1 Timothy 4 (SNT)
1 ସୁକଲ୍ ଆତ୍ମା ନିକସଙ୍ଗ୍ କଇଲାନି, ସାରାସାରି ଦିନେ, ଲକ୍ମନ୍ ସତ୍ ବିସଇ ବିସ୍ବାସ୍ କର୍ବାଟା ଚାଡିଦେବାଇ । କାରାପ୍ ଆତ୍ମାମନର୍ ସିକିଆ ମାନ୍ବାଇ । ଆରି ସେମନ୍ ସିକାଇବା ବୁଲ୍ ସିକିଆ ବିସ୍ବାସ୍ କର୍ବାଇ । 2 ଏନ୍ତାରି ସିକିଆ ଦେବାବେଲେ ଏଟା ସତ୍ ସିକିଆବଲି ଲକ୍ମନ୍ ମାନ୍ବାଇ । ମାତର୍ ସେଟା ମିଚ୍ ସିକିଆ ରଇସି । ସେମନ୍ ଟିକ୍ କଲାଇନି କି ବୁଲ୍ କଲାଇନି, ସେଟା ନିଜେ ଜାନି ନ ରଅତ୍ । ଜେନ୍ତାରି କି ତପ୍ଲା ଲୁଆସଙ୍ଗ୍ ମାଉଁସ୍ଟାନେ ଚାପ୍ଲେ ମରିଜାଇସି, ସେନ୍ତାରିସେ । 3 ସେମନ୍, ମାଇଜି ମନସ୍ ବିବା ଅଇବାର୍ ନାଇ ଆରି କାଇ କାଇ କାଦି କାଇବାର୍ ନାଇ ବଲି ବୁଲ୍ ସିକିଆ ଦେବାଇ । ସବୁ ରକାମର୍ କାଦି ପର୍ମେସର୍ ତିଆର୍ କଲାଆଚେ । ଜେନ୍ତି କି ଜେତ୍କି ସବୁ ଲକ୍ ତାର୍ ସତ୍ କବର୍ ବିସ୍ବାସ୍ କର୍ବାଇ, ସେମନ୍ ସେ କାଦିର୍ ଲାଗି ତାକେ ଦନିଅବାଦ୍ ଦେବାଇ । 4 ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ । 5 କାଇକେବଇଲେ ପର୍ମେସର୍ କଇରଇବା ବାକିଅ ଆରି ଆମର୍ ପାର୍ତନା ବିସଇ ସବୁ ସୁକଲ୍ ଅଇଆଚେ । 6 ଏ ସବୁ ବିସଇ ତମେ ବିସ୍ବାସିମନ୍କେ ସିକାଇବାର୍ ଲାଗି, ତମେ ଜିସୁ କିରିସ୍ଟକେ ସେବା କଲାସ୍ନି । ତମର୍ ବିସ୍ବାସର୍ ଲାଗି ଆରି ସତ୍ ସିକିଆ ମାନ୍ଲାର୍ ଲାଗି ପର୍ମେସର୍ ତମ୍କେ ବଡାଇସି । 7 ଜନ୍ ସବୁ ସିକିଆ ମିଚ୍, ଆରି ଜନ୍ଟା ସବୁ ଟଣ୍ଡେପାନ୍ଦି କଇବାଟାନେ ଅନି ଦୁରିକେ ରୁଆ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇକରି ପର୍ମେସର୍ ଜନ୍ଟା ମନ୍ କଲାନି, ସେନ୍ତାରି ଚଲାଚଲ୍ତି କରା । 8 କାଇକେବଇଲେ ଗାଗଡ୍କେ ବୁଲାଚାଲା କରି ନିକ ସଙ୍ଗ୍ ସଙ୍ଗଇବାଟା କେତେଟା କାମର୍ ପାଇ ନିକ ବିସଇ । କାଇକେବଇଲେ ଏଟା ଜଗତେ ବଁଚିରଇଲେ କି ମରିଗାଲେ ମିସା ତାକେ ଲଡାକେ ଆଇସି । ମାତର୍ ଆତ୍ମାଇ ଚଲାଚଲ୍ତି କର୍ବାଟା ସବୁ କାମେ ନିକ ରଇସି । 9 ଏଟା ବାଇଦରେ ସତ୍ ଆକା । ଏଟା ସବୁଲକ୍ ଅଇସି କି ନ ଅଏ ବଲିକରି ପୁରାପୁରୁନ୍ ବିସ୍ବାସ୍ କରିଅଇସି । 10 ଆମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ କସ୍ଟ ଅଇ କାମ୍ କରି ଏଟା ଆସା କଲୁନି । ସେ ସତଇସେ ବଁଚିଆଚେ । ସେ ଗୁଲାଇ ମନସ୍ ଜାତିର୍ ଉଦାର୍କାରିଆ, ଜେତ୍କି ସବୁ ତାକେ ବିସ୍ବାସ୍ କଲାଇନି, ତାକର୍ପାଇ ଅଦିକ୍ । 11 ମୁଇ ତମ୍କେ ଜେତ୍କି ବିସଇ ଲେକ୍ଲିଆଚି ସେଟାସବୁ ବିନ୍ ଲକ୍ମନ୍କେ ସିକାଆ ଆରି ତିଆରା । 12 ତକେ ଦାଙ୍ଗ୍ଡା ଆଚେ ବଲି କେ ମିସା ଇନ୍ ନ କର । ମାତର୍ ସବୁ ବିସ୍ବାସି ମନର୍ପାଇ ଗଟେକ୍ ସାକିପାରା ନିକ ଚଲାଚଲ୍ତି କର୍ । ସବୁ ବେଲେ ସତ୍ କାତା କଇତେର, ନିକସଙ୍ଗ୍ ଚଲାଚଲ୍ତି କର୍ତେରଇବା, ଲକ୍ମନ୍କେ ଆଲାଦ୍ କର୍ତେରଇବା, କିରିସ୍ଟକେ ବିସ୍ବାସ୍ କର୍ତେରଇବା, ପାପେ ରଅନାଇ । 13 ମୁଇ ତର୍ଟାନେ ଆଇବା ଜାକ ବିସ୍ବାସିମନ୍ ରୁଣ୍ଡ୍ଲା ବେଲାଇ, ଜେନ୍ତାରି କି ସବୁଲକ୍ ନିକକରି ସୁନ୍ଲାପାରା ସାସ୍ତର୍ ପଡିଦେସ୍ । ତେଇର୍ ଅରତ୍ ସେମନ୍କେ ବୁଜାଇଦେସ୍ । 14 ପର୍ମେସର୍ ତର୍ପାଇସେ ବଲିକରି ଜନ୍ ଦାନ୍ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍ବକ୍ତାମନ୍ ଆରି ପାର୍ଚିନ୍ମନ୍ ତର୍ ମୁଣ୍ଡେ ଆତ୍ ସଙ୍ଗଇ ପାର୍ତନା କଲାବେଲେ, ତୁଇ ପର୍ମେସରର୍ ଟାନେଅନି ପାଇରଇଲୁସ୍ । 