1 Peter 5 (SNT)
1 ତମର୍ ମଣ୍ଡଲିର୍ ପାର୍ଚିନ୍ମନ୍କେ ଗଟେକ୍ ବିସଇ କଇବାକେ ମୁଇ ମନ୍ କଲିନି । କାଇକେବଇଲେ ମୁଇ ମିସା ଗଟେକ୍ ପାର୍ଚିନ୍ । କିରିସ୍ଟ ଦୁକ୍କସ୍ଟ ମୁରଚ୍ଲାଟା ମୁଇ ଦେକିଆଚି । ଆରି ତାର୍ ଡାକ୍ପୁଟା ଜାନାଇବା ଦିନେ ମୁଇ ମିସା ତେଇ ମିସ୍ବି । ମୁଇ ତମ୍କେ ବାବୁଜିଆ କଲିନି, 2 ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା । 3 ତମେ ଦେକାରକା କର୍ବା ଲକ୍ମନ୍କେ ବାଦିଅ କରାନାଇ । ତାର୍ ବାଦୁଲେ ତମର୍ ନିକ ଚଲାଚଲ୍ତି ଦେକି ସେମନ୍ ସିକତ୍ । 4 ଆରି ଜେଡେବେଲେ ଜିସୁକିରିସ୍ଟ ଜେ କି ସବୁ ବିସ୍ବାସିମନର୍ ବଡ୍ ନେତା ଦେକାଇ ଅଇସି, ଉଜଲ୍ ଉନା ନ ଅଇବା ଡାକ୍ପୁଟାର୍ ପୁରୁସ୍କାର୍ ତମ୍କେ ଦେଇସି । 5 ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି । 6 ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି । 7 ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି । 8 ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି । 9 ବିସ୍ବାସେ ଡାଟ୍ ରଇକରି ତାକେ ବିରଦ୍ କରା । ଗୁଲାଇ ଦୁନିଆଇ ରଇବା ତମର୍ ବିସ୍ବାସି ବାଇବଇନିମନ୍, ଏନ୍ତାରି ଦୁକ୍ କସ୍ଟ ପାଇ ମୁରଚ୍ଲାଇନି ବଲି ତମେ ଜାନିଆଚାସ୍ । 10 ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ । 11 ତାକେ ସବୁର୍ଟାନେଅନି ବପୁଆଚେ, ସେ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । ଆମେନ୍ । 12 ଏ ଅଲପ୍ ବିସଇର୍ ଚିଟି ଲେକ୍ବାକେ ସିଲା ମକେ ସାଇଜ କରିରଇଲା । ସେ ଗଟେକ୍ ଆମର୍ ବିସ୍ବାସି ବାଇ । ତମର୍ ବିସ୍ବାସ୍ ଡାଟ୍ କରାଇବାକେ ଆରି ପର୍ମେସର୍ ତାର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମେ ସତଇସେ ଜାନ୍ଲାସ୍ନି ବଲି ଟିକ୍ କର୍ବାକେ ମୁଇ ଏ ଚିଟି ଲେକ୍ଲିନି । ତାର୍ ଜିବନ୍ ଦୁକାଇଲାଟାନେ ତମେ ଡାଟ୍ ସଙ୍ଗ୍ ରୁଆ । 13 ବାବିଲନେ ରଇବା ତମର୍ ବିସ୍ବାସି ବାଇବଇନିମନ୍ ତାକର୍ ଜୁଆର୍ ଜାନାଇଲାଇନି । ପର୍ମେସର୍ ସେମନ୍କେ ବାଚ୍ଲାଆଚେ । ମାର୍କ ଜାକେ କି ମର୍ ପଅ ଇସାବେ ଦେକ୍ଲିନି, ସେମିସା ତାର୍ ଜୁଆର୍ ଜାନାଇଲାନି । 14 ତମର୍ ବିତ୍ରେ ଆଲାଦ୍ ଆଚେ ବଲି ଦେକାଇବାକେ ଆତେ ଦାରି ଜୁଆର୍ କରାକରିଉଆ ।କିରିସ୍ଟର୍ତେଇ ଜେତ୍କି ଲକ୍ ମିସ୍ଲାଇଆଚତ୍ ସେମନ୍ ସବୁ ଲକ୍କେ ସାନ୍ତି ମିଲ ।
In Other Versions
1 Peter 5 in the ANGEFD
1 Peter 5 in the ANTPNG2D
1 Peter 5 in the AS21
1 Peter 5 in the BAGH
1 Peter 5 in the BBPNG
1 Peter 5 in the BBT1E
1 Peter 5 in the BDS
1 Peter 5 in the BEV
1 Peter 5 in the BHAD
1 Peter 5 in the BIB
1 Peter 5 in the BLPT
1 Peter 5 in the BNT
1 Peter 5 in the BNTABOOT
1 Peter 5 in the BNTLV
1 Peter 5 in the BOATCB
1 Peter 5 in the BOATCB2
1 Peter 5 in the BOBCV
1 Peter 5 in the BOCNT
1 Peter 5 in the BOECS
1 Peter 5 in the BOGWICC
1 Peter 5 in the BOHCB
1 Peter 5 in the BOHCV
1 Peter 5 in the BOHLNT
1 Peter 5 in the BOHNTLTAL
1 Peter 5 in the BOICB
1 Peter 5 in the BOILNTAP
1 Peter 5 in the BOITCV
1 Peter 5 in the BOKCV
1 Peter 5 in the BOKCV2
1 Peter 5 in the BOKHWOG
1 Peter 5 in the BOKSSV
1 Peter 5 in the BOLCB
1 Peter 5 in the BOLCB2
1 Peter 5 in the BOMCV
1 Peter 5 in the BONAV
1 Peter 5 in the BONCB
1 Peter 5 in the BONLT
1 Peter 5 in the BONUT2
1 Peter 5 in the BOPLNT
1 Peter 5 in the BOSCB
1 Peter 5 in the BOSNC
1 Peter 5 in the BOTLNT
1 Peter 5 in the BOVCB
