁଇ ତମ୍‌କେ କାଇଟା ବଲି କଇବି ? ଏନ୍ତାରି ଅ ବଲି କଇବି କି ? ନାଇ, ନ କଇ । 23 କାଇକେବଇଲେ ମାପ୍‌ରୁର୍‌ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍‌କେ ସିକାଇଆଚି । ଜନ୍‌ ରାତି ଆମର୍‌ ମାପ୍‌ରୁ ଜିସୁ ବିସ୍‌ବାସେ ବିସ୍‌ ଦେଲାପାରା ଅଇଲା, ସେ ରୁଟିନେଇ, ପର୍‌ମେସର୍‌କେ ଦନିଅବାଦ୍‌ ଦେଲା । 24 ଏଟା ତମର୍‌ ପାଇ ବଲିଅଇରଇବା ମର୍‌ ଗାଗଡ୍‌, ମକେ ଏତାଇବାକେ ଏନ୍ତାର୍‌ କରା । 25 ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍‌ମେସରର୍‌ ନୁଆ ରାଜିନାମା, ଜନ୍‌ଟା କି ମର୍‌ ନିଜର୍‌ ବନି ଦେଲାକେ, ଟିକ୍ ଅଇଲା ।” 26 ଆମର୍‌ ମାପ୍‌ରୁ ଜିସୁ ବାଅଡ୍‌ବାଜାକ, ଜେତ୍‌କିତର୍‌ ରୁଟି କାଇସା କି ଏ ମୁତାଇ ଅନି ଡୁକ୍‌ସା, ତମେ ମାପ୍‌ରୁର୍‌ ମରନ୍‌ ବିସଇର୍‌ କବର୍‌ ଜାନାଇସା । 27 ଏଟାର୍‌ ଅରତ୍‌ ଅଇଲାନି, ଜେ ଜଦି ମାପ୍‌ରୁକେ ସନ୍‌ମାନ୍‌ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍‌ସି, ସେ ମାପ୍‌ରୁର୍‌ ଗାଗଡ୍‌ ଆରି ବନିର୍‌ ବିରୁଦେ ପାପ୍‌ କଲାନି । 28 ସେଟାର୍‌ପାଇ ତମେ ନିଜ୍‌କେ ପରିକା କରି ଦେକ୍‌ବାର୍‌ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି । 29 କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍‌ରୁର୍‌ ଗାଗଡ୍‌ ଆରି ମୁତାଇଅନି ଡୁକ୍‌ଲାବେଲେ ସତ୍‌ବିସଇ ନ ବୁଜତ୍‌, ସେମନ୍‌ ନିଜେ ନିଜର୍‌ ଉପ୍‌ରେ ପର୍‌ମେସରର୍‌ ଡଣ୍ଡ୍‌ ଡାକି ଆନ୍‌ଲାଇନି । 30 ସେଟାର୍‌ପାଇ ତମର୍‌ ବିତ୍‌ରେ ବେସି ଲକ୍‌ ଦୁର୍‌ବଲ୍‌ ଆଚାସ୍‌ ଆରି ବିନ୍‌ ବିନ୍‌ ଜର୍‌ ଦାରାଇ ଅଇଆଚାସ୍‌ ଆରି ମଲାସ୍‌ନି ମିସା । 31 ମାତର୍‌ ଆମେ ଜଦି ନିଜ୍‌କେ ପରିକା କର୍‍ତା ଆଲେ, ପର୍‌ମେସରର୍‌ ଡଣ୍ଡ୍‌ ଆମର୍‌ ଉପ୍‌ରେ ନ ଆଇତା । 32 ମାତର୍‌ ଜଗତର୍‌ ଲକ୍‌ମନର୍‌ ପଚର୍‌ ଡଣ୍ଡ୍‌ଲଗେ ଅନି ଆମ୍‌କେ ରକିଆ କର୍‌ବାକେ ପର୍‌ମେସର୍‌ ଆମ୍‌କେ ବିଚାର୍‌ କରି ଦେଇସି । 33 ତେବେ ଏ ମର୍‌ ବାଇବଇନିମନ୍‌, ତମେ ଆମର୍‌ ମାପ୍‌ରୁର୍‌ କାଦି କାଇବାକେ ରୁଣ୍ଡ୍‌ଲା ବେଲେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଜାଗା । 34 ଜଦି କେ ବୁକେ ଆଚେ, ସେ ନିଜର୍‌ ଗରେ କାଇକରି ଆଇବାର୍‌ ଆଚେ । ଜେନ୍ତିକି ତମେ ରୁଣ୍ଡ୍‌ଲାବେଲେ ପର୍‌ମେସରର୍‌ ଡଣ୍ଡ୍‌ ତମର୍‌ ଉପ୍‌ରେ ନ ଆସେ । ଆରି ରଇଲା ବିନ୍‌ ବିନ୍‌ ବିସଇମନ୍‌ ମୁଇ ଆଇଲେ, ପଚେ ବୁଜାଇ ଦେବି ।

