1 Thessalonians 2 (SNT)
1 ଏ ବାଇବଇନିମନ୍ ତମେ ନିଜେ ଜାନି ଆଚାସ୍, ତମର୍ଲଗେ ଆମେ ଆଇଲାଟା ଚୁଚାଇ ନ ରଇଲା । 2 ତମର୍ଟାନେ ଆଇବା ଆଗ୍ତୁ ପିଲିପେ ଆମ୍କେ କେନ୍ତି ଦୁକ୍ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍ । ବେସି ଲକ୍ ଆମ୍କେ ବିରଦ୍ କଲେ ମିସା ସୁବ୍କବର୍ ତମ୍କେ ଜାନାଇବାକେ ପର୍ମେସର୍ ସାଆସ୍ ଦେଇରଇଲା । 3 ଆମେ ବାବୁଜିଆ କଲାଟା, ଲକ୍ମନର୍ ବୁଲ୍ ଆଦେସ୍ ଅନି ନ ରଇଲା ଆରି ନାଡାଇବାଟା କି ବୁଲ୍ବାଟେ ନେବା ବିସଇ ନ ରଇଲା । 4 ମାତର୍ ସବୁବେଲେ ଆମେ ପର୍ମେସରର୍ ମନ୍ କଲା ଇସାବେ ସେ କାତା କଇତେରଇବୁ । କାଇକେବଇଲେ ସେ ଆମ୍କେ ବାଚିକରି ସୁବ୍କବର୍ ଜାନାଇବା ଦାଇତ୍ ସର୍ପି ଦେଲାଆଚେ । ଲକ୍ମନ୍କେ ସାର୍ଦା କରାଇବାକେ ଆମର୍ ଆଦେସ୍ ନାଇ । ଜନ୍ ପର୍ମେସର୍ ଆମର୍ ମନ୍ ବିତ୍ରର୍ଟା ପରିକା କରି ଦେକିପାର୍ସି, ତାକେ ଆକା ସାର୍ଦା କର୍ବାକେ ଆମେ ଚେସ୍ଟା କଲୁନି । 5 ତମେତା ନିକ କରି ଜାନାସ୍ । ଆମେ କେବେ ମିସା ତମ୍କେ ସାର୍ଦା କରାଇବା କାତା କଇ ନ ରଇଲୁ । ଆମର୍ ଲବ୍ଅଇବାଟାକେ ଲୁଚାଇକରି ସଙ୍ଗଉନାଇ । ତମର୍ଲଗେ କାରାପ୍ ବେବାର୍ କରି ନ ରଇଲୁ । ଏ ବିସଇଟାନେ ପର୍ମେସର୍ ଆମର୍ ସାକି । 6 ଆମେ କାର୍ଲଗେ ଅନି ସନ୍ମାନ୍ ପାଇବୁ ବଲି ଚେସ୍ଟା କରି ନ ରଇଲୁ । ତମର୍ଟାନେ ଅନି କି ବିନ୍ ଲକର୍ ଟାନେଅନି ମିସା ନାଇ । 7 ଜଦି କିରିସ୍ଟ ପାଟାଇରଇବା ପେରିତ୍ ଇସାବେ ଆମ୍କେ ତମେ ମାନିକରି ରୁଆ ବଲି ଦାବି କର୍ତୁ । ମାଆ ଜେନ୍ତି ନିଜର୍ ପିଲାମନ୍କେ ଜତନ୍ କର୍ତେରଇସି, ଆମେ ତମର୍ଲଗେ ରଇବା ବେଲାଇ ସେରକାମ୍ କର୍ତେରଇଲୁ । 8 ଆମେ ତମ୍କେ ବେସି ଆଲାଦ୍ କଲୁ ଜେ, ତମ୍କେ ଅବ୍କା ପର୍ମେସରର୍ ସୁବ୍ କବର୍ ଜାନାଇବୁ ବଲି ନାଇ, ମାତର୍ ତମର୍ଲାଗି ନିଜ୍କେ ସର୍ପି ଅଇବାକେ ମିସା ତିଆର୍ ଅଇରଇଲୁ । ତମେ ଆମର୍ କେଡେକ୍ ନିଜର୍ ନ ରଇଲାସ୍ ! 9 ଏ ବାଇବଇନିମନ୍ ଆମେ ଆବଡ୍ ଅଇ ଗାଗ୍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍ କଲାଟା ତମ୍କେ ମନେରଇସି । ଆମେ ଜେନ୍ତିକି ତମର୍ ଉପ୍ରେ ବଜ୍ ନ ଅଇକରି, ଏଟାର୍ପାଇ ଦିନ୍ ରାତି କସ୍ଟ ପାଇ ପର୍ମେସରର୍ ସୁବ୍କବର୍ ତମ୍କେ ଜାନାଇରଇଲୁ । 10 ଜେଡେବେଲେ ଆମେ ତମର୍ଟାନେ ରଇଲୁ, ଆମେ କେନ୍ତି ସୁକଲ୍ଅଇ, ସତଇସେ କାଇ ଦସ୍ ନ ଅଇକରି ଚଲାଚଲ୍ତି କର୍ତେରଇଲୁ । ନିଜେ ପର୍ମେସର୍ ଆରି ତମେ ଆକା ଆମର୍ ସାକି ଆଚାସ୍ । 11 ତମେତା ଜାନାସ୍ । ବାବା ଜେନ୍ତି ନିଜର୍ ପିଲାମନ୍କେ ଚଲାଚଲ୍ତି କର୍ତା, ଆମେ ମିସା ସମାନ୍ ସେନ୍ତାରିସେ ଚଲାଚଲ୍ତି କରିରଇଲୁ । 12 ଆମେ ତମ୍କେ ସାଆସ୍ ଦେଇରଇଲୁ, ଦୁକ୍ ସାରାଇରଇଲୁ, ଆରି ପରମେସର୍ଟାନେ ଟିକ୍ସଙ୍ଗ୍ ଚଲାଚଲ୍ତି ଅଇ ବଁଚ୍ବାକେ ବାବୁଜିଆ କର୍ତେରଇଲୁ । ପର୍ମେସର୍ ଜେ କି ତାର୍ ରାଇଜେ ଆରି ତାର୍ ମଇମା ଟାନେ ମିସିରଇବାକେ ତମ୍କେ ଡାକ୍ଲାନି । 