1 Peter 5 in the BOYCB
1 Peter 5 in the BPBB
1 Peter 5 in the BPH
1 Peter 5 in the BSB
1 Peter 5 in the CCB
1 Peter 5 in the CUV
1 Peter 5 in the CUVS
1 Peter 5 in the DBT
1 Peter 5 in the DGDNT
1 Peter 5 in the DHNT
1 Peter 5 in the DNT
1 Peter 5 in the ELBE
1 Peter 5 in the EMTV
1 Peter 5 in the ESV
1 Peter 5 in the FBV
1 Peter 5 in the FEB
1 Peter 5 in the GGMNT
1 Peter 5 in the GNT
1 Peter 5 in the HARY
1 Peter 5 in the HNT
1 Peter 5 in the IRVA
1 Peter 5 in the IRVB
1 Peter 5 in the IRVG
1 Peter 5 in the IRVH
1 Peter 5 in the IRVK
1 Peter 5 in the IRVM
1 Peter 5 in the IRVM2
1 Peter 5 in the IRVO
1 Peter 5 in the IRVP
1 Peter 5 in the IRVT
1 Peter 5 in the IRVT2
1 Peter 5 in the IRVU
1 Peter 5 in the ISVN
1 Peter 5 in the JSNT
1 Peter 5 in the KAPI
1 Peter 5 in the KBT1ETNIK
1 Peter 5 in the KBV
1 Peter 5 in the KJV
1 Peter 5 in the KNFD
1 Peter 5 in the LBA
1 Peter 5 in the LBLA
1 Peter 5 in the LNT
1 Peter 5 in the LSV
1 Peter 5 in the MAAL
1 Peter 5 in the MBV
1 Peter 5 in the MBV2
1 Peter 5 in the MHNT
1 Peter 5 in the MKNFD
1 Peter 5 in the MNG
1 Peter 5 in the MNT
1 Peter 5 in the MNT2
1 Peter 5 in the MRS1T
1 Peter 5 in the NAA
1 Peter 5 in the NASB
1 Peter 5 in the NBLA
1 Peter 5 in the NBS
1 Peter 5 in the NBVTP
1 Peter 5 in the NET2
1 Peter 5 in the NIV11
1 Peter 5 in the NNT
1 Peter 5 in the NNT2
1 Peter 5 in the NNT3
1 Peter 5 in the PDDPT
1 Peter 5 in the PFNT
1 Peter 5 in the RMNT
1 Peter 5 in the SBIAS
1 Peter 5 in the SBIBS
1 Peter 5 in the SBIBS2
1 Peter 5 in the SBICS
1 Peter 5 in the SBIDS
1 Peter 5 in the SBIGS
1 Peter 5 in the SBIHS
1 Peter 5 in the SBIIS
1 Peter 5 in the SBIIS2
1 Peter 5 in the SBIIS3
1 Peter 5 in the SBIKS
1 Peter 5 in the SBIKS2
1 Peter 5 in the SBIMS
1 Peter 5 in the SBIOS
1 Peter 5 in the SBIPS
1 Peter 5 in the SBISS
1 Peter 5 in the SBITS
1 Peter 5 in the SBITS2
1 Peter 5 in the SBITS3
1 Peter 5 in the SBITS4
1 Peter 5 in the SBIUS
1 Peter 5 in the SBIVS
1 Peter 5 in the SBT
1 Peter 5 in the SBT1E
1 Peter 5 in the SCHL
1 Peter 5 in the SUSU
1 Peter 5 in the SUSU2
1 Peter 5 in the SYNO
1 Peter 5 in the TBIAOTANT
1 Peter 5 in the TBT1E
1 Peter 5 in the TBT1E2
1 Peter 5 in the TFTIP
1 Peter 5 in the TFTU
1 Peter 5 in the TGNTATF3T
1 Peter 5 in the THAI
1 Peter 5 in the TNFD
1 Peter 5 in the TNT
1 Peter 5 in the TNTIK
1 Peter 5 in the TNTIL
1 Peter 5 in the TNTIN
1 Peter 5 in the TNTIP
1 Peter 5 in the TNTIZ
1 Peter 5 in the TOMA
1 Peter 5 in the TTENT
1 Peter 5 in the UBG
1 Peter 5 in the UGV
1 Peter 5 in the UGV2
1 Peter 5 in the UGV3
1 Peter 5 in the VBL
1 Peter 5 in the VDCC
1 Peter 5 in the YALU
1 Peter 5 in the YAPE
1 Peter 5 in the YBVTP
1 Peter 5 in the ZBP