In Other Versions

1 Corinthians 11 in the ANGEFD

1 Corinthians 11 in the ANTPNG2D

1 Corinthians 11 in the AS21

1 Corinthians 11 in the BAGH

1 Corinthians 11 in the BBPNG

1 Corinthians 11 in the BBT1E

1 Corinthians 11 in the BDS

1 Corinthians 11 in the BEV

1 Corinthians 11 in the BHAD

1 Corinthians 11 in the BIB

1 Corinthians 11 in the BLPT

1 Corinthians 11 in the BNT

1 Corinthians 11 in the BNTABOOT

1 Corinthians 11 in the BNTLV

1 Corinthians 11 in the BOATCB

1 Corinthians 11 in the BOATCB2

1 Corinthians 11 in the BOBCV

1 Corinthians 11 in the BOCNT

1 Corinthians 11 in the BOECS

1 Corinthians 11 in the BOGWICC

1 Corinthians 11 in the BOHCB

1 Corinthians 11 in the BOHCV

1 Corinthians 11 in the BOHLNT

1 Corinthians 11 in the BOHNTLTAL

1 Corinthians 11 in the BOICB

1 Corinthians 11 in the BOILNTAP

1 Corinthians 11 in the BOITCV

1 Corinthians 11 in the BOKCV

1 Corinthians 11 in the BOKCV2

1 Corinthians 11 in the BOKHWOG

1 Corinthians 11 in the BOKSSV

1 Corinthians 11 in the BOLCB

1 Corinthians 11 in the BOLCB2

1 Corinthians 11 in the BOMCV

1 Corinthians 11 in the BONAV

1 Corinthians 11 in the BONCB

1 Corinthians 11 in the BONLT

1 Corinthians 11 in the BONUT2

1 Corinthians 11 in the BOPLNT

1 Corinthians 11 in the BOSCB

1 Corinthians 11 in the BOSNC

1 Corinthians 11 in the BOTLNT

1 Corinthians 11 in the BOVCB

1 Corinthians 11 in the BOYCB

1 Corinthians 11 in the BPBB

1 Corinthians 11 in the BPH

1 Corinthians 11 in the BSB

1 Corinthians 11 in the CCB

1 Corinthians 11 in the CUV

1 Corinthians 11 in the CUVS

1 Corinthians 11 in the DBT

1 Corinthians 11 in the DGDNT

1 Corinthians 11 in the DHNT

1 Corinthians 11 in the DNT

1 Corinthians 11 in the ELBE

1 Corinthians 11 in the EMTV

1 Corinthians 11 in the ESV

1 Corinthians 11 in the FBV

1 Corinthians 11 in the FEB

1 Corinthians 11 in the GGMNT

1 Corinthians 11 in the GNT

1 Corinthians 11 in the HARY

1 Corinthians 11 in the HNT

1 Corinthians 11 in the IRVA

1 Corinthians 11 in the IRVB

1 Corinthians 11 in the IRVG

1 Corinthians 11 in the IRVH

1 Corinthians 11 in the IRVK

1 Corinthians 11 in the IRVM

1 Corinthians 11 in the IRVM2

1 Corinthians 11 in the IRVO

1 Corinthians 11 in the IRVP

1 Corinthians 11 in the IRVT

1 Corinthians 11 in the IRVT2

1 Corinthians 11 in the IRVU

1 Corinthians 11 in the ISVN

1 Corinthians 11 in the JSNT

1 Corinthians 11 in the KAPI

1 Corinthians 11 in the KBT1ETNIK

1 Corinthians 11 in the KBV