13 ଆମେ ପର୍ମେସର୍କେ ଏଟାର୍ପାଇ ମିସା ଦନିଅବାଦ୍ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍ ସୁବ୍କବର୍ ତମ୍କେ ଜାନାଇରଇଲୁ ସେଟା ପର୍ମେସର୍ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍ଲାସ୍ । ଏଟା ଲକ୍ମନର୍ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍ମେସରର୍ ବାକିଅ । ଆରି ତମର୍ପାରା ବିସ୍ବାସିମନର୍ ମନ୍ ବିତ୍ରେ, ସେଟା ଡାଟ୍ ଅଇରଇସି । 14 ଏ ବାଇବଇନିମନ୍ ଜିଉଦା ଦେସେ ରଇବା ପର୍ମେସରର୍ ମଣ୍ଡଲିମନ୍କେ ଆରି ତେଇ ରଇବା କିରିସ୍ଟ ବିସ୍ବାସିମନର୍ଲାଗି ଜନ୍ ଗଟ୍ନା ଗଟିରଇଲା, ତମର୍ପାଇ ମିସା ସେ ଗଟ୍ନା ଗଟ୍ଲା ଆଚେ । ସେମନ୍ ଜିଉଦିମନର୍ ଲଗେଅନି ଜନ୍ ରକାମ୍ ତାଡ୍ନା ପାଇରଇଲାଇ, ତମେ ମିସା ନିଜର୍ ଦେସର୍ ଲକ୍ମନର୍ ଲଗେଅନି ସେ ସମାନ୍ ତାଡ୍ନା ପାଇଆଚାସ୍ । 15 ଜିଉଦିମନ୍ ମାପ୍ରୁ ଜିସୁକେ ଆରି ବବିସତ୍ବକ୍ତାମନ୍କେ ମରାଇରଇଲାଇ ଆରି ଆମ୍କେ ମିସା ଦୁକ୍ କସ୍ଟ ଦେଇରଇଲାଇ । ସେମନର୍ଟାନେ ପର୍ମେସର୍ ସାନ୍ତି ନାଇ । ସେମନ୍ ସବୁ ମୁନୁସ୍ଜାତିର୍ ସତ୍ରୁ । 16 ଜେନ୍ତାରି କି ଜନ୍ ସୁବ୍କବର୍ ଜାନାଇଲେ ଜିଉଦି ନଇଲା ଲକ୍ମନ୍କେ ମୁକ୍ତି ମିଲି ପାର୍ସି, ସେଟା ଚାଡି ଦେଅତ୍ ବଲି ଆମ୍କେ ସେମନ୍ ଚେସ୍ଟା କଲାଇନି । ଏନ୍ତାରି ସେମନ୍ କର୍ତେରଇବା ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍ ବିରୁଦେ ପର୍ମେସରର୍ ରିସା ଅଇଆଚେ । 17 ଏ ବାଇବଇନିମନ୍ ଜେଡେବେଲେ ଆମେ ଚନେକର୍ପାଇ ତମର୍ଟାନେଅନି ବିନେ ଅଇଜାଇରଇଲୁ, ସେଟା ଗାଗଡ୍ ଇସାବେ । ମାତର୍ ଆମର୍ ମନ୍ ବିତ୍ରେ ତମେ ସବୁବେଲେ ବାସାଅଇରଇଲାସ୍ । ତମ୍କେ ଏତାଇ ଏତାଇ କରି ବେସି ଚିନ୍ତା କର୍ତେରଇଲୁ । ପଚେ ଆରିତରେକ୍ ତମ୍କେ ଦେକ୍ବାକେ ଚେସ୍ଟା କର୍ତେରଇଲୁ । 18 ମାତର୍ ତମର୍ଲଗେ ବାଉଡିଆଇବାକେ ଆମ୍କେ ବେସି ମନ୍ରଇଲା । ମୁଇ ନିଜେ ତମର୍ଲଗେ ବାଉଡିଆଇବାକେ ଗଟେକ୍ତର୍ ଚେସ୍ଟାକରିରଇଲି, ମାତର୍ ଏଟାର୍ପାଇ ଆମ୍କେ ସଇତାନ୍ ବାଦା ଦେଲା । 19 ସେ ଗାଲା କାତା ଗାଲାବେ । ମର୍ ଆସା ଆଚେ, ମାପ୍ରୁ ଜିସୁ ଆଇବା ବେଲେ ତମେ ଆମର୍ ଆସା, ସାର୍ଦା ବଡ୍ପନ୍ ଆରି ଜିତ୍ବାଟା । 20 ତମେ ସବୁବେଲେ ଆମର୍ପାଇ ଡାକ୍ପୁଟା ଆରି ସାର୍ଦା ।
In Other Versions
1 Thessalonians 2 in the ANGEFD
1 Thessalonians 2 in the ANTPNG2D
1 Thessalonians 2 in the BBPNG
1 Thessalonians 2 in the BBT1E
1 Thessalonians 2 in the BNTABOOT
1 Thessalonians 2 in the BNTLV
1 Thessalonians 2 in the BOATCB
1 Thessalonians 2 in the BOATCB2
1 Thessalonians 2 in the BOBCV
1 Thessalonians 2 in the BOCNT
1 Thessalonians 2 in the BOECS
1 Thessalonians 2 in the BOGWICC
1 Thessalonians 2 in the BOHCB
1 Thessalonians 2 in the BOHCV
1 Thessalonians 2 in the BOHLNT
1 Thessalonians 2 in the BOHNTLTAL
1 Thessalonians 2 in the BOICB
1 Thessalonians 2 in the BOILNTAP
1 Thessalonians 2 in the BOITCV
1 Thessalonians 2 in the BOKCV
1 Thessalonians 2 in the BOKCV2
1 Thessalonians 2 in the BOKHWOG
1 Thessalonians 2 in the BOKSSV
1 Thessalonians 2 in the BOLCB
1 Thessalonians 2 in the BOLCB2
1 Thessalonians 2 in the BOMCV
1 Thessalonians 2 in the BONAV
1 Thessalonians 2 in the BONCB
1 Thessalonians 2 in the BONLT
1 Thessalonians 2 in the BONUT2
1 Thessalonians 2 in the BOPLNT
1 Thessalonians 2 in the BOSCB
1 Thessalonians 2 in the BOSNC
1 Thessalonians 2 in the BOTLNT
1 Thessalonians 2 in the BOVCB
1 Thessalonians 2 in the BOYCB
1 Thessalonians 2 in the DGDNT
1 Thessalonians 2 in the GGMNT
1 Thessalonians 2 in the IRVM2
1 Thessalonians 2 in the IRVT2
1 Thessalonians 2 in the KBT1ETNIK
1 Thessalonians 2 in the MKNFD
1 Thessalonians 2 in the MRS1T
1 Thessalonians 2 in the NBVTP
1 Thessalonians 2 in the NIV11
1 Thessalonians 2 in the PDDPT
1 Thessalonians 2 in the SBIAS
1 Thessalonians 2 in the SBIBS
1 Thessalonians 2 in the SBIBS2
1 Thessalonians 2 in the SBICS
1 Thessalonians 2 in the SBIDS
1 Thessalonians 2 in the SBIGS
1 Thessalonians 2 in the SBIHS
1 Thessalonians 2 in the SBIIS
1 Thessalonians 2 in the SBIIS2
1 Thessalonians 2 in the SBIIS3
1 Thessalonians 2 in the SBIKS
1 Thessalonians 2 in the SBIKS2
1 Thessalonians 2 in the SBIMS
1 Thessalonians 2 in the SBIOS
1 Thessalonians 2 in the SBIPS
1 Thessalonians 2 in the SBISS
1 Thessalonians 2 in the SBITS
1 Thessalonians 2 in the SBITS2
1 Thessalonians 2 in the SBITS3
1 Thessalonians 2 in the SBITS4
1 Thessalonians 2 in the SBIUS
1 Thessalonians 2 in the SBIVS
1 Thessalonians 2 in the SBT1E
1 Thessalonians 2 in the SUSU2
1 Thessalonians 2 in the TBIAOTANT
1 Thessalonians 2 in the TBT1E
1 Thessalonians 2 in the TBT1E2
1 Thessalonians 2 in the TFTIP
1 Thessalonians 2 in the TGNTATF3T
1 Thessalonians 2 in the TNTIK
1 Thessalonians 2 in the TNTIL
1 Thessalonians 2 in the TNTIN
1 Thessalonians 2 in the TNTIP
1 Thessalonians 2 in the TNTIZ
1 Thessalonians 2 in the TTENT