15 ଏ ସବୁ ବିସଇ ପୁରାପୁରୁନ୍ ମନ୍ ଦିଆନ୍ ଦେଇ କର୍ । ଜେନ୍ତାର୍କି, ସୁବ୍କବର୍ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍ତୁ ଆଗ୍ତୁ ଗାଲୁସ୍ନି ବଲି ଲକ୍ମନ୍ ଦେକ୍ବାଇ । 16 ତୁଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କର୍ । ଆରି ପର୍ମେସରର୍ ବିସଇ ଜନ୍ଟା ସିକାଇଲୁସ୍ନି, ସେ ବିସଇଟାନେ ଜାଗ୍ରତ୍ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍କେ ଆରି ତର୍ କାତା ସୁନ୍ବା ଲକ୍କେ ରକିଆ କର୍ସୁ ।
In Other Versions
1 Timothy 4 in the ANGEFD
1 Timothy 4 in the ANTPNG2D
1 Timothy 4 in the AS21
1 Timothy 4 in the BAGH
1 Timothy 4 in the BBPNG
1 Timothy 4 in the BBT1E
1 Timothy 4 in the BDS
1 Timothy 4 in the BEV
1 Timothy 4 in the BHAD
1 Timothy 4 in the BIB
1 Timothy 4 in the BLPT
1 Timothy 4 in the BNT
1 Timothy 4 in the BNTABOOT
1 Timothy 4 in the BNTLV
1 Timothy 4 in the BOATCB
1 Timothy 4 in the BOATCB2
1 Timothy 4 in the BOBCV
1 Timothy 4 in the BOCNT
1 Timothy 4 in the BOECS
1 Timothy 4 in the BOGWICC
1 Timothy 4 in the BOHCB
1 Timothy 4 in the BOHCV
1 Timothy 4 in the BOHLNT
1 Timothy 4 in the BOHNTLTAL
1 Timothy 4 in the BOICB
1 Timothy 4 in the BOILNTAP
1 Timothy 4 in the BOITCV
1 Timothy 4 in the BOKCV
1 Timothy 4 in the BOKCV2
1 Timothy 4 in the BOKHWOG
1 Timothy 4 in the BOKSSV
1 Timothy 4 in the BOLCB
1 Timothy 4 in the BOLCB2
1 Timothy 4 in the BOMCV
1 Timothy 4 in the BONAV
1 Timothy 4 in the BONCB
1 Timothy 4 in the BONLT
1 Timothy 4 in the BONUT2
1 Timothy 4 in the BOPLNT
1 Timothy 4 in the BOSCB
1 Timothy 4 in the BOSNC
1 Timothy 4 in the BOTLNT
1 Timothy 4 in the BOVCB
1 Timothy 4 in the BOYCB
1 Timothy 4 in the BPBB
1 Timothy 4 in the BPH
1 Timothy 4 in the BSB
1 Timothy 4 in the CCB
1 Timothy 4 in the CUV
1 Timothy 4 in the CUVS
1 Timothy 4 in the DBT
1 Timothy 4 in the DGDNT
1 Timothy 4 in the DHNT
1 Timothy 4 in the DNT
1 Timothy 4 in the ELBE
1 Timothy 4 in the EMTV
1 Timothy 4 in the ESV
1 Timothy 4 in the FBV
1 Timothy 4 in the FEB
1 Timothy 4 in the GGMNT
1 Timothy 4 in the GNT
1 Timothy 4 in the HARY
1 Timothy 4 in the HNT
1 Timothy 4 in the IRVA
1 Timothy 4 in the IRVB
1 Timothy 4 in the IRVG
1 Timothy 4 in the IRVH
1 Timothy 4 in the IRVK
1 Timothy 4 in the IRVM
1 Timothy 4 in the IRVM2
1 Timothy 4 in the IRVO
1 Timothy 4 in the IRVP
1 Timothy 4 in the IRVT
1 Timothy 4 in the IRVT2
1 Timothy 4 in the IRVU
1 Timothy 4 in the ISVN
1 Timothy 4 in the JSNT
1 Timothy 4 in the KAPI
1 Timothy 4 in the KBT1ETNIK
1 Timothy 4 in the KBV
1 Timothy 4 in the KJV
1 Timothy 4 in the KNFD
1 Timothy 4 in the LBA
1 Timothy 4 in the LBLA
1 Timothy 4 in the LNT
1 Timothy 4 in the LSV
1 Timothy 4 in the MAAL
1 Timothy 4 in the MBV
1 Timothy 4 in the MBV2
1 Timothy 4 in the MHNT
1 Timothy 4 in the MKNFD
1 Timothy 4 in the MNG
1 Timothy 4 in the MNT
1 Timothy 4 in the MNT2
1 Timothy 4 in the MRS1T
1 Timothy 4 in the NAA
1 Timothy 4 in the NASB
1 Timothy 4 in the NBLA
1 Timothy 4 in the NBS
1 Timothy 4 in the NBVTP
1 Timothy 4 in the NET2
1 Timothy 4 in the NIV11
1 Timothy 4 in the NNT
1 Timothy 4 in the NNT2
1 Timothy 4 in the NNT3
1 Timothy 4 in the PDDPT
1 Timothy 4 in the PFNT
1 Timothy 4 in the RMNT
1 Timothy 4 in the SBIAS
1 Timothy 4 in the SBIBS
1 Timothy 4 in the SBIBS2
1 Timothy 4 in the SBICS
1 Timothy 4 in the SBIDS
1 Timothy 4 in the SBIGS
1 Timothy 4 in the SBIHS
1 Timothy 4 in the SBIIS
1 Timothy 4 in the SBIIS2
1 Timothy 4 in the SBIIS3
1 Timothy 4 in the SBIKS
1 Timothy 4 in the SBIKS2
1 Timothy 4 in the SBIMS
1 Timothy 4 in the SBIOS
1 Timothy 4 in the SBIPS
1 Timothy 4 in the SBISS
1 Timothy 4 in the SBITS
1 Timothy 4 in the SBITS2
1 Timothy 4 in the SBITS3
1 Timothy 4 in the SBITS4
1 Timothy 4 in the SBIUS
1 Timothy 4 in the SBIVS
1 Timothy 4 in the SBT
1 Timothy 4 in the SBT1E
1 Timothy 4 in the SCHL
1 Timothy 4 in the SUSU
1 Timothy 4 in the SUSU2
1 Timothy 4 in the SYNO
1 Timothy 4 in the TBIAOTANT
1 Timothy 4 in the TBT1E
1 Timothy 4 in the TBT1E2
1 Timothy 4 in the TFTIP
1 Timothy 4 in the TFTU
1 Timothy 4 in the TGNTATF3T
1 Timothy 4 in the THAI
1 Timothy 4 in the TNFD
1 Timothy 4 in the TNT
1 Timothy 4 in the TNTIK
1 Timothy 4 in the TNTIL
1 Timothy 4 in the TNTIN
1 Timothy 4 in the TNTIP
1 Timothy 4 in the TNTIZ
1 Timothy 4 in the TOMA
1 Timothy 4 in the TTENT
1 Timothy 4 in the UBG
1 Timothy 4 in the UGV
1 Timothy 4 in the UGV2
1 Timothy 4 in the UGV3
1 Timothy 4 in the VBL
1 Timothy 4 in the VDCC
1 Timothy 4 in the YALU
1 Timothy 4 in the YAPE
1 Timothy 4 in the YBVTP
1 Timothy 4 in the ZBP