1 Corinthians 11 in the KJV

1 Corinthians 11 in the KNFD

1 Corinthians 11 in the LBA

1 Corinthians 11 in the LBLA

1 Corinthians 11 in the LNT

1 Corinthians 11 in the LSV

1 Corinthians 11 in the MAAL

1 Corinthians 11 in the MBV

1 Corinthians 11 in the MBV2

1 Corinthians 11 in the MHNT

1 Corinthians 11 in the MKNFD

1 Corinthians 11 in the MNG

1 Corinthians 11 in the MNT

1 Corinthians 11 in the MNT2

1 Corinthians 11 in the MRS1T

1 Corinthians 11 in the NAA

1 Corinthians 11 in the NASB

1 Corinthians 11 in the NBLA

1 Corinthians 11 in the NBS

1 Corinthians 11 in the NBVTP

1 Corinthians 11 in the NET2

1 Corinthians 11 in the NIV11

1 Corinthians 11 in the NNT

1 Corinthians 11 in the NNT2

1 Corinthians 11 in the NNT3

1 Corinthians 11 in the PDDPT

1 Corinthians 11 in the PFNT

1 Corinthians 11 in the RMNT

1 Corinthians 11 in the SBIAS

1 Corinthians 11 in the SBIBS

1 Corinthians 11 in the SBIBS2

1 Corinthians 11 in the SBICS

1 Corinthians 11 in the SBIDS

1 Corinthians 11 in the SBIGS

1 Corinthians 11 in the SBIHS

1 Corinthians 11 in the SBIIS

1 Corinthians 11 in the SBIIS2

1 Corinthians 11 in the SBIIS3

1 Corinthians 11 in the SBIKS

1 Corinthians 11 in the SBIKS2

1 Corinthians 11 in the SBIMS

1 Corinthians 11 in the SBIOS

1 Corinthians 11 in the SBIPS

1 Corinthians 11 in the SBISS

1 Corinthians 11 in the SBITS

1 Corinthians 11 in the SBITS2

1 Corinthians 11 in the SBITS3

1 Corinthians 11 in the SBITS4

1 Corinthians 11 in the SBIUS

1 Corinthians 11 in the SBIVS

1 Corinthians 11 in the SBT

1 Corinthians 11 in the SBT1E

1 Corinthians 11 in the SCHL

1 Corinthians 11 in the SUSU

1 Corinthians 11 in the SUSU2

1 Corinthians 11 in the SYNO

1 Corinthians 11 in the TBIAOTANT

1 Corinthians 11 in the TBT1E

1 Corinthians 11 in the TBT1E2

1 Corinthians 11 in the TFTIP

1 Corinthians 11 in the TFTU

1 Corinthians 11 in the TGNTATF3T

1 Corinthians 11 in the THAI

1 Corinthians 11 in the TNFD

1 Corinthians 11 in the TNT

1 Corinthians 11 in the TNTIK

1 Corinthians 11 in the TNTIL

1 Corinthians 11 in the TNTIN

1 Corinthians 11 in the TNTIP

1 Corinthians 11 in the TNTIZ

1 Corinthians 11 in the TOMA

1 Corinthians 11 in the TTENT

1 Corinthians 11 in the UBG

1 Corinthians 11 in the UGV

1 Corinthians 11 in the UGV2

1 Corinthians 11 in the UGV3

1 Corinthians 11 in the VBL

1 Corinthians 11 in the VDCC

1 Corinthians 11 in the YALU

1 Corinthians 11 in the YAPE

1 Corinthians 11 in the YBVTP

1 Corinthians 11 in the